Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାସ୍ତାରେ ଠିଆ ହୋଇଥିବା ଲୋକଙ୍କ ଉପରେ ଚଢିଗଲା କାର୍; ୯ ମୃତ, ୧୩ ଗୁରୁତର

ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସର୍ଖେଜ-ଗାନ୍ଧିନଗର ହାଇୱେର ଇସକନ୍‌ ମନ୍ଦିର ପାଖରେ ଗତକାଲି ବିଳମ୍ବିତ ରାତିରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଗୁରୁତର ହୋଇଥିବା ସୂଚନା ରହିଛି।…

ଉତ୍ତରପ୍ରଦେଶର ପର୍ଶୁରାମେଶ୍ୱରପୁର ମହାଦେବ ମନ୍ଦିର: ଦର୍ଶନ କଲେ ପୁରଣ ହୁଏ ମାନସିକ

ଉତ୍ତରପ୍ରଦେଶ: ଏବେ ଶ୍ରାବଣ ମାସ ଚାଲିଛି। ଏହି ମାସର ପ୍ରତ୍ୟେକ ସୋମବାରରେ କାଉଡ଼ିଆମାନେ ଜଳାଭିଷେକ କରିବାକୁ ଆସିଥାନ୍ତି। ତେବେ କେବଳ ସୋମବାର ନୁହେଁ, ଶ୍ରାବଣ ମାସର ପ୍ରତ୍ୟେକ ଦିନର ସ୍ୱତନ୍ତ୍ର ରହିଛି। କିନ୍ତୁ ହେବାକୁ ଥିବା ପ୍ରଦୋଷ ବ୍ରତ ଏବଂ ମାନସିକ ଶିବରାତ୍ରୀର ସ୍ୱତନ୍ତ୍ର ମାନ୍ୟତା…

ମଣିପୁରରେ ଲଜ୍ଜା: ଦୁଇ ମହିଳାଙ୍କୁ ଗଣଦୁଷ୍କର୍ମ କରି ରାସ୍ତାରେ ଉଲଗ୍ନ କରି ବୁଲାଇଲେ

ଇମ୍ଫାଲ: ଗତ ଦୁଇ ମାସ ଧରି ମଣିପୁରରେ ଜାତିଗତ ହିଂସା ନିଆଁରେ ଜଳୁଛି। ଏସବୁ ମଧ୍ୟରେ ରାଜ୍ୟରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ମରିଯାଇଛି ମାନବିକତା। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କିଛି ଲୋକ ଦୁଇ ମହିଳାଙ୍କୁ ଉଲହ୍ନ କରି ରାସ୍ତାରେ ଚଲାଇ…

ବିରୋଧୀଙ୍କ ବୈଠକରେ ଆଇଏଏସଙ୍କ କାମ କଣ?

ଭୁବନେଶ୍ୱର: ବିରୋଧୀ ଏକତା ବୈଠକ ଦେଶର ରାଜନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛି। ନୂଆ ବିରୋଧୀ ମେଣ୍ଟର ନାଁ ଇଣ୍ଡିଆ ଦେଇ ବିରୋଧୀ ଏକ ବଡ଼ କାର୍ଡ ଖେଳିଛନ୍ତି। କିନ୍ତୁ ବିରୋଧୀ ମେଣ୍ଟର ନାଁ ଦେବାଠୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେପି ସମେତ ଅନ୍ୟ କିଛି ଦଳ ବିରୋଧୀଙ୍କୁ…

ବିରୋଧୀଙ୍କ ପାଇଁ ମୋଦିଙ୍କ ପ୍ରଚାର!

ଭୁବନେଶ୍ୱର: ବିରୋଧୀ ଏକତା ବୈଠକକୁ ନେଇ ଯେତିକି ଚର୍ଚ୍ଚା ଓ ବିବାଦ ନାହିଁ ବିରୋଧୀ ମେଣ୍ଟର ନୂଆ ନାଁ ଇଣ୍ଡିଆକୁ ନେଇ ସେତିକି ଅଧିକ ଚର୍ଚ୍ଚା ହେଉଛି। ଇଣ୍ଡିଆ ନାଁ କୁ ନେଇ ବିରୋଧୀ ଦଳ ଗୁଡିକ ବେଶ ଆଶାବାଦୀ। ଏହି ନାଁ କୁ ନେଇ ଦେଶରେ ଏକ ବଡ଼ ମାହୋଲ ତିଆରି ହୋଇପାରିବ ବୋଲି ଆଶା ରଖିଛନ୍ତି…

କୌଣସି ଦଳ ସହ କରିବେ ନାହିଁ ମେଣ୍ଟ, ଲୋକସଭା ନିର୍ବାଚନରେ ଏକାକୀ ଲଢିବେ ମାୟାବତୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବହୁଜନ ସମାଜବାଦୀ ପାର୍ଟିର ମୁଖ୍ୟ ମାୟାବତୀ କୌଣସି ମେଣ୍ଟରେ ସାମିଲ ନହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହି ସମୟରେ ମାୟାବତୀ ବୁଧବାର ଲୋକସଭା ନିର୍ବାଚନ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ବହୁଜନ ସମାଜବାଦୀ ପାର୍ଟି ୨୦୨୪ରେ ସେ କୌଣସି ଦଳ…

ମେଣ୍ଟର ନାଁ ଇଣ୍ଡିଆ ରଖିବା ପରେ ‘ଜିତେଗା ଭାରତ’ ଟ୍ୟାଗ୍ ଲାଇନ୍ ରଖିଲେ ବିରୋଧୀ

ବେଙ୍ଗଳୁରୁ: କେନ୍ଦ୍ରର ମୋଦି ସରକାରଙ୍କୁ କ୍ଷମତାରୁ ହଟାଇବାକୁ ଅଣ୍ଟା ଭିଡ଼ିଥିବା ବିରୋଧୀ ଆଉ ଏକ ପାଦ ଆଗକୁ ବଢ଼ିଛନ୍ତି । ମଙ୍ଗଳବାର ମେଣ୍ଟର ନାଁ ଇଣ୍ଡିଆ ରଖିବା ପରେ ବିରୋଧୀ ଆଜି ଟ୍ୟାଗ୍ ଲାଇନ୍ ରଖିଛନ୍ତି ‘ଜିତେଗା ଭାରତ’ । ୨୦୨୪ ନିର୍ବାଚନ ପୂର୍ବରୁ ବିରୋଧୀ ଇଣ୍ଡିଆ, ଭାରତ ନାଁକୁ…

ରାଷ୍ଟ୍ରପତିଙ୍କୁ ପରିଚୟ ପତ୍ର ପ୍ରଦାନ କଲେ ୫ ରାଷ୍ଟ୍ରର ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କୁ ପରିଚୟ ପତ୍ର ପ୍ରଦାନ କଲେ ୫ ରାଷ୍ଟ୍ରର ରାଷ୍ଟ୍ରଦୂତ। ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହ ଆୟୋଜିତ ହୋଇଥିଲା। ଏହି ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚାଡ୍, ବୁରୁଣ୍ଡି, ଫିନଲ୍ୟାଣ୍ଡ, ଆଙ୍ଗୋଲା ଏବଂ ଇଥିଓପିଆର ରାଷ୍ଟ୍ରଦୂତଙ୍କଠାରୁ…

ବିସ୍ଫୋରଣ ଉଦ୍ୟମ ପଣ୍ଡ: ୫ ସନ୍ଦିଗ୍ଧ ଆତଙ୍କୀ ଗିରଫ

ବେଙ୍ଗାଲୁରୁ: ଏକ ବଡ଼ ଧରଣର ବିସ୍ଫୋରଣ ଉଦ୍ୟମକୁ ପଣ୍ଡ କଲା ସିସିବି। ଗୁଇନ୍ଦା ସୂତ୍ରରୁ ଖବର ପାଇ କର୍ଣ୍ଣାଟକରୁ ୫ ସନ୍ଦିଗ୍ଧ ଆତଙ୍କୀଙ୍କୁ ଗିରଫ କଲା ସେଣ୍ଟ୍ରାଲ କ୍ରାଇମ୍‌ବ୍ରାଞ୍ଚ। ବେଙ୍ଗାଳୁରୁରେ ସିରିଜ୍‌ ବିସ୍ଫୋରଣ ପାଇଁ କରୁଥିଲେ ଯୋଜନା। ଏହି ଘଟଣାରେ ବନ୍ଧୁକ, ବିସ୍ଫୋରକ ସାମଗ୍ରୀ,…

ନଦୀ କୂଳରେ ଟ୍ରାନ୍ସଫର୍ମର ବିସ୍ଫୋରଣ, ୪ ପୋଲିସ କର୍ମଚାରୀଙ୍କ ସହ ୧୫ ମୃତ

ଚାମୋଲି: ନମାମି ଗଙ୍ଗେ ପ୍ରକଳ୍ପ ଅଞ୍ଚଳରେ ବଡ଼ ଧରଣର ଅଘଟଣ ଘଟିଛି । ଅଳକନନ୍ଦା ନଦୀ କୂଳରେ ଟ୍ରାନ୍ସଫର୍ମର ବିସ୍ଫୋରଣରେ ୪ ପୋଲିସ କର୍ମଚାରୀଙ୍କ ସହ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ବୁଧବାର ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲା ଅଳକନନ୍ଦା ନଦୀ କୂଳରେ ଘଟିଛି ଏ ବଡ଼ ଅଘଟଣ । ଗତକିଛି ଦିନ ଧରି…