Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କଂଗ୍ରେସ ରାସ୍ତାରେ ଆନ୍ଧ୍ରର ଟିଡିପି, ଆପଣାଇଲା ଗ୍ୟାରେଣ୍ଟି ଫଣ୍ଡା

ଭୁବନେଶ୍ୱର: ଦେଶର ସାଧାରଣ ନିର୍ବାଚନ ସହ ବିଭିନ୍ନ ରାଜ୍ୟର ଆସନ୍ନ ବିଧାନସଭା ନିର୍ବାଚନକୁ ଦେଖି ଦେଶର ବିଭିନ୍ନ ପ୍ରମୁଖ ରାଜନୈତିକ ଦଳ ଆଗୁଆ ପ୍ରସ୍ତୁତିକୁ ଜୋରଦାର କରୁଛନ୍ତି। ବିଶେଷ କରି ଲୋକଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ବିଭିନ୍ନ ଆଗୁଆ ସ୍କିମ ଘୋଷଣା ବେଶ ଲାଭଦାୟୀ ହେଉଛି।…

କର୍ଣ୍ଣାଟକର ଗ୍ୟାରେଣ୍ଟି, ସବୁଆଡେ ଜିତାଇବ!

ଭୁବନେଶ୍ୱର: କର୍ଣ୍ଣାଟକରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୫ ଟି ଗ୍ୟାରେଣ୍ଟି ପୂରଣ ପାଇଁ ବଢୁଛି ଚାପ। ଲୋକଙ୍କଠୁ ଆରମ୍ଭ କରି ବିରୋଧୀ ଚାପ ପକାଉଥିବା ବେଳେ ଖୋଦ ଦଳୀୟ ହାଇକମାଣ୍ଡଙ୍କ ପକ୍ଷରୁ ମଧ୍ୟ ତୁରନ୍ତ ଗ୍ୟାରେଣ୍ଟି ପୂରଣ ପାଇଁ କୁହାଯାଇଛି। ଯାହାକୁ ନେଇ ସିଦ୍ଦରମେୟା ସରକାରଙ୍କ ଚିନ୍ତା…

୨୬/୧୧ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀ ଅବ୍ଦୁଲ ସଲାମର ଜେଲରେ ମୃତ୍ୟୁ

ଲାହୋର: ୨୦୦୮ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଯୋଜନାରେ ସାମିଲ୍ ଥିବା ଅବ୍ଦୁଲ ସଲାମ ଭୁଟ୍ଟାବିର ପାକିସ୍ତାନ ଜେଲରେ ମୃତ୍ୟୁ ହୋଇଛି । ପଞ୍ଜାବ ପ୍ରଦେଶର ଶେଖପୁରା ଜେଲରେ ଟେରର୍ ଫଣ୍ଡିଂ ମାମଲାରେ ବନ୍ଦୀ ଥିଲା ଅବ୍ଦୁଲ ସଲାମ । ୨୦୨୦ରେ ଲସ୍କର ଏ ତୋଏବାର ସରଗନା ହାଫିଜ୍ ସଇଦ…

୫ ବର୍ଷର ଶିଶୁ ଖାଇଗଲା ୪୦ ଚୁଇଂଗମ

ନୂଆଦିଲ୍ଲୀ: ଛୋଟ ପିଲାଙ୍କ ହାତରେ ଯାହା ପଡେ ତାହା ସେମାନେ ପାଟିରେ ପୂରାଇ ଦିଅନ୍ତି । ଏଥିପ୍ରତି ସର୍ବଦା ଅଭିଭାବକମାନେ ସତର୍କ ରହିବା ଉଚିତ । ଆମେରିକାରେ ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯାହା କି ସମସ୍ତଙ୍କୁ ଚକିତ କରିଦେଇଛି । ୫ ବର୍ଷର ଏକ ଶିଶୁ ୪୦ ଚୁଇଂଗମ ଗିଳି ଦେଇଥିଲା ।…

ମହାରାଷ୍ଟ୍ର ‘ସ୍ୱଚ୍ଛ ମୁଖ’ ଅଭିଯାନର ସ୍ମାଇଲ ଆମ୍ବାସଡର ହେଲେ ସଚ୍ଚିନ ତେନ୍ଦୁଲକର

ମୁମ୍ବାଇ: ମହାରାଷ୍ଟ୍ରର ‘ସ୍ୱଚ୍ଛ ମୁଖ’ ଅଭିଯାନର ସ୍ମାଇଲ ଆମ୍ବାସଡର ହେଲେ ସଚ୍ଚିନ ତେନ୍ଦୁଲକର । ସ୍ୱଚ୍ଛ ମୁଖ ଅଭିଯାନ ମୁଖର ସ୍ୱଚ୍ଛତା ବୃଦ୍ଧି ଉପରେ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଏକ ଅଭିଯାନ । ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବନ୍ଦ୍ର…

ମଣିପୁର ହିଂସାକୁ ଉସୁକାଉଛି ଚୀନ ! ଭାରତୀୟ ସେନା ବିରୋଧରେ ସୋସିଆଲ ମିଡିଆରେ କରୁଛି ପ୍ରଚାର

ମଣିପୁର:ମଣିପୁର ହିଂସା ଥମିବାର ନାଁ ନେଉନି । ଏବେ ଏହି ହିଂସାକୁ ନେଇ ଚୀନ ରାଜନୀତି କରିବା ଆରମ୍ଭ କରି ଦେଇଛି । ଚୀନର ସୋସିଆଲ ମିଡଆରେ ଭାରତ ବିରୋଧରେ ମଣିପୁର ହିଂସାକୁ ନେଇ ଆପତ୍ତିଜନକ କଥା ପୋଷ୍ଟ କରାଯାଉଛି ଯାହା ଭାଇରାଲ ହେଉଛି । ମିଡିଆ ରିପୋର୍ଟ ଅନୁସାରେ, ଚୀନ ସୋସିଆଲ ମଡିଆରେ…

ବୋଲ୍ଡ ଫଟୋ ପୋଷ୍ଟ କରି ଚାକିରି ହରାଇଲେ ଯୁବତୀ

ନୂଆଦିଲ୍ଲୀ : ବୋଲ୍ଡ ଫଟୋ ପୋଷ୍ଟ କରି ଅଡ଼ୁଆରେ ଯୁବତୀ । ପୋଷାକ ପାଇଁ ହରାଇଲେ ଚାକିରୀ । କହିବାକୁ ଗଲେ ପ୍ରତ୍ୟେକ ମଣିଷର ରହିଛି ସ୍ଵାଧୀନତା । ଜଣେ ମଣିଷ ତା’ର ଖାଇବା ପିଇବାଠୁ ଆରମ୍ଭ କରି ସବୁକିଛି ନିଜ ଇଚ୍ଛା ହିସାବରେ କରିଥାଏ । ହେଲେ ମଣିଷର କିଛି ଚଳଣୀକୁ ନେଇ ଏ ସମାଜ ଗ୍ରହଣ…

ବୈଷ୍ଣୋଦେବୀ ଯାଉଥିବାବେଳେ ବ୍ରିଜ ତଳକୁ ଖସିପଡିଲା ବସ୍: ୧୦ ମୃତ

ଶ୍ରୀନଗର: ବୈଷ୍ଣୋେଦବୀ ଯାତ୍ରାବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା ।  ଭାରସାମ୍ୟ ହରାଇ ପୋଲ ଉପରୁ ତଳକୁ ଖସିପଡିଲା ବସ୍ । ଦୁର୍ଘଟଣାରେ ୧୦ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା…

କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ କେଜ୍ରିଓ୍ୱାଲଙ୍କ ସମର୍ଥନ ଆହ୍ୱାନକୁ କଂଗ୍ରେସ କହିଲା ନା

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ସୋମବାର ଦିଲ୍ଲୀ ଏବଂ ପଞ୍ଜାବର କଂଗ୍ରେସ ନେତାଙ୍କ ସହ ପୃଥକ ବୈଠକ କରିଛନ୍ତି। ଏହି ବୈଠକରେ ସେ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ନିୟମ ପ୍ରସଙ୍ଗରେ ଆମ୍ ଆଦମୀ ପାର୍ଟିକୁ ସମର୍ଥନ କରିବେନି ବୋଲି ଜଣାଇଛନ୍ତି। ସୂଚନାନୁସାରେ, କଂଗ୍ରେସ…

ସିଙ୍ଗାପୁରର ଉପ ପ୍ରଧାନମନ୍ତ୍ରୀ ଏବଂ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ତିନିଦିନିଆ ସିଙ୍ଗାପୁର ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଗସ୍ତର ପ୍ରଥମ ଦିନରେ ସିଙ୍ଗାପୁରର ଉପ ପ୍ରଧାନମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ଲରେନ୍ସ ଓ୍ୱଙ୍ଗ ଏବଂ ସିଙ୍ଗାପୁରର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଗାନ୍…