Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଟମାଟୋ କ୍ଷେତ ଜଗୁଥିବା ଚାଷୀ ହତ୍ୟାର ଶିକାର

ଅମରାବତୀ: ଆନ୍ଧ୍ରପ୍ରଦେଶର ଅନ୍ନମାୟା(Annamaya) ଜିଲ୍ଲାରେ ଚାଷୀଙ୍କୁ ଗଳାକାଟି ହତ୍ୟା କରାଯାଇଛି ବୋଲି ପୁଲିସ ସୋମବାର କହିଛି। ଗତ ୭ ଦିନ ମଧ୍ୟରେ ଏହା ଦ୍ୱିତୀୟ ଘଟଣା। ରବିବାର ମଧୁକର ରେଡ୍ଡୀ (୬୨)ଙ୍କ ମୃତ ଦେହ ତାଙ୍କ ଚାଷ ଜମିରୁ ଉଦ୍ଧାର ହୋଇଛି। ସେ ନିଜ ଟମାଟୋ ଫସଲକୁ ଜଗିବା ପାଇଁ…

୨୧ ରେ ଖୋଲିବ ରାହୁଲଙ୍କ ୨୪ ଭାଗ୍ୟ !

ଭୁବନେଶ୍ୱର: ମୋଦି ସାଙ୍ଗିଆ ସମ୍ପର୍କିତ ମାନହାନି ମାମଲା ପ୍ରସଙ୍ଗରେ ଆସନ୍ତା ୨୧ ତାରିଖରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ମାନହାନି ମାମଲାରେ ସୁରଟ କୋର୍ଟ ରାହୁଲଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି। ଏହା ପରେ ଗୁଜରାଟ ହାଇକୋର୍ଟରେ ମଧ୍ୟ ରାହୁଲଙ୍କୁ ଆସ୍ୱସ୍ତି ମିଳି ନ ଥିଲା। ତଳ…

ମୁହଁରେ ମୁତିଥିଲେ, ମୁହଁ ମାଡି ପଡିବେ!

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଏବେ ଆଦିବାସୀଙ୍କ ଉପରେ ଉଭୟ କଂଗ୍ରେସ ଓ ବିଜେପି ନଜର ପକାଇଛନ୍ତି। ଚଳିତ ବର୍ଷ ଶେଷ ଭାଗରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଆଦିବାସୀ ସମ୍ପ୍ରଦାୟ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଉଛି। ସେଥିପାଇଁ ଉଭୟ ପ୍ରମୁଖ ଦଳ ଆଦିବାସୀ ସିଟ ଗୁଡିକୁ…

‘ଲୋକସଭା ନିର୍ବାଚନରେ ବିଜେପି ଭୋଗିବ କର୍ଣ୍ଣାଟକ ଦଶା’

ଭୁବନେଶ୍ୱର: ବେଙ୍ଗାଲୁରୁରେ ବିରୋଧୀ ଏକତା ବୈଠକ ଅବସରରେ ଏକ ବଡ଼ କଥା କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା। ଗୋଟିଏ ଦଳ ବିରୋଧରେ ଏତେ ବିରୋଧୀ ଦଳ ଏକାଠି ହେଉଛନ୍ତି ବୋଲି ବିଜେପି ପକ୍ଷରୁ ଦିଆଯାଇଥିବା ବୟାନକୁ ନେଇ ସିଦ୍ଦରମେୟା ବିଜେପିକୁ କଡା ଜବାଵ ଦେଇଛନ୍ତି। କିଛି ମାସ…

ଯୌନ ଉତ୍ପୀଡ଼ନ ମାମଲାରେ ବ୍ରିଜ ଭୂଷଣଙ୍କୁ ମିଳିଲା ଅନ୍ତରୀଣ ଜାମିନ; ପରବର୍ତ୍ତୀ ଶୁଣାଣୀ ଜୁଲାଇ ୨୦ରେ

ନୂଆଦିଲ୍ଲୀ:ଭାରତୀୟ କୁସ୍ତି ସଂଘର ପୂର୍ବ ଅଧ୍ୟକ୍ଷ ବ୍ରିଜ ଭୂଷଣ ସିଂହଙ୍କୁ ମିଳିଲା କୋର୍ଟ ଆଶ:ସ୍ତି । ଯୌନ ଉତ୍ପୀଡନ ମାମଲାରେ ବିଜେପି ସାଂସଦ ବ୍ରିଜ ଭୂଷଣ ଆଜି ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟରେ ହାଜର ହୋଇଥିଲେ । କୋର୍ଟ ତାଙ୍କୁ ୨ ଦିନ ପାଇ ମର୍ତ୍ତୀର୍ କାଳୀନ ଜାମିନ ପ୍ରଦାନ କରିଛନ୍ତି ।…

୨୦୨୪ରେ ବିଜେପିକୁ ମାତ ଦେବ ଇଣ୍ଡିଆ ! ୨୬ ଦଳ କମର କସିଲେ

ନୂଆଦିଲ୍ଲୀ: ଏକାଠି ହେଲେ ବିରୋଧୀ । ୨୦୨୪ରେ ଏନଡିଏକୁ ମାତ ଦେବା ପାଇଁ କମର କସିଲେ । ୨୬ ବିରୋଧୀ ଦଳ ମିଶି ଗଢିଲେ ଇଣ୍ଡିଆ ଅର୍ଥାତ ଇଣ୍ଡିଆନ ନାଶନାଲ ଡେମୋକ୍ରାଟିକ ଇନକ୍ଲୁସିଭ ଆଲାଏନ୍ସ । ବିରୋଧୀ ମହାମେ ଗଠନ ପାଇଁ ଆୟୋଜିତ ୨ୟ ବୈଠକର ଆଜି ୨ୟ ଦିନ । ଆଜିର ବୈଠକରେ ବିରୋଧୀ ନେତାମାନେ…

ସୈତାନ ବାପା; ୧୮ମାସର ଶିଶୁ କନ୍ୟାକୁ କେନାଲରେ ଫଙ୍ଗିଦେଲା ବାପା, ଉଦ୍ଧାର କଲେ କାଉଡ଼ିଆ

ହରିୟାଣା: ସୈତାନ ସାଜିଲା ବାପା । ଦେଢ଼ ବର୍ଷର ଝିଅକୁ କେନାଲକୁ ଫିଙ୍ଗି ଦେଇ ଚାଲିଗଲା ବାପା । ସେପଟେ ମା’କୁ କାହାକୁ କିଛି ନଜଣେଇବାକୁ ଧମକ ବି ଦେଲା । ହେଲେ କୁହନ୍ତି ନା ଯାହାକୁ ରଖିବେ ଅନନ୍ତ, ତାର କି କରିପାରେ ବଳବନ୍ତ । ଠିକ ସମୟରେ ଜଣେ କାଉଡ଼ିଆ କେନାଲ୍ ମଧ୍ୟକୁ ଡ଼େଇଁ ବଞ୍ଚାଇଦେଲେ…

ସୀମା ହାଇଦରକୁ ନେଇ ଏଟିଏସ ଟିମର ସନ୍ଦେହ ବଢିଲା; ସତ ଉଗାଳିବା ପାଇଁ ପ୍ରସ୍ତୁତ କରୁଛନ୍ତି ପ୍ଲାନ-ବି

ନୂଆଦିଲ୍ଲୀ: ପାକିସ୍ତାନ ମହିଳା ସୀମା ହାଇଦରକୁ ନେଇ ବିବାଦ ଦିନକୁ ଦିନ ତେଜୁଛି । ସୀମା ଓ ତାଙ୍କ ପ୍ରେମିକ ସଚିନଙ୍କୁ ୟୁପି ଏଟିଏସ ଟିମ ଲଗାତାର ୨ ଦିନ ଧରି ଜେରା କରୁଛି । ଜେରାବେଳେ ଅନେକ ରହସ୍ୟର ପର୍ଦ୍ଦାଫାସ କରିଛି ପୋଲିସ । ସତ୍ୟ ଜାଣିବା ପରେ ସୀମାକୁ ନେଇ ସନ୍ଦେହ ଘନୀଭୂତ ହୋଇଛି ।…

ଯମୁନାଜଳରେ ବନ୍ଦୀ ତାଜମହଲ, ଭାଙ୍ଗିଲା ୪୫ବର୍ଷର ରେକର୍ଡ଼

ନୂଆଦିଲ୍ଲୀ: ଦେଶର ଅଧିକାଂଶ ରାଜ୍ୟରେ ଏବେ ପ୍ରବଳ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ତଳିଆ ଅଞ୍ଚଳରୁ ପାହାଡିଆ ରାଜ୍ୟ ଯାଏ ବର୍ଷାର ତାଣ୍ଡବ ରୂପ ଦେଖିବାକୁ ମିଳିଛି । ଏହାସହ ବିଭିନ୍ନ ସ୍ଥାନରେ ମଧ୍ୟ ଭୂସ୍ଖଳନ ହେଉଛି । ଏହି କ୍ରମରେ ଦେଶର ରାଜଧାନୀ ଦିଲ୍ଲୀ ଦେଇ…

ଅଷ୍ଟ୍ରେଲିଆର ସମୁଦ୍ର ତଟରୁ ମିଳିଲା ରହସ୍ୟମୟୀ ବସ୍ତୁ, ସନ୍ଦେହରେ ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ: ପଶ୍ଚିମ ଅଷ୍ଟ୍ରେଲିଆର ଗ୍ରୀନ୍ ହେଡ୍ ଉପକୂଳରେ ଏକ ରହସ୍ୟମୟ ବସ୍ତୁ ଦେଖିବାକୁ ମିଳିଛି । ଏହି ବସ୍ତୁଟି ଭାରତରୁ ଉତକ୍ଷେପଣ କରାଯାଇଥିବା ଚନ୍ଦ୍ରଯାନ -୩ ସହ ଜଡ଼ିତ ବୋଲି ଅନୁମାନ କରାଯାଉଛି । ରହସ୍ୟମୟ ବସ୍ତୁର ଉଚ୍ଚତା ଏବଂ ଚଉଡ଼ା ପ୍ରାୟ ୨ ମିଟର । ୬୪୨ ଟନ୍, ୪୩.୫ ମିଟର…