Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଖଲିସ୍ତାନୀଙ୍କ ଧମକ

ଦିସପୁର: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଖଲିସ୍ତାନୀ ଆତଙ୍କବାଦୀମାନେ ଧମକ ଦେଇଛନ୍ତି । ଗୁରୁପତୱନ୍ତ ସିଂ ପନ୍ନୁ ଆସାମର ଜଣେ ସାମ୍ବାଦିକଙ୍କ ମାଧ୍ୟମରେ ଏହି ଧମକ ଦେଇଛନ୍ତି । ଖଲିସ୍ତାନୀଙ୍କୁ ଆସାମରେ ରଖାଯାଇ ଯନ୍ତ୍ରଣା ଦିଆଯାଉଛି । ଏହା ଶିଖ ଓ ଭାରତ ସରକାରଙ୍କ ଲଢ଼େଇ…

ଦୁନିଆର ସବୁଠାରୁ ଦାମୀ ଘଣ୍ଟା: ମୂଲ୍ୟ ଏତେ ଯେ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଏବେ ଏମିତି ଏକ ଘଣ୍ଟା ପ୍ରସ୍ତୁତ କରାଯାଇଛି, ଯାହା ଏ ପର୍ଯ୍ୟନ୍ତ ଦୁନିଆର ସବୁଠାରୁ ଦାମୀ ଘଣ୍ଟା ଭାବେ ବିବେଚିତ ହୋଇଛି । ଏହାର ଦାମ ଜାଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହାର ମୂଲ୍ୟ ରହିଛି ୨ ମିଲିୟନ୍ ଡଲାର । ଏହି ମୂଲ୍ୟରେ, ଆପଣ ଏକ କାର ଓ ବଙ୍ଗଳା ମଧ୍ୟ କିଣି ପାରିବେ ।…

ବିଜେପିର କଂଗ୍ରେସ ଫାଇଲ୍: ପ୍ରଥମ ଏପିସୋଡରେ ୪.୮୨ ଲକ୍ଷ କୋଟି ଦୁର୍ନୀତି ଅଭିଯୋଗ

ନୂଆଦିଲ୍ଲୀ: କଂଗ୍ରେସ ଓ ବିଜେପି ମଧ୍ୟରେ ସୋସିଆଲ୍ ମିଡିଆରେ ଯୁଦ୍ଧ ଆରମ୍ଭ ହୋଇଛି । ଆଦାନୀ ପ୍ରସଙ୍ଗ ଓ ରାହୁଲଙ୍କ ସଦସ୍ୟତା ରଦ୍ଦକୁ ନେଇ ବିଜେପି ବିରୋଧରେ ଗଣତନ୍ତ୍ର ଲୁପ୍ତ ପାଉଥିବା କହି କଂଗ୍ରେସ କ୍ୟାମ୍ପେନ୍ ଆରମ୍ଭ କରିଛି ।…

ସଂଗ୍ରହାଳୟରେ ପ୍ରଦର୍ଶିତ ମମି ହୋଇଛି ସଂକ୍ରମିତ, ଚିନ୍ତାରେ କର୍ତ୍ତୃପକ୍ଷ

ମେକ୍ସିକୋ: ପୂର୍ବ କାଳରେ ଯେତେବେଳେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ଘଟୁଥିଲା, ସେହି ମୃତ ଶରୀରକୁ ସଂରକ୍ଷଣ କରି ରଖାଯାଉଥିଲା । ସେଥିଲାଗି ମୃତ ଶରୀର ଉପରେ ଅନେକ ପ୍ରକାରର ରାସାୟନିକ ପଦାର୍ଥ ବୋଳାଯାଉଥିଲା । ତେଣୁ ମୃତ ଶରୀରଗୁଡ଼ିକ ନଷ୍ଟ ନ ହେବା ସହିତ ଦୀର୍ଘଦିନ ଧରି ସଂରକ୍ଷିତ ରହୁଥିଲା ।…

ସାଂସଦ ପଦ ଯିବାର ୧୧ ଦିନ ପରେ ଲଢ଼ିବେ ଆଇନଗତ ଲଢ଼େଇ

ନୂଆଦିଲ୍ଲୀ: ସବୁ ଚୋରଙ୍କ ସାଙ୍ଗିଆ କାହିଁକି ମୋଦି… ରାହୁଲଙ୍କ ଏହି ବୟାନ ତାଙ୍କ ସାଂସଦ ପଦ ନେଇଛି । ଏହି ବୟାନ ପାଇଁ ରାହୁଲଙ୍କୁ ସୁରଟ କୋର୍ଟ ମାର୍ଚ୍ଚ ୨୩ରେ ଦୋଷୀ ସାବ୍ୟସ୍ତ କରିଥିଲେ । ଆଉ ଠିକ୍ ଦିନକ ପରେ ଚାଲି ଯାଇଥିଲା ରାହୁଲ ଗାନ୍ଧୀଙ୍କ ସାଂସଦ ପଦ । ସୁରଟ କୋର୍ଟଙ୍କ ରାୟର ୧୧ ଦିନ…

ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଲେ ପୋପ ଫ୍ରାନ୍ସିସ

ରୋମ: ପୋପ ଫ୍ରାନସିସ ବ୍ରୋଙ୍କାଇଟିସ ଚିକିତ୍ସା ପରେ ଭାଟିକାନ ଫେରିଛନ୍ତି । ତାଙ୍କର ଶ୍ୱାସକ୍ରିୟା ଜନିତ ସମସ୍ୟା ଦେଖା ଦେଇଥିଲା । ମାର୍ଚ୍ଚ ୩୦ ତାରିଖରେ ତାଙ୍କୁ ଜେମେଲି ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ତାଙ୍କ ଶୁଭଚିନ୍ତକଙ୍କୁ ଏକ ମଜାଳିଆ…

ଇସ୍ରୋର ଆଉ ଏକ ସଫଳତା; ଆର୍‌ଏଲ୍‌ଭିର ସଫଳ ଲ୍ୟାଣ୍ଡିଂ, ଦେଖନ୍ତୁ ଭିଡିଓ

ବେଙ୍ଗାଲୁରୁ: ଇସ୍ରୋ, ଡିଆର୍‌ଡିଓ(ISRO-DRDO) ଓ ଭାରତୟୀ ବାୟୁସେନା ମିଳିତ ଭାବେ ଅଣ୍ଡର ଡେଭଲପମେଣ୍ଟ ରିୟୁଜେବଲ ଲଞ୍ଚ ଭେଇକଲର ସଫତାପୂର୍ବକ ଲାଣ୍ଡିଂ କରିଛନ୍ତି। ଏହିସଫଳତା ପରେ ଭାରତ ତାର ନିଜର ‘ସ୍ପେସ୍‌ ପ୍ଲେନ୍’ ପ୍ରସ୍ତୁତ କରିବା ସ୍ୱପ୍ନର ନିକଟତର ହୋଇଛି। ଆଜି ସକାଳେ(ଏପ୍ରିଲ-୨)…

ମଝି ଆକାଶରେ ହଟ୍ ଏୟାର ବେଲୁନରେ ଲାଗିଗଲା ନିଆଁ, ଜୀବନ ବଞ୍ଚାଇବାକୁ ଡେଇଁ ପଡିଲେ ଯାତ୍ରୀ

ନ୍ୟୁୟର୍କ: ଆମେରିକାର ମେକସିକୋ ସିଟିରେ ଏକ ହୃଦୟ ଥରାଇ ଦେବା ପରି ଘଟଣା ଦୃଶ୍ୟମାନ ହୋଇଥିଲା । ଏହାର ଭିଡିଓକୁ ଦେଖିଥିବା ଲୋକମାନେ ଯେତିକି ଭୟଭୀତ ହୋଇଛନ୍ତି ସେତିକି ଦୁଃଖରେ ଭାଙ୍ଗି ପଡିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଏକ ହଟ ଏୟାର ବେଲୁନରେ ନିଆଁ ଲାଗି ଯାଇଛି । ଭାଇରାଲ…

ଦେଶରେ ୪ ହଜାର ମୁହାଁ ଦୈନିକ କୋଭିଡ-୧୯ ସଂକ୍ରମଣ; ଦିନକରେ ଗଲା ୪ ଜୀବନ

ନୂଆଦିଲ୍ଲୀ: ଗତକାଲି କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ପରେ ଆଜି ପିଜିଟିଭ୍ ସଂଖ୍ୟାରେ ଲମ୍ବଡିଆଁ ମାରିଛି ମହାମାମାରୀ।  ୪ ହଜାର ମୁହାଁ ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩, ୮୨୪ କୋଭିଡ୍ ପିଜିଟିଭ୍ ଚିହ୍ନଟ ହୋଇଛନ୍ତି। ରବିବାର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଜାରି…

କ୍ରିକେଟର ସୁରେଶ ରାଇନାଙ୍କ ପିଉସୀଙ୍କ ହତ୍ୟାକାରୀକୁ ଏନ୍‌କାଉଣ୍ଟର କଲା ୟୁପି ପୁଲିସ୍

ଲକ୍ଷ୍ନୌ: ୨୦୨୦ରେ କ୍ରିକେଟର ସୁରେଶ ରାଇନାଙ୍କ ପିଉସା, ପିଉସୀ ଓ କକା ପୁଅ ଭାଇଙ୍କୁ ହତ୍ୟା କରିଥିବା ଅପରାଧିକୁ ଏନ୍‌କାଉଣ୍ଟର କଲା ଉତ୍ତର ପ୍ରଦେଶର ମୁଜାଫରନଗର ପୁଲିସ। ଏହି ହତ୍ୟାକାଣ୍ଡରେ ସାମିଲ୍ ଥିବା ଅପରାଧୀ ରଶିଦ୍ ଓରଫ ସିପହିୟା ଓରଫ ଚଲ୍‌ତା ଫିର୍‌ତା ଉପରେ ପୂର୍ବରୁ ଉତ୍ତର ପ୍ରଦେଶ…