Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସୁସ୍ଥ ରହିବାକୁ କରୁଥିଲେ ୮ ଘଣ୍ଟା ବ୍ୟାୟାମ: ଅଚଳ ହୋଇଗଲା ପୁରା ଶରୀର

ଚୀନ୍‌: ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ନିୟମିତ ବ୍ୟାୟାମ କରିବା ଆବଶ୍ୟକ । ଏହା ସମସ୍ତେ ମତ ଦିଅନ୍ତି । କିନ୍ତୁ କେହି କେବେ ଭାବିଛନ୍ତି କି ମଣିଷ ପାଇଁ କେତେ ବ୍ୟାୟାମ କରିବା ଦରକାର ? ଅନେକ ଲୋକ କିଛି ନ ଜାଣି ବ୍ୟାୟାମ କରନ୍ତି, ଯାହା ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ…

ୱାୟନାଡ଼ରୁ ନିର୍ବାଚନ ଲଢ଼ି ପାରନ୍ତି ପ୍ରିୟଙ୍କା ଗାନ୍ଧୀ, ରାହୁଲ ବଦଳାଇଲେ ରଣନୀତି

ନୂଆଦିଲ୍ଲୀ: ଗାନ୍ଧୀ ପରିବାର ବିନା କଂଗ୍ରେସର କଣ ହେବ ? ୱାୟନାଡ଼ରୁ କଂଗ୍ରେସ ସାଂସଦ ଭାବେ ନିର୍ବାଚିତ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପରେ ଏବେ ଭାଳେଣି ପଡ଼ିଛି । କିଏ ଲଢ଼ିବ ୱାୟନାଡ଼ରୁ ଉପନିର୍ବାଚନ ? କାରଣ ସାଂସଦ ଭାବେ ଅଯୋଗ୍ୟ ହେବା ପରେ ରାହୁଲ୍ ଆଗାମୀ ୮ ବର୍ଷ ଯାଏ ନିର୍ବାଚନ…

ଡିସେମ୍ବର ସୁ୍ଦ୍ଧା ଲୋକାର୍ପିତ ହେବ ବିଶ୍ୱର ସର୍ବୋଚ୍ଚ ପୋଲ; କାମର ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ:  ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ଚେନାବ ନଦୀ ଉପରେ ନିର୍ମାଣାଧୀନ ଦୁନିଆର ସର୍ବୋଚ୍ଚ ରେଳ ବ୍ରିଜ୍  । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି  ବ୍ରିଜର ନିର୍ମାଣକାର୍ଯ୍ୟର ସମୀକ୍ଷା ପାଇଁ ଯାଇଥିବେଳେ  ଚେନ୍ନାବ ନଦୀ କୂଳରେ ସମ୍ବାଦିକମାନଙ୍କୁ ଏହି ବୃହତ୍ତମ ରେଳବ୍ରିଜ ସମ୍ପର୍କରେ…

ପ୍ରେମରେ ଏମିତି ହୁଏ : ୫୦ ବର୍ଷ ପରେ ମିଶିଲେ ପ୍ରେମୀ ଯୁଗଳ

ନ୍ୟୁୟର୍କ: କୁହାଯାଏ ପ୍ରେମ ଚିରନ୍ତନ । ଏହାର ଶେଷ ନାହିଁ । ବୟସ ବର୍ଗ ନିର୍ବିଶେଷରେ କେତେବେଳେ କେହି ବି ପ୍ରେମରେ ପଡ଼ିଯାଆନ୍ତି,ତାହା ଅଜଣାତରେ ହୋଇଯାଏ । ଏମିତି ଅନେକ ଉଦାହରଣ ଅଛି । ତେବେ ନିକଟରେ ନ୍ୟୁୟର୍କ ବାସିନ୍ଦା ଏକ ପ୍ରେମୀଯୁଗଳଙ୍କ ୫୦ ବର୍ଷ ପରେ ଏକାଠି ହେବା ପ୍ରସଙ୍ଗ ସୋସିଆଲ…

କଂଗ୍ରେସର ସତ୍ୟାଗ୍ରହ, ବିଜେପି ଉପରେ ବର୍ଷିଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ପଦ ରଦ୍ଦକୁ ବିରୋଧରେ ଆଜି ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତା ଦିନିକିଆ ସତ୍ୟାଗ୍ରହ କରିଛନ୍ତି । ଦିଲ୍ଲୀ ସହ ବିଭିନ୍ନ ରାଜ୍ୟରେ ସଂକଳ୍ପ ସତ୍ୟାଗ୍ରହ କରାଯାଇଛି । ଦିଲ୍ଲୀ ସତ୍ୟାଗ୍ରହରେ କଂଗ୍ରେସ ନେତା ବିଜେପି…

ଭାଇରାଲ ହେଲା ଭୋଜପୁରୀ ଅଭିନେତ୍ରୀଙ୍କ ମୃତ୍ୟୁ ପୂର୍ବର ଭିଡିଓ

ଭେଇରାଲ ହେଲା ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେଙ୍କ ମୃତ୍ୟୁ ପୂର୍ବରୁ କରିଥିବା ଭିଡିଓ । ଭୋଜପୁରୀ ଅଭିନେତ୍ରୀ ବାରଣାସୀର ସାରନାଥ ଥାନାର ଏକ ଘରୋଇ ହୋଟେଲରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।ତାଙ୍କର ମୃ୍ତ୍ୟୁରେ ପରିବାର ସଦସ୍ୟଙ୍କ ସହ ଫ୍ୟାନ୍ସମାନେ ମଧ୍ୟ ଦୁଃଖରେ ଭାଙ୍ଗି ପଡିଛନ୍ତି…

ପୁରାତନ ଛାତ୍ରଛାତ୍ରୀଙ୍କୁ ଦେଖି ଉତ୍ସାହିତ ହୋଇପଡ଼ିଲେ ଶିକ୍ଷୟିତ୍ରୀ: ଚୁମ୍ମା ଚୁମ୍ମା ଦେ ଦେ ଚୁମ୍ମା ଗୀତରେ ନାଚି…

ବଲିଉଡରେ ଏମିତି କିଛି ଗୀତ ଅଛି,ଯାହା ବାଜିବାମାତ୍ରେ ଗୋଡ଼ ଆପେ ଆପେ ଉଠିଯାଏ । ସେ ପିଲା ହୁଅନ୍ତୁ ବା ବୟସ୍କ କିମ୍ବା ବୃଦ୍ଧମାନେ ନିଜକୁ ନିୟନ୍ତ୍ରଣ କରିବା ସମସ୍ତଙ୍କ ପାଇଁ କଷ୍ଟକର ହୋଇଯାଏ । ଆଉ ସେମାନେ ଭୁଲିଯାଆନ୍ତି ସ୍ଥାନ,କାଳ, ପାତ୍ର । ଏବେ ସୋସିଆଲ ମିଡ଼ିଆରେ ଏପରି ଏକ ଭିଡ଼ିଓ ଭାଇରାଲ…

ଟ୍ୱିଟର ବାୟୋ ବଦଳାଇଲେ ରାହୁଲ; ଅଭିମାନରେ ଲେଖିଲେ ‘ଅଯୋଗ୍ୟ ସାଂସଦ’ !

ନୂଆଦିଲ୍ଲୀ: ଏବେ ଆକ୍ସନ ମୋଡରେ ରାହୁଲ ଗାନ୍ଧି । ସାଂସଦ ପଦ ହରାଇବା ପରେ କେତେବେଳେ ରାଗି ଯାଉଛନ୍ତି ତ କେତେବେଳେ ଅଭମାନ କରୁଛନ୍ତି । ସୁରଟ କୋର୍ଟ ପକ୍ଷରୁ ତାଙ୍କୁ ଦଣ୍ଡିତ କରାଯିବା ପର ଦିନ ତାଙ୍କୁ ସାଂସଦ ଭାବେ ଅଯୋଗ୍ୟ ଘୋଷିତ କରାଗଲା । ଏହାକୁ ନେଇ ଖାଲି ରାହୁଲ ନୁହେଁ ପୁରା…

ଜଳୁଥିବା ଚୁଲି ଉପରେ ବସି ଲୋକଙ୍କୁ ଆଶୀର୍ବାଦ ଦେଉଛନ୍ତି ବାବା, ଭିଡିଓ ଦେଖି ସମସ୍ତେ ସ୍ତବ୍ଧ

ନୂଆଦିଲ୍ଲୀ : ବାବା କହିଲେ ସମସ୍ତେ ଜାଣନ୍ତି । ବାବାମାନଙ୍କର ଅଲୌକିକ କାର୍ଯ୍ୟକୁ ନେଇ ମଧ୍ୟ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । କେଉଁଠାରେ ବାବା ବର୍ଷ ବର୍ଷ ଧରି ଛିଡ଼ା ହୋଇ ତପସ୍ୟା କରିଥାଆନ୍ତି ତ କେତେବେଳେ ପାଣି ଉପରେ ପଦ୍ମାସନ କରି ବସିବାର ଆପଣ ଦେଖିଥିବେ ଏବଂ ଶୁଣିଥିବେ। ତେବେ ଏହି…

ଇଫ୍‌ତାର ପାର୍ଟିରେ ଭୋଜନ ଖାଇ ୧୦୦ରୁ ଅଧିକ ଅସୁସ୍ଥ; ଏକାଧିକ ଗୁରୁତର

କୋଲକାତା: ରମଦାନ ପ୍ରାର୍ଥନା ପରେ ମସ୍‌ଜିଦ୍‌ ପରିସରରେ ଇଫ୍‌ତାର ପାର୍ଟିରେ ଭୋଜନ କରି ଅସୁସ୍ଥ ହେଲେ ଶତାଧିକ ମୁସଲମାନ ଶ୍ରଦ୍ଧାଳୁ। ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣାରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଅସୁସ୍ଥଙ୍କ ମଧ୍ୟରେ କିଛି ଶ୍ରଦ୍ଧାଳୁଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।…