Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଷ୍ଟାଲିନଙ୍କ ପୁଅ କହିଲେ ସନାତନ ଧର୍ମ ଡେଙ୍ଗୁ ମଶା ଭଳି, ବିଜେପି କହିଲା ହିନ୍ଦୁ ଧର୍ମର ଉଚ୍ଛେଦ ଇଣ୍ଡିଆ ମେଣ୍ଟର…

ନୂଆଦିଲ୍ଲୀ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନଙ୍କ ପୁଅ ତଥା ଡିଏଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ 'ସନାତନ ଧର୍ମ' ବିରୋଧରେ ମନ୍ତବ୍ୟକୁ ନେଇ ରବିବାର ବିଜେପି ଡିଏମକେ ନେତା ଓ ଇଣ୍ଡିଆ ମେଣ୍ଟକୁ କଡ଼ା ସମାଲୋଚନା କରିଛି। ହିନ୍ଦୁ ଧର୍ମର ସମ୍ପୂର୍ଣ ଉଚ୍ଛେଦ ବିରୋଧୀ ମେଣ୍ଟର…

‘ୱାନ୍ ନେସନ୍ ୱାନ୍ ଇଲେକ୍ସନ୍’ ନୁହେଁ ‘ୱାନ୍ ନେସନ୍ ୱାନ୍ ଏଜୁକେସନ୍’ ଆବଶ୍ୟକ:…

ନୂଆଦିଲ୍ଲୀ: ହରିୟାଣାରେ ଲୋକସଭା ନିର୍ବାଚନ ପରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିଲାଗି ରାଜନୈତିକ ଦଳଗୁଡ଼ିକ ସକ୍ରିୟ ଥିବା ନଜର ଆସିଛି। ଏହି କ୍ରମରେ ଆମ୍ ଆଦମୀ ପାର୍ଟି (ଆପ୍) ର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଭୱାନୀରେ ପହଞ୍ଚିଛନ୍ତି। ଏହି…

ଆମେରିକାରେ ପଙ୍କ କାଦୁଅରେ ଫସି ରହିଛନ୍ତି ୭୦ ହଜାର ଲୋକ

ନ୍ୟୁୟର୍କ: ଆମେରିକାର ନେୱାଡ ରାଜ୍ୟରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏଠାରେ ବର୍ଣ୍ଣିଂ ମ୍ୟାନ ଫେଷ୍ଟିଭାଲ ପାଇଁ ୭୦ ହଜାର ଲୋକ ଏକତ୍ର ହୋଇଥିଲେ । ମାତ୍ର କ୍ରମାଗତ ଭାବେ ବର୍ଷା ହେବା ଯୋଗୁ ପୂରା ଅଂଚଳ କାଦୁଅ ଓ ପଙ୍କରେ ଭରି ଯାଇଛି । ଲୋକମାନେ ଚାଲିବାକୁ ସକ୍ଷମ ମଧ୍ୟ ହେଉ…

ସହି ହେଲାନି ବରିଷ୍ଠ ଅଧିକାରୀଙ୍କ ଚାପ,ନିଜକୁ ନିଜେ ଗୁଳି ଆତ୍ମହତ୍ୟା କଲେ ଯବାନ

ଶ୍ରୀନଗର: ସହି ହେଲାନି ବରିଷ୍ଠ ଅଧିକାରୀଙ୍କ ଚାପ । ନିଜକୁ ନିଜେ ଗୁଳି ଆତ୍ମହତ୍ୟା କଲେ ଯବାନ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜମ୍ମୁ ଓ କାଶ୍ମିରର ରାମବାନ ଜିଲ୍ଲାରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।  ସୂଚନା…

ହ୍ରଦ ସଫା କରୁଛି ‘ଏ-ଆଇ’ ବୋଟ୍, ଥରକେ କାଢୁଛି ୨ କୁଇଣ୍ଟାଲ୍ ମଇଳା

ଶିଲଙ୍ଗ: ପ୍ରତ୍ୟକ କ୍ଷେତ୍ରରେ ବିଜ୍ଞାନ ବର୍ତ୍ତମାନ ଉନ୍ନତ ଜ୍ଞାନ କୌଶଳ ମାଧ୍ୟମରେ ଅନେକ କିଛି କାର୍ଯ୍ୟ କରୁଛି । ବିଜ୍ଞାନ ବଳରେ ମଣିଷ ଅନେକ ଅସାଧ୍ୟକୁ ସାଧନ କରିପାରୁଛି । ଠିକ୍ ସେମିତି ଏକ ଅସମ୍ଭବକୁ ସମ୍ଭବ କରି ଦେଖାଇଛି ‘ଏ-ଆଇ’ ।  ଏବେ ହ୍ରଦ ସଫା କରିବ ‘ଏ-ଆଇ’ ବୋଟ୍ । ଏହା ଶୁଣି…

ଗିନିଜ ୱାର୍ଲ୍ଡ ରେକର୍ଡରେ ବିଶ୍ବର ସର୍ବକନିଷ୍ଠ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ନନ୍ଦିନୀ ଅଗ୍ରୱାଲ

ଭୋପାଲ: ମଧ୍ୟପ୍ରଦେଶର ଚମ୍ବଲ ଅଞ୍ଚଳ । ଦିନେ ଏହି ଅଞ୍ଚଳ ଚୋରି ଡକାୟତି ପାଇଁ ପ୍ରଖ୍ୟାତ ଅର୍ଜନ କରିଥିବା ବେଳେ ଏବେ ଅର୍ଜନ କରିଛି ସୁନାମ । ଚମ୍ବଲ ଅଞ୍ଚଳର ଝିଅ ନନ୍ଦିନୀ ଅଗ୍ରୱାଲ ହୋଇପାରିଛନ୍ତି ବିଶ୍ବର ସର୍ବକନିଷ୍ଠ ମହିଳା ଚାର୍ଟାର୍ଡ  ଆକାଉଣ୍ଟାଣ୍ଟ । ଏହାସହ ସେ ଗିନିଜ ୱାର୍ଲ୍ଡ…

ଉପ-ନିର୍ବାଚନ ପୂର୍ବରୁ ଟିଏମସିକୁ ଝଟକା, ଦଳ ଛାଡି ବିଜେପିରେ ଯୋଗ ଦେଲେ ପୂର୍ବତନ ବିଧାୟକ

କୋଲକାତା: ପଶ୍ଚିମବଙ୍ଗର ଧୁପଗୁରୀ ଆସନରେ ଉପ-ନିର୍ବାଚନ ପୂର୍ବରୁ ଟିଏମସିକୁ ଲାଗିଲା ଶକ୍ତ ଝଟକା। ଉପ-ନିର୍ବାଚନର ଦୁଇ ଦିନ ପୂର୍ବରୁ ପୂର୍ବତନ ବିଧାୟକ ମିତାଲି ରାୟ ଟିଏମସି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ମିତାଲି ରାୟ ୨୦୧୬ରେ ଟିଏମସି ଟିକେଟରେ ଧୁପଗୁରୀ ଆସନରୁ ଜିତିଥିଲେ। ତେବେ ୨୦୨୧…

କୁନୋ ଚିତା ମୃତ୍ୟୁ ଘଟଣାକୁ ସ୍ୱାଭାବିକ୍ ବୋଲି କହିଲେ ନାମିବିଆନ୍ ହାଇକମିସନର୍‌ ଗାବ୍ରିଏଲ୍‌ ସିନିମ୍ବୋ

ନୁଆଦିଲ୍ଲୀ: ପ୍ରୋଜେକ୍ଟ ଚିତା ଅଧୀନରେ ନାମିବିଆ ଓ ଦକ୍ଷିଣ ଆଫ୍ରିକା ଠାରୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ମୋଟ ୨୦ ଟି ଚିତା ଅଣାଯାଇଥିଲା । ସେଥିମଧ୍ୟରୁ କେତେଜଣଙ୍କର ମୃତ୍ୟୁ ହୋଇଗଲାଣି । ଗତକାଲି ନାମିବିଆ ହାଇକମିସନର୍‌ ଗାବ୍ରିଏଲ୍‌ ସିନିମ୍ବୋ ଏହି ଘଟଣାକୁ ସ୍ବାଭାବିକ ବୋଲି…

ନିକଟ ଭବିଷ୍ୟତରେ ଭାରତ ବିଶ୍ୱର ଶ୍ରେଷ୍ଠ ୩ଟି ଅର୍ଥ ବ୍ୟବସ୍ଥାରେ ସାମିଲ ହେବ: ମୋଦୀ

ନୂଆଦିଲ୍ଲୀ: କଶ୍ମୀର ଏବଂ ଅରୁଣାଚଳ ପ୍ରଦେଶରେ ଜି-୨୦ ବୈଠକ ଆୟୋଜିତ ହେବା ନେଇ ପାକିସ୍ତାନ ଏବଂ ଚୀନ୍‌ର ଆପତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତ୍ୟାଖ୍ୟାନ କରିଛନ୍ତି। ମେଦୀ କହିଛନ୍ତି, ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ବୈଠକ ଆୟୋଜିତ କରିବା ସ୍ୱାଭାବିକ ଏବଂ ଏହା ଆମର ଅଧିକାର।…

ସୋନିଆ ଗାନ୍ଧୀ ମେଡିକାଲରେ ଭର୍ତ୍ତି, ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ନେଇ ଡାକ୍ତରଙ୍କ ସୂଚନା

ନୂଆଦିଲ୍ଲୀ: କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ୍ ଖରାପ ହୋଇଯାଇଛି। ସାମାନ୍ୟ ଜ୍ୱର ଲାଗି ରହିଥିବାରୁ ତାଙ୍କୁ ଦିଲ୍ଲୀ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କର ଚିକିତ୍ସାରେ ଅଛନ୍ତି ଏବଂ ସେ ଡାକ୍ତରଙ୍କ…