Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମନୀଷ ସିସୋଦିଆଙ୍କୁ ୫ ଦିନିଆ ସିବିଆଇ ରିମାଣ୍ଡରେ ପଠାଇଲେ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସୋମବାର ଦ୍ୱିପ୍ରହରରେ ଦିଲ୍ଲୀର ରାଉଜ୍ ଏଭିନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ମାମଲାରେ ଶୁଣାଣି ପରେ କୋର୍ଟ ସିସୋଦିଆଙ୍କୁ ୫ ଦିନିଆ ସିବିଆଇ ରିମାଣ୍ଡରେ ପଠାଇଛନ୍ତି। କୋର୍ଟରେ ହାଜର…

ଜେଲନସ୍କିଙ୍କ ଚାଂଚଲ୍ୟକର ବୟାନ, ପୁତିନଙ୍କୁ ତାଙ୍କ ନିଜ ଲୋକ ମାରିବେ !

ମସ୍କୋ: ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ ହେବାର ନାମ ଧରୁନି । ୟୁକ୍ରେନକୁ ୟୁରୋପ ଦେଶର ସହାୟତା ଏବଂ ରୁଷିଆ ସମର୍ଥନରେ ଚୀନ ରହିବାରୁ ଏହା ତୀବ୍ର ହେବା ଆଶଙ୍କା କରାଯାଉଛି । ଇତି ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡେମିୟର ଜେଲେନସ୍କି ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଖୁବ ଶୀଘ୍ର…

IRCTC ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କ ସମେତ ପତ୍ନୀ ରାବଡ଼ି ଦେବୀ ଓ ଝିଅଙ୍କୁ ସମନ କଲେ କୋର୍ଟ

ପାଟନା: ଚାକିରି ବଦଳରେ ଜମି ଦୁର୍ନୀତି ଅଭିଯୋଗରେ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପତ୍ନୀ ରାବଡି ଦେବୀଙ୍କୁ ସମନ କଲେ ଦିଲ୍ଲୀର ରୋଉଜ୍ ଏଭିନ୍ୟୁ କୋର୍ଟ। ଭାରତୀୟ ରେଳବାଇ କ୍ୟାଟେରିଂ ଏବଂ ଟୁରିଜିମ୍ କରପୋରେସନ(IRCTC) ଦୁର୍ନୀତି ଅଭିଯୋଗରେ ଏହି ସମନ କରାଯାଇଛି। ଏଥିରେ ଜମି ନେଇ ରେଳବାଇରେ…

ନିଖୋଜ ବିଲେଇ ପାଇଁ ୧୭ ହଜାର କିମି ଯିବେ ମାଲିକ, ଖର୍ଚ୍ଚ ହେବ ଲକ୍ଷାଧିକ ଟଙ୍କା

ଯଦି ଆପଣ ଜଣେ ପଶୁପ୍ରେମୀ ତେବେ କୁକୁର, ବିଲେଇ ପରି ଗୃହପାଳିତ ପଶୁମାନଙ୍କୁ ଭଲ ପାଉଥିବେ । ନିଜର ସଉକ ପାଇଁ ଅନେକ ଲୋକ ପଶୁପକ୍ଷୀଙ୍କୁ ଘରେ ରଖିଥାନ୍ତି । ସେମାନଙ୍କ ଲାଗି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ବି କରନ୍ତି । ନିଜ ପିଲାମାନଙ୍କ ପରି ସେମାନଙ୍କୁ ଭଲରେ ରଖିବାକୁ ଚେଷ୍ଟା କରିଥାନ୍ତି ।…

‘ସବୁଠାରୁ ଖୁସି ଲୋକ’ ଭାବେ ବିଶ୍ୱ ରେକର୍ଡ

ଆପଣ କେବେ କାହାକୁ ଭେଟିଛନ୍ତି କି ଯିଏ ସବୁବେଳେ ଖୁସି? ମାନେ ତାଙ୍କ ଚେହେରାରେ କେବେ ଦୁଃଖୀ ହେବା ଦେଖିନାହାନ୍ତି । ବୋଧହୁଏ ଏମିତି ଲୋକଙ୍କୁ ଆପଣ ସାମ୍ନା କରି ନ ଥିବେ । କିନ୍ତୁ ଆମେରିକାର ଜଣେ ବ୍ୟକ୍ତିଙ୍କୁ ଭେଟିଲେ ଆପଣ ଦୁଃଖୀ ହେଉ ନ ଥିବା ଅନୁଭବ ତାଙ୍କଠାରୁ ପାଇବେ । ଆପଣ ଜାଣି…

ନେପାଳରେ ରାଜନୈତିକ ସଙ୍କଟ: ସମର୍ଥନ ପ୍ରତ୍ୟାହାର କଲା ସିପିଏନ-ୟୁଏମଏଲ

କାଠମାଣ୍ଡୁ: ନେପାଳରେ ପୁନର୍ବାର ରାଜନୈତିକ ସଙ୍କଟ ଦେଖାଦେଇଛି । ଗଠବନ୍ଧନ ସରକାରରେ ସାମିଲ ନେପାଳ ୟୁନିଫାଇଡ ମାର୍କସିଷ୍ଟ ଲେନାନିଷ୍ଟ ସୋମବାର ସମର୍ଥନ ପ୍ରତ୍ୟାହାର କରିନେଇଛି । ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ମାର୍ଚ୍ଚ ୩ର କତାର ଗସ୍ତକୁ ବାତିଲ କରି ଦେଇଛନ୍ତି । ମାର୍ଚ୍ଚ ୯ରେ…

ଅହେତୁକ ଭାବେ ହ୍ରାସ ପାଉଛି ସମୁଦ୍ର ଜଳପତ୍ତନ, କାରଣ ଅସ୍ପଷ୍ଟ

ବିଶ୍ୱ ତାପମାତ୍ରା ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଉଛି । ଯେମିତି କି ଆର୍ଣ୍ଟାଟିକା ଅଞ୍ଚଳରେ ଲକ୍ଷ ଲକ୍ଷ ବର୍ଗଫୁଟର ବରଫ ପାହାଡ଼ ତରଳିବାରେ ଲାଗିଛି । ଏହି କାରଣରୁ ସମୁଦ୍ରର ଜଳପତ୍ତନ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ତେବେ ଆମେରିକୀୟ ମହାକାଶ ଗବେଷଣାକାରୀ…

ଏପରି ଏକ ସେତୁ, ଯାହା ଚାରିପଟକୁ ବୁଲି ବୁଲି ସଂଯୋଗ କରେ

ପ୍ରକୃତିର ସୌନ୍ଦର୍ଯ୍ୟ ଆମକୁ ଆକର୍ଷିତ କରିଥାଏ ସତ । ସେ ତୁଳନାରେ ମଣିଷ ତିଆରି କିଛିି ଇଞ୍ଜିନିୟରିଂ ଜ୍ଞାନ କୌଶଳର ଏପରି କିଛି ନମୁନା ପ୍ରସ୍ତୁତ କରାଯାଇଛି, ଯାହା ଦେଖି ଆମେ ଆଶ୍ଚର୍ଯ୍ୟ ନ ହୋଇ ରହି ପାରିବା ନାହିଁ । ଡ଼େନ୍‌ମାର୍କରେ ଏମିତି ଏକ ବ୍ରିଜ ନିର୍ମାଣ କରାଯାଇଛି, ଯାହାକୁ ଦେଖିଲେ…

ଗାର୍ଲଫ୍ରେଣ୍ଡକୁ ମେସେଜ ପଠାଇଲା ସାଙ୍ଗ, ହତ୍ୟା କରି ହାର୍ଟ କାଢ଼ି ଆଣିଲା ପ୍ରେମିକ

ହାଇଦ୍ରାବାଦ : ପ୍ରେମ ପାଇଁ ହତ୍ୟା । ନୃଶଂସର ସବୁ ସୀମା ପାର୍‌ କଲା ପ୍ରେମିକ । ପ୍ରେମିକା ସହିତ ସାଙ୍ଗ କଥାବାର୍ତ୍ତା ହେଉଥିବାରୁ, ନିଜ ସମ୍ପର୍କକୁ ଅସୁରକ୍ଷିତ ମନେ କରି ନିଜ ସାଙ୍ଗକୁ ହତ୍ୟା କରିଛି ଯୁବକ । ହତ୍ୟା ପରେ ମୁଣ୍ଡରୁ ଗଣ୍ଡି ଅଲଗା କରିବା ସହ ବନ୍ଧୁର ହାର୍ଟକୁ ବାହାର କରିଛି ।…

ଦେବେନ୍ଦ୍ର ଫଡନାଭିସଙ୍କୁ ଗିରଫ କରିବାକୁ ଉଦ୍ଧବ ସରକାର ଯୋଜନା କରିଥିଲେ: ସିନ୍ଦେ

ମୁମ୍ବାଇ: ବିଜେପିକୁ ବଦନାମ କରିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଗିରଫ କରିବାକୁ ଉଦ୍ଧବ ସରକାର ଯୋଜନା କରିଥିଲେ | ଏସବୁର ସାକ୍ଷୀ ମୁଁ ଥିଲି | କିଛି ଏଭଳି କହି ମହାରାଷ୍ଟ୍ର ରାଜନୀତିକୁ ସରଗରମ କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ | ଏକନାଥ କହିଛନ୍ତି ଯେ…