Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅରବିନ୍ଦ କେଜ୍‌ରିୱାଲ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ଉଚିତ୍‌: ଆପ୍

ନୂଆଦିଲ୍ଲୀ: ମୁମ୍ବାଇରେ ଇଣ୍ଡିଆ ମେଣ୍ଟର ମିଳିତ ବୈଠକ ପୂର୍ବରୁ ଆମ୍ ଆଦମୀ ପାର୍ଟି (ଆପ୍) ର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି କରାଯାଇଛି। ଆପର ଜାତୀୟ ମୁଖପାତ୍ର ପ୍ରିୟଙ୍କା କକ୍କର କହିଛନ୍ତି ଯେ ଅରବିନ୍ଦ…

ଋଷ ଏୟାରପୋର୍ଟରେ ୟୁକ୍ରେନର ଡ୍ରୋନ ଆକ୍ରମଣ: ଧ୍ୱଂସ ହେଲା ୪ ବିମାନ

ମସ୍କୋ: ୮ ମାସ ତଳେ ମସ୍କୋ ୟୁକ୍ରେନକୁ ସୈନ୍ୟ ପଠାଇବା ପରଠାରୁ ରୁଷ୍ ମାଟିରେ ସବୁଠାରୁ ବଡ଼ ଡ୍ରୋନ୍ ଆକ୍ରମଣ ହୋଇଛି । ଆଜି ସକାଳେ ୟୁକ୍ରେନ୍ ପକ୍ଷରୁ ଡ୍ରୋନ ଆକ୍ରମଣ ହୋଇଛି  । ଫଳରେ ଋଷ ବିମାନ ବନ୍ଦନରେ ବ୍ୟାପକ କ୍ଷତି ହୋଇଥିବା ଜଣାପଡିଛି । ଏହି ଡ୍ରୋନ ଆକ୍ରମଣରେ ୪ଟି ବିମାନ ନଷ୍ଟ…

ଉଜ୍ବଳ ତ୍ବଚା ପାଇଁ କେତେ ଉପକାରୀ ଆମ୍ବରୁ ପ୍ରସ୍ତୁତ ଫେସ ପ୍ୟାକ୍

ଦିଲ୍ଲୀ: ଖରା ଦିନ ଆସିବା ମାତ୍ରେ ବଜାରରେ ଆମ୍ବର ଚାହିଦା ମଧ୍ୟ ବଢିଯାଇଥାଏ । ଆଉ ଏହି ସମୟରେ ଲୋକେ ଖାଦ୍ୟକୁ ଆହୁରି ସୁସ୍ବାଦୁ କରିବା ପାଇଁ କଞ୍ଚା କିମ୍ବା ପାଚିଲା ଆମ୍ବର ବ୍ୟବାହାର କରନ୍ତି । କଞ୍ଚା ଆମ୍ବରୁ ଆମ୍ବ ପଣା ଏବଂ ଆମ୍ବ ଚଟନି ପରି ଅନେକ ଜିନିଷ ପ୍ରସ୍ତୁତ ହୋଇଥାଏ  ।  …

୬୪ ବର୍ଷୀୟା ମହିଳାଙ୍କ ମସ୍ତିଷ୍କରୁ ମିଳିଲା ସାପ ଦେହରେ ଥିବା ପରଜୀବୀ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯେ, ଯାହା ଡାକ୍ତରମାନଙ୍କୁ ଚିନ୍ତାରେ ପକାଇ ଦେଇଛି । ଜଣେ ୬୪ ବର୍ଷୀୟ ମହିଳାଙ୍କ ମସ୍ତିଷ୍କରୁ ସାପ ଦେହରେ ବଢ଼ୁଥିବା ପରଜୀବୀ ମିଳିଛି । ମହିଳାଜଣଙ୍କ ଦୀର୍ଘଦିନ ହେବ ଜଣେ ଡାକ୍ତରଙ୍କ ପାଖେ ଚିକିତ୍ସିତ ହେଉଥିଲେ । ନିମୋନିଆ,…

ଭାରତ ସହ ମିଶିବେ ବୋଲି ଧମକ ଦେଲେ ଗିଲଗିଟ-ବାଲଟିସ୍ତାନବାସୀ

ନୂଆଦିଲ୍ଲୀ: ପାକିସ୍ତାନର ଗିଲଗିଟ-ବାଲଟିସ୍ତାନରେ ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଏଠାରେ ହଜାର ହଜାର ଲୋକ ରାସ୍ତାକୁ ଆସି ସରକାର ବିରୋଧରେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଗିରଫ ହୋଇଥିବା ସେମାନଙ୍କ ନେତାମାନଙ୍କୁ ତୁରନ୍ତ ଛାଡିବା ପାଇଁ ଦାବୀ କରିଛନ୍ତି । ଏପରିକି ଯଦି ଏହା…

ପୁଣି ଅଶାନ୍ତ ମଣିପୁର: ଫୁଟିଲା ଗୁଳି, ଚାଲିଗଲା ଦୁଇ ଜୀବନ, ୪ ଗିରଫ

ମଣିପୁର: ଥମୁନି ମଣିପୁର ହିଂସା  । ଦିନକୁ ଦିନ ଏହା ଉଗ୍ର ରୂପ ଧାରଣ କରୁଛି  । ଆଜି ମଣିପୁରରେ ପୁଣି ଗୁଳି ଫୁଟିଛି  । ଗୁଳିମାଡ଼ରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବିଷ୍ଣୁପୁର-ଚୁରାଚାନ୍ଦପୁର ସୀମାରେ ଏହି…

କିଏ କୀଡନି ତ କିଏ ଦେଲା ଲିଭର: ରକ୍ଷା ବନ୍ଧନରେ ଭଉଣୀ ଦେଲେ ଭାଇକୁ ‘ଜୀବନ’ ଉପହାର

ନୂଆଦିଲ୍ଲୀ: ଭାଇ ପରି କେହି ନାହିଁ । ରାଗୁଥିବ, ମାରୁଥିବ..ହେଲେ ଛାଇ ପରି ଜଗିଥିବ । ଏମିତି ଭାଇ-ଭଉଣୀଙ୍କ ସମ୍ପର୍କ । ଏ ସମ୍ପର୍କ ଦେବାନେବାର ନୁହେଁ । ଏ ସମ୍ପର୍କ ଭାବର…ଭଲ ପାଇବାର । ଏ ସମ୍ପର୍କ ଆବେଗର..ଆଶ୍ୱାସନାର । ଆଜି ପବିତ୍ର ରକ୍ଷା ବନ୍ଧନ । ଭାଇ ହାତରେ ରାଖି ବାନ୍ଧିବ ଭଉଣୀ ।…

ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଭୟାବହ ଦୁର୍ଘଟଣା: ଚାଲିଗଲା ୭ ଜୀବନ

ପାଟଣା: ଭୟଙ୍କର ସଡକ ଦୁର୍ଘଟଣା । ଛିଡା ହୋଇଥିବା କଣ୍ଟେନରକୁ ପଛପଟୁ ପିଟିଲା ସ୍କର୍ପିଓ । ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ । ଅନ୍ୟ ୫ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଏମିତି ଛାତିଥରା ଦୁର୍ଘଟଣା ଘଟିଛି ବିହାରର ରୋହତାସ ଜିଲ୍ଲାରେ  । ଏନଏଚ ୨ର ପଖନାରୀ ନକଟରେ ଏହି…

ଭାରତର ଟ୍ରାଫିକରେ ଫସିବେ କି ଆମେରିକା ରାଷ୍ଟ୍ରପତି ? ଜି-୨୦ରେ ବାଇଡେନଙ୍କ କାରକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଭାରତରେ ହେବାକୁ ଯାଉଛି ଜି-୨୦ ଶିଖର ସମ୍ମିଳନୀ ।ହୋଇଛି ବ୍ୟାପକ ବ୍ୟବସ୍ଥା । ବିଶ୍ୱର ବଡବଡ ହସ୍ତୀ ଏହି ସମ୍ମିଳନୀରେ ଯୋଗ ଦେବେ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ସମେତ ବହୁ ରାଷ୍ଟ୍ରମୁଖ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । …

ଏଣିକି ବିଦେଶ ଉପରେ ନିର୍ଭର କରିବନି ଭାରତ; ବଜ୍ରପାତ ସୂଚନା ଦେବ ନିଜସ୍ୱ ସାଟେଲାଇଟ

ଭୁବନେଶ୍ୱର:ଏଣିକି ବଜ୍ରପାତ ସୂଚନା ଦେବ ନିଜସ୍ୱ ସାଟେଲାଇଟ । ଆଉ ଲୋଡ଼ା ପଡିବନି ବିଦେଶୀ ସାଟେଲାଇଟର ତଥ୍ୟ । ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଲାଗି ପଡିଛି ଇସ୍ରୋ । ଇନସାଟ-୪ ସାଟେଲାଇଟରେ ଇସ୍ରୋ ଏଭଳି ଅତ୍ୟାଧୁନିକ ବ୍ୟବସ୍ଥା ଖଞ୍ଜିବାକୁ ଯୋଜନା ରହିଛି । ଭାରତୀୟ ପାଣିପାଗ…