Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏଣିକି ବିଦେଶ ଉପରେ ନିର୍ଭର କରିବନି ଭାରତ; ବଜ୍ରପାତ ସୂଚନା ଦେବ ନିଜସ୍ୱ ସାଟେଲାଇଟ

ଭୁବନେଶ୍ୱର:ଏଣିକି ବଜ୍ରପାତ ସୂଚନା ଦେବ ନିଜସ୍ୱ ସାଟେଲାଇଟ । ଆଉ ଲୋଡ଼ା ପଡିବନି ବିଦେଶୀ ସାଟେଲାଇଟର ତଥ୍ୟ । ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଲାଗି ପଡିଛି ଇସ୍ରୋ । ଇନସାଟ-୪ ସାଟେଲାଇଟରେ ଇସ୍ରୋ ଏଭଳି ଅତ୍ୟାଧୁନିକ ବ୍ୟବସ୍ଥା ଖଞ୍ଜିବାକୁ ଯୋଜନା ରହିଛି । ଭାରତୀୟ ପାଣିପାଗ…

ମହିଳାଙ୍କୁ ଅପମାନ କରିବା ତାଙ୍କ ଶାଳୀନତାକୁ କ୍ଷୁର୍ଣ୍ଣ କରିବ ନାହିଁ ଯଦି ଯୌନ ଇଙ୍ଗିତ ହୋଇନଥିବ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ମହିଳାଙ୍କୁ ଅପମାନିତ କରିବା କିମ୍ବା ତାଙ୍କ ପ୍ରତି ଅସଭ୍ୟ ବ୍ୟବହାର କରିବା ତାଙ୍କ ଶାଳୀନତାକୁ କ୍ଷୁର୍ଣ୍ଣ କରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ ଶୁଣାଇଛନ୍ତି। ଯଦି ବ୍ୟବହାର କରାଯାଇଥିବା ଶବ୍ଦ ଯୌନ ଇଙ୍ଗିତ ଦେଉ ନ ଥାଏ କିମ୍ବା ତାଙ୍କୁ ଅପମାନିତ କରିବା ପାଇଁ ଉଦ୍ଦିଷ୍ଟ ନ…

ପୂରା ଦୁନିଆକୁ ଖୁସି ଖବର ଦେଲା ଚନ୍ଦ୍ରାଯାନ ୩, ଚନ୍ଦ୍ରରେ ଅଛି ଅମ୍ଳଜାନ

ନୂଆଦିଲ୍ଲୀ: ଚନ୍ଦ୍ରାଯାନ ୩ର ସଫଳ ଲ୍ୟାଣ୍ଡିଂ ପରେ ଇସ୍ରୋ ପୂରା ଦୁନିଆକୁ ଆଜି ଖୁସି ଖବର ଜଣାଇଛି । ଚନ୍ଦ୍ରାଯାନର ରୋବର ପ୍ରଜ୍ଞାନ ଦକ୍ଷିଣ ଧ୍ରୁବରେ ସଲଫର, ଆଲମୁନିୟମ, କ୍ୟାଲିସିୟମ, ଆଇରନ, କ୍ରୋମିୟମ, ଟାଇଟେନିୟମ, ମାଙ୍ଗାନିଜ, ସିଲିକନ ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅମ୍ଳଜାନ ଥିବାର…

ଅରୁଣାଚଳ ପ୍ରଦେଶକୁ ନିଜର ବୋଲି ଚୀନ୍ ଦାବି କରିବା ପୁରୁଣା ଅଭ୍ୟାସ: ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ମଙ୍ଗଳବାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଅରୁଣାଚଳ ପ୍ରଦେଶ ଏବଂ ଅକ୍ସାଇ ଚୀନ୍ ଅଞ୍ଚଳକୁ ନିଜ ଦେଶର ଏକ ଅଂଶ ଭାବରେ ଅନ୍ତର୍ଭୁକ୍ତ କରି ଏକ ସରକାରୀ "ମାନକ ମାନଚିତ୍ର" ଜାରି କରିଥିବାରୁ ଚୀନ୍କୁ ନିନ୍ଦା କରିଛନ୍ତି। ଚୀନର ଏହି ପଦକ୍ଷେପକୁ 'ପୁୁରୁଣା ଅଭ୍ୟାସ' ବୋଲି…

‘ଇଣ୍ଡିଆ ମେଣ୍ଟର ପ୍ରଭାବରେ କେନ୍ଦ୍ର ଏଲିପିଜି ଦରରେ ୨୦୦ ଟଙ୍କା ସବସିଡି ଘୋଷଣା କରିଛି’

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର କହିଛନ୍ତି ଯେ ଇଣ୍ଡିଆ ମେଣ୍ଟର ପ୍ରଭାବ ସ୍ୱରୂପ ଉଜ୍ଦଳା ଯୋଜନାରେ ଏଲପିଜି ଦର ୨୦୦ ଟଙ୍କା ସବସିଡି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ କେନ୍ଦ୍ର ସରକାର ଆଜି ଘୋଷଣା କରିବା ପୂର୍ବରୁ ମଧ୍ୟପ୍ରଦେଶ ଭଳି…

ଇରାନରେ ପଂହଚିଲା ରୁଷ ଟ୍ରେନ, ଭାରତ ପାଇଁ ଭଲ ଖବର

ତେହେରାନ: ୟୁକ୍ରେନ ସହ ଯୁଦ୍ଧ ଅବସରରେ ପ୍ରଥମ ଥର ପାଇଁ ରୁଷରୁ ଟ୍ରେନ ସଫଳତାର ସହ ତେହେରାନରେ ପଂହଚିଛି । ରୁଷ ଆନ୍ତର୍ଜାତୀୟ ଉତର-ଦକ୍ଷିଣ ପରିବହନ ମାର୍ଗର ଉପଯୋଗ କରି ଇରାନ ରାସ୍ତା ଦେଇ ସାଉଦି ଆରବ ପର୍ଯ୍ୟନ୍ତ ପଂହଚିପାରିଛି । ଏହା ଦ୍ୱାରା ଭାରତ ସମେତ ଅନ୍ୟ ଦେଶଗୁଡିକ ସହ ବ୍ୟାପାର…

ଏମପିରେ ୧୦ ହଜାର କିମି ଚାଲିବ ବିଜେପି, ଶାହା କରିବେ ଆରମ୍ଭ, ମୋଦି କରିବେ ଶେଷ

ଭୁବନେଶ୍ୱର: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଜିତି ପୁଣିଥରେ ସରକାରକୁ ଫେରିବା ପାଇଁ ବିଜେପି ସବୁ ପ୍ରକାର ଉଦ୍ୟମ କରୁଛି। ଏହି କ୍ରମରେ ମଧ୍ୟପ୍ରଦେଶରେ ଶିବରାଜ ସରକାର ପକ୍ଷରୁ ମହିଳା ମାନଙ୍କ ପାଇଁ ବ୍ୟାପକ ଯୋଜନା ଘୋଷଣା ହେବା ସହ ଅନ୍ୟ ସବୁ ପଦକ୍ଷେପ ନିଆଯାଇଛି। ସେପଟେ ଦଳର…

ବିଜେପିକୁ ହରାଇବାକୁ ସଜାଇ ହେଉଛି ମୁମ୍ବାଇ!

ଭୁବନେଶ୍ୱର: ବିରୋଧୀ ମେଣ୍ଟ ଇଣ୍ଡିଆର ତୃତୀୟ ବୈଠକ ପାଇଁ ସଜେଇ ହେଉଛି ମୁମ୍ବାଇ। ମୁମ୍ବାଇରେ ରାସ୍ତାଘାଟ ସବୁଆଡେ ଇଣ୍ଡିଆ ଲେଖା ଥିବା ପୋଷ୍ଟର ବ୍ୟାନରରେ ଛାଇ ହୋଇଯାଇଥିବା ଦେଖିବାକୁ ମିଳିଛି। ଏପରିକି ବୈଠକକୁ ନେଇ ଭିଡିଓ ଟିଜର ମଧ୍ୟ ଜାରି କରାଯାଇଛି। ସାମାଜିକ ଗଣମାଧ୍ୟମରେ ମଧ୍ୟ…

ମଲ୍ଲିକାର୍ଜ୍ଜୁନ ଖଡଗେ ହୋଇପାରନ୍ତି ‘ଇଣ୍ଡିଆ’ର ସଂଯୋଜକ

ନୂଆଦିଲ୍ଲୀ: ବିରୋଧୀ ମେଣ୍ଟ ଇଣ୍ଡିଆର ସଂଯୋଜକ ପଦକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କୁ ଏହି ଦାୟିତ୍ୱ ଦିଆଯିବା ନେଇ ଚର୍ଚ୍ଚା ହେଉଛି । ମୁମ୍ବାଇରେ ହେବାକୁ ଥିବା ଆସନ୍ତା ମିଟିଂରେ ତାଙ୍କ ନାମ ଘୋଷଣା କରାଯିବ । ଏକଥା ମଧ୍ୟ…

ଛତିଶଗଡ଼ର ବୃହତ ଓଡ଼ିଆ ସମାଜର ସଭାପତି ହେଲେ ପୁରନ୍ଦର ମିଶ୍ର

ରାୟପୁର; ଛତିଶଗଡ଼ସ୍ଥିତ ବୃହତ ଓଡ଼ିଆ ସମାଜର ସଭାପତି ରୂପେ ବିଶିଷ୍ଟ ସମାଜସେବୀ ପୁରନ୍ଦର ମିଶ୍ର ନିର୍ବାଚିତ ହୋଇଛନ୍ତି। ଏହି ବୃହତ ସମାଜ ଅଧୀନରେ ପ୍ରଦେଶର ୩୫ ଲକ୍ଷ ଓଡ଼ିଆ ନିବାସୀଙ୍କୁ ପ୍ରତିନିଧିତ୍ଵ କରୁଥିବା ୨୪ଟି ସମାଜକୁ ସାମିଲ କରାଯାଇଛି । ଏମାନେ ହେଲେ ବ୍ରାହ୍ମଣ, କୋଲତା, ସୌରାଂ,…