Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମୋଦିଙ୍କ ଶାସନର ୯ ବର୍ଷ, କଂଗ୍ରେସର ୯ ପ୍ରଶ୍ନ

ଭୁବନେଶ୍ୱର: ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ନଅ ବର୍ଷ ପୂର୍ତ୍ତି ପାଇଁ ବିଜେପି ଦେଶବ୍ୟାପୀ ପ୍ରଚାର ପ୍ରସାର କରିବାକୁ ବଡ଼ ଯୋଜନା କରିଛି। ମୋଦିଙ୍କ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକୁ ନେଇ ଦେଶବ୍ୟାପୀ ବିଜେପି ପକ୍ଷରୁ ଜନସମ୍ପର୍କ ଅଭିଯାନ କରାଯିବ। ମେ ୩୦…

‘ୟୁଟ୍ୟୁବ ଷ୍ଟୋରିଜ’ ଫିଚର ବନ୍ଦ କଲା ୟୁଟ୍ୟୁବ

ନୂଆଦିଲ୍ଲୀ: ଗୁଗୁଲର ମାଲିକାନାରେ ଥିବା ୟୁଟ୍ୟୁବରେ 'ୟୁଟ୍ୟୁବ ଷ୍ଟୋରିଜ' ନାମରେ ପରିଚିତ ଏହି ଫିଚର ବନ୍ଦ ହୋଇଯିବ। ୟୁଟ୍ୟୁବ ଏହି ଘୋଷଣା କରିଛି। ସର୍ଟସ, କମ୍ୟୁନିଟି ପୋଷ୍ଟ ଏବଂ ଲାଇଭ୍ ଭିଡିଓ ଭଳି ଅନ୍ୟ ଜରୁରୀ ଫିଚର ଉପରେ ଅଧିକ ଗୁରୁତ୍ୱ ଦେବ ବୋଲି କମ୍ପାନୀ କହିଛି। ଗୁରୁବାର ଏକ…

‘ବନ୍ଦେ ମାତରମ’ ବୋଲିବା ବେଳେ ଛିଡା ହେଲେନି ଓୱେସିଙ୍କ ଦଳର ସଦସ୍ୟ; ଶପଥ ଗ୍ରହଣ ସମାରୋହରେ ମାରପିଟ, ହଙ୍ଗାମା

ମେରଠ:ମେରଠ ମହାନଗର ପୌର ପରିଷଦ ଶପଥ ଗ୍ରହଣ ଉତ୍ସବରେ ଜୋରଦାର ହଙ୍ଗାମା ହୋଇଛି । ଏଆଇଏମଆଇଏମ ଏବଂ ଭାଜପା ସମର୍ଥକଙ୍କ ମଧ୍ୟରେ ବନ୍ଦେ ମାତରମ ଜାତୀୟ ସଙ୍ଗୀତକୁ ନେଇ ଜୋରଦାର ଗଣ୍ଡଗୋଳ ହୋଇଛି । ଅଭିଯୋଗ ହୋଇଛି, ଅଦଦୁଦ୍ଦିନ ଓୱେସୀଙ୍କ ପାର୍ଟି ଏଆଇଏମଆଇଏମ ସଦସ୍ୟମାନେ ବନ୍ଦେ ମାତରମ…

ପାସପୋର୍ଟ ମାମଲାରେ ରାହୁଲଙ୍କୁ ଆଶ୍ୱସ୍ତି, ୩ ବର୍ଷ ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀର ସ୍ଥାନୀୟ କୋର୍ଟରୁ ଆଶ୍ବସ୍ତି। ତାଙ୍କୁ ତିନି ବର୍ଷର ବୈଧତା ସହିତ ପାସପୋର୍ଟ ପାଇବାକୁ ଅନୁମତି ଦେଇଛନ୍ତି କୋର୍ଟ। ରାହୁଲଙ୍କୁ ନୂଆ ପାସପୋର୍ଟ ପାଇଁ ଅନୁମତି ମିଳିଛି। କଂଗ୍ରେସ ନେତା ନ୍ୟାସନାଲ ହେରାଲ୍ଡ ମାମଲାରେ ଜଣେ ଅଭିଯୁକ୍ତ…

ଜଳାଶୟରେ ପଡିଗଲା ବାବୁଙ୍କ ଦାମୀ ମୋବାଇଲ; ୩ ଦିନ ପମ୍ପ ଲଗାଇ ବୁହାଇଲେ ପାଣି ଆଉ ଶେଷରେ..

କଙ୍କର:ବାବୁ ଧରିଥିଲେ ଦାମୀ ମୋବାଇଲ । କେମିତି କେଜାଣି ଖସିପଡିଲା ଜଳାଶୟ ଭିତରେ । ଆଉ ବାବୁଙ୍କ ମୋବାଇଲ ଫୋନ ପାଇଁ ନିଷ୍କାସନ କରାଗଲା ପୋଖରୀର ସବୁ ପାଣି । ବୁହାଗଲା ଲକ୍ଷ ଲକ୍ଷ ଲିଟର ପାଣି । ଏଇ ପାଣିରେ ଦେଢ ହଜାର ହେକ୍ଟର ଜମି ଜଳସେଚିତ ହୋଇଥାନ୍ତା । ଟନ ଟନ ଫସଲ ଆସିଥାନ୍ତା ।…

ସଂସଦ ଭବନ ଉଦଘାଟନ ପ୍ରସଙ୍ଗକୁ ନେଇ ଆଗତ ଜନସ୍ୱାର୍ଥ ମାମଲା ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦଘାଟନ ପ୍ରସଙ୍ଗକୁ ନେଇ ଦାଖଲ  ଜନସ୍ୱାର୍ଥ ମାମଲାକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି, ଏଭଳି ମାମଲାରେ କୋର୍ଟ  ଦଖଲ ଦେବ ନାହିଁ । ଏହା କୋର୍ଟ ବିଚାରଭୁକ୍ତ ବିଷୟ ନୁହେଁ । ଏପରି ଟପ୍ପଣୀ ଦେଇ ସୁପ୍ରିମକୋର୍ଟ ଏହାକୁ ଖାରଜ କରି…

ମନି ଲଣ୍ଡରିଂ ମାମଲାରେ ଗିରଫ ସତୈନ୍ଦ୍ର ଜୈନ୍‌ଙ୍କୁ ମିଳିଲା ଜାମିନ; ସର୍ତ୍ତ ରଖି ବେଲ୍ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଗିରଫ ଦିଲ୍ଲୀ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ୍‌ଙ୍କୁ ମିଳିଲା ଜାମିନ। ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ୬  ସପ୍ତାହେ ପାଇଁ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଗତବର୍ଷ ମେ ମାସରୁ ଗିରଫ ହୋଇ ସେ ତିହାର ଜେଲ୍‌ରେ ରହୁଛନ୍ତି। ଜେଲ୍‌ର ୭…

ନିଜ ବିରୋଧରେ ଲାଗିଥିବା ପୋକ୍ସୋ ଆକ୍ଟରେ ତ୍ରୁଟି ରହିଛି, ଏଥିରେ ପରିବର୍ତ୍ତନ କରିବାକୁ ସରକାରଙ୍କୁ ବାଧ୍ୟ କରିବୁ ବୋଲି…

ନୂଆଦିଲ୍ଲୀ: ପୋକ୍ସୋ ଆକ୍ଟରେ ମାମଲାଭୁକ୍ତ ହୋଇଥିବା ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହ ଏହି ଆଇନକୁ ବଦଳାଇବା କଥା କହିଛନ୍ତି। ପୋକ୍ସୋ ଆକ୍ଟର ଦୁରୁପ ଯୋଗ ହେଉଛି। ତେଣୁ ଏଥିରେ ପରିବର୍ତ୍ତନ ଆଣିବାକୁ କେନ୍ଦ୍ର ସରକାରଙ୍କୁ ବାଧ୍ୟ କରିବି ବୋଲି ବ୍ରିଜ ଭୂଷଣ କହିଛନ୍ତି।…

ବିପଦରେ ଚିତା; ୨୪ ଘଣ୍ଟାରେ ପ୍ରାଣ ହରାଇଲେ ଆଉ ୨ ଶାବକ

ଭୋପାଳ: ପଶୁ ପ୍ରେମୀଙ୍କ ପାଇଁ ଦୁଃଖଦ ଖବର । ଏବେ ବିପଦରେ ଚିତାଙ୍କ ଜୀବନ  ।  ଉତ୍ତାପ ସମ୍ଭାଳି ନ ପାରି ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ଗୋଟିଏ ପରେ ଗୋଟିଏ ଚିତା ଆଖି ବୁଜିବାରେ ଲାଗିଛନ୍ତି ।   ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ଆଉ ୨ ଚିତା ଛୁଆ । ପ୍ରବଳ ଉତ୍ତାପ ସହି…

ସଂସଦ ଭବନ ଉଦଘାଟନ ଅବସରରେ ଜାରି ହେବ ୭୫ ଟଙ୍କିଆ କଏନ 

ନୂଆଦିଲ୍ଲୀ: ଜାରି ହେବ ୭୫ ଟଙ୍କିଆ କଏନ  । ନୂଆ ସଂସଦ ଭବନ ଉଦଘାଟନ ଅବସରରେ ଏହି ୭୫ ଟଙ୍କିଆ କଏନ ଉଦଘାଟନ କରାଯିବ । ଏ ନେଇ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆ ଯାଇଛି । ଗତକାଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ଗେଜେଟ ବିଜ୍ଞପ୍ତିରେ କୁହାଯାଇଛି, ‘କଏନେଜ୍‌…