Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପ୍ରଥମେ ଦଳିତ ନେତାଙ୍କ ପାଦ ଛୁଇଁଲେ, ତା’ ପରେ ଗୁଳିକରି ହତ୍ୟା କଲେ

ନୂଆଦିଲ୍ଲୀ: ବିହାରରେ ଦଳିତ ନେତାଙ୍କୁ ଗୁଳି କରି ହତ୍ୟା । ଆମ୍ବେଦକର ଜୟନ୍ତୀ  ପାଇଁ ପ୍ରସ୍ତୁତ ହେଉଥିବା ଦଳିତ ସେନାର ରାଷ୍ଟ୍ରୀୟ ସଂଗଠନ ସଚିବ ରାକେଶ ପାସବାନଙ୍କୁ ଚାରି ଜଣ ଲୋକ ଅତିର୍କିତ ଆସି ଗୁଳି କରିଥିଲେ । ଗୁଳି ମାରି ସାରିବା ପରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ଏହି ଘଟଣା…

ପୁଅକୁ ହରାଇ ଅନୁତାପ କରୁଛି ଅତିକ; କାନ୍ଦି କାନ୍ଦି କହୁଛି, ମୋ ସଂସାର ଭାସିଗଲା…ସବୁ ଦୋଷ ମୋର..

ପ୍ରୟାଗରାଜ: ପୁଅକୁ ହରାଇବା ପରେ ଏବେ ମୁଣ୍ଡ ପିଟି କାନ୍ଦୁଛି ଅତିକ ଅହମ୍ମଦ । ନିଜ କର୍ମ ପାଇଁ ଏବେ ପସ୍ତଉଛି । ଅନୁତାପ କରୁଛି । ନିଜ ଭୁଲ ପାଇଁ ପୁଅ ମଲା ବୋଲି କହି ଅଧିର ହେଉଛି  । ହେଲେ ଚାଲିଗଲା ପୁଅ ଆଉ ଫେରିବନି  । ପୁଅକୁ ହରାଇବା ପରେ ଉମେଶ ପାଲ ହତ୍ୟାକାଣ୍ଡରେ ସାମିଲ ଅତିକ…

କଂଗ୍ରେସରେ ଯୋଗ ଦେଇପାରନ୍ତି ବିଜେପି ଛାଡ଼ିଥିବା କର୍ଣ୍ଣାଟକ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବଦୀ

ବେଙ୍ଗାଲୁରୁ: ଟିକେଟ୍ ନ ମିଳିବାରୁ ବିଜେପି ଛାଡ଼ିଥିବା କର୍ଣ୍ଣାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବଦୀ ଖୁବ୍‌ଶୀଘ୍ର କଂଗ୍ରେସରେ ଯୋଗ ଦେଇପାରନ୍ତି। ଆଜି ସେ କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାର ଓ ଦଳର ବରିଷ୍ଠ ନେତା ସିଦ୍ଧରମେୟା ଭେଟିଛନ୍ତି। ବେଙ୍ଗାଲୁରୁ ସ୍ଥିତ…

୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧,୧୦୯ କରୋନା ପଜିଟିଭ୍; ଗତ ୭ ମାସରେ ସର୍ବାଧିକ

ନୂଆଦିଲ୍ଲୀ: ଗତ ୩ ଦିନ ହେଲା ଦେଶରେ ଦୈନିକ କରୋନା ସଂକ୍ରମଣ ୧୦ ହଜାର ଉପରେ ରହୁଛି। ଦିନକୁ ଦିନ ବଢ଼ୁଥିବା ଦୈନିକ ସଂକ୍ରମଣ ଚିନ୍ତାରେ ପକାଇଲାଣି। ଆଜି ମଧ୍ୟ ଦେଶରେ ୧୧,୧୦୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହା ଗତ ୭ ମାସରେ ସର୍ବାଧିକ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।…

ଘନଉଛି ଗେହଲଟ-ପାଇଲଟ ବିବାଦ: ଏବେ ଭରସା କମଲନାଥ

ନୂଆଦିଲ୍ଲୀ: ଘନଉଛି ରାଜସ୍ଥାନ ରାଜନୈତିକ ବିବାଦ । ଗେହଲଟ-ପାଇଲଟ ବିବାଦ ବରିଷ୍ଠ ନେତାଙ୍କ ନିଦ ହଜାଇ ଦେଲାଣି । ପଞ୍ଜାବ ପରି ପରାଜୟକୁ ଏଡାଇବା ପାଇଁ ଦଳ ଏବେ ଭରସା କରିଛି କମଲନାଥଙ୍କୁ । କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ମଧ୍ୟସ୍ଥତାରେ…

୭୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ/କଟକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୪୫ ଗୋଟି ସ୍ଥାନରେ ଆୟୋଜିତ ହେଇଥିବା କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୩ ଏପ୍ରିଲ ୨୦୧୩ ରେ ପ୍ରାୟ ୭୧,୦୦୦ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତ…

ବିସ୍ଫୋରଣରେ ୧୮ ହଜାରରୁ ଊର୍ଦ୍ଧ୍ୱ ଗାଈଙ୍କ ମୃତ୍ୟୁ

ଟେକ୍ସାସ: ଆମେରିକାର ଟେକ୍ସାସରେ ଏକ ଦୁଃଖଦ ଖବର ହସ୍ତଗତ ହୋଇଛି । ଏଠାରେ ଏକ ଡେୟରୀ ଫାର୍ମରେ ବଡ ଧରଣର ବିସ୍ଫୋରଣ ଘଟିବା ଫଳରେ ୧୮,୦୦୦ରୁ ଊର୍ଦ୍ଧ୍ୱ ଗାଈଙ୍କ ମୃତ୍ୟୁ ଘଟିଛି । ଏହାର ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ଡିମିଟରେ ଥିବା ସାଉଥ ଫୋର୍କ ଡେୟରୀରେ…

କର୍ଣ୍ଣାଟକରେ ମୁସଲମାନଙ୍କର ୪% ସଂରକ୍ଷଣ ଉଚ୍ଛେଦ ମାମଲା: ରାଜ୍ୟ ସରକାରଙ୍କ ନିଷ୍ପତ୍ତି ତ୍ରୁଟିପୂର୍ଣ୍ଣ କହିଲେ…

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ବିଜେପି ସରକାରଙ୍କୁ ସୁପ୍ରିମକୋର୍ଟ ଝଟ୍‌କା। ରାଜ୍ୟ ସରକାରଙ୍କର ମୁଲମାନଙ୍କ ୪ ପ୍ରତିଶତ ସଂରକ୍ଷଣର ଉଚ୍ଛେଦ ନିଷ୍ପତି ଭୁଲ ଧାରଣା ଉପରେ ଅବଧାରିତ ବୋଲି କୋର୍ଟ କହିଛନ୍ତି। ଆଜି(ଏପ୍ରିଲ ୧୩) ଏହି ମାମଲାରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି…

‘ଏଲନ ମସ୍କ’ ପ୍ରଥମେ ଫଲୋ କଲେ, ତା ପରେ ବିବାଦକୁ ଟାଣିଲେ !

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫଲୋ କରି ଚର୍ଚ୍ଚାକୁ ବଢ଼ାଇଦେଲେ। ଏବେ ଭାରତରେ ସମ୍ପୂର୍ଣ୍ଣ ବାକ ସ୍ୱାଧୀନତା ସମ୍ଭବ ନୁହେଁ ଭଳି ବିବାଦୀୟ କଥା କହି କେନ୍ଦ୍ରର ବିଜେପି ସରକାରକୁ କାଠଗଡାରେ ଛିଡା କରାଇଦେଲେ। ଟ୍ୱିଟର ମାଲିକ ତଥା ବିଶ୍ୱର ଅନ୍ୟତମ ଧନୀ ଏଲନ ମସ୍କଙ୍କ ଅଳ୍ପଦିନ…

ଗ୍ୟାଙ୍ଗଷ୍ଟାରଙ୍କ ଟାର୍ଗେଟରେ ପଞ୍ଜାବୀ ଗାୟକ ମନକୀରଟ

ଚଣ୍ଡୀଗଡ: ସିଦ୍ଧୁ ମୁସେୱାଲ ହତ୍ୟାକାଣ୍ଡ ପରେ ଏବେ ଗ୍ୟାଙ୍ଗଷ୍ଟାରଙ୍କ ଟାର୍ଗେଟରେ ପଞ୍ଜାବୀ ଗାୟକ ମନକୀରଟ ଔଲେଖ ରହିଛନ୍ତି । ବୁଧବାର ରାତିରେ ମନକୀରଟ ଚଣ୍ଡୀଗଡରୁ ଘରକୁ ଫେରୁଥିବା ବେଳେ ୩ଜଣ ଯୁବକ ତାଙ୍କ ଗାଡିକୁ ଅନୁସରଣ କରିଥିଲେ । ମନକୀରଟ ପ୍ରଥମେ ଏ ନେଇ ବିଶେଷ ଧ୍ୟାନ ଦେଇ ନ ଥିଲେ…