Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମୋବାଇଲ ଟାୱାରକୁ ଚୋରି କରି ନେଲେ ଚୋର: ଲୋକେ ଦେଖି ଆଶ୍ଚର୍ଯ୍ୟ

ପାଟନା: ସୁନା,ଟଙ୍କା,ଗାଡ଼ି କିମ୍ବା ମୋବାଇଲ ଚୋରି ହେବା କଥା ସମସ୍ତେ ଜାଣନ୍ତି । କିନ୍ତୁ କେବେ ଶୁଣିଛନ୍ତି ମୋବାଇଲ ଟାୱାରକୁ ଚୋର ଚୋରି କରି ନେବା । କିନ୍ତୁ ବିହାରର ମୁଜାଫରପୁରରେ ଚୋରମାନେ ଏକ ମୋବାଇଲ ଟାୱାରକୁ ଚୋରି କରି ନେଇଛନ୍ତି, ଯାହାକୁ ଶୁଣି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।…

ପ୍ରଥମ ଥର ବିମାନରେ ଯାତ୍ରା କଲେ ଆଦିମ ଜନଜାତି

ତାଞ୍ଜାନିଆ: ବିଶ୍ୱର ଅନେକ ଦେଶରେ ଆଜି ବି ବହୁ ଜନଜାତିର ଲୋକ ଅଛନ୍ତି, ଯେଉଁମାନେ ସେମାନଙ୍କ ଚାଲିଚଳନରୁ ବାହାରି ପାରି ନାହାନ୍ତି । ଏମିତି କି ସେମାନେ ଶହ ଶହ ବର୍ଷ ଧରି ନିଜର ପରମ୍ପରା ଓ ଚଳଣିକୁ ଜାବୁଡ଼ି ଧରିଥିବାରୁ ସେଥିରୁ ବାହାରିବାକୁ ସେମାନେ ଅନାଗ୍ରହୀ । ସେମାନେ ମନେ କରନ୍ତି ଯେ,…

କେଜ୍ରିୱାଲଙ୍କୁ ସିବିଆଇର ସମନ ନେଇ ମୁହଁ ଖୋଲିଲେ ଆନ୍ନା ହଜାରେ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ସିବିଆଇ ଏବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପଚରାଉଚରା କରିବ । କେଜ୍ରିୱାଲଙ୍କୁ ଆସନ୍ତାକାଲି ଜେରା ପାଇଁ ସିବିଆଇ ସମନ ଜାରି କରିଛି । କେଜ୍ରିୱାଲଙ୍କୁ ସିବିଆଇର ସମନ ପରେ ପ୍ରତିକ୍ରିୟା ରଖିଛନ୍ତି ଆନ୍ନା ହଜାରେ ।…

୫୦ ବର୍ଷ ବୟସରେ ୫୦ ହଜାରରୁ ଅଧିକ ଅପରେସନ୍ କଲେଣି ଡ଼ାକ୍ତର

ଉତ୍ତରାଖଣ୍ଡ: ୫୦ ବର୍ଷ ବୟସରେ ୫୦ ହଜାରରୁ ଅଧିକ ଅପରେସନ୍ କଲେଣି ଡ଼ାକ୍ତର । ଏହା ଶୁଣିଲେ ଟିକେ ଖଟ୍‌କା ଲାଗିପାରେ । କିନ୍ତୁ ଏହା ସମ୍ପୂର୍ଣ୍ଣ ସତ । ଉତ୍ତରାଖଣ୍ଡର ଏକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡ଼ାକ୍ତର ଏପରି କରି ଦେଖାଇଛନ୍ତି । ଯେଉଁଥିପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ…

ଯାହା ନ ହେଉଛି ବିଜେପି ଆସିଲେ ହେବ !

ଭୁବନେଶ୍ୱର: ଦେଶର ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେପି ଭିନ୍ନ ଢଙ୍ଗରେ ପ୍ରଚାର ଆରମ୍ଭ କରିଛି। ବିଭିନ୍ନ ରାଜ୍ୟର ସ୍ଥିତି ଓ ଲୋକଙ୍କ ଭାବାବେଗକୁ ଦେଖି ପ୍ରସଙ୍ଗ ଉଠାଇଛି ଦଳ। ଦଳର ହେଭିୱେଟ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗରେ ପ୍ରଚାର କରିଛନ୍ତି।…

‘ବିରୋଧୀ ଦଳ’ ଯେତେ ବିରୋଧ କରିବେ, ସେତେ ଫସିବେ !

ଭୁବନେଶ୍ୱର: ଗୋଟିଏ ପଟେ ବିରୋଧୀ ଏକାଠି ହେଉଛନ୍ତି। ଆଉ ଗୋଟିଏ ପଟେ ସିବିଆଇ ଇଡିର ସଂଢୁଆସି ଆକ୍ରମଣ ଜୋରଦାର ହେଉଛି। ପ୍ରମୁଖ ବିରୋଧୀ ବୋଲି କୁହାଯାଉଥିବା କଂଗ୍ରେସର ନେତା ରାହୁଲ ଗାନ୍ଧୀଙ୍କ ଅବସ୍ଥାକୁ ନେଇ ସବୁଆଡେ ଚର୍ଚ୍ଚା। ଏଥିସହିତ ଅନ୍ୟ ପ୍ରମୁଖ ବିରୋଧି ମାନେ ହେଲେ ଆମ ଆଦମୀ ପାର୍ଟି,…

ରାହୁଲଙ୍କୁ ଘରୁ କାଢ଼ିଦେଲେ !

ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କ ଭାଗ୍ୟ ଏବେ ଫିଟୁଥିବା କୁହାଯାଉଛି। ସୁରଟ କୋର୍ଟଙ୍କ ଦଣ୍ଡବିଧାନ ରାହୁଲଙ୍କ ଭାଗ୍ୟ ଫିଟାଇ ଦେଲା ବୋଲି ଆଲୋଚନା ହେଉଛି। ରାହୁଲଙ୍କୁ ଦଣ୍ଡାଦେଶ ପରେ ପରେ ତାଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ କରାଯିବା ତାଙ୍କ ପାଇଁ ସୋନେ ପେ ସୁହାଗା ଭଳି ହୋଇଥିବା କୁହାଯାଉଛି।…

‘କର୍ଣ୍ଣାଟକରେ ରାହୁଲ’ ଯେଉଁ କୋଲାର ପାଇଁ ଭୋଗୁଛନ୍ତି, ସେଇ କୋଲାରରେ କରିବେ ପ୍ରଚାର

ଭୁବନେଶ୍ୱର: କର୍ଣ୍ଣାଟକରେ ଆର ପାରର ଲଢେଇ। ବିଜେପି କଂଗ୍ରେସ ମୁହାଁମୁହିଁ। ଉଭୟ ଦଳ ପାଇଁ କର୍ଣ୍ଣାଟକ ନିର୍ବାଚନ କେବଳ କର୍ଣ୍ଣାଟକ ନୁହେଁ ସାରା ଦେଶରେ ବେଶ ଗୁରୁତ୍ୱ ବହନ କରୁଛି। ରାହୁଲ ଗାନ୍ଧୀଙ୍କ ସଦସ୍ୟ ପଦ ରଦ୍ଦ ପ୍ରସଙ୍ଗ ପରେ ସବୁ ବିରୋଧୀ ଏକ ହୋଇଛନ୍ତି। ତେଣୁ କର୍ଣ୍ଣାଟକରେ…

ଚମ୍ବଲ ନଦୀ କୂଳରେ ନିର୍ମିତ ହୋଇଛି ଅଦୃଶ୍ୟ ପ୍ରତିମୂର୍ତ୍ତି : ଦେଖିବାକୁ ଲୋକଙ୍କ ଭିଡ଼

ରାଜସ୍ଥାନ: ହିନ୍ଦୀ ଫିଲ୍ମ ମିଷ୍ଟର ଇଣ୍ଡିଆ ଫିଲ୍ମରେ ଅଭିନେତା ଅନୀଲ କପୁର ଏକ ଘଡ଼ି ପିନ୍ଧିବା ପରେ ଅଦୃଶ୍ୟ ହୋଇଯିବା ସମସ୍ତେ ଦେଖିଥିବେ । ଏବେ ରାଜସ୍ଥାନର ଚମ୍ବଲ ନଦୀ କୂଳରେ ଏକ ଅଦୃଶ୍ୟ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି, ଯାହାକୁ ଲୋକେ ମିଷ୍ଟର ଇଣ୍ଡିଆ ବୋଲି କହୁଛନ୍ତି ।…

୩ଟି ନ୍ୟୁକ୍ଲିୟର ପ୍ଲାଂଟ ବନ୍ଦ କଲା ଜର୍ମାନୀ

ବର୍ଲିନ: ଜର୍ମାନୀ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ଦେଶରେ ଥିବା ୩ଟି ନ୍ୟୁକ୍ଲିୟର ପ୍ଲାଂଟକୁ ବନ୍ଦ କରି ଦେଇଛି । ଏହା ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିବା ଆଶଙ୍କା ରହିଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିସହ ୬୦ ବର୍ଷ ତଳେ ଜର୍ମାନୀ ଆରମ୍ଭ କରିଥିବା…