Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୁଣି ୬ ହଜାର କର୍ମଚାରୀ ଛଟେଇ କଲା ମେଟା

ନୂଆଦିଲ୍ଲୀ: ପୁଣି ୬ ହଜାର କର୍ମଚାରୀ ଛଟେଇ କଲା ଫେସ୍‌ବୁକ ପ୍ୟାରେଣ୍ଟ କମ୍ପାନୀ ମେଟା। ବିଶ୍ୱସ୍ତରରେ ୬ ହଜାର କର୍ମଚାରୀଙ୍କୁ ଛଟେଇ କରାଯାଇଛି। ମାର୍ଚ୍ଚ ମାସରେ କମ୍ପାନୀ ୧୦ ହଜାର ଛଟେଇ କରିବ ବୋଲି ଘୋଷଣା କରିଥିଲା। କାଲି ଠାରୁ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଛଟେଇ ପରେ ପୀଡ଼ିତ…

ନୂଆ ସଂସଦ ଭବନ ଉଦ୍‌ଘାଟନକୁ ଆସିବେ ଏହି ୧୫ ଦଳ, କାଲି ବୟକଟ କରିଥିଲେ ୧୯

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦ୍‌ଘାଟନକୁ ନେଇ ରାଜନୀତି ଜୋର୍  ଧରିଥିବା ବେଳେ ୧୯ ବିରୋଧୀ ଦଳ ଏହାକୁ ବୟକଟ୍ କରିଛନ୍ତି। ସେହିପରି ୧୫ଟି ଦଳ ଉଦ୍‌ଘାଟନ ଉତ୍ସବରେ ଯୋଗ ଦେବେ ବୋଲି ସୂଚନା ମିଳିଛି। ଯୋଗ ଦେବାକୁ ଆସୁଥିବା ଏହି ୧୫ ଦଳ ମଧ୍ୟରେ ଅଧିକାଂଶ ବିଜେପି ସହଯୋଗୀ ଦଳ ହୋଇଥିବା ବେଳେ କିଛି…

ଜେଲ୍‌ରେ ଚେତାଶୂନ୍ୟ ହୋଇ ପଡ଼ିଯିବା ପରେ ସତ୍ୟୈନ୍ଦ୍ର ଜୈନ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: ଦିଲ୍ଲୀ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟୈନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟାବସ୍ଥା ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି। ଗୁରୁବାର ସେ ହଠାତ୍ ଚେତାଶୂନ୍ୟ ହୋଇଯିବାରୁ ତାଙ୍କୁ ଦିଲ୍ଲୀ ଦୀନ ଦୟାଲ ଉପାଧ୍ୟୟା ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ…

ଗୁରତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ପ୍ରଖ୍ୟାତ ଉର୍ଦ୍ଦୁ କବି ମୁନୱର ରାଣା

ଲକ୍ଷ୍ନୌ: ପ୍ରଖ୍ୟାତ ଉର୍ଦ୍ଦୁ କବି ତଥା ଲେଖକ ମୁନୱର ରାଣା(୭୦)ଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗଡ଼ିବାରୁ ତାଙ୍କୁ ଲକ୍ଷ୍ନୌର ଅପୋଲୋ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଗୁରୁବାର ଭୋର ସମୟରେ ହଟାତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା। ଏହାପରେ ତାଙ୍କୁ ତୁରନ୍ତ ଅପୋଲୋ…

ହେଟ ସ୍ପିଚ ମାମଲାରେ ଆଜମ ଖାଁ ଦୋଷମୁକ୍ତ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ନେତା ଆଜମ ଖାଁ ୨୦୧୯ ହେଟସ୍ପିଚ ମାମଲାରେ ଦୋଷମୁକ୍ତ ହୋଇଛନ୍ତି । ସେ ଏଥିନେଇ ଆଶ୍ୱସ୍ତ ପାଇଥିଲେ ମଧ୍ୟ ଆଉ ବିଧାୟକ ପଦ ଫେରିପାଇବେ ନାହିଁ । ରାମପୁର କୋର୍ଟ ଏହି ମାମଲାରେ ତାଙ୍କ ବିରୋଧରେ ୧୫୩ଏ, ୫୦୫ ଓ ୧୯୫୧ ଜନ ପ୍ରତିନିଧି ଆଇନର ଧାରା ୧୨୫ ଅନୁଯାୟୀ ଦୋଷୀ…

‘ତେଲେଙ୍ଗାନା ରାଜନୀତି’, ଜିତିଲେ ଚାକିରୀ ଦେବ ବିଜେପି

ଭୁବନେଶ୍ୱର: ତେଲେଙ୍ଗାନରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ବ୍ୟବହାର କରିବ ୨୦୧୪ର ଫର୍ମୁଲା। ନିଯୁକ୍ତିର କଥା କହି ୨୦୧୪ ରେ ବିଜେପି ଦେଶରେ ଶାସନକୁ ଆସିଥିବା ବେଳେ ତେଲେଙ୍ଗାନାରେ ବିଜେପି ଏଥର ପ୍ରଚାରରେ ଚାକିରୀକୁ ପ୍ରମୁଖ ଅସ୍ତ୍ର କରିବ। ରାଜ୍ୟରେ ବହୁ ସଂଖ୍ୟାରେ…

ମୋଦିଙ୍କର ରାଜସ୍ଥାନ ଦରକାର!

ଭୁବନେଶ୍ୱର: ରାଜସ୍ଥାନ ଉପରେ ବିଜେପିର ନଜର। ରାଜସ୍ଥାନରେ କଂଗ୍ରେସ ସରକାର ଥିବାବେଳେ ଆଗକୁ ନିର୍ବାଚନ ଅଛି। କିନ୍ତୁ ସେଠାରେ କଂଗ୍ରେସ ମଧ୍ୟରେ ଗୋଷ୍ଠୀ କନ୍ଦଳ ତୀଵ୍ର ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଗେହଲଟ ଓ କଂଗ୍ରେସ ନେତା ପାଇଲଟଙ୍କ ଲଢେଇ ଲାଗି ରହିଛି। ଏଭଳି ସ୍ଥିତିରେ ବିଜେପି…

କର୍ଣ୍ଣାଟକରୁ ବାର୍ତ୍ତା, ହାତ କରିବନି ହତାଦର

ଭୁବନେଶ୍ୱର: କର୍ଣ୍ଣାଟକରେ ବଡ଼ ବିଜୟ ପରେ ସବୁ କ୍ଷେତ୍ରରେ ଅତି ମାପିଚୁପି ନିଷ୍ପତ୍ତି ନେଉଛି କଂଗ୍ରେସ। ସିଦ୍ଦରମେୟାଙ୍କୁ ମୁଖ୍ୟମନ୍ତ୍ରୀ ଚୟନଠୁ ଆରମ୍ଭ କରି ଡି କେ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା। ଶିବକୁମାର ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଡି ବସିଥିଲେ ମଧ୍ୟ ତାଙ୍କୁ ମନାଇବାରେ…

ଟିଏମସି ଅଫିସ ଉପରେ ଚାଲିଲା ବୁଲଡୋଜର

ମୁର୍ଶିଦାବାଦ: ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲା ପ୍ରଶାସନ ଏକ ଅବୈଧ ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟ ଉପରେ ବୁଲଡୋଜର ଚଳାଇଛି । ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ ଟିଏମସି କୌଣସି କାର୍ଯ୍ୟାଳୟ ଏ ଭଳି ଭାବେ ଭଙ୍ଗାଯାଇଛି । କଲିକତା ହାଇକୋର୍ଟ ଜିଲ୍ଲା ପ୍ରଶାସନକୁ ଟିଏମସି ପାର୍ଟି…

କ’ଣ ଏଇ “ସେଙ୍ଗୋଲ” ଯାହାକୁ ନୂଆ ସଂସଦ ଭବନରେ ପ୍ରତିଷ୍ଠା କରିବେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ ପୁରା…

ନୂଆଦିଲ୍ଲୀ: ରବିବାର ଦିନ ଇତିହାସର ପୁନରାବୃତ୍ତି ହେବ ଯେତେବେଳେ ନୂତନ ସଂସଦ ଭବନ ଦେଶ ପାଇଁ ଉତ୍ସର୍ଗୀକୃତ ହେବ । ଏହି ଦିନ ମାନ୍ୟବର ପ୍ରଧାନମନ୍ତ୍ରୀ   ନରେନ୍ଦ୍ର ମୋଦୀ ନ୍ୟାୟପୂର୍ଣ୍ଣ ଏବଂ ନିରପେକ୍ଷ ଶାସନର ପବିତ୍ର ପ୍ରତୀକ ସେଙ୍ଗୋଲକୁ ଗ୍ରହଣ କରିବେ ଏବଂ ଏହାକୁ ନୂତନ ସଂସଦ ଭବନରେ…