Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମଙ୍ଗୋଲିଆର ୮ବର୍ଷର ବାଳକଙ୍କୁ ବୌଦ୍ଧ ଧର୍ମଗୁରୁ ମାନ୍ୟତା ଦେଲେ ଦଲାଇ ଲାମା

ତିବ୍ଦତ: ତିବ୍ଦତର ଧର୍ମଗୁରୁ ଦଲାଇ ଲାମା ଶନିବାର ଏ ଭଳି ଏକ ପଦକ୍ଷେପ ଗ୍ରହଣ କରିଛନ୍ତି ଯାହାକୁ ନେଇ ଚୀନ ଦେହରେ ନିଆଁ ଲାଗିବା ନିଶ୍ଚିତ । ଦଲାଇ ଲାମା ମଙ୍ଗୋଲିଆର ଜଣେ ୮ ବର୍ଷର ବାଳକଙ୍କୁ ସବୁଠାରୁ ବଡ ବୌଦ୍ଧ ଧର୍ମଗୁରୁର ମାନ୍ୟତା ଦେଇଛନ୍ତି । ୧୧ରୁ ୧୨ ମାର୍ଚ୍ଚ ପର୍ଯ୍ୟନ୍ତ ଧର୍ମଶାଳାରେ…

ସବୁଠୁ ଲମ୍ବା ଦାଢି ପାଇଁ ୩ ଥର କଲେଣି ବିଶ୍ୱ ରେକର୍ଡ଼

କାନାଡ଼ା: କାନାଡାର ନାଗରିକ ସୌରଭ ସିଂ ଏକ ବିଶେଷ କାରଣ ପାଇଁ ଆଜିକାଲି ସାରା ବିଶ୍ୱରେ ଚର୍ଚ୍ଚାରେ ରହିଛନ୍ତି । ଏହାର କାରଣ ହେଉଛି ତାଙ୍କର ଲମ୍ବା ଦାଢି । ଯାହାର ଲମ୍ବ ୮ ଫୁଟ ୨୫ ଇଞ୍ଚ । ସବୁଠୁ ବଡ଼ କଥା, ଏହି ଲମ୍ବା ଦାଢି ପାଇଁ ସେ ଥରେ କି ଦୁଇ ଥର ନୁହେଁ ୩ ଥର ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ…

ରାହୁଲଙ୍କୁ ବିଜେପିର ପାଲଟା ଆକ୍ରମଣ, ରବିଶଙ୍କର କହିଲେ; ସେ ଜଣେ ଅଭ୍ୟାସଗତ ମିଛୁଆ

ପାଟନା : ମୋଦିଙ୍କୁ ଆଦାନୀ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ ସମାଲୋଚନା ପରେ ଏହାର ଜବାବ ରଖିଛି ବିଜେପି। ବରିଷ୍ଠ ବିଜେପି ନେତା ରବି ଶଙ୍କର ପ୍ରସାଦ କହିଛନ୍ତି, ରାହୁଲ ଜଣେ ଅଭ୍ୟାସଗତ ମିଛୁଆ । ରବି ଶଙ୍କର କହିଛନ୍ତି, ରାହୁଲ ଗାନ୍ଧି ଆଜି ପୁଣି ମିଛ କହିଛନ୍ତି। ସେ ଲଣ୍ଡନରେ କିଛି କହି ନଥିଲେ…

ଗଛ ଡ଼ାଳରେ ଷ୍ଟଣ୍ଟ କରିବା ଯୁବତୀଙ୍କୁ ପଡ଼ିଲା ମହଙ୍ଗା

ଆଜିକାଲି ଜଣେ ସାଧାରଣ ଲୋକ ସୋସିଆଲ ମିଡ଼ିଆରେ ନିଜର ଲୋକପ୍ରିୟତା ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ । ଏପରିସ୍ଥିତିରେ ସେମାନେ ଭୁଲିଯାଆନ୍ତି ଯେ ସାମାନ୍ୟ ଅସାବଧାନତା ସେମାନଙ୍କ ଉପରେ କେତେ ପ୍ରଭାବ ପକାଇପାରେ । ଏବେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ…

ବିବାହ ଉତ୍ସବରେ ଖାଦ୍ୟ ବଦଳରେ ଦିଆଗଲା ଖାଲି ପାଣି: କାରଣ ଜାଣିଲେ ହେବେ ତାଜୁବ୍‌

ନ୍ୟୁୟର୍କ: ବିବାହ ହେଉଛି ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ଏବଂ ସ୍ମରଣୀୟ ମୁହୂର୍ତ୍ତ । ଆଜିକାଲି ଲୋକମାନେ ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ ଭିନ୍ନ ଭି୍‌୍‌ନ୍ନ ଉପାୟ ଆପଣାଇଥାନ୍ତି । ବିବାହରେ ସାଜ୍ଜସଜ୍ଜା ଓ ଖାଦ୍ୟର ମେନୁ ଉପରେ ଗୁୁରୁତ୍ୱ ଦିଆଯାଇଥାଏ । ବିବାହ ଉତ୍ସବକୁ ଆସୁଥିବା ଅତିଥି…

କେବଳ ରାହୁଲ ନୁହେଁ, ଆଇରନ୍ ଲେଡିଙ୍କ ସହ ମୋଟ୍ ୧୬ ଜଣ ହରାଇଛନ୍ତି ସାଂସଦ ସଦସ୍ୟତା

କୌଣସି ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଜଣେ ବିଧାୟକ କିମ୍ବା ସାଂସଦ, ଅଯୋଗ୍ୟ ଘୋଷିତ ହୋଇ ସେମାନଙ୍କ ପଦ ହରାଇଥାନ୍ତି। ମାନେ, ସେମାନଙ୍କ ବିଧାୟକ କିମ୍ବା ସାଂସଦ ପଦ ରଦ୍ଦ ହୋଇଯାଏ । ସମ୍ବିଧାନ ପ୍ରଣୟନ ପରଠାରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇ ଆସୁଛି। ନିକଟରେ କେରଳ…

ଏମିତି ଏକ ଗାଁ: ଯେଉଁଠି ୭୦ କୁକୁର କୋଟିପତି

ଗୁଜରାଟ: ଆଜିର ସମୟରେ ସମସ୍ତଙ୍କ ପାଇଁ ଟଙ୍କା ହିଁ ସବୁକିଛି । ସେଥିପାଇଁ ଲୋକମାନେ ଅଧିକ ପ୍ୟାକେଜ୍ ସନ୍ଧାନରେ ଚାକିରି ବଦଳାଇଥାନ୍ତି । ଆଉ କିଛି ଲୋକ ପଇସା ରୋଜଗାର କରିବା ପାଇଁ ବ୍ୟବସାୟ ବି କରନ୍ତି । ଯଦି ଭାଗ୍ୟ ସାଥ୍ ଦେଲା ତାହାହେଲେ ଆପଣ ଅତି ସହଜରେ କୋଟିପତି ବା ଧନୀ ସାବ୍ୟସ୍ତ…

ରାହୁଲଙ୍କ ପାଇଁ ବିରୋଧୀ ଏକ, ବିଜେପିକୁ ମହଙ୍ଗା ପଡିବନି ତ ?

ଭୁବନେଶ୍ୱର: ରାହୁଲଙ୍କ ସଦସ୍ୟ ପଦ ରଦ୍ଦକୁ ନେଇ ଜାତୀୟ ରାଜନୀତି ଚଳଚଞ୍ଚଳ। ରାହୁଲଙ୍କ ବିରୋଧରେ ଏହି ନିଷ୍ପତ୍ତି ବିରୋଧୀ ଏକତାକୁ ତୀବ୍ର କରିଥିବା ଦେଖାଯାଉଛି। ଦେଶର ପ୍ରମୁଖ ବିରୋଧୀ କଂଗ୍ରେସ ହେଲେ ମଧ୍ୟ ଦେଶର ଅନ୍ୟ ବିରୋଧୀ କଂଗ୍ରେସ ସହ ମିଶି କାର୍ଯ୍ୟ କରିବାକୁ ପସନ୍ଦ କରୁ ନାହାଁନ୍ତି।…

ପୁଣି କାୟା ବିସ୍ତାର କଲାଣି କରୋନା; ୧୪୬ ଦିନ ପରେ ଆଜି ସର୍ବାଧିକ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ସରଗରମ ଥିବା ରାଜନୈତିକ ମାହୋଲ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଏପଟେ ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି କୋଭିଡ୍-୧୯। ଶନିବାର ଦେଶରେ ୧୫୦୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହା ୧୪୬ ଦିନ ଭିତରେ ସର୍ବାଧିକ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…

କର୍ଣ୍ଣାଟକ ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି ଓ କଂଗ୍ରେସ ଏବେ ଜୋରସୋରରେ ଲାଗିପଡିଛନ୍ତି । ତେବେ କଂଗ୍ରେସ ଆଜି ପାଦେ ଆଗେଇ ୧୨୪ଟି ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକା ମୁତାବକ କଂଗ୍ରେସ ପିସିସି ସଭାପତି ଡିକେ ଶିବକୁମାର…