Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜ୍ଞାନବ୍ୟାପି ମସଜିଦରେ ଏଏସଆଇ ସର୍ଭେ ଉପରେ ସୁପ୍ରିମକୋର୍ଟଙ୍କ ରୋକ: ୨୬ ଜୁଲାଇ ଯାଏ କଟକଣା

ଲକ୍ଷ୍ନୌ:  ଜ୍ଞାନବାପୀ ମସଜିଦ ପରିସରରେ ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI) ଟିମ୍‌ ଆଜି ସର୍ଭେ ଆରମ୍ଭ କରିବା ବେଳେ ଦେଖା ଦେଇଛି ଉତ୍ତେଜନା। ଆଜି ସକାଳ ୭ଟାରୁ ଉତ୍ତର ପ୍ରଦେଶ ବାରଣାସୀ ସ୍ଥିତ ଜ୍ଞାନବାପୀ ମସଜିଦରେ ସର୍ଭେ ଆରମ୍ଭ ହୋଇଥିଲା।  ୪୩ ଜଣିଆ ଏଏସଆଇ ଟିମ୍‌ ଦ୍ୱାରା…

ରାଜ୍ୟସଭାରେ ମଣିପୁର ତାତି: ରାଜ୍ୟ ସଭାରୁ ସସପେଣ୍ଡ ହେଲେ ଆପ୍ ସାଂସଦ ସଞ୍ଜୟ ସିଂହ

ନୂଆଦିଲ୍ଲୀ: ରାଜ୍ୟସଭାରୁ ସସପେଣ୍ଡ ହେଲେ ଆପ ସାସଂଦ ସଞ୍ଜୟ ସିଂହ । ସଞ୍ଜୟ ସିଂହଙ୍କୁ ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ସସପେଣ୍ଡ କରିଛନ୍ତି ।  ସଂସଦର ମୌସୁମୀ ଅଧିବେଶନର ବଳକା କାର୍ଯ୍ୟ ଦିବସରେ ସଞ୍ଜୟ ସିଂହ ଯୋଗ ଦେଇ ପାରିବେ ନାହିଁ । ମଣିପୁର ପ୍ରସଙ୍ଗକୁ ନେଇ ସଞ୍ଜୟ ସିଂହ ବିରୋଧ…

କୁର୍ନୁଲଠାରେ ନିର୍ମିତ ହେବ ୧୦୮ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରଭୁ ଶ୍ରୀରାମଙ୍କ ପ୍ରତିମୂର୍ତ୍ତି, ଖର୍ଚ୍ଚ ହେବ ୩୦୦ କୋଟି

ନୂଆଦିଲ୍ଲୀ: ପ୍ରଭୁ ଶ୍ରୀରାମଙ୍କ ବୃହତ୍ତମ ପ୍ରତିମୂର୍ତ୍ତିର ମୂଳଦୁଆ ପକାଇଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଆନ୍ଧ୍ରପ୍ରଦେଶର କୁର୍ନୁଲଠାରେ ୧୦୮ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ମୂର୍ତ୍ତି ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ଅମିତ ଶାହ। ନନ୍ଦୟାଲ ଜିଲ୍ଲାର…

୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ; ଚାଲିଛି ଜୋରଦାର ପ୍ରସ୍ତୁତି

ଭୁବନେଶ୍ଵର: ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶ୍ରୀମତୀ ମୁର୍ମୁ ନୂଆ ଦିଲ୍ଲୀରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରେ ମହାମହିମଙ୍କୁ ଗାର୍ଡଅଫ ଅନର ପ୍ରଦାନ କରାଯିବ । ପରେ ସେଠାରୁ ରାଜଭବନ…

ପ୍ରେମ ପାଇଁ ରାଜସ୍ଥାନରୁ ପାକିସ୍ଥାନ; ମିଛ କହି ଯାଇଥିବା ଅଭିଯୋଗ କଲେ ସ୍ଵାମୀ

ଜୟପୁର: ପ୍ରେମ ପାଇଁ ସୀମା ପାର୍ । ପ୍ରେମିକକୁ ଭେଟିବାକୁ ସରହଦ ଡେଇଁ ପାକିସ୍ତାନରେ ପହଞ୍ଚିଛନ୍ତି ରାଜସ୍ଥାନର ମହିଳା । ଜୟପୁର ଯିବା ନାଁରେ ଘରୁ ବାହାରିଥିବା ବେଳେ ଏବେ ସେ ପାକିସ୍ତାନରେ । ଫେସବୁକରେ ପ୍ରେମ ପରେ ପାକିସ୍ତାନ ଖୈବର ପଙ୍ଖତୁନଖ୍ଵାର ଯୁବକଙ୍କୁ ଭେଟିବାକୁ ସୀମା ପାର ହୋଇ…

ଜମ୍ମୁ କଶ୍ମୀରରେ ଆକ୍ସନ ମୋଡରେ ସେନା: ୫୦ ଦିନରେ ୨୧ ଆତଙ୍କୀ ନିପାତ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଏବେ ଆକ୍ସନ ମୋଡରେ ସୁରକ୍ଷା କର୍ମୀ । ଗତ କିଛି ଦିନ ହେବ ସୁରକ୍ଷାକର୍ମୀ-ଆତଙ୍କୀ ମୁହାଁମୁହିଁ ଖବର ନିୟମିତ ଘଟୁଥିବା ଦେଖିବାକୁ ମିଳୁଛି । ଗତ ୨ ଦିନ ମଧ୍ୟରେ ସୁରକ୍ଷା କର୍ମୀ ପୁଞ୍ଛ ଜିଲ୍ଲାରେ ୬ ଆତଙ୍କୀଙ୍କୁ ନିପାତ କରି ସାରିଲେଣି । ଏକ ରିପୋର୍ଟ…

ସୁଦାନ ଏୟାରପୋର୍ଟରେ ବିମାନ ଦୁର୍ଘଟଣାଗ୍ରସ୍ତ, ୯ ମୃତ, ବର୍ତ୍ତିଗଲା ଶିଶୁ

ସୁଦାନ: ସୁଦାନରେ ଗତ ରାତିରେ ଏକ ଭୟଙ୍କର ବିମାନ ବିସ୍ଫୋରଣ ହୋଇ ୯ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ୪ ସୈନିକ ଥିବା ଜଣାଯାଇଛି। ତେବେ ସୌଭାଗ୍ୟବଶଃତ ଉକ୍ତ ସମୟରେ ବିମାନରେ ଥିବା ଏକ ଛୋଟ ଶିଶୁ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛି । ସୂଚନା ମୁତାବକ, ଗତ ରାତିରେ ସୁଦାନ ଏୟାରପୋର୍ଟରୁ ଏକ…

ପାକିସ୍ଥାନରେ ରହିଛି ଅନେକ ହିନ୍ଦୁ ମନ୍ଦିର: ଯେଉଁଠି ପୂଜା କରିଥାନ୍ତି ମୁସଲମାନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସଂସ୍କୃତି,ଧର୍ମ ଏବଂ ମନ୍ଦିର ପାଇଁ ଆମ ଦେଶ ଭାରତ ସାରା ବିଶ୍ଵରେ ପରିଚିତ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଆମର ପଡ଼ୋଶୀ ଦେଶ ପାକିସ୍ଥାନ, ଯାହା ଏକ ମୁସିଲିମ୍ ବହୁଳ ଦେଶ ଅଟେ, ସେଠାରେ ବି ଏମିତି କିଛି ପ୍ରସିଦ୍ଧ ହିନ୍ଦୁ ମନ୍ଦିର ଅଛି ଯାହା ବିଷୟରେ ଆପଣ…

ପତ୍ନୀ ଓ ଭଣଜାଙ୍କୁ ଗୁଳି ମାରିବା ପରେ ନିଜେ ଆତ୍ମହତ୍ୟା କଲେ ଆସିଷ୍ଟାଣ୍ଟ ପୋଲିସ କମିଶନର

ପୁଣେ: ପୁଣେରୁ ଆସିଛି ଏକ ଦୁଃଖଦ ଖବର । ଜଣେ ବରିଷ୍ଠ ପୋଲିସ ଅଫିସର ନିଜ ପତ୍ନୀ ଏବଂ ଭଣଜାଙ୍କୁ ହତ୍ୟା କରି ଆତ୍ମହତ୍ୟା କରିଛନ୍ତି । ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ସକାଳୁ ସକାଳୁ ଏହି ଘଟଣା ଜଣାପଡିବା ପରେ ସାରା ପୁଣେ ସହରରେ ଚାଞ୍ଚଲ୍ୟ ଖେଳି ଯାଇଛି। ମିଳିଥିବା ସୂଚନା…

ଜ୍ଞାନବାପୀ ମସଜିଦ ସର୍ଭେ ଆରମ୍ଭ, ଅଗଷ୍ଟ ୪ରେ ରିପୋର୍ଟ ଦାଖଲ କରିବାକୁ ଏଏସଆଇକୁ ନିର୍ଦ୍ଦେଶ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିଠୁ ଜ୍ଞାନବାପୀ ମସଜିଦ ପରିସରରେ ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI) ଟିମ୍‌ର ସର୍ଭେ ଆରମ୍ଭ। ଆଜି ସକାଳ ୭ଟାରୁ ଉତ୍ତର ପ୍ରଦେଶ ବାରଣାସୀ ସ୍ଥିତ ଜ୍ଞାନବାପୀ ମସଜିଦରେ ସର୍ଭେ ଆରମ୍ଭ ହୋଇଛି। ପ୍ରାୟ ୩୦ ଜଣିଆ ଏଏସଆଇ ଟିମ୍‌ ଦ୍ୱାରା ସାଇଣ୍ଟିଫିକ୍ ସର୍ଭେ…