Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ରାହୁଲ’ ଯେତେ ଅଧିକ ବିବାଦ, ସେତେ ଅଧିକ ଚମକ !

ଭୁବନେଶ୍ୱର: ବଢୁଛି ରାହୁଲଙ୍କ ଅଡୁଆ। ଗୋଟିଏ ପରେ ଗୋଟିଏ ମାନହାନି ମାମଲାରେ ଛନ୍ଦି ହୋଇପଡୁଛନ୍ତି ରାହୁଲ ଗାନ୍ଧୀ। ସୁରଟ କୋର୍ଟଙ୍କ ଦଣ୍ଡାଦେଶ ପରେ ଲୋକସଭା ସଦସ୍ୟ ପଦ ହରାଇଥିବା ରାହୁଲଙ୍କ ବିରୋଧରେ ଏବେ ସଭରକରଙ୍କ ନାତି ମାନହାନି ମାମଲା ରୁଜୁ କରିଛନ୍ତି। ସଭରକରଙ୍କ ବିରୋଧରେ ରାହୁଲ…

କର୍ଣ୍ଣାଟକ ନିର୍ବାଚନ, ବିଜେପିକୁ ହରାଇବେ ବିଜେପି ନେତା !

ଭୁବନେଶ୍ୱର: କର୍ଣ୍ଣାଟକ ବିଜେପିରେ ବିଦ୍ରୋହ ବ୍ୟାପକ ହେବାରେ ଲାଗିଛି। ଜଣଙ୍କ ପରେ ଜଣେ ନେତା ଦଳ ବିରୋଧରେ ଖୋଲାଖୋଲି ମନ୍ତବ୍ୟ ଦେବା ସହ ଦଳ ଛାଡୁଥିବା ଦେଖାଯାଇଛି। ବହୁ ବିଚାରବିମର୍ଶ ପରେ ଦଳ ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା କରିଛି। ଏପରିକି ବହୁ ନୂଆ ଚେହେରାକୁ ଏଥର ନିର୍ବାଚନରେ ଦଳ…

ରାହୁଲ ଗାନ୍ଧୀଙ୍କ ମାନହାନୀ ମାମଲା: ଏପ୍ରିଲ ୨୦ରେ ଆସିବ ରାୟ

ନୂଆଦିଲ୍ଲୀ: ମାନହାନୀ ମାମଲାରେ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇବାକୁ ହୋଇଥିବା ଆବେଦନର ଆଜି(ଏପ୍ରିଲ୍ ୧୩) ଶୁଣାଣି ହୋଇଛି। ସୁରତ ସେସନ କୋର୍ଟ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ଏପ୍ରିଲ ୨୦ ତାରିଖରେ କୋର୍ଟ ନିଜ ରାୟ ଶୁଣାଇବେ। ଆଜି ଶୁଣାଣି…

ପାକିସ୍ତାନରେ ଦୂତାବାସ ବନ୍ଦ କଲା ସ୍ୱିଡେନ

ଇସଲାମବାଦ: ୟୁରୋପୀୟ ଦେଶ ସ୍ୱିଡେନ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି । ପାକିସ୍ତାନରେ ଥିବା ଦୂତାବାସକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ସ୍ୱିଡେନ ବନ୍ଦ କରି ଦେଇଛି । ପାକିସ୍ତାନରେ ଏବେ ବିଭିନ୍ନ ପ୍ରକାରର ସଙ୍କଟ ଲାଗି ରହିଛି । ଏହାକୁ ଦେଖି ସୁରକ୍ଷା ଦୃଷ୍ଟିକୋଣରୁ ଏହି…

ଏନ୍‌ସିଆର୍‌ଟି ରାଜନୀତି ବିଜ୍ଞାନ ବହିରୁ ହଟିଲା ମୌଲାନା ଅବୁଲ କଲାମ ଆଜାଦଙ୍କ ନାଁ

ନୂଆଦିଲ୍ଲୀ: ନ୍ୟାସ୍‌ନାଲ କାଉନସିଲ ଅଫ୍‌ ଏଜୁକେସଶନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନ୍‌ସିଆର୍‌ଟି) ସିଲାବସ୍‌ରେ ବଡ଼ ପରିବର୍ତ୍ତନ ହୋଇଛି। ପ୍ରଥମେ ମହାତ୍ମା ଗାନ୍ଧୀଙ୍କ ବିଷୟରେ ପାଠ୍ୟ ହଟାଇବା ପରେ ଏବେ ଦେଶର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଅବୁଲ କଲାମ ଆଜାଦଙ୍କର କଥା ବି ହଟାଇ ଦିଆଯାଇଛି।…

ଅଲ୍‌ ଇଣ୍ଡିଆ ମୁସ୍‌ଲିମ ପର୍ସନାଲ୍ ଲ ବୋର୍ଡର ଅଧ୍ୟକ୍ଷ ମୌଲାନା ରାବେ ହସନୀ ନଦୱିଙ୍କର ପରଲୋକ

ନୂଆଦିଲ୍ଲୀ: ଅଲ୍‌ ଇଣ୍ଡିଆ ମୁସ୍‌ଲିମ ପର୍ସନାଲ୍ ଲ ବୋର୍ଡର ଅଧ୍ୟକ୍ଷ ମୌଲାନା ରାବେ ହସନୀ ନଦୱିଙ୍କର ପରଲୋକ ହୋଇଛି। ଆଜି ଲକ୍ଷ୍ନୌରେ ୯୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସୂଚନା ଅନୁସାରେ ବୟସାଧିକ କାରଣରୁ ସେ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ। ତାଙ୍କୁ ଚିକିତ୍ସା ପାଇଁ…

ଗ୍ୟାଙ୍ଗଷ୍ଟର ଅତିକ ଅହମଦ ପୁଅ ଅସଦକୁ ଏନ୍‌କାଉଣ୍ଟର କଲା ୟୁପି ପୁଲିସ; ଯୋଗୀଙ୍କ ପ୍ରଶଂସା

ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟର ଅତିକ୍ ଅହମଦର ପୁଅ ଅସଦକୁ ଏନ୍‌କାଉଣ୍ଟର କଲା ଉତ୍ତର ପ୍ରଦେଶ ପୁଲିସ। ଆଜି ଉତ୍ତର ପ୍ରଦେଶ ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ୍) ଟିମ୍‌ ସର୍ଚ୍ଚ ଅପରେସନ ବେଳେ ଝାନ୍‌ସୀରେ ଅସଦକୁ ଏନ୍‌କାଉଣ୍ଟର କରିଛି।  ଉମେସ ପାଲ୍ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତକ ଅସଦ ଓ ଗୁଲାମକୁ…

ଶ୍ରଦ୍ଧାଳୁଙ୍କ ଉପରେ ଚଢିଗଲା ଟ୍ରକ; ଚାଲିଗଲା ୮ ଜୀବନ

ଚଣ୍ଡୀଗଡ:ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା ।  ଶ୍ରଦ୍ଧାଳୁଙ୍କୁ ଦଳିଦେଲା ଟ୍ରକ ।  ଚାଲିଗଲା ୮ ଜୀବନ । ଅନେକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ପଞ୍ଜାବର ଗଢଶଙ୍କରଠାରେ । ସବୁଠୁ ହୃଦୟ ବିଦାରକ କଥା ହେଉଛି ସମସ୍ତ ମୃତକ ଗୋଟିଏ…

ଦିଲ୍ଲୀରେ ମୋଦୀ ବିରୋଧୀ ନେତାଙ୍କୁ ଭେଟୁଛନ୍ତି ନୀତିଶ, କ୍ଷମତାରେ ଦୁର୍ନୀତିଗ୍ରସ୍ତ ସରକାର କହିଲେ ଆପ୍ ମୁଖ୍ୟ

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାର ବୁଧବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ତାଙ୍କ ସହ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ଥିଲେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ…

ମହିଳାଙ୍କ ଗର୍ଭବତୀ ହେବା ସଉକ: ୧୫ ବର୍ଷରେ ୧୨ଟି ସନ୍ତାନ ଜନ୍ମ ଦେଲେ

ସ୍କଟଲ୍ୟାଣ୍ଡ: ମାଆ ହେବାର ଅନୁଭବ ପ୍ରତ୍ୟେକ ମହିଳାଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର । ମାଆ ହେବା ପରେ ଅଧିକାଂଶ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଦେଖାଦେଇଥାଏ । ଏହି କାରଣରୁ ମହିଳା ଗର୍ଭବତୀ ହେବାକୁ ମଧ୍ୟ ଭୟ କରନ୍ତି । ଗୋଟେ କିମ୍ବା ଦୁଇଟି ପିଲା ହେବା ପରେ ଆଉ ସେମାନେ ଚାହାଁନ୍ତି…