Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ତେଲେଙ୍ଗାନା ରାଜନୀତି’, କେସିଆରଙ୍କୁ ବ୍ରାହ୍ମଣ ଭରସା !

ଭୁବନେଶ୍ୱର: ଆଗକୁ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଥିବାରୁ ପ୍ରମୁଖ ରାଜନୈତିକ ଦଳ ତତ୍ପର ହୋଇଉଠିଛନ୍ତି। ଏହି କ୍ରମରେ ରାଜ୍ୟର ଶାସକ ଦଳ ବିଆରଏସ ହିନ୍ଦୁତ୍ୱ କାର୍ଡ ଖେଳିବା ଆରମ୍ଭ କରିଛି। ରାଜ୍ୟରେ ବ୍ରାହ୍ମଣ ମାନଙ୍କୁ ଫୋକସ କରିଛି ଦଳ। ରାଜ୍ୟରେ ଏକ ବ୍ରାହ୍ମଣ ସଦନ ଉଦଘାଟନ ଅବସରରେ…

ଯାହା କରିଛି ବିଜେପି, ସବୁ ହଟାଉଛି କଂଗ୍ରେସ!

ଭୁବନେଶ୍ୱର: କ୍ଷମତାକୁ ଆସିବା ପରେ ଗୋଟିଏ ପରେ ଗୋଟିଏ ବିଜେପି ଯୋଜନାକୁ ବନ୍ଦ କରୁଥିବା କର୍ଣ୍ଣାଟକର କଂଗ୍ରେସ ସରକାର ଜାତୀୟ ଶିକ୍ଷାନୀତିକୁ ହଠାତ ବନ୍ଦ କରିବା ଯୋଜନାରେ ନାହିଁ ବୋଲି କହିଛନ୍ତି କର୍ଣ୍ଣାଟକର ଉଚ୍ଚ ଶିକ୍ଷା ମନ୍ତ୍ରୀ। ଦେଶର ପ୍ରଥମ ରାଜ୍ୟ ଭାବେ କର୍ଣ୍ଣାଟକର କେନ୍ଦ୍ରର…

‘ମହାରାଷ୍ଟ୍ର ରାଜନୀତି’, ସିନ୍ଦେଙ୍କୁ ହଟାଇବାକୁ ବାଟ ଖୋଜୁଛି ବିଜେପି!

ଭୁବନେଶ୍ୱର: ମହାରାଷ୍ଟ୍ରରେ ବଢୁଛି ବିଜେପି ଅଡୁଆ। ଆସନ୍ନ ଲୋକସଭା ନିର୍ବାଚନକୁ ନେଇ ବିଜେପି ଓ ଏକନାଥ ସିନ୍ଦେ ଗୋଷ୍ଠୀ ମଧ୍ୟରେ ଭିତିରିଆ ଲଢେଇ ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି। ଲୋକସଭା ନିର୍ବାଚନ ଆଉ ଅଧିକ ଦିନ ନ ଥିବା ବେଳେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ତା ପୂର୍ବରୁ ହୋଇପାରେ।…

ଏନସିଇଆରଟିର ଦଶମ ଶ୍ରେଣୀ ବହିରୁ ପିରିଅଡିକ ଟେବୁଲ, ଗଣତନ୍ତ୍ର ଆଦି ପାଠ୍ୟକ୍ରମ ରହିବ ନାହିଁ

ନୂଆଦିଲ୍ଲୀ: ସିବିଏସଏଇ ଦଶମ ଶ୍ରେଣୀ ବହିରେ ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ବା ଏନସିଇଆରଟି ପ୍ରମୁଖ ପରିବର୍ତ୍ତନ କରିଛି। ପିରିଅଡିକ ବା ପର୍ଯ୍ୟାୟ ଟେବୁଲ୍, ଗଣତନ୍ତ୍ର ଏବଂ ଶକ୍ତିର ଉତ୍ସ ଅଧ୍ୟାୟଗୁଡ଼ିକ ବହିରୁ ହଟାଇ ଦିଆଯାଇଛି। ଦଶମ ଶ୍ରେଣୀର…

ସ୍ୱାମୀଙ୍କ ମୃତ୍ୟୁର ୧୬ ମାସ ପରେ କନ୍ୟାସନ୍ତାନ ଜନ୍ମ ଦେଲେ ମହିଳା; ପୁରା ଘଟଣା ଶୁଣିଲେ ଆଖି ଓଦା ହୋଇଯିବ

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ମୃତ୍ୟୁର ୧୬ମାସ ପରେ ଆଇବିଏଫ ସହାୟତାରେ ୨ୟ ସନ୍ତାନ ଜନ୍ମ ଦେଇଛନ୍ତି ।  ଜଦସିପ ସୁମଲ ନାମ୍ନୀ ଏହି ମହିଳାଙ୍କ ସ୍ୱାମୀ ଅମନଙ୍କର ବ୍ରେନ ଟ୍ୟୁମରରେ ମୃତ୍ୟୁ ଘଟିଥିଲା । ତାଙ୍କ ମୃତ୍ୟୁର ୧୬ ମାସ ପରେ ଅର୍ଥାତ ୯ ଏପ୍ରିଲର ଜସଦୀପ…

ମଣିପୁର ହିଂସା; ପି. ଡୋଙ୍ଗଲ ଡିଜିପି ପଦରୁ ବିଦା, ରାଜୀବ ସିଂ ହେଲେ ନୂଆ ପୋଲିସ ଡିଜି

ଇମ୍ଫାଲ୍: ଅଶାନ୍ତ ମଣିପୁରରେ ସ୍ଥିତି ସ୍ୱାଭାବିକକୁ ଆଣିବାକୁ ସରକାର ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି । ତ୍ରିପୁରା କ୍ୟାଡରର ଆଇପିଏସ୍ ରାଜୀବ ସିଂଙ୍କୁ ପୂର୍ବତ୍ତୋର ରାଜ୍ୟ ମଣିପୁରର ନୂଆ ଡିଜିପି ଭାବେ ନିଯୁକ୍ତ କରାଯାଇଛି । ପି. ଡୋଙ୍ଗଲଙ୍କ ସ୍ଥାନରେ ମଣିପୁରର ନୂଆ ପୋଲିସ ଡିଜି…

ରାହୁଲଙ୍କ ଉପରେ ବର୍ଷିଲେ ବିଜେପି ସାଂସଦ ରବିଶଙ୍କର ପ୍ରସାଦ: କହିଲେ, ‘ବିଦେଶ ମାଟିରେ ବିଳାପ କରୁଛନ୍ତି ’

ନୂଆଦିଲ୍ଲୀ: ବିଦେଶରେ ଗର୍ଜୁଛନ୍ତି ବିରୋଧୀ ନେତା ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ବର୍ଷୁଛନ୍ତି । ସଦସ୍ୟତା ରଦ୍ଦଠାରୁ ଆରମ୍ଭ କରି ଫୋନ ଟ୍ୟାପିଂ ପର୍ଯ୍ୟନ୍ତ ଏକାଧିକ ପ୍ରସଙ୍ଗକୁ  ବିଦେଶ ମାଟିରେ ଥୋଇ ସହାନଭୂତି ସାଉଁଟିବାକୁ ଚେଷ୍ଟା କରୁଛନ୍ତି । ଏବେ ରାହୁଲ…

ବାୟୁସେନାର ‘ସୂର୍ଯ୍ୟ କିରଣ’ ପ୍ରଶିକ୍ଷଣ ବିମାନ ଦୁର୍ଘଟଣା ଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ପାଇଲଟ୍

ଚମରାଜନଗର: ବାୟୁସେନାର ସୂର୍ଯ୍ୟ କିରଣ ପ୍ରଶିକ୍ଷଣ ବିମାନ ଗୁରୁବାର ଦୁର୍ଘଟଣାଗ୍ରସ୍ତ ହୋଇଛି। କର୍ଣ୍ଣାଟକ ଚମରାଜନଗର ଜିଲ୍ଲା ବୋଗାପୁର ଗାଁରେ ବିମାନଟି ଖସିପଡ଼ିଛି। ନିୟମିତ ପ୍ରଶିକ୍ଷିଣ ପାଇଁ ବିମାନଟି ଉଡ଼ାଣ ଭରିଥିବା ବେଳେ କ୍ରାସ୍ ହୋଇ ତଳେ ପଡ଼ିଯାଇଛି। ତେବେ ସ୍ୱୌଭାଗ୍ୟର କଥା ହେଲା…

ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ମଣିପୁର ହିଂସାର ତଦନ୍ତ କରିବ ସିବିଆଇ ସ୍ୱତନ୍ତ୍ର ଟିମ

ଇମ୍ଫାଲ: ମଣିପୁରରେ ସୃଷ୍ଟି ହୋଇଥିବା ଜାତିଗତ ଦଙ୍ଗାକୁ ରୋକିବାକୁ ନିୟନ୍ତ୍ରଣ କରିବାକୁ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ହିଂସା ମାମାଲରେ ନ୍ୟାୟିକ ତଦନ୍ତ ହେବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଇମ୍ଫାଲ୍‌ରେ ସାମ୍ବାଦିକ ସମ୍ମିଳନୀକୁ ସୂଚନା ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ…

ପ୍ରଥମ ବ୍ୟକ୍ତି ଭାବେ ମାନହାନୀ ମାମଲାରେ ସର୍ବାଧିକ ସଜା ପାଇଲି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ମାନହାନୀ ମାମଲାରେ ପ୍ରଥମ ଥର ପାଇଁ ବିଦେଶରେ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ମୁଁ ପ୍ରଥମ ବ୍ୟକ୍ତି ଯାହାଙ୍କୁ ମାନହାନୀ ମାମଲାରେ ସର୍ବାଧିକ ଦଣ୍ଡବିଧାନ ମିଳିଛି ବୋଲି ରାହୁଲ ଗାନ୍ଧୀ ଆମେରିକାର ଏକ ବିଶ୍ୱବିଦ୍ୟାଳୟରେ ଉଦବୋଦନ ଦେଇ କହିଛନ୍ତି। ଆମେରିକାର…