Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏସସିଓ ସମ୍ମିଳନୀରେ ଚୀନକୁ ଝଟକା, ବିଆରଆଇ ପ୍ରକଳ୍ପକୁ ପ୍ରତ୍ୟାଖ୍ୟାନ କଲା ଭାରତ

ନୂଆଦିଲ୍ଲୀ: ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ଚୀନକୁ ଝଟକା ଦେଲା ଭାରତ। ଚୀନ୍‌ର ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ (ବିଆରଆଇ) ପ୍ରକଳ୍ପକୁ ଭାରତ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛି। ଭାରତ ହେଉଛି ଏସସିଓର ଏକମାତ୍ର ସଦସ୍ୟ ଯିଏ ଚୀନ୍‌ର ବିଆରଆଇକୁ ସିଧାସଳଖ ବିରୋଧ…

ଆଇଏଏସ୍ ଅଧିକାରୀଙ୍କ କେନ୍ଦ୍ରୀୟ ଡେପୁଟେସନକୁ ସହଜ କରିବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ମନ୍ତ୍ରୀଙ୍କ ଅନୁରୋଧ

ନୂଆଦିଲ୍ଲୀ: କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା; ଏମ୍‌ଓଏସ୍ ପିଏମଓ, କାର୍ମିକ, ଜନ ଅଭିଯୋଗ ଏବଂ ପେନ୍‌ସନ, ପରମାଣୁ ଶକ୍ତି ଏବଂ ମହାକାଶ ରାଷ୍ଟ୍ର ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂହ ରାଜ୍ୟ ସରକାର ମାନଙ୍କୁ ଆଇଏଏସ୍ ଏବଂ ଅନ୍ୟାନ୍ୟ ସର୍ବ -…

‘ଏକକ ନାଗରିକ ସଂହିତା ଲାଗୁ କରିବାରେ ବିଳମ୍ବ ହେଲେ ଆମ ମୂଲ୍ୟବୋଧକୁ କ୍ଷତିଗ୍ରସ୍ତ କରିବ’

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଛନ୍ତି ଯେ ଏକକ ନାଗରିକ ସଂହିତା ବା ୟୁନିଫର୍ମ ସିଭିଲ କୋଡ୍‌(ୟୁସିସି)ଭାରତ ଓ ତାହାର ଜାତୀୟତାବାଦକୁ ଅଧିକ ସୁଦୃଢ କରି ଏକତା ସୂତ୍ରରେ ବାନ୍ଧିବ । ୟୁସିସି ଲାଗୁ କରିବାରେ ଅଧିକ ବିଳମ୍ବ ହେଲେ ଏହା ଆମ ମୂଲ୍ୟବୋଧକୁ କ୍ଷତିଗ୍ରସ୍ତ କରିବ। ଆସାମର…

‘ମା’ ଭଉଣୀଙ୍କ ଦ୍ୱାରା ପ୍ରସ୍ତୁତ ସିଲାଇ ସାମଗ୍ରୀ ପହଁଚିବ ବିଶ୍ୱ ବଜାରରେ’

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଭାରତ ଉପରେ ବିଶ୍ୱର ଭରସା ବଢୁଥିବା ବେଳେ ଦେଶର ଘରେ ଘରେ କୁଶଳୀ ମା’ ଭଉଣୀମାନେ ପ୍ରସ୍ତୁତ କରୁଥିବା ସିଲାଇ ଓ ଅନ୍ୟ ଡିଜାଇନକୁ ବିଶ୍ୱ ବଜାରରେ ପହଞ୍ଚାଇବା ପାଇଁ ଷ୍ଟେକହୋଲଡର ମାନଙ୍କୁ ଉଦ୍ୟମ କରିବା ପାଇଁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା…

ମୋଦୀ ସରକାର ରେଲଓ୍ବେର ସୁରକ୍ଷାକୁ ଗୁରୁତ୍ୱ ଦେଉନି: ଜୟରାମ ରମେଶ

ନୂଆଦିଲ୍ଲୀ: କଂଗ୍ରେସ ମଙ୍ଗଳବାର ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଉପରେ ରେଲଓ୍ବେ ସୁରକ୍ଷା ପ୍ରସଙ୍ଗ ଉଠାଇ ବର୍ଷିଛି। ଦଳ କହିଛି ଯେ ବନ୍ଦେ ଭାରତ ଟ୍ରେନ୍ ଉଦଘାଟନ ପାଇଁ, ବୁଲେଟ୍ ଟ୍ରେନ ପାଇଁ ସରକାର ଯେତିକି ଉତ୍ସାହ ଦେଖାଉଛନ୍ତି ସମାନ ପ୍ରକାର ଆଭିମୁଖ୍ୟ ରେଳ ସୁରକ୍ଷା ଉପରେ ଦେଉ…

‘ବାହାନଗା ଦୁର୍ଘଟଣାର ପୁନରାବୃତ୍ତି ହେବ’: ଅଜ୍ଞାତ ବ୍ୟକ୍ତିର ଧମକପୂର୍ଣ୍ଣ ଚିଠି, ସତର୍କ ହେଲା ରେଳବାଇ

ହାଇଦ୍ରାବାଦ: ଦକ୍ଷିଣ କେନ୍ଦ୍ରୀୟ ରେଳପଥ ବା ଏସସିଆର ଏକ ଧମକପୂର୍ଣ୍ଣ ଅଜ୍ଞାତ ଚିଠି ପାଇଛି। ଯେଉଁଥିରେ ହାଇଦ୍ରାବାଦ-ଦିଲ୍ଲୀ ରେଳପଥରେ ଟ୍ରେନ୍ ଦୁର୍ଘଟଣା ଘଟିବା ନେଇ ଧମକ ଦିଆଯାଇଛି। ଜୁନ୍ ୩୦ରେ ମିଳିଥିବା ଏହି ଚିଠିରେ ବାଲେଶ୍ବର ବାହାନଗା ପରି ଟ୍ରେନ୍ ଦୁର୍ଘଟଣା ହେବ ବୋଲି ଉଲ୍ଲେଖ…

ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି, ମାନହାନି ମାମଲାରେ ଦଣ୍ଡ ଉପରେ ହାଇକୋର୍ଟଙ୍କ ରୋକ!

ଭୁବନେଶ୍ୱର: ମାନହାନୀ ମାମଲାରେ ରାହୁଲଙ୍କୁ ଆସ୍ୱସ୍ତି। ମୋଦି ସାଙ୍ଗିଆ ସଂପର୍କିତ ମାନହାନି ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ପକ୍ଷରୁ ରାହୁଲଙ୍କୁ ସାମୟିକ ଆସ୍ୱସ୍ତି ମିଳିଛି। ଝାଡ଼ଖଣ୍ଡ ହାଇକୋର୍ଟ ଏ ସମ୍ପର୍କରେ ଶୁଣାଣି କରିବା ସହ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦଣ୍ଡମୂଳକ…

ରାହୁଲଙ୍କ ଆଟାକରେ ଘାଇଲା କେସିଆର, ଏବେ ଶାହା ହେବେ ଅଖିଲେଶ !

ଭୁବନେଶ୍ୱର: କଂଗ୍ରେସ ଏବେ ତେଲେଙ୍ଗାନାରେ ବିଆରଏସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। କେବଳ ବିଆରଏସ ନୁହେଁ କେନ୍ଦ୍ରରେ ଶାସକ ବିଜେପି ଓ ବିରୋଧୀଙ୍କ ଟେନସନ ମଧ୍ୟ ବଢାଇଛି ଦଳ। ଗୋଟିଏ ପଟେ ବିଜେପି ବିରୋଧୀଙ୍କ ପାଇଁ କାଳ ସାଜିଥିବା କୁହାଯାଉଥିବା ବେଳେ ବିଜେପିକୁ ଶାସନରୁ ହଟାଇବା…

ବିଜେପିକୁ ବିଶୃଙ୍ଖଳିତ ଦଳର ଆଖ୍ୟା !

ଭୁବନେଶ୍ୱର: କର୍ଣ୍ଣାଟକରେ ଗୋଷ୍ଠୀକନ୍ଦଳ ମଧ୍ୟରେ ନିଜର ସ୍ଥିତି ସଜାଡ଼ିବାକୁ ଉଦ୍ୟମ କରୁଥିବା ବିଜେପିକୁ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଟାର୍ଗେଟ କରିଛନ୍ତି। ବିଜେପିକୁ ସବୁଠୁ ବିଶୃଙ୍ଖଳିତ ଦଳ ବୋଲି କହିବା ସହ ଜୋରଦାର ସମାଲୋଚନା କରିଛନ୍ତି। ଲୋକଙ୍କ ସମ୍ମୁଖରେ ନିଜ ନିଜ ମଧ୍ୟରେ ଲଢେଇ ଓ…

‘କାର ତଳେ କୁକୁରଙ୍କୁ’ ନେଇ ଚିନ୍ତାରେ ରତନ ଟାଟା, କଲେ ଏମିତି ଏପିଲ୍

ନୂଆଦିଲ୍ଲୀ: ମୌସୁମୀ ଆସିଛି, ଲୋକଙ୍କୁ ଆନମନା କରିଛି । କିଏ ଖରାରୁ ତ୍ରାହି ପାଇବା ପରେ ବର୍ଷାରେ ଭିଜୁଛି ତ ଆଉ କିଏ ଘରକୁ ସଜାଉଛି । ହେଲେ ଚିନ୍ତାରେ ଅଛନ୍ତି ଦେଶର ଅନ୍ୟତମ ଶିଳ୍ପଦ୍ୟୋଗୀ ତଥା ଅରବପତି ରତନ ଟାଟା । ବୁଲା କୁକୁରଙ୍କୁ ନେଇ ରତନ ଟାଟା ଚିନ୍ତିତ ଥିବା ବେଳେ ଟ୍ୱିଟ୍ କରି…