Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ସାଧାରଣ ଲୋକ ଦୁର୍ନୀତିରେ ଛନ୍ଦି ହୋଇଯାଇଛନ୍ତି’

ନୂଆଦିଲ୍ଲୀ: ରାଜନୀତିରେ ଅପରାଧୀକରଣ ଶ୍ରେଣୀର ଲୋକଙ୍କୁ ନିର୍ବାଚନରେ ଲଢିବାକୁ ସୁଯୋଗ ଦିଆନଯାଉ। ସାମାଜିକ କର୍ମୀ, ଆଇନଜୀବୀ ତଥା ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ ଦାୟର କରିଥିବା ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ଓ ନିର୍ବାଚନ କମିସନଙ୍କ ଜବାବ ମାଗିଛନ୍ତି। ଏଥିସହ…

ବରକନ୍ୟା ମଣ୍ଡପରେ ପହଞ୍ଚିଲା ବେଳକୁ ସବୁ ଅତିଥି ଗାଏବ

ପରିବାରରେ କୌଣସି ଉତ୍ସବ ଆୟୋଜନ ସମୟରେ ବିଭିନ୍ନ କାରଣରୁ ଛୋଟ ବଡ଼ ଭୁଲ ହୋଇଥାଏ । ଏହାର ଅନେକ ଉଦାହରଣ ଅଛି । କିନ୍ତୁ ଏହି ଭୁଲ କାରଣରୁ ପରିବାରର ଉତ୍ସବ ପାଣିଚିଆ ପଡ଼ିଯାଏ, ତାହାହେଲେ ଆପଣଙ୍କୁ କେମିତି ଲାଗିବ । ଅନୁଭବୀମାନେ ହିଁ ଏହାର ଉତ୍ତର କହିପାରିବେ । ଏଭଳି ଏକ ଚର୍ଚ୍ଚିତ ଘଟଣା ଘଟିଛି…

ଗୋଲାପୀ ରଙ୍ଗର ହାତୀ : ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ

କଳା ବା ଧୂସର ରଙ୍ଗର ହାତୀ ପ୍ରାୟ ସମସ୍ତେ ଦେଖିଥିବେ । ହେଲେ ଗୋଲାପି ରଙ୍ଗର ହାତୀ କେବେ ଦେଖିଛନ୍ତି ? ସମ୍ଭବତ ନୁହେଁ । କାରଣ ଗୋଲାପୀ ହାତୀ ବହୁତ କ୍ୱଚିତ୍ ଦେଖିବାକୁ ମିଳିଥାଏ । ବହୁ ବର୍ଷ ପୂର୍ବେ ଯେତେବେଳେ ଗୋଲାପି ରଙ୍ଗର ଏକ ଶିଶୁ ହାତୀ ଆଫ୍ରିକା ଜଙ୍ଗଲରେ ମାତ୍ର କିଛି ମିନିଟ୍ ପାଇଁ…

ବୃଦ୍ଧଙ୍କ ଅଜବ ଇଛା : ଶହେଙ୍କୁ କରିବି ବିବାହ,ଦେବି ଛାଡ଼ପତ୍ର

ବିବାହ ହେଉଛି ସାତ ଜନ୍ମର ବନ୍ଧନ । ସାଧାରଣତଃ ଉଭୟଙ୍କ ଭିତରେ ଉତ୍ତମ ବୁଝାମଣା ଥିଲେ ଛାଡ଼ପତ୍ର ହୋଇ ନ ଥାଏ । କିନ୍ତୁ ଏମିତି ଜଣେ ବୃଦ୍ଧ ବିବାହକୁ ନେଇ ଅଜବ ଇଛା ରଖିଛନ୍ତି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଇଛାଟି ହେଲା ବିବାହ କରିବା ଓ ଛାଡ଼ପତ୍ର ଦେବା । ତା ପୁଣି ଗୋଟେ କି ଦୁଇଟି…

୬ ବର୍ଷରେ ୮୪ ଦେଶ ବୁଲିଲେଣି ଦମ୍ପତ୍ତି, ଖର୍ଚ୍ଚ ଦେବାକୁ ପଡ଼େ କେବଳ ବିମାନ ଭଡ଼ା

ଯଦି କେହି ଆପଣଙ୍କୁ କୁହନ୍ତି ଏକ ଦମ୍ପତ୍ତି ମାତ୍ର ୬ ବର୍ଷ ମଧ୍ୟରେ ୮୪ ଟି ଦେଶ ଭ୍ରମଣ କରିଛନ୍ତି, ତେବେ ଆପଣଙ୍କର ସିଧା ଉତ୍ତର ହେବ ଯେ, ସେ ଜଣେ ଧନୀ ଦମ୍ପତ୍ତି ନିଶ୍ଚୟ ହୋଇଥିବେ । ଯଦି କୁହାଯାଏ ସେମାନେ ନିହାତି ମଧ୍ୟବିତ୍ ପରିବାରର ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ । ଏହା କିନ୍ତୁ…

ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ୍‌ଙ୍କ ସ୍ୱାମୀ ତଥା ପୂର୍ବତନ ବିଧାୟକ ଦେବିସିଂହ ରଣସିଂହ ଶେଖାୱତଙ୍କର ପରଲୋକ

ମୁମ୍ବାଇ: ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ଦେବିସିଂହ ପାଟିଲ୍‌ଙ୍କ ସ୍ୱାମୀ ତଥା ପୂର୍ବତନ ବିଧାୟକ ଦେବିସିଂହ ରଣସିଂହ ଶେଖାୱତଙ୍କର ପରଲୋକ ହୋଇଛି। ଶୁକ୍ରବାର ସକାଳ ୯.୩୦ ମିନିଟ୍‌ରେ ପୁଣେରେ ୮୯ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଶ୍ରୀ ଶେଖାୱତ। ମିଳିଥିବା ସୂଚନା…

ନିସର୍ତ୍ତ କ୍ଷମା ମାଗିଲେ ପବନ ଖେଡ଼ା, ଆଶା କରୁଛି ସେ ଆଉ କେବେ ଏମିତି ଭୁଲ୍ କରିବେନି; ହିମନ୍ତ ବିଶ୍ୱ ଶର୍ମା

ଦିଶପୁର: କ୍ଷମା ମଗିଲେ କଂଗ୍ରେସ ନେତା ପବନ ଖେଡ଼ା। ସାର୍ବଜନିକ ସ୍ଥାନରେ ଅଶ୍ରାବ୍ୟ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗରେ ଖେଡ଼ା ନିସର୍ତ୍ତ କ୍ଷମାପ୍ରାର୍ଥନା କରିଛନ୍ତି ବୋଲି ଶୁକ୍ରବାର ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ଗତକାଲି ଖେଡ଼ାକୁ ବିମାନରୁ…

କଂଗ୍ରେସ ଏଟିଏମ ଭାବୁଥିଲା, ଆମେ ଭାବୁ ଅଷ୍ଟଲକ୍ଷ୍ମୀ: ମୋଦୀ

କୋହିମା: ଆସନ୍ତା ଫେବୃଆରୀ ୨୭ରେ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଗାଲାଣ୍ଡ ଏବଂ ମେଘାଳୟ ରାଜ୍ୟ ଗସ୍ତରେ ଯାଇ ପ୍ରଚାର କରିଛନ୍ତି | ପ୍ରଧାନମନ୍ତ୍ରୀ ପ୍ରଥମେ ନାଗାଲାଣ୍ଡର ଦିମାପୁରରେ ପହଞ୍ଚି ସେଠାରେ ସମାବେଶକୁ ସମ୍ବୋଧିତ କରିଥିଲେ। ମୋଦୀ କହିଛନ୍ତି ଯେ…

ଇଣ୍ଡୋନେସିଆରେ ଭୂମିକମ୍ପ; ଲାଗିଲା ୬.୮ ତୀବ୍ରତାର ଝଟ୍‌କା

ଜକାର୍ତ୍ତା: ଇଣ୍ଡୋନେସିଆରେ ଭୂମିକମ୍ପ। ଶୁକ୍ରବାର ସକାଳେ ପୂର୍ବୋତ୍ତର ରାଜ୍ୟ ମାଲୁକରେ ୬.୮ ତୀବ୍ରତାର ଭୂମିକମ୍ପ ଅନୁଭୁତ ହୋଇଛି। ତେବେ ସୌଭାଗ୍ୟ ବଶତଃ ଏଥିରେ କାହାର କିଛି କ୍ଷତି ହୋଇ ନାହିଁ କି ସୁନାମୀ ଆସିବାର ଭୟ ସତର୍କ ସୂଚନା ବି ଦିଆଯାଇ ନାହିଁ। ସ୍ଥାନୀୟ ସମୟ ଅନୁସାରେ ଭୋର…

ୟୁକ୍ରେନ୍‌ରେ ସେନା ପ୍ରତ୍ୟାହାର ପାଇଁ ମିଳିତ ଜାତିସଂଘରେ ପ୍ରସ୍ତାବ ପାରିତ; ଭୋଟ୍‌ରୁ ବିରତ ରହିଲେ ଭାରତ-ଚୀନ

ନୂଆଦିଲ୍ଲୀ: ଋଷକୁ ପୁଣି  ଭାରତ ଓ ଚୀନର ସମର୍ତନ। ମିଳିତ ଜାତୀସଂଘ ସାଧାରଣର ସଭାରେ ହୋଇଥିବା ଭୋଟିଂରେ ପୁଣିତରେ ଭାରତ ଓ ଚୀନ ଦୂରେଇ ରହିଛନ୍ତି। ଋଷ ୟୁକ୍ରେନ୍‌ ଆକ୍ରମଣକୁ ବର୍ଷେ ପୂରୁଥିବାରୁ ସନ୍ଧ୍ୟାରେ ମିଳିତ ଜାତିସଂଘର ସାଧାରଣ ସଭା(UNGA)ରେ ଏକ ପ୍ରସ୍ତାବ ପାରିତ ହୋଇଛି। ଋଷ ୟୁକ୍ରେନ୍…