Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଜି କର୍ଣ୍ଣାଟକ କ୍ୟାବିନେଟ୍ ବିସ୍ତାର ହେବ; ଶପଥ ନେବେ ୨୪ ମନ୍ତ୍ରୀ

ବେଙ୍ଗାଲୁରୁ: ସରକାର ଗଠନ କରିବାର ସପ୍ତାହ ପରେ ଆଜି(ମେ ୨୭) କର୍ଣ୍ଣାଟକ କଂଗ୍ରେସ ସରକାର କ୍ୟାବିନେଟ୍‌ ବିସ୍ତାର ହେବ। ୨୪ ମନ୍ତ୍ରୀ ବିଭିନ୍ନ ବିଭାଗରେ ଶପଥ ନେବେ। ଏନେଇ ୨୪ ବିଧାୟକଙ୍କ ତାଲିକା ଜାରି ହୋଇଛି। କର୍ଣ୍ଣାଟକ ସରକାରରେ ମୋଟ ୩୪ ମନ୍ତ୍ରୀ ରହିପାରିବେ। ସେଥିମଧ୍ୟରୁ…

କୁସ୍ତି ଯୋଦ୍ଧାଙ୍କ ସମର୍ଥନରେ ବାହାରିଲେ ରାମଦେବ, କହିଲେ ବ୍ରିଜ ଭୂଷଣଙ୍କୁ ଜେଲ୍‌ ଦଣ୍ଡ ମିଳିବା ଉଚିତ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଆନ୍ଦୋଳନ କରୁଥିବା ମହିଳା କୁସ୍ତି ଯୋଦ୍ଧାଙ୍କ ସମର୍ଥନରେ ବାହାରିଲେ ଯୋଗ ଗୁରୁ ବାବା ରାମଦେବ। ବ୍ରିଜ ଭୂଷଣଙ୍କୁ କଡ଼ା ସମାଲୋଚନା କରିବା ସହିତ ତାଙ୍କୁ ଜେଲ୍‌ରେ ପୂରାଇବା ଦରକାର ବୋଲି ରାମଦେବ କହିଛନ୍ତି।…

ମୁଖ୍ୟମନ୍ତ୍ରୀ ହେଲେ ଗୃହବନ୍ଦୀ; ଗ୍ରାମବାସୀଙ୍କ ଦ୍ୱାରା ୪ ଘଣ୍ଟା ଧରି ଗୋଟିଏ ଘରେ ଅଟକ

ଚଣ୍ଡୀଗଡ:  ହରିଆଣା ମୁଖ୍ୟମନ୍ତ୍ରୀ ହେଲେ ଗୃହବନ୍ଦୀ । ଦୀର୍ଘ ୪ଘଣ୍ଟା କାଳ ଗୋଟିଏ ଘରେ ମୁଖ୍ୟମନ୍ତ୍ରୀଙ୍କୁ ବନ୍ଧକ ରଖିଦେଲେ ଗ୍ରାମବାସୀ । ଗ୍ରାମଲୋକଙ୍କ ଅସନ୍ତୋଷ ଏତେ ଉଗ୍ର ରୂପ ନେଇଥିଲା ଯେ ତାଙ୍କ ଆକ୍ରୋଶର ଶିକାର ହେଲେ ନିଜେ ମୁଖ୍ୟମନ୍ତ୍ରୀ । ଏମିତି ଘଟଣା ଘଟିଛି ହରିଆଣାରେ  ।…

ଆର୍‌ଏସ୍‌ଏସ୍ ଓ ବଜରଙ୍ଗ ଦଳକୁ ବ୍ୟାନ୍ କଲେ କଂଗ୍ରେସ ଜଳିପୋଡ଼ି ପାଉଁଶ ହୋଇଯିବ: କର୍ଣ୍ଣାଟକ ବିଜେପି ଅଧ୍ୟକ୍ଷ

ବେଙ୍ଗାଲୁରୁ: ଦକ୍ଷିଣ ଭାରତରେ ବଜରଙ୍ଗ ଦଳ ଓ ଆର୍‌ଏସ୍‌ଏସ୍ ବ୍ୟାନ୍ ହେବା ନେଇ ପ୍ରିୟଙ୍କ ଖଡ଼ଗେଙ୍କ ବିବାଦୀୟ ବୟାନ ପରେ କର୍ଣ୍ଣାଟକରେ ତାତିଲା ବିଜେପି। ରାଜ୍ୟ ବିଜେପି ସଭାପତି ନଳିନୀ କଟୀଲ କହିଛନ୍ତି ଯଦି ରାଜ୍ୟରେ ବଜରଙ୍ଗ ଓ ଆର୍‌ଏସ୍‌ଏସ୍ ଦଳ ବ୍ୟାନ୍ କରାଯିବ ତେବେ କଂଗ୍ରେସ ଜଳିପୋଡ଼ି…

ରାତ୍ରୀ ଭୋଜନ ସାରି ହୋଟେଲରୁ ଫେରୁଥିବା ବେଳେ ହିନ୍ଦୁ ଯୁବକ ଓ ମୁସଲମାନ ଯୁବତୀଙ୍କୁ ଛୁରିମାଡ

ଇନ୍ଦୋର: ଦେଶରେ ହିନ୍ଦୁ- ମୁସଲମାନଙ୍କ ମଧ୍ୟରେ ଘୃଣା ବଢ଼ିବାରେ ଲାଗିଛି। ଗୋଟିଏ ସମ୍ପ୍ରଦାୟ ଅନ୍ୟ ସମ୍ପ୍ରଦାୟ ଉପରେ ଆକ୍ରମଣ କରିବା ନିତିଦିନିଆ କଥା ହୋଇଗଲାଣି। ଗୁରୁବାର ମଧ୍ୟ ପ୍ରଦେଶ ଇନ୍ଦୋରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଜଣେ ହିନ୍ଦୁ ଯୁବକ ମୁସଲମାନ ଯୁବତୀ ଖାଦ୍ୟ ଖାଇ ସାରି…

ୟାସିନ ମଲ୍ଲିକକୁ ମୃତ୍ୟୁ ଦଣ୍ଡ ଦେବାକୁ ଦିଲ୍ଲୀ ହାଇକୋର୍ଟରେ ଫେରାଦ ହେଲା ଏନ୍‌ଆଇଏ

କାଶ୍ମୀର; ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ହୋଇ ଜେଲ୍‌ରେ ସଜା କାଟୁଥିବା ଜାମ୍ମୁ-କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକକୁ ମୃତ୍ୟୁ ଦଣ୍ଡ ଦେବାକୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କଲା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)। ୟାସିନ ପୂର୍ବରୁ ଆଜୀବନ ଜେଲଦଣ୍ଡ ଭୋଗୁଥିବା ବେଳେ ତାକୁ…

ନୀତି ଆୟୋଗ ବୈଠକରେ ଯୋଗ ଦେବେନି ମମତା, ନୀତିଶ, କେଜ୍ରିୱାଲ ଓ ଭଗୱନ୍ତ ମନ୍

ନୂଆଦିଲ୍ଲୀ: ନୂତନ ସଂସଦ ଭବନ ଉଦଘାଟନକୁ ନେଇ ବିରୋଧୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ତିକ୍ତତା ଲାଗି ରହିଛି । ଆଉ ଯାହାର ପ୍ରଭାବ ଶନିବାର ମେ ୨୭ ତାରିଖରେ ଦିଲ୍ଲୀରେ ବସିବାକୁ ଥିବା ନୀତି ଆୟୋଗ ବୈଠକରେ ପଡ଼ିବାକୁ ଯାଉଛି । ନୀତି ଆୟୋଗରେ ସାମିଲ୍ ହେବାକୁ ମନା କରିଛନ୍ତି ପଶ୍ଚିମବଙ୍ଗ…

ଚଳିତ ବର୍ଷ ସ୍ୱାଭାବିକ ହେବ ମୌସୁମୀ ବର୍ଷା, ଜୁନରେ ନିଅଣ୍ଟିଆ

ନୂଆଦିଲ୍ଲୀ: ଆଗାମୀ ମୌସୁମୀ ଋତୁରେ ସ୍ୱାଭାବିକ ବର୍ଷା ହେବ । ଶୁକ୍ରବାର ଭାରତୀୟ ପାଣିପାଗ ବିଭାଗ ଏ ଆକଳନ କରିଛି । ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସାମାନ୍ୟ ବିଳମ୍ବରେ ଜୁନ୍ ୪ ତାରିଖରେ କେରଳ ଛୁଇଁବ ବୋଲି କହିଛି ପାଣିପାଗ ବିଭାଗ । ମୌସୁମୀ ଋତୁରେ ଦେଶରେ ୯୬ ପ୍ରତିଶତ…

କର୍ଣ୍ଣାଟକରେ ସଫଳ ହେଲା ୪୦ ଏବେ ମଧ୍ୟପ୍ରଦେଶରେ ୪୦୦ ଫର୍ମୁଲା

ଭୁବନେଶ୍ୱର: ମଧ୍ୟପ୍ରଦେଶରେ କଂଗ୍ରେସର ବଡ଼ ପ୍ଲାନ। ପୂର୍ବରୁ ପାରମ୍ପରିକ ଢଙ୍ଗରେ ନିର୍ବାଚନ ଲଢ଼ୁଥିବା କଂଗ୍ରେସ ଏବେ ଷ୍ଟ୍ରାଟେଜିରେ ବହୁ ଆଗରେ ରହୁଥିବା ଦେଖିବାକୁ ମିଳୁଛି। ଏପରିକି କର୍ଣ୍ଣାଟକରେ କଂଗ୍ରେସ ୧୩୫ ସିଟ ଜିତିଥିବା ବେଳେ ଏ ନେଇ ଦଳର ରଣାନୀତିକାର ଆଗରୁ ଆକଳନ କରିସାରିଥିବା…

କର୍ଣ୍ଣାଟକରୁ ବିଜେପି ଗଲା, ଏବେ କଂଗ୍ରେସ ହଟାଉଛି ସବୁ ଯୋଜନା

ଭୁବନେଶ୍ୱର: କର୍ଣ୍ଣାଟକରେ ଗୋଟିଏ ପରେ ଗୋଟିଏ ମାଷ୍ଟରଷ୍ଟ୍ରୋକ ଖେଳିଚାଲିଛି କଂଗ୍ରେସ। ନିର୍ବାଚନରେ ଐତିହାସିକ ସଫଳତା ଓ ପୂର୍ଣ୍ଣ ବହୁମତ ନେଇ ସରକାର ଗଢ଼ିବା ପରେ ଏବେ ବିଜେପିର ଯୋଜନା ଉପରେ ପ୍ରହାର ଆରମ୍ଭ କରିଛି ଦଳ। କର୍ଣ୍ଣାଟକରେ ପୂର୍ବ ବିଜେପି ସରକାର ଦ୍ୱାରା କରାଯାଉଥିବା ୨୦ ହଜାର…