Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିହାରରେ ପୁଣି ବିଷାକ୍ତ ମଦମୃତ୍ୟୁ ! ୬ରୁ ଅଧିକ ଲୋକଙ୍କ ସନ୍ଦେହଜନକ ମୃତ୍ୟୁ, ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ ନୀତିଶ

ବିହାରରେ ପୁଣି ଦେଖାଦେଇଛି ବିଷାକ୍ତ ମଦମୃତ୍ୟୁ ମାମଲା । ମଦ ନିଷିଦ୍ଧ ଥିବା ରାଜ୍ୟରେ ବିଷାକ୍ତ ମଦ ପିଇ ୬ରୁ ଅଧିକ ଲୋକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବା ଖବର ଆଗକୁ ଆସିବା ପରେ ସାରା ବିହାରରେ ଚାଞ୍ଚଲ୍ୟ ଖେଳିଯାଇଛି। ରାଜ୍ୟର ମୋତିହାରୀର ଏହି ଅଭବାବନୀୟ ଘଟଣା ଘଟିଥିବାବେଳେ ଅନ୍ୟ ୨୫ ଜଣ…

ପୁଟିନଙ୍କ ବିଶ୍ୱସ୍ତ ଅଧିକାରୀମାନେ ହିଁ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି: ଆମେରିକା ଲିକ ଦସ୍ତାବିଜରୁ ମିଳିଲା…

ନୂଆଦିଲ୍ଲୀ:ଆମେରିକାର ଗୁପ୍ତ ଦସ୍ତାବିଜ ଲିକ ହେବା ପରେ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏମିତି ଏକ ସିକ୍ରେଟ ପୁଟିନଙ୍କୁ ନେଇଆସିଛି । ଏହି ତଥ୍ୟରୁ ଜଣାଯାଇଛି, ରୁଷ ରାଷ୍ଟ୍ରପତିଙ୍କର ନିକଟତର ଲୋକମାନେ ତାଙ୍କୁ ଧୋକା ଦେବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ।…

ସନ୍ତାନ ଜନ୍ମ ଦେଲେ ପୁରୁଷ: ମାଆ ସମ୍ବୋଦନକୁ ଗ୍ରହଣ କରୁନାହାନ୍ତି

ନ୍ୟୁୟର୍କ: ଦୁଇ ବର୍ଷ ପୂର୍ବେ ଜଣେ ପୁରୁଷ ଏକ ସନ୍ତାନ ଜନ୍ମ ଦେଇଥିଲେ । ଏହାର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରି ଚର୍ଚ୍ଚାକୁ ଆସିଥିଲେ । ପରେ ଲୋକେ ତାଙ୍କୁ ପିଲାର ମାଆ ବୋଲି ସମ୍ବୋଦନ କରିଥିଲେ । ଏବେ ଡ଼ାନି ୱାକଫିଲ୍ଡ ନାମକ ଜଣେ ବ୍ୟକ୍ତି ସନ୍ତାନ ଜନ୍ମ କରି ଚର୍ଚ୍ଚାକୁ ଆସିଛନ୍ତିି ।…

ନଦୀ ଗର୍ଭକୁ ଖସି ପଡିଲା ଟ୍ରାକ୍ଟର ଡାଲା; ୧୩ ମୃତ

ଶାହାଜହାଁପୁର: ଉତ୍ତର ପ୍ରଦେଶରେ ଏ ମର୍ମନ୍ତୁଦ ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣା ଶାହଜହାଁପୁର ଅଞ୍ଚଳରେ ଘଟିଛି । ବ୍ରିଜ ଉପରେ ଯାଉଥିବାବେଳେ ଏକ ଟ୍ରକ୍ଟରର ଟ୍ରଲି ରେଲିଂ ଭାଙ୍ଗି ନଦୀ ଭିତରକୁ ଖସି ପଡିଛି ।  ଏହି ଟ୍ରାକ୍ଟର ଟ୍ରଲିରେ ବସି ଲୋକମାନେ ଏକ ଧାର୍ମିକ କାର୍ଯ୍ୟରେ…

କେନ୍ଦ୍ରକୁ କେଜ୍ରିୱାଲଙ୍କ ଟାର୍ଗେଟ୍ ! କହିଲେ ସିବିଆଇ ଓ ଇଡିର ଦୁରୁପଯାେଗ କରୁଛି କେନ୍ଦ୍ର

ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ସିବିଆଇର ସମନ ପରେ ଶନିବାର ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ଉପରେ ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଅରବିନ୍ଦ କହିଛନ୍ତି, କେନ୍ଦ୍ରୀୟ ଏଜେନ୍ସି ଆମ ଆଦମୀ ପାର୍ଟିର ନେତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ନିର୍ଯାତନା ଦେଉଛି।…

ଘରେ ପଶି ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: କେନ୍ଦ୍ରୀୟ ରାଜଧାନୀ ଦିଲ୍ଲୀରେ ବିଜେପି ନେତା ସୁରେନ୍ଦ୍ର ମତିଆଲାଙ୍କୁ ଗୁଳି କରି ହତ୍ୟା । ଦୁଇଜଣ ଅଜଣା ବ୍ୟକ୍ତି ତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ସେ ଶୁକ୍ରବାର ସନ୍ଧ୍ୟାରେ ତାଙ୍କ ଘରେ ବସିଥିବାବେଳେ ଏହି ଅଘଟଣ ଘଟିଥିବା ପୋଲିସ କହିଛି । ପୋଲିସର କହିବା ଅନୁଯାୟୀ,…

ଏଣିକି ସିଏପିଏଫ କନଷ୍ଟେବଲ୍ ପରୀକ୍ଷା ପାଇଁ ଓଡ଼ିଆରେ ଆସିବ ପ୍ରଶ୍ନପତ୍ର

ନୂଆଦିଲ୍ଲୀ:CAPF(Central Armed Police Forces)ରେ କନଷ୍ଟେବଲ ପରୀକ୍ଷା ଦେବାକୁ ଚାହୁଁଥିବା ଆଶାୟୀ ଯୁବକଙ୍କ ପାଇଁ ଖୁସି ଖବର । ଏଣିକି ସେମାନେ ନିଜ ମାତୃଭାଷାରେ ପରୀକ୍ଷା ଦେଇ ପାରିବେ । ଓଡ଼ିଶାର ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଏଣିକି ପ୍ରଶ୍ନପତ୍ର ଓଡ଼ିଆରେ ଆସିବ । ଏମିତି ନିଷ୍ପତ୍ତି…

ରୁଷ-ୟୁକ୍ରେନ ଯୁଦ୍ଧ: କାହାକୁ ଅସ୍ତ୍ର ଦେବନି ଚୀନ

ବେଜିଂ: ରୁଷିଆ-ୟୁକ୍ରେନ ଯୁଦ୍ଧ ଥମିବାରେ ନାମ ଧରୁନି । ୟୁକ୍ରେନକୁ ୟୁରୋପୀୟ ଦେଶ ବିଶେଷ କରି ଆମେରିକା ସହଯୋଗ କରୁଥିବା ବେଳେ ରୁଷ ସପକ୍ଷରେ ଚୀନ ବାହାରିବା ନେଇ ଆଲୋଚନା ଜୋର ଧରିଥିଲା । ଏପରିକି ରୁଷକୁ ଚୀନ ଅସ୍ତ୍ର ଶସ୍ତ୍ର ଯୋଗାଇବ ବୋଲି ଖବର ପ୍ରକାଶ ପାଇଥିଲା । ଶନିବାର ଚୀନର ବୈଦେଶିକ…

ଖାଇକୁ ଖସିଲା ବସ୍‌, ୧୩ ମୃତ ଓ ୨୫ରୁ ଅଧିକ ଆହତ

ରାୟଗଡ଼: ବଡ଼ ଧରଣର ବସ୍‌ ଦୁର୍ଘଟଣା। ଖାଇକୁ ଖସିଲା ବସ୍‌। ଘଟଣାରେ ଚାଲିଗଲା ୧୩  ଜୀବନ। ୨୫ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ମହାରାଷ୍ଟ୍ର ରାଜୟଗଡ଼ ଜିଲ୍ଲାରେ ଏଭଳି ଭୟଙ୍କର ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି। ଶନିବାର ଭୋର ୪.୩୦ ସମୟରେ ପୁଣେ-ରାୟଗଡ଼ ବର୍ଡରରେ ଏହି ଦୁର୍ଘଟଣା…

କଣ୍ଟ ପୂରିବା ପୂର୍ବରୁ ସରକାରୀ ବଙ୍ଗଳା ଛାଡିଲେ ରାହୁଲ ଗାନ୍ଧୀ; ଟ୍ରକ୍‌ରେ ଜିନିଷପତ୍ର ଲଦି ଚାଲିଲେ ୧୦ ଜନପଥ

ନୂଆଦିଲ୍ଲୀ: ନିର୍ଦ୍ଧାରିତ ସମୟ ପୂର୍ବରୁ ସରକାରୀ ବାସଭବନ ଛାଡ଼ିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଗତକାଲି (ଏପ୍ରିଲ ୧୪) ଦିଲ୍ଲୀର ୧୨ ତୁଗଲକ୍ ଲେନ୍‌ରେ ଥିବା ତାଙ୍କର ସରକାରୀ ବାସଭବନକୁ ଖାଲି କରିଦେଇଛନ୍ତି ରାହୁଲ। ଏକ ଟ୍ରକ୍‌ ଯୋଗେ ସବୁ ଜିନିଷପତ୍ର ବୋହି ନେଇ ୧୦ ଜନପଥକୁ ଚାଲିଯାଇଛନ୍ତି…