Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସୁରଟ କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଅପିଲ କରିବେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ସୁରଟ କୋର୍ଟଙ୍କ ଦଣ୍ଡାଦେଶ ପରେ ଯେମିତି ସମସ୍ୟା ଭିତରେ ଫସି ଯାଇଛନ୍ତି ରାହୁଲ । ସଦସ୍ୟତା ପଦ ରଦ୍ଦ ପରେ ସରକାରୀ ବାସଗୃହ ଛାଡିବା ପାଇଁ ନିର୍ଦ୍ଦେଶ ଆସିଛି ।  ମିଳିଥିବା ସୂଚନା ଅନୁସାରେ ରାହୁଲ ଏବେ ସୁରଟ କୋର୍ଟର ରାୟକୁ ଉପର…

ବିହାରରେ ଉଗ୍ର ରୂପ ନେଉଛି ହିଂସା:୧୦୨ ଗିରଫ

ପାଟନା:ରାମ ନବମୀ ଅବସରରେ ବିହାରରେ ଦେଖା ଦେଇଥିବା ହିଂସା ଭୟଙ୍କର ରୂପ ନେଉଛି ।  ଶନିବାର ଏହି ହିଂସା ପୁଣି ଉଗ୍ର ରୂପ ନେଇଛି । ଶରିଫ ଏବଂ ସାସାରାମରେ ସଂଘର୍ଷ ଘଟିଛି । ପରିସ୍ଥିତି ଗୁରୁତର ହେଉଥିବା ଦେଖି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଅର୍ଲେକରଙ୍କ…

କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଉତ୍କଳ ଦିବସ

ବନାରସ : କାଶୀ ହିନ୍ଦୁ ବିଶ୍ଵବିଦ୍ୟାଳୟର ଉତ୍କଳ ସମାଜ ତରଫରୁ ବହୁ ଆଡ଼ମ୍ବରପୂର୍ଣ ଭାବେ ଉତ୍କଳ ଦିବସ ପାଳିତ ହୋଇଯାଇଛି ।  ମହାପ୍ରଭୁ ଜଗନ୍ନାଥ ଏବଂ ମହାମନା ମଦନ ମୋହନ ମାଲବୀୟଙ୍କ ନିକଟରେ ଭକ୍ତିପୁଷ୍ପ ଅର୍ପଣ କରି ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା  ।  ଏହା ପରେ କାନ୍ତକବିଙ୍କ ରଚିତ…

ଗ୍ଲୋବାଲ କରେନ୍ସି ଦୌଡ଼ରେ ଭାରତୀୟ ମୁଦ୍ରା: ୩୫ ଦେଶ ପରେ ଏବେ ମାଲେସିଆ ସହ କାରବାର ଟଙ୍କାରେ ହେବ

ନୂଆଦିଲ୍ଲୀ: ଧୀରେ ଧୀରେ ଗ୍ଲୋବାଲ କରେନ୍ସି ହେବାର ଦୌଡ଼ରେ ଭାରତୀୟ ମୁଦ୍ରା। ଏବେ ମାଲେସିଆ ସହିତ କାରବାର ଭାରତୀୟ ମୁଦ୍ରାରେ କରାଯିବ। ଏନେଇ ଗତକାଲି(ଏପ୍ରିଲ ୧) ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ(ଏମ୍ଇଏ) ପକ୍ଷରୁ ସୂଚନା ଦିଆଯାଇଛି। ଗତବର୍ଷ ଜୁଲାଇ ମାସରେ ରିଜର୍ଭ ବ୍ୟାଙ୍କ ଅଫ୍…

ନିଯୁକ୍ତି ଦେବାରେ ଫେଲ୍ ସରକାର; ଦେଶରେ ବଢୁଛି ବେରୋଜଗାରୀ ହାର, ଗତ ୩ ମାସରେ ସର୍ବାଧିକ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନିଯୁକ୍ତି ସୃଷ୍ଟି ହେବା କହୁଥିବା ବେଳେ ଦେଶରେ କିନ୍ତୁ ବେରୋଜଗାରୀ ହାର ବଢ଼ିବାରେ ଲାଗିଛି। ଚଳିତ ବର୍ଷ ମାର୍ଚ୍ଚ ମାସରେ ବେରୋଜଗାରୀ ହାର ବଢ଼ି ୭.୮୦ ପ୍ରତିଶତ ହୋଇଛି, ଯାହା ଗତ ୩ ମାସରେ ସର୍ବାଧିକ ବୃଦ୍ଧି। ଗତ ଫେବ୍ରୁଆରୀ ମାସରେ ବେରୋଜଗାରୀ ହାର ୭.୪୫…

ଖୁବ୍‌ଶୀଘ୍ର ଆସିବ ଇ-ପାସ୍‌ପୋର୍ଟ: ଲାଗିବ ଚିପ୍, ୪.୫ କୋଟି ବୁକ୍‌ଲେଟ୍ ପ୍ରିଣ୍ଟିଂ ପାଇଁ ଅର୍ଡର

ନୂଆଦିଲ୍ଲୀ: ଏବେ ଆପଣଙ୍କ ପାସ୍‌ପୋର୍ଟ ବି ଇଲେକ୍ଟ୍ରୋନିକ୍ ହେବ। ବୁକ୍‌ଲେଟରେ ଚିପ୍ ଲାଗିବ। ଯେଉଁଥିରେ ଆପଣଙ୍କର ପୂରା ଯାତ୍ରା ଇଲେକ୍ଟ୍ରୋନିକ୍ ରୂପରେ ରେକର୍ଡ ହୋଇ ରହିବ। ଆଉ କମ୍ପ୍ୟୁଟର ସେନ୍‌ସରରେ ଦେଖାଇବା ପରେ ପୂରା ଯାତ୍ରାର ବିବରଣୀ ସ୍କ୍ରିନ୍‌ରେ ଦେଖାଯିବ। ଏହି ପାସ୍‌ପୋର୍ଟକୁ…

ପାକିସ୍ତାନରେ ରଦ୍ଦ ହେଲା ଦେଶଦ୍ରୋହ ଆଇନ୍, ଭାରତରେ କେବେ?

ଇସଲାମାବାଦ: ଇଂରେଜ ସମୟରେ ତିଆରି ହୋଇଥିବା ଦେଶଦ୍ରୋହ ଆଇନକୁ ରଦ୍ଦ କରିଛି ପାକିସ୍ତାନ। ଗୁରୁବାର ପାକିସ୍ତାନ କୋର୍ଟ ବ୍ରିଟିଶ ଯୁଗର ଏହି ଆଇନକୁ ରଦ୍ଦ କରି ଏହାକୁ ଅସାମ୍ବିଧାନିକ ବୋଲି ଘୋଷଣା କରିଛନ୍ତି। ଏହି ଆଇନକୁ ରଦ୍ଦ କରିବାକୁ ଆବେଦନ କରାଯାଇଥିଲା। ଲାହୋର ହାଇକୋର୍ଟର ଜଷ୍ଟିସ…

ଦେଶରେ ବିରୋଧୀଙ୍କ ସମାଲୋଚନା, ସାରା ବିଶ୍ବରେ କିନ୍ତୁ ରେଟିଂରେ ଏକ ନମ୍ବର ମୋଦୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଆପ୍ ନେତା ଅରବିନ୍ଦ କେଜ୍ରିଓ୍ବାଲଙ୍କଠାରୁ ଆରମ୍ଭ କରି ପାଖାପାଖି ୨୦ ବିରୋଧୀ ଦଳ ବିଭିନ୍ନ କଥା କହି ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରୁଛନ୍ତି ସେହି ସମୟରେ ଆମେରିକାର ଏକ ସଂସ୍ଥାର ସର୍ଭେ ଦର୍ଶାଇଛି ମୋଦୀ…

ଶ୍ରୀକୃଷ୍ଣଙ୍କ ପାଇଁ ଗୀତ ଗାଇଲେ ମୁସ୍‌ଲିମ୍ ମହିଳା

କୁହାଯାଏ, ଯିଏ ଈଶ୍ୱର ସିଏ ଆଲ୍ଲା, ସିଏ ହିଁ ପ୍ରଭୁ ଯିଶୁ । କେବଳ ନିଜ ମନର ଆଧାରରେ ମଣିଷ ତାକୁ ଭାଗ ଭାଗ କରେ । ଅର୍ଥାତ୍ ସବୁ ଧର୍ମର ମୂଳମନ୍ତ୍ର ଏକ । ଭାଇଚାରାର ଦେଶ ଭାରତରେ ସମସ୍ତେ ସବୁ ଧର୍ମର ପରମ୍ପରାକୁ ମିଳିମିଶି ପାଳନ କରିଥାନ୍ତି । ଏହି ଧାରାକୁ ପ୍ରମାଣିତ କରିଛନ୍ତି ଜଣେ…

ଜେଲରୁ ବାହାରି ରାହୁଲ ଗାନ୍ଧୀଙ୍କୁ କଲେ ସମର୍ଥନ, କେନ୍ଦ୍ର ଉପରେ ବର୍ଷିଲେ ସିଦ୍ଧୁ

ଅମୃତସର: ପଟିଆଲା କୋର୍ଟରେ ପାଖାପାଖି ୧୦ ମାସ ରହିବା ପରେ ଜେଲରୁ ମୁକ୍ତ ହୋଇଛନ୍ତି ନବଜୋତ ସିଂହ ସିଦ୍ଧୁ। ଏବେ ସେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିବେ। ଜେଲରୁ ବାହାରିବା ପରେ ନବଜୋତ ସିଂ ସିଦ୍ଧୁ କହିଛନ୍ତି ଯେ ବର୍ତ୍ତମାନ ଗଣତନ୍ତ୍ର ଭଳି କିଛି ନାହିଁ। ପଞ୍ଜାବରେ…