Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ମଧ୍ୟପ୍ରଦେଶ ରାଜନୀତି’, ବିଜେପି ଭୋଗିବ କଂଗ୍ରେସ ଦଶା !

ଭୁବନେଶ୍ୱର: ଭାଙ୍ଗିଯିବ କି ମଧ୍ୟପ୍ରଦେଶର ବିଜେପି ସରକାର ? ତିନି ବର୍ଷ ତଳେ ମଧ୍ୟପ୍ରଦେଶରେ କଂଗ୍ରେସର କମଲନାଥ ସରକାରର ଯେଉଁ ଅବସ୍ଥା ହୋଇଥିଲା ଏବେ ବିଜେପିର ଶିବରାଜ ସିଂ ଚୌହାନଙ୍କ ସେହି ଅବସ୍ଥା ହେବ କି ? ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବାତାବରଣ ସରଗରମ ହୋଇଥିବା ବେଳେ…

ବିଦେଶ ଗଲେ ଖୋଲିଦେବେ ପୋଲ, ରାହୁଲଙ୍କୁ ପାସପୋର୍ଟ ମନା !

ଭୁବନେଶ୍ୱର: ରାହୁଲଙ୍କ ପାସପୋର୍ଟକୁ ନେଇ ବିବାଦ। ବିଭିନ୍ନ ବିବାଦକୁ ନେଇ ଚର୍ଚ୍ଚାରେ ଥିବା କଂଗ୍ରେସ ନେତା ଏବେ ପାସପୋର୍ଟ ପ୍ରସଙ୍ଗକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଦିଲ୍ଲୀର ରାଉଜ ଆଭିନିୟୁ କୋର୍ଟରେ ନୂଆ ପାସପୋର୍ଟ ଆବେଦନର ଏନଓସି ପାଇଁ ରାହୁଲ ଆବେଦନ କରିଛନ୍ତି। କିନ୍ତୁ ବିଜେପି ନେତା…

ଅପମିଶ୍ରଣ ରୋକିବାକୁ ସାରା ଦେଶରେ ଦୁଗ୍ଧ ଜାତ ସାମଗ୍ରୀର ପରୀକ୍ଷା କରିବ ଏଫଏସଏସଏଆଇ

ନୂଆଦିଲ୍ଲୀ: କ୍ଷୀର ଓ ଦୁଗ୍ଧଜାତ ଦ୍ରବ୍ୟରେ ଅପମିଶ୍ରଣକୁ ରୋକିବା ପାଇଁ ଚାଲିଥିବା ପ୍ରୟାସରେ ଦେଶର ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫଏସଏସଏଆଇ) ଗୁରୁବାର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଉପରେ ଦେଶବ୍ୟାପୀ ପରୀକ୍ଷା କରିବ ବୋଲି କହିଛି। ଏକ ପ୍ରେସ୍ ବିଜ୍ଞପ୍ତିରେ ଏଫ୍ଏସ୍ଏସ୍ଏଆଇ ପକ୍ଷରୁ…

ବଢୁଛି ଇମ୍ରାନ ଖାନଙ୍କ ଅସହାୟତା; ହାତ ଛାଡି ଦେଉଛନ୍ତି ବିଶ୍ୱସ୍ତ

ଇସଲାମବାଦ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମସ୍ୟା ଥମିବାର ନାଁ ନେଉନାହିଁ । ଗୋଟିଏ ପଟେ ଇମ୍ରାନ ଗିରଫଦାରୀରୁ ମୁକୁଳିବା ପାଇଁ କୋର୍ଟର ଚକ୍କର କାଟୁଛନ୍ତି । ଅନ୍ୟପଟେ ଜଣକ ପରେ ଜଣେ ବିଶ୍ୱସ୍ତ ତାଙ୍କ ହାତ ଛାଡିବାରେ ଲାଗିଛନ୍ତି । ଇମ୍ରାନଙ୍କୁ ସବୁଠାରୁ ବଡ ଝଟକା…

ତେଜିଲା ନୂଆ ସଂସଦ ଭବନ ଉଦଘାଟନ ବିବାଦ; ସୁପ୍ରିମକୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦଘାଟନ ଦିନ ଯେତେ ଯେତେ ପାଖେଇ ଆସୁଛି, ବିବାଦ ସେତେ ଘନଉଛି । ଉଦ୍‌ଘାଟନ ସମାରୋହକୁ ୧୯ ବିରୋଧୀ ଦଳ ବହିଷ୍କାର କରିବେ ବୋଲି ଘୋଷଣା କରିବା ପରେ ଏବେ ମାମଲା ସୁପ୍ରିମ କୋର୍ଟରେ ପହଞ୍ଚିଛି ।  ରାଷ୍ଟ୍ରପତି ସଂସଦ ଭବନ ଉଦଘାଟନ କରିବା ପାଇଁ ନିର୍ଦ୍ଦେଶ…

ବିଶ୍ୱର ସବୁଠାରୁ ଲମ୍ବା ଗୀତ ଭାବେ ଗିନିଜ୍ ୱାର୍ଲ୍ଡ ରେକର୍ଡ କଲା ରାମଚରିତମାନସ

ନୂଆଦିଲ୍ଲୀ: ରାମଚରିତମାନସକୁ ନେଇ ବିବାଦ ଲାଗି ରହିଥିବା ବେଳେ ଏବେ ଏହା ବିଶ୍ୱ ରେକର୍ଡ କରିଛି। ବିଶ୍ୱର ସବୁଠାରୁ ଲମ୍ବା ଗୀତ ହେବାରେ ଗିନିଜ୍‌ ବୁକ୍‌ ରେକର୍ଡ କରିଛି ରାମଚରିତମାନସ। ଏହାର ଶ୍ରେୟ ଯାଉଛି କାଶୀରେ ରହୁଥିବା କେରଳର ଜଗଦୀଶ ପିଲ୍ଲାଇଙ୍କୁ। ଶ୍ରୀ ପିଲ୍ଲାଇ ରାମଚରିତମାନସକୁ ଗୀତ…

ଧାର ଟଙ୍କା ମାଗିବାରୁ ପ୍ରେମିକାକୁ ମାରି ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଲା ପ୍ରେମିକ

ହାଇଦ୍ରାବାଦ : ପୁଣି ରକ୍ତରେ ଭିଜିଲା ପ୍ରେମ। ପ୍ରେମିକାକୁ ମାରି ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଲା ପ୍ରେମିକ । ଦିଲ୍ଲୀର ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣା ମନରୁ ନ ଲିଭୁଣୁ ପୁଣି ସାମ୍ନାକୁ ଆସିଲା ବିଭତ୍ସ ହତ୍ୟାକାଣ୍ଡ । ହାଇଦ୍ରାବାଦରେ ଏଭଳି ଘଟଣା ଘଟିଛି । ଜଣେ ବ୍ୟକ୍ତି ତା ପ୍ରେମିକାକୁ…

ନୁଆ ସଂସଦ ଭବନ ଉଦଘାଟନ ପ୍ରସଙ୍ଗରେ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ; ବିରୋଧୀଙ୍କୁ ଦେଲେ ଅଷ୍ଟ୍ରେଲିଆ ଉଦାହରଣ

ନୂଆଦିଲ୍ଲୀ: ନୂଆ ସଂସଦ ଭବନ କିଏ ଉଦଘାଟନ କରିବା ଉଚିତ ? ଏହାକୁ ନେଇ ବିବାଦ ତେଜୁଛି । ଇତି ମଧ୍ୟରେ 2୦ ରାଜନୈତିକ ଦଳ ନୂଆ ସଂସଦ ଭବନ ଉଦଘାଟନକୁ ବହିଷ୍କାର କରିବା ପାଇଁ ଘୋଷଣା କରିଛନ୍ତି । କଂଗ୍ରେସ ସମେତ ଏକାଧିକ ବିରୋଧୀ ଦାବି କରିଛନ୍ତି ପ୍ରଧାନମନ୍ତ୍ରୀ ନୁହେଁ ରାଷ୍ଟ୍ରପତି ଏହାକୁ…

ଗୀତ ଆକାରରେ ରାମଚରିତମାନସ ପାଠ କରି ବିଶ୍ୱରେକର୍ଡ କଲେ ଜଗଦୀଶ

ବାରାଣାସୀ: କାଶୀରେ ରହୁଥିବା କେରଳର ଜଗଦୀଶ ପିଲ୍ଲାଇ ଗୀତ ଆକାରରେ ରାମଚରିତ ମାନସ ପାଠ କରି ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ୧୩୮ ଘଂଟାରେ ୧୫ ହଜାରରୁ ଅଧିକ ଚୌପାଇଗୁଡିକ ସଜାଇ ସେ ଦୁନିଆର ସବୁଠାରୁ ଲମ୍ବା ଗୀତ ତିଆରି କରିଥିଲେ । ଏହାକୁ ଗାନ କରିବା ପରେ ଏବେ ଏହା ଗିନିଜ ବୁକ ଅଫ…

ଖେଳ ହେଲା କାଳ; କାର ଭିତରେ ପଶି ଡୋର ଲକ କରିଦେଲା ୩ ବର୍ଷର ଶିଶୁ, ଆଉ ତା’ ପରେ..

ବରେଲି: ବାପା-ମା’ଙ୍କର ସାମାନ୍ୟ ଭୁଲ କେତେ ବଡ ବିପର୍ଯ୍ୟୟ ଆଣି ନ ଦେଲା ! ଜୀବନଠୁ ଅଧିକ ଭଲ ପାଉଥିବା କୁନି ଝିଅକୁ ପାଦେ ପାଦେ ଜଗିଥିଲେ । ଆଖିରୁ ଗୋଟିଏ ମୁହୂର୍ତ୍ତ ବି ଛାଡିବାକୁ ଦେଉ ନ ଥିଲେ । ହେଲେ କେମିତି ଏତେ ବଡ ଭୁଲ ହୋଇଗଲା  ଯେ ଚାଲିଗଲ ଝିଅର ଜୀବନ ! ସାମାନ୍ୟ ଅନ୍ୟମନସ୍କତାର…