Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଜେପି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଥାନାରେ ଅଭିଯୋଗ କଲା କଂଗ୍ରେସ

ନୂଆଦିଲ୍ଲୀ: କର୍ଣ୍ଣାଟକ ନିର୍ବାଚନ ରାଲି ଜାରି ରହିଥିବା ବେଳେ ବିଜେପି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଥାନାରେ ଏଫ୍‌ଆଇଆର୍‌ ଦେଲା କଂଗ୍ରେସ। ହିଂସା ଉଦ୍ରେକାରୀ ଭାଷଣ ଦେବା ସହ କଂଗ୍ରେସର ଛବି ମଳିନ କରିବାକୁ ଚେଷ୍ଟା କରିଥିବା ଅଭିଯୋଗରେ ଦଳ ବେଙ୍ଗାଲୁରୁ ହାଇ ଗ୍ରାଉଣ୍ଡ…

ଜେଲ୍‌ରୁ ମୁକୁଳିଲେ ପୂର୍ବତନ ସାଂସଦ ଆନନ୍ଦ ମୋହନ

ପାଟନା: ବିହାରର ପୂର୍ବତନ ସାଂସଦ ଆନନ୍ଦ ମୋହନ ଆଜି(ଏପ୍ରିଲ ୨୭) ଜେଲ୍‌ରୁ ମୁକୁଳିଛନ୍ତି। ଆଜି ଅପରାହ୍ନରେ ତାଙ୍କୁ ଜେଲ୍‌ରୁ ଛାଡ଼ି ଦିଆଯିବ ବୋଲି ସୂଚନା ରହିଥିଲା। ହେଲେ ସକାଳେ ହଠାତ୍ କାହିଁକି ତାଙ୍କୁ ଛାଡ଼ି ଦିଆଗଲା ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ତେବେ କାଗଜପତ୍ର କାମ ପୂର୍ବରୁ…

ବିନା ଦୋଷରେ ବନ୍ଦୀ ଥିଲେ, ଏବେ ଜେଲ୍‌ରୁ ମୁକୁଳିଲେ ବଲିଉଡ୍ ଅଭିନେତ୍ରୀ

ମୁମ୍ବାଇ: ବିନା ଦୋଷରେ ଡ୍ରଗ୍ସ କେସ୍‌ରେ ଫସି ବିଦେଶ ଜେଲ୍‌ରେ ବନ୍ଦୀ ଥିଲେ ବଲିଉଡ୍ ଅଭିନେତ୍ରୀ କ୍ରୀଷନ ପରେରା। ଗତକାଲି ସେ ଜେଲ୍‌ରୁ ମୁକୁଳିଛନ୍ତି। ଏନେଇ ତାଙ୍କ ଭାଇ ତାଙ୍କୁ କେଭିନ ପରେରା ଇନ୍‌ଷ୍ଟାଗ୍ରାମ୍‌ରେ ଭିଡିଓ ପୋଷ୍ଟ କରି ସୂଚନା ଦେଇଛନ୍ତି। ଭିଡିଓରେ କେଭିନ କ୍ରୀଷନଙ୍କ ସହ କଥା…

ଦେଶରେ ମୋଦୀ ସରକାର ଖୋଲିବେ ୧୫୦ରୁ ଅଧିକ ନର୍ସିଂ କଲେଜ

ନୂଆଦିଲ୍ଲୀ: ବୁଧବାର ନର୍ସିଂ କଲେଜକୁ ନେଇ ମୋଦୀ ସରକାରଙ୍କ କ୍ୟାବିନେଟ ଏକ ବଡ ନିଷ୍ପତ୍ତି ନେଇଛି। ଏ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ମୋଦୀ ସରକାରଙ୍କ କ୍ୟାବିନେଟ ବୈଠକରେ ଜାତୀୟ ଚିକିତ୍ସା ଉପକରଣ ନୀତି ୨୦୨୩ କୁ ଅନୁମତି ଦେଇଛନ୍ତି। ଦେଶରେ ୧୫୦ରୁ ଅଧିକ ନର୍ସିଂ…

କେସିଆର ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦଠୁ ଅଧିକ ବିପଜ୍ଜନକ: ସଞ୍ଜୟ କୁମାର

ହାଇଦ୍ରାବାଦ: ତେଲେଙ୍ଗାନାର ଶାସକ ଦଳ ଟିଆରଏସ ଓ ବିଜେପି ମଧ୍ୟରେ ବାକ୍ ଯୁଦ୍ଧ ଚାଲିଥିବା ବେଳେ ରାଜ୍ୟ ବିଜେପି ସଭାପତି  ସଞ୍ଜୟ କୁମାରଙ୍କ ବିବାଦୀୟ ବୟାନ ସାମ୍ନାକୁ ଆସିଛି। ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ନିକଟରେ ହତ୍ୟାର ଶିକାର ହୋଇଥିବା ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ସହ…

ମମତାଙ୍କ ବିଶ୍ୱସ୍ତ ନେତା ଅନୁପ ମଣ୍ଡଳଙ୍କ ଝିଅ ମନି ଲଣ୍ଡରିଂ ମାମଲାରେ ଗିରଫ

କୋଲକାତା: ବୁଧବାର ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କ ଝିଅ ସୁକନ୍ୟା ମଣ୍ଡଳଙ୍କୁ ଇଡି ଗିରଫ କରିଛି। ଯିଏକି ପେଶାରେ ଜଣେ ଶିକ୍ଷକ। ସେ ପଶ୍ଚିମବଙ୍ଗର ଏକ ପ୍ରାଥମିକ ସ୍କୁଲରେ ନିୟୋଜିତ ଅଛନ୍ତି। ପ୍ରଥମେ ଅନୁବ୍ରତ ମଣ୍ଡଳଙ୍କୁ ସିବିଆଇ ଏବଂ ପରେ ଇଡି ଗିରଫ କରିଥିଲା। ଏହାର ୮ ମାସ ପରେ ତାଙ୍କ…

ରାଜ୍ୟ ସହ ରାଜ୍ୟପାଳଙ୍କ ଲଢ଼େଇ!

ଭୁବନେଶ୍ୱର: ଦେଶରେ ବିରୋଧୀ ଦଳଗୁଡିକ ଏବେ ସାମ୍ବିଧାନିକ ସଂସ୍ଥା ବିରୋଧରେ ଲଢେଇ ଆରମ୍ଭ କରିଛନ୍ତି। ଉଦେଶ୍ୟମୂଳକ ଭାବେ ବିରୋଧୀଙ୍କ ଉପରେ ବିଭିନ୍ନ ସ୍ୱାଧୀନ ସଂସ୍ଥା ଦ୍ୱାରା ଚଢ଼ାଉ କରାଯିବା ଅଭିଯୋଗ ହୋଇଆସୁଛି। ବିରୋଧୀଙ୍କ ସ୍ୱର ଚାପିବା ପାଇଁ କେନ୍ଦ୍ରର ବିଜେପି ସରକାର ଏଭଳି କରୁଥିବା…

ଉତ୍ତର କୋରିଆକୁ ସିଗାରେଟ ବିକ୍ରି କରି ଫସିଲା ବ୍ରିଟିଶ-ଆମେରିକା କମ୍ପାନୀ

ୱାଶିଂଟନ: ଆମେରିକା ଓ ଉତ୍ତର କୋରିଆ ଶତ୍ରୁତା କାହାକୁ ଅଛପା । ଆମେରିକା ଚ୍ୟାଲେଞ୍ଜ କରି ଉତ୍ତର କୋରିଆ ମାରାତ୍ମକ ଅସ୍ତ୍ରଶସ୍ତ୍ର ପରୀକ୍ଷଣ କରୁଛି । ଏ ନେଇ ଆମେରିକା ଏବଂ ତାର ମିତ୍ର ଦେଶଗୁଡିକ ଉତ୍ତର କୋରିଆକୁ ନେଇ କେତେକ କଟକଣା ଜାରି କରିଛନ୍ତି । ନିକଟରେ ବ୍ରିଟେନ-ଆମେରିକାର ଏକ…

ମହାରାଷ୍ଟ୍ରରେ ପୁଣିଥରେ ଏମଭିଏ ସରକାର !

ଭୁବନେଶ୍ୱର: ମହାରଷ୍ଟ୍ର ରାଜନୀତି କେତେବେଳେ କେଉଁ ମୋଡ଼ ନେବ ତାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ମୁଣ୍ଡ ଟେକୁଛି। ପ୍ରତ୍ୟେକ ଦିନ ବଡ଼ ନେତାମାନେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛନ୍ତି। ଏନସିପି ନେତା ତଥା ମହାରଷ୍ଟ୍ର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ନିଜ ସମର୍ଥିତ ପ୍ରାୟ ୪୦ ଜଣ…

ରାହୁଲଙ୍କ ସହ ଆଇନର ଲୁଚକାଳି ଖେଳ !

ଭୁବନେଶ୍ୱର: ମୋଦି ସାଙ୍ଗିଆ ପ୍ରସଙ୍ଗକୁ ନେଇ ରାହୁଲଙ୍କ ପଛେ ପଛେ ବିବାଦ ଗୋଡାଉଛି। ସୁରଟ କୋର୍ଟଙ୍କ ଦଣ୍ଡାଦେଶ ପରେ ସଦସ୍ୟ ପଦ ହରାଇଛନ୍ତି ରାହୁଲ। ସୁରଟ ସେସନ୍ସ କୋର୍ଟ ମଧ୍ୟ ରାହୁଲଙ୍କ ଆବେଦନ ଖାରଜ କରିଛନ୍ତି। ତେଣୁ ଏ ମାମଲାରେ ଦଣ୍ଡ ଉପରେ ରୋକ ଲଗାଇବା ପାଇଁ ଗୁଜରାଟ ହାଇକୋର୍ଟଙ୍କ…