Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମନି ଲଣ୍ଡରିଂ ମାମଲାରେ NSE ପୂର୍ବତନ ସିଇଓ ଚିତ୍ରା ରାମକ୍ରିଷ୍ଣନଙ୍କୁ ଜାମିନ ଦେଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ନ୍ୟାସ୍‌ନାଲ ଷ୍ଟକ୍ ଏକ୍ସଚେଞ୍ଜ୍‌ର((NSE) ପୂର୍ବତନ ସିଇଓ ଚିତ୍ରା ରାମକ୍ରିଷ୍ଣନଙ୍କୁ ଜାମିନ। ଗୁରୁବାର ଦିଲ୍ଲୀ ହାଇକୋର୍ଟ ଆର୍ଥିକ ହେର୍‌ଫେର୍ ମାମଲାରେ ଚିତ୍ରାଙ୍କୁ ଜାମିନ ପ୍ରଦାନ କରିଛନ୍ତି। NSE କର୍ମଚାରୀଙ୍କର ଫୋନ୍ ଟ୍ୟାପିଂ ଅଭିଯୋଗ ହୋଇଥିଲା। ଏଥରେ ସେ ଆର୍ଥିକ…

ବେଦୀକୁ ଯିବା ପୂର୍ବରୁ ପ୍ରେମିକା ସାଥିରେ ଛୁ ମାରିଲା ବର, କନ୍ୟାକୁ ବାହା ହେଲା ସାନ ଭାଇ

ପିଲିଭିତ : ବାଜୁଥିଲା ବାଜା ଚାଲିଥିଲା ବିବାହ ପ୍ରସ୍ତୁତି  । ହଠାତ୍‌ ପଡ଼ିଥିଲା ଚହଳ । କାରଣ ବିବାହ କରିବାକୁ ଘରେ ନଥିଲେ ବର । ଫେସିଆଲ ବାହାନା ଦେଇ ଯାଇଥିଲେ କିନ୍ତୁ ଆଉ ଘରକୁ ଆସିନଥିଲେ  । ବିବାହର କିଛି ସମୟ ପୂର୍ବରୁ ବର ନିଖୋଜ ରହିବା ଘଟଣା ପରିବାରଲୋକଙ୍କୁ ବ୍ୟସ୍ତ ବିବ୍ରତ…

ବିଶ୍ୱାସ ନ ହେଲେ ବି ସତ: ଷଣ୍ଢ ମୁଣ୍ଡରେ ବଢୁଛି ତିନୋଟି ଶିଙ୍ଗ

 ସୋସିଆଲ ମିଡିଆରେ  ଏକ ଅଜବ ଭିଡିଓ ସାମ୍ନାକୁ ଆସିଛି। ଦେଖିଲେ ତା ଆଖି ବିଶ୍ୱାସ କରୁନି । କିନ୍ତୁ କଥାଟା ସତ।  ଭିଡିଓରେ ଦେଖିବାକୁ ମିଳିଛି ଗୋଟିଏ ଷଣ୍ଢର ମୁଣ୍ଡରେ ରହିଛି ତିନୋଟି  ଶିଙ୍ଗ । ସାଧାରଣତଃ ଗାଇ, ବଳଦ, ଷଣ୍ଢ ଏବଂ ଛେଳିର ମୁଣ୍ଡରେ ଦୁଇଟି ଲେଖାଏଁ ଶିଙ୍ଗ ରହିଥାଏ । ଯାହା…

ଫେବ୍ରୁଆରୀ ୧୪ରେ ଭାଲେଣ୍ଟାଇନ ନୁହେଁ, ଗୋ ଆଲିଙ୍ଗନ ଦିବସ ପାଳନ କର: ଦେଶବାସୀଙ୍କୁ କେନ୍ଦ୍ର ସରକାରଙ୍କ ଅନୁରୋଧ

ନୂଆଦିଲ୍ଲୀ: ଫେବ୍ରୁଆରୀ ୧୪ ତାରିଖରେ ଭାଲେଣ୍ଟାଇନ୍‌ ଡେ। ହେଲେ ଏଥର ଭାଲେଣ୍ଟାଇନ୍‌ ଡେ ପାଳନ ନ କରି ଫେବ୍ରୁଆରୀ ୧୪କୁ ଗୋ ଆଲିଙ୍ଗନ ଦିବସ ବା କାଓ ହଗ୍‌ ଡେ(Cow Hug Day) ଭାବେ ପାଳନ କରିବାକୁ କେନ୍ଦ୍ର ସରକାର ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ଏନେଇ ଭାରତ ପଶୁ କଲ୍ୟାଣ ବୋର୍ଡ(AWBI)…

ଅବଧ ଆସାମ ଏକ୍ସପ୍ରେସ୍‌ରେ ଲାଗିଲା ନିଆଁ; ଧୂଆଁରେ ଭରିଗଲା ପୂରା ବଗି, ଦେଖନ୍ତୁ

ମୁଜାଫରପୁର: ଅବଧ ଆସାମ ଏକ୍ସପ୍ରେସ୍‌ରେ ଲାଗିଲା ନିଆଁ। ଧୂଆଁରେ ଭରିଗଲା ପୂରା ଏରିଆ। ବୁଧବାର ସନ୍ଧ୍ୟାରେ ବିହାରର ମୁଜାଫରପୁର ଗୁମତିର ରାମଦାୟଳୁ ରେଳଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏଥିରା କାହାରି କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି। ମିଳିଥିବା ଖବର ଅନୁସାରେ ବୁଧବାର…

ଗବେଷକଙ୍କ ଚାଞ୍ଚଲ୍ୟକର ବୟାନ: ଭୂକମ୍ପ ପରେ ୫ରୁ ୬ ମିଟର ଘୁଞ୍ଚିଯାଇଛି ତୁର୍କୀ

ଇସ୍ତାନବୁଲ: ଭୂକମ୍ପ ପରେ ୫ରୁ ୬ ମିଟର ଘୁଞ୍ଚି ଯାଇଛି ତୁର୍କୀ ।  ଭୂକମ୍ପ ଗବେଷକ କାର୍ଲୋ ଡୋଗ୍ଲିୟୋନୀଙ୍କ କହିବା ଅନୁଯାୟୀ, ଭୂକମ୍ପ ପରେ ତୁର୍କୀ ୫ରୁ ୬ ମିଟର ପର୍ଯ୍ୟନ୍ତ ଖସି ଯାଇଛି । ସୁରିଆ ତୁଳନାରେ ତୁର୍କୀର ଟେକ୍ଟୋନିକ ପ୍ଲେଟ ୫ରୁ ୬ ମିଟର ପର୍ଯ୍ୟନ୍ତ ଖସି ଯାଇଛି । ପ୍ରକୃତରେ…

ଚୀନ ସହ ବିବାଦ ନୁହେଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛୁ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍

ନୂଆଦିଲ୍ଲୀ:  ଚୀନର ଗୁଇନ୍ଦା ବେଲୁନକୁ ଆମେରିକା ଗୁଳି କରି ଖସାଇ ଦେବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ତିକ୍ତ ହୋଇଛି। ଏପରିକି ଚୀନ ଉଚିତ ସମୟରେ ଏହାର ଜବବା ଦେବ ବୋଲି କହିଛି। ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଆମେରିକା ଚୀନ…

ୟାନୋମାମି ଜନଜାତିର ଅଜବ ପରମ୍ପରା, ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ଅଜବ ଏ ବିଶ୍ୱ । ଏ ବିଶ୍ୱ ବିଷୟରେ ଯେତେ ଜାଣିବାକୁ ଚାହିଁବା ସେତେ ଆଶ୍ଚର୍ଯ୍ୟ ହେବା । ଏଠି ଯେତେ ଲୋକ ସେତେ ପରମ୍ପରା । ହେଲେ ଏମିତି କିଛି ପରମ୍ପରା ଅଛି ଯାହା ଖାଲି ଚକିତ କରେନି, ଏହାକୁ ବିଶ୍ୱାସ କରିବା ମଧ୍ୟ ସହଜ ନୁହେଁ ।    ଆମେ ଏଠି ଦକ୍ଷିଣ ଆମେରିକାର ଏକ ଜନଜାତିଙ୍କ ଉପରେ  କହିବୁ…

କୋର୍ଟରେ ପଶିଲା ବାଘ, ଆକ୍ରମଣରେ ୧୦ ଆହତ ‌

ନୂଆଦିଲ୍ଲୀ: କୋର୍ଟରେ ବାଘ ଆତଙ୍କ । ଉତ୍ତର ପ୍ରଦେଶ ଗାଜିଆବାଦର ଏକ କୋର୍ଟ ପରିସରରେ ପଶିଲା କଲରାପତରିଆ ବାଘ । ବାଘ ଆକ୍ରମଣରେ ୫ ଜଣ ଆଇନଜୀବୀ ସମେତ ୧୪ ଜଣ ଲୋକ ଆହତ ‌ହୋଇଛନ୍ତି । ସୂଚନା ଅନୁଯାୟୀ, ଗାଜିଆବାଦ କୋର୍ଟରେ ଅପରାହ୍ନ ୪ଟାରେ ଗୋଟାଏ କଲରାପତରିଆ ବାଘ ପଶିଯାଇଥିଲା  । କୋର୍ଟ…

୭ ହଜାର କର୍ମଚାରୀ ଛଟେଇ କରିବ ଡିଜ୍‌ନୀ ଭିଡିଓ ଷ୍ଟ୍ରିମିଂ ପ୍ଲାଟ୍‌ଫର୍ମ

ନୂଆଦିଲ୍ଲୀ: ଗୁଗଲ, ଆମାଜାନ ଓ ମାଇକ୍ରୋସଫ୍ଟ ଭଳି ବଡ଼ ବଡ଼ କମ୍ପାନୀ କର୍ମଚାରୀ ଛଟେଇ କରିବା ପରେ ଏବେ ଡିଜ୍‌ନୀ ମଧ୍ୟ କର୍ମଚାରୀ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି। କମ୍ପାନୀ ୭୦୦୦ କର୍ମଚାରୀ ଛଟେଇ କରିବ ବୋଲି ସୂଚନା ମିଳିଛି। ଖର୍ଚ୍ଚ କାଟ କରିବାକୁ କମ୍ପାନୀ ଏହି ନିଷ୍ପତ୍ତି ନେଇଥିବା…