Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସଂସଦ ଭବନରେ ଅଖଣ୍ଡ ଭାରତର ନକ୍ସା ଦେଖି ଫିଡିକିଲେ ପଡୋଶୀ; ପାକିସ୍ତାନ କହିଲା ’ଆମେ ବହୁତ ଚିନ୍ତିତ’

ନୂଆଦିଲ୍ଲୀ: ନୂଆ ସଂସଦ ଭବନରେ ଅଖଣ୍ଡ ଭାରତର ନକ୍ସା ଦେଖି ଫିଡିକିଲେ ପଡୋଶୀ ।  ଭାରି ଅସନ୍ତୁଷ୍ଟ ୨ ଦେଶ । ନେପାଳ ପରେ ଏବେ ପାକିସ୍ତାନ ଅଖଣ୍ଡ ଭାରତକୁ ନେଇ ଅସନ୍ତୋଷ ଜାହିର କରିଛି । ପାକିସ୍ତାନ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ମୁମତାଜ ଜହରା କହିଛନ୍ତି, ଭାରତ ସଂସଦ ଭବନର ନୂଆ କୋଠାରେ…

ମଞ୍ଚ ଉପରେ ଭାଷଣ ଦେଇ ଫେରୁଥିବାବେଳେ ପଡିଗଲେ ଆମେରିକା ରାଷ୍ଟ୍ରପତି

ୱାଶିଂଟନ: ମଞ୍ଚ ଉପରେ ଟଳି ପଡିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବାୟୁସେନା ଏକାଡେମୀର ସମାରୋହ ଅବସରରେ  ମଞ୍ଚ ଉପରେ ଭାଷଣ ଦେଉଥିଲେ ବାଇଡେନ । ହଠାତ୍ ଟଳି ପଡିଲେ । ଏହି ଘଟଣାର ଭିଡିଓ ଏବେ ଭାଇରାଲ ହୋଇଛି । ଗୁରୁବାର ଦିନ କଲୋରାଡୋରେ ଆୟୋଜିତ  ବାୟୁସେନା ଏକାଡେମୀର ସମାରୋହ…

ଯିଏ ଭାଙ୍ଗିଥିଲେ ଉଦ୍ଧବ ସରକାର ତାଙ୍କୁ ଭେଟିଲେ ଶରଦ ପାଓ୍ୱାର, ବିଦେଶ ଗସ୍ତରେ ପୂର୍ବତନ ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ଏନସିପି ସୁପ୍ରିମୋ ଶରଦ ପାୱାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲେ। ତାଙ୍କୁ ସ୍ୱାଗତ କରିବାକୁ ଏକନାଥ ସିନ୍ଦେ ନିଜେ ବାହାରକୁ ଆସିଥିଲେ। ଏହା ପରେ ଉଭୟ ନେତା ଭିତରକୁ ଗଲେ ଏବଂ ଉଭୟଙ୍କ ମଧ୍ୟରେ…

ପୃଥିବୀକୁ ରୋଗୀଣା କରି ସାରିଲେଣି ମଣିଷ: ରିପୋର୍ଟ

ନୂଆଦିଲ୍ଲୀ: ପୃଥିବୀ ଏବେ ହୋଇଛି ଅସୁସ୍ଥ । ଆଉ ଏଥିପାଇଁ ମଣିଷ ଦାୟୀ ବୋଲି ଆର୍ଥ କମିଶନ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଆନ୍ତର୍ଜାତୀୟସ୍ତରର ପ୍ରକୃତି ଓ ସାମାଜିକ ବୈଜ୍ଞାନିକମାନଙ୍କୁ ନେଇ ଏହି କମିଶନ ଗଠିତ ହୋଇଛି । ୮ଟି ପର୍ଯ୍ୟାୟରୁ ୭ଟି ବିପଦକୁ ଆମେ ଅତିକ୍ରମ କରି ସାରିଲେଣି । ଆଗାମୀ…

‘ତେଲେଙ୍ଗାନା ରାଜନୀତି’, କେସିଆରଙ୍କୁ ବ୍ରାହ୍ମଣ ଭରସା !

ଭୁବନେଶ୍ୱର: ଆଗକୁ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଥିବାରୁ ପ୍ରମୁଖ ରାଜନୈତିକ ଦଳ ତତ୍ପର ହୋଇଉଠିଛନ୍ତି। ଏହି କ୍ରମରେ ରାଜ୍ୟର ଶାସକ ଦଳ ବିଆରଏସ ହିନ୍ଦୁତ୍ୱ କାର୍ଡ ଖେଳିବା ଆରମ୍ଭ କରିଛି। ରାଜ୍ୟରେ ବ୍ରାହ୍ମଣ ମାନଙ୍କୁ ଫୋକସ କରିଛି ଦଳ। ରାଜ୍ୟରେ ଏକ ବ୍ରାହ୍ମଣ ସଦନ ଉଦଘାଟନ ଅବସରରେ…

ଯାହା କରିଛି ବିଜେପି, ସବୁ ହଟାଉଛି କଂଗ୍ରେସ!

ଭୁବନେଶ୍ୱର: କ୍ଷମତାକୁ ଆସିବା ପରେ ଗୋଟିଏ ପରେ ଗୋଟିଏ ବିଜେପି ଯୋଜନାକୁ ବନ୍ଦ କରୁଥିବା କର୍ଣ୍ଣାଟକର କଂଗ୍ରେସ ସରକାର ଜାତୀୟ ଶିକ୍ଷାନୀତିକୁ ହଠାତ ବନ୍ଦ କରିବା ଯୋଜନାରେ ନାହିଁ ବୋଲି କହିଛନ୍ତି କର୍ଣ୍ଣାଟକର ଉଚ୍ଚ ଶିକ୍ଷା ମନ୍ତ୍ରୀ। ଦେଶର ପ୍ରଥମ ରାଜ୍ୟ ଭାବେ କର୍ଣ୍ଣାଟକର କେନ୍ଦ୍ରର…

‘ମହାରାଷ୍ଟ୍ର ରାଜନୀତି’, ସିନ୍ଦେଙ୍କୁ ହଟାଇବାକୁ ବାଟ ଖୋଜୁଛି ବିଜେପି!

ଭୁବନେଶ୍ୱର: ମହାରାଷ୍ଟ୍ରରେ ବଢୁଛି ବିଜେପି ଅଡୁଆ। ଆସନ୍ନ ଲୋକସଭା ନିର୍ବାଚନକୁ ନେଇ ବିଜେପି ଓ ଏକନାଥ ସିନ୍ଦେ ଗୋଷ୍ଠୀ ମଧ୍ୟରେ ଭିତିରିଆ ଲଢେଇ ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି। ଲୋକସଭା ନିର୍ବାଚନ ଆଉ ଅଧିକ ଦିନ ନ ଥିବା ବେଳେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ତା ପୂର୍ବରୁ ହୋଇପାରେ।…

ଏନସିଇଆରଟିର ଦଶମ ଶ୍ରେଣୀ ବହିରୁ ପିରିଅଡିକ ଟେବୁଲ, ଗଣତନ୍ତ୍ର ଆଦି ପାଠ୍ୟକ୍ରମ ରହିବ ନାହିଁ

ନୂଆଦିଲ୍ଲୀ: ସିବିଏସଏଇ ଦଶମ ଶ୍ରେଣୀ ବହିରେ ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ବା ଏନସିଇଆରଟି ପ୍ରମୁଖ ପରିବର୍ତ୍ତନ କରିଛି। ପିରିଅଡିକ ବା ପର୍ଯ୍ୟାୟ ଟେବୁଲ୍, ଗଣତନ୍ତ୍ର ଏବଂ ଶକ୍ତିର ଉତ୍ସ ଅଧ୍ୟାୟଗୁଡ଼ିକ ବହିରୁ ହଟାଇ ଦିଆଯାଇଛି। ଦଶମ ଶ୍ରେଣୀର…

ସ୍ୱାମୀଙ୍କ ମୃତ୍ୟୁର ୧୬ ମାସ ପରେ କନ୍ୟାସନ୍ତାନ ଜନ୍ମ ଦେଲେ ମହିଳା; ପୁରା ଘଟଣା ଶୁଣିଲେ ଆଖି ଓଦା ହୋଇଯିବ

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ମୃତ୍ୟୁର ୧୬ମାସ ପରେ ଆଇବିଏଫ ସହାୟତାରେ ୨ୟ ସନ୍ତାନ ଜନ୍ମ ଦେଇଛନ୍ତି ।  ଜଦସିପ ସୁମଲ ନାମ୍ନୀ ଏହି ମହିଳାଙ୍କ ସ୍ୱାମୀ ଅମନଙ୍କର ବ୍ରେନ ଟ୍ୟୁମରରେ ମୃତ୍ୟୁ ଘଟିଥିଲା । ତାଙ୍କ ମୃତ୍ୟୁର ୧୬ ମାସ ପରେ ଅର୍ଥାତ ୯ ଏପ୍ରିଲର ଜସଦୀପ…

ମଣିପୁର ହିଂସା; ପି. ଡୋଙ୍ଗଲ ଡିଜିପି ପଦରୁ ବିଦା, ରାଜୀବ ସିଂ ହେଲେ ନୂଆ ପୋଲିସ ଡିଜି

ଇମ୍ଫାଲ୍: ଅଶାନ୍ତ ମଣିପୁରରେ ସ୍ଥିତି ସ୍ୱାଭାବିକକୁ ଆଣିବାକୁ ସରକାର ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି । ତ୍ରିପୁରା କ୍ୟାଡରର ଆଇପିଏସ୍ ରାଜୀବ ସିଂଙ୍କୁ ପୂର୍ବତ୍ତୋର ରାଜ୍ୟ ମଣିପୁରର ନୂଆ ଡିଜିପି ଭାବେ ନିଯୁକ୍ତ କରାଯାଇଛି । ପି. ଡୋଙ୍ଗଲଙ୍କ ସ୍ଥାନରେ ମଣିପୁରର ନୂଆ ପୋଲିସ ଡିଜି…