Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା: ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ବାଲେଶ୍ୱର ଟ୍ରେନ୍‌ ଦୁର୍ଘଟଣାରେ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ଏଥିରେ ବର୍ତ୍ତମାନ ରେଳ ବ୍ୟବସ୍ଥାରେ ଥିବା ସୁରକ୍ଷା ବ୍ୟବସ୍ଥାକୁ ବିଶ୍ଳେଷଣ କରି ବ୍ୟବସ୍ଥାକୁ ଆହୁରି ମଜଭୁତ କରିବାକୁ ଏକ କମିଟି ଗଠନ କରି ତଦନ୍ତ କରିବାକୁ ଦାବି ହୋଇଛି। ଏହି ଆବେଦନରେ…

କରମଣ୍ଡଳ ପରି ସମ୍ପର୍କାନ୍ତି ଏକ୍ସପ୍ରେସ ସାମ୍ନା କରିଥିଲା ଦୁର୍ଘଟଣା, ଅଘଟଣକୁ ରୋକିଥିଲା ଲୋକପାଇଲଟଙ୍କ ସତର୍କତା!

ନୂଆଦିଲ୍ଲୀ: ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାର ଆଭ୍ୟନ୍ତରୀଣ ତଦନ୍ତ ସିଗନାଲ ବ୍ୟବସ୍ଥାର ସମ୍ଭାବ୍ୟ ବିଫଳତା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ସୂଚନା ମିଳିଛି ଯେ ପୂର୍ବରୁ ମଧ୍ୟ ଅନ୍ୟ ଏକ ସ୍ଥାନରେ ଏହିପରି ସିଗନାଲର ବିଫଳତା ଯୋଗୁଁ ଦୁର୍ଘଟଣା ଘଚିଥାନ୍ତା କିନ୍ତୁ…

ହୃଦଘାତରେ କନ୍ନଡ଼ ଅଭିନେତା ନୀତିନ ଗୋପୀନାଥନଙ୍କର ପରଲୋକ

ବେଙ୍ଗାଲୁରୁ: ହୃଦଘାତରେ କନ୍ନଡ଼ ଫିଲ୍ମ ଅଭିନେତା ନୀତିନ ଗୋପୀନାଥନଙ୍କର ପରଲୋକ ହୋଇଛି। ମାତ୍ର ୩୯ ବର୍ଷ ବୟସରେ ଦୁନିଆକୁ ଅଲ୍‌ବିଦା କହିଛନ୍ତି ଏହି ଫିଲ୍ମ ଷ୍ଟାର୍। ଗତକାଲି ବେଙ୍ଗାଲୁରୁ ସ୍ଥିତ ତାଙ୍କ ବାସଭବନରେ ଥିବା ବେଳେ ହଠାତ୍ ତାଙ୍କର ଛାତିରେ ଯନ୍ତ୍ରଣା ହୋଇଥଇଲା। ଏହାପରେ ତାଙ୍କୁ…

ଟ୍ରେନ୍ ଦୁର୍ଘଟଣାରେ ଆହତ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ

ମେଦିନୀପୁର: ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଆହତ ହୋଇ ଏକ ବସ୍‌ରେ ଘରକୁ ଫେରୁଥିବା ବେଳେ ବସ୍‌ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତକାଲି ସନ୍ଧ୍ୟାରେ ପଶ୍ଚିମବଙ୍ଗ ମଦେନୀପୁରରେ ଏହି ଦୁର୍ଘଟଣା ଘଟିଛି। ଏଥିରେ କିଛି ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି। ଆହତ…

ବାହାନଗା ରେଳ ଦୁର୍ଘଟଣା: ମନ ଇଛା ଭଡା ନ ବଢାଇବାକୁ ବିମାନ କମ୍ପାନୀଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବାହାନଗା ରେଳ ଦୁର୍ଘଟଣା ପରେ ଏବେ ଅଚାନକ ବିମାନ ଯାତ୍ରା ଭଡ଼ା ବୃଦ୍ଧି ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ବିଶେଷକରି ରେଳ ଦୁର୍ଘଟଣାକୁ ଆଖିରେ ରଖି ଓ ଲୋକଙ୍କ ମାନସିକତାକୁ ଗୁରୁତ୍ୱ ଦେଇ ଏଭଳି ଆଶଙ୍କା ପ୍ରକାଶ ପାଇଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ବେସାମରିକ ବିମାନ…

ମୃତକଙ୍କ ଆତ୍ମାର ସଦ୍‌ଗତି ନେଇ ଦିନିକିଆ ଶୋକ ପାଳିଲା ତାମିଲନାଡୁ

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାର ମୃତକଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଶନିବାର ସାରା ତାମିଲନାଡ଼ୁରେ ଦିନିକିଆ ଶୋକ ପାଳନ କରାଯାଇଛି । ଏନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ ସୂଚନା ଦେଇଛନ୍ତି । ଆଜି ତାମିଲନାଡୁରେ ହେବାକୁ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌.…

‘କୁଆଡେ ଗଲା କବଚ’, ଟ୍ରେନ ଦୁର୍ଘଟଣା ପାଇଁ ବିଜେପିକୁ ଘେରିଲେ ବିରୋଧୀ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ବାହାନଗାରେ ଘଟିଥିବା ଭୟାବହ ରେଳ ଦୁର୍ଘଟଣା ଯୋଗୁ ଶହ ଶହ ଜୀବନ ଯାଇଛି। ଏପରିକି ବହୁ ଲୋକ ଗୁରୁତର ଆହତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ବହୁ ପରିବାର ଛାରଖାର ହୋଇଯାଇଛି। ଦେଶ ବିଦେଶରୁ ସମବେଦନାର ସୁଅ ଛୁଟିଛି। ଏଭଳି ଏକ ଗଭୀର ଦୁଃଖ ସମୟରେ…

ଜାମିନ ମିଳିବା ସତ୍ୱେ ପତ୍ନୀଙ୍କୁ ଭେଟି ପାରିଲେନି ମନୀଷ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ଆପ ନେତା ମନୀଷ ସିସୋଦିଆଙ୍କୁ ଜାମିନ ମିଳିବା ସତ୍ୱେ ସେ ତାଙ୍କ ପତ୍ନୀଙ୍କୁ ଭେଟି ପାରି ନାହାନ୍ତି । ଶନିବାର ସକାଳେ ପତ୍ନୀ ସୀମାଙ୍କୁ ଭେଟବା ପାଇଁ ସିସୋଡିଆ ଘରେ ପଂହଚିଥିଲେ । ମାତ୍ର ତାଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ…

ବାହାନଗାର ଭୟଙ୍କର ଟ୍ରେନ ଟ୍ରାଜେଡିରେ ସାରା ବିଶ୍ୱ ସ୍ତବ୍ଧ; ସବୁଠି ଶୋକର ଛାୟା

ଭୁବନେଶ୍ୱର: ଶୁକ୍ରବାର ସେଇ କାଳ ରାତିରେ ଘଟିଗଲା ଭୟଙ୍କର ଦୁର୍ଘଟଣା । ଗୋଟିଏ ନୁହେଁ ତିନୋଟି ଟ୍ରେନ ଏକ ସଙ୍ଗରେ ଦୁର୍ଘଟଣାଗ୍ରସ୍ତ ହେଲେ । ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ଦୁର୍ଘଟଣାର ସେ ଭୟଙ୍କର ଦୃଶ୍ୟ । ଏ ଦୃ୍ଶ୍ୟ ଖାଲି ସ୍ଥାନୀୟ ବାସିନ୍ଦା ନୁହେଁ, ସାରା ବିଶ୍ୱବାସୀଙ୍କ ହୃଦୟକୁ…

ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା; ଦକ୍ଷିଣ ପୂର୍ବ ରେଳବାଇ ଜାରି କଲା ମୃତ୍ୟୁ ସଂଖ୍ୟା, ଟ୍ରାକ୍ ପୁନରୁଦ୍ଧାର କାର୍ଯ୍ୟ…

ନୂଆଦିଲ୍ଲୀ: ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୬୧କୁ ବୃଦ୍ଧି ପାଇଛି। ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିପରି ସରକାରୀ ସୂଚନା ଆନୁସାରେ ଦୁର୍ଘଣଟାରେ ପ୍ରାୟ ୯୦୦ ଜଣ ଆହତ ହୋଇଛନ୍ତି। ଆହତ ଯାତ୍ରୀଙ୍କୁ ଗୋପାଳପୁର,ଖନ୍ତାପଡ଼ା, ବାଲେଶ୍ୱର, ଭଦ୍ରକ ଏବଂ…