Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଯାହା ପ୍ରେମରେ ପଡ଼ି ଫେରାର ହେଲେ ପତ୍ନୀ, ତାଙ୍କ ସ୍ତ୍ରୀକୁ ବାହା ହେଲେ ସ୍ୱାମୀ

ପାଟନା : ବିହାରର ଖାଗାରିଆ ଜିଲ୍ଲାରୁ ଆସିଛି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା । ପର ସ୍ୱାମୀ ପ୍ରେମରେ ପଡ଼ି ଫେରାର ହୋଇଗଲେ ସ୍ତ୍ରୀ । ସ୍ତ୍ରୀର ଏଭଳି କାଣ୍ଡ ଦେଖି ସ୍ୱାମୀ ମଧ୍ୟ ତାଙ୍କ ସ୍ତ୍ରୀଙ୍କୁ ବିବାହ କରିଛନ୍ତି । ସବୁଠୁ କୌତୁହଳ ବିଷୟ ହେଉଛି ୨ ମହିଳାଙ୍କ ନାମ ହେଉଛି ରୁବୀ ଦେବୀ । ଏହି…

ପୁଣି ଫେରୁଛି କରୋନା! ୯୭ ଦିନ ପରେ ସାମ୍ନାକୁ ଆସିଲା ୩୦୦ରୁ ଅଧିକ ନୂଆ ମାମଲା, ୩ ଜଣଙ୍କର ଗଲା ଜୀବନ

ନୂଆଦିଲ୍ଲୀ: ପୁଣି ଫେରୁଛି କରୋନା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାର ୩୦୦ରୁ ଅଧିକ ମାମଲା ସାମ୍ନାକୁ ଆସିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ମୁତାବକ ୯୭ ଦିନ ପରେ ୩୦୦ରୁ ଅଧିକ କରୋନା ମାମଲା ସାମ୍ନାକୁ ଆସିଛି । ଏହି ନୂଆ ମାମଲାକୁ ମିଶାଇଲେ ଦେଶରେ…

ବ୍ୟୁଟିପାର୍ଲରରୁ ଫେରିଲେ କନ୍ୟା, ବାହା ହେବାକୁ ମନା କଲେ ବର

ବେଙ୍ଗାଲୁରୁ: ବ୍ୟୁଟିପାର୍ଲର ଯିବା ହେଲା ମହଙ୍ଗା । ବିବାହ ଦିନ ବ୍ୟୁଟିପାର୍ଲର ଯାଇଥିବା ଜଣେ କନ୍ୟାଙ୍କର ଏଭଳି ଅବସ୍ଥା ହୋଇଛି ଯେ ବିବାହ ପାଇଁ ବର ମନା କରିଦେଇଛି । ଏତିକିରେ କଥା ସରିନାହିଁ, ବରଂ ଚିକିତ୍ସା ପାଇଁ ଯୁବତୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କର୍ଣ୍ଣାଟକର ହସନ…

ବିନା ହଲମାର୍କ ସୁନାଗହଣା ବିକ୍ରି ବନ୍ଦ; ଏପ୍ରିଲରୁ ଲାଗିବ କଟକଣା

ନୂଆଦିଲ୍ଲୀ:ବଜାରରେ ଏଣିକି ଆଉ ଚଳିବନି ବିନା ହଲମାର୍କବାଲା ସୁନା । ବିନା ହଲମାର୍କ ସୁନା ବିକ୍ରି ଉପରେ ଲାଗିବ କଟକଣା । ଆସନ୍ତା ଏପ୍ରିଲ ପହିଲାରୁ ଏହି କଟକଣା ଲାଗୁ ହେବ । ଯେଉଁ ଗହଣାରେ ୬ଅଙ୍କ ବିିଶିଷ୍ଟ ଏଚୟୁଆଇଡି ନମ୍ବର ନ ଥିବ ସେଗୁଡିକ ବିକ୍ରି କରାଯାଇ ପାରିବ ନାହିଁ । ହଲମାର୍କ…

ଡ଼େଲିଭରି ବୟଙ୍କ ବ୍ୟାଗରୁ ମିଳିଲା ୮୦୦ ବର୍ଷ ପୁରୁଣା ମୃତଦେହ

ଫୁଡ଼ ଡ଼େଲିଭରି ବୟର କ୍ୟାରି ବ୍ୟାଗରୁ ଧରାପଡ଼ିଲା ୮୦୦ ବର୍ଷ ପୁରୁଣା ମୃତଦେହ ବା ମମି । ସନ୍ଦେହବଶତଃ ପୋଲିସ ଡ଼େଲିଭରି ବୟକୁ ପଚରାଉଚରା କରିବା ବେଳେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । କିଛି ଦିନ ତଳେ ପେରୁ…

ଆପେ ଆପେ ଷ୍ଟାର୍ଟ ହୋଇ ଗଡ଼ିଲା ଟ୍ରାକ୍ଟର, ଶୋ’ ରୁମ୍ ଭିତରକୁ ମାଡ଼ିଗଲା

ପାର୍କିଂରେ ଛିଡ଼ା ହୋଇଥିବା ଟ୍ରାକ୍ଟରକୁ ନେଇ ଘଟିଲା ଅଜବ ଘଟଣା । ହଠାତ୍ ଷ୍ଟାର୍ଟ ହେଲା ଓ ଗଡ଼ିବା ଆରମ୍ଭ କଲା ଟ୍ରାକ୍ଟରଟି । କିଏ କିଛି ବୁଝିବା ଆଗରୁ ଜୋତା ଶୋରୁମ ଭିତରକୁ ମାଡ଼ିଗଲା । ଜୋତା ଶୋରୁମ୍‌ର କ୍ଷତି ହୋଇଥିଲେ ମଧ୍ୟ କେହି ମୃତାହତ ହୋଇନାହାନ୍ତି । ନିହାତି ସାଧାରଣ ଘଟଣା ହେଲେ ବି…

ନୋବେଲ ଶାନ୍ତି ପୁରସ୍କାର ବିଜେତା ଆଲେସଙ୍କୁ ୧୦ ବର୍ଷ ଜେଲ ଦଣ୍ଡ

ମସ୍କୋ: ପୂର୍ବତନ ନୋବେଲ ଶାନ୍ତି ପୁରସ୍କାର ବିଜେତା ତଥା ମାନବାଧିକାର କର୍ମୀ ଆଲେସ ବିୟାଲିଆତସ୍କିଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶରେ ଦଣ୍ଡିତ କରାଯାଇଛି । ବେଲାରୁଷର ଏକ କୋର୍ଟ ତାଙ୍କୁ ଏହି ଦଣ୍ଡ ପ୍ରଦାନ କରିଛନ୍ତି । ବିକ୍ଷୋଭ ପାଇଁ ବେନିୟମ ଭାବେ ପାଣ୍ଠି ଯୋଗାଣ ସମେତ ଅନ୍ୟ କେତେକ…

୨୭ ବର୍ଷ ହେଲା ଧାରଣାରେ ବସିଛନ୍ତି ଶିକ୍ଷକ : ପୂରଣ ହେଉନି ଦାବି

ନିଜର ଅଧିକାର ପ୍ରସଙ୍ଗରେ ଦାବି ଉପସ୍ଥାପନା ପାଇଁ ତଥା ସରକାରଙ୍କ ଦୃଷ୍ଟି ଆକର୍ଷଣ ଲାଗି ସଂଗଠନ କିମ୍ବା ବ୍ୟକ୍ତିବିଶେଷ ଧାରଣାରେ ବସିବା ସ୍ୱାଭାବିକ । ଏମିତି ଘଟଣା ନିୟମିତ ଭାବେ ଆମ ସାମ୍ନାକୁ ଆସେ । କିନ୍ତୁ ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ନିଜର ଦାବି ପୂରଣ ପାଇଁ ୨୭ ବର୍ଷ ହେଲାଣି…

ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି-ବାର ଆସୋସିଏସନ ସଭାପତି ମୁହାଁମୁହିଁ

ନୂଆଦିଲ୍ଲୀ:ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି (ସଜେଆଇ) ଏବଂ ବାର ଆସୋସିଏସନ (ଏସସିବିଏ)  ମୁହାଁମୁହିଁ ହୋଇଛନ୍ତି । ସୁପ୍ରିମକୋର୍ଟ ପରିସରରେ ଲୟାର୍ସ ଚାମ୍ବର ପାଇଁ ଜମି ଆଲଟମେଣ୍ଟକୁ ନେଇ ବାର ଆସୋସିଏସନ ସଭାପତି ବିକାଶ ସିଂ ଏବଂ ପ୍ରଧାନ ବିଚାରପତି ଡି.ୱାଇ.ଚନ୍ଦ୍ରଚୁଡଙ୍କ ମଧ୍ୟରେ…

ବଜାରକୁ ଆସିଲା ‘ଶାକା ଲାକା ବୁମ୍ ବୁମ୍‌’ ପେନ୍‌

୨୦୦୦ ମସିହାରେ ପ୍ରସାରିତ ହୋଇଥିଲା ଧାରାବାହିକ ‘ଶାକା ଲାକା ବୁମ୍ ବୁମ୍‌’, ଯାହା ସେ ସମୟରେ ଖୁବ୍ ଲୋକପ୍ରିୟ ହୋଇପାରିଥିଲା । ଏଥିରେ ସଞ୍ଜୁ ନାମକ ଜଣେ ବାଳକ ଏକ ପେନ୍‌ସିଲ ବ୍ୟବହାର କରୁଥିଲା, ଯେଉଁଥିରେ ସେ ଆଙ୍କୁଥିବା ଚରିତ୍ରଗୁଡ଼ିକ ବାସ୍ତବ ରୂପ ନେଉଥିଲେ । ସେତେବେଳେ ଏହି ପେନ୍‌ସିଲର…