Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଛୁଇଁଲେ ଫାଟିଯିବ ପରଫ୍ୟୁମ୍ ବୋମା, ଜାମ୍ମୁକାଶ୍ମୀରରୁ ଗିରଫ ଆତଙ୍କବାଦୀଙ୍କଠୁ ଜବତ

ଶ୍ରୀନଗର: ଜାମ୍ମୁକାଶ୍ମୀରରେ ଆତଙ୍କବାଦୀ ବିଭିନ୍ନ ଆକ୍ରମଣ ପାଇଁ ନୂଆ ନୂଆ ତରିକା ଆପଣାଉଛନ୍ତି । ଗତ ୨୧ ତାରିଖରେ ନରୱାଲରେ ହୋଇଥିବା ଆଇଡି ବିସ୍ଫୋରଣରେ ୯ ଜଣ ଆହତ ହୋଇଥିଲେ । ଉକ୍ତ ମାମଲାରେ ପୋଲିସ ଜଣେ ଆତଙ୍କବାଦୀକୁ ଗିରଫ କରିଛି । ଆତଙ୍କବାଦୀ ଜଣଙ୍କ ପାକିସ୍ତାନର ଲସ୍କର ଏ ତୋଇବା…

ଅଜବ ପରମ୍ପରା,ବିବାହ ପୂର୍ବରୁ କନ୍ୟା ଉପରେ ଫିଙ୍ଗା ଯାଏ କାଦୁଅ 

ଭିନ୍ନ ଜାଗା ଭିନ୍ନ  ପରମ୍ପରା  । ଆଜିକାଲି  ଲୋକମାନେ ବିବାହକୁ ନେଇ ଅନେକ ନୂଆ ନୂଆ ଢଙ୍ଗ ଆପଣାଉଛନ୍ତି ।  ବିବାହ ସହିତ ଜଡିତ ଅନେକ ବିଚିତ୍ର ପରମ୍ପରା ସମଗ୍ର ବିଶ୍ୱରେ ଦେଖାଯାଏ । କିନ୍ତୁ ସ୍କଟଲ୍ୟାଣ୍ଡରେ ଏପରି ଏକ ପରମ୍ଫରା ରହିଛି, ଯାହା ବିଷୟରେ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ  । …

ପୃଥିବୀର ରହସ୍ୟମୟ ଗଛ, ଛୁଇଁଲେ କରିବେ ଆତ୍ମହତ୍ୟା

ଲୋକମାନେ ପରିବେଶକୁ ସବୁଜ ସୁନ୍ଦର କରିବା ପାଇଁ ଗଛ ଲଗାଇଥାନ୍ତି  । ଗଛ ପରିବେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  । ହେଲେ ଗଛ ପୁଣି ଏତେ ବିପଜ୍ଜନକ ହୋଇପାରେ? ଏତେ ଘାତକ ହୋଇପାରେ ? ବୃକ୍ଷବିନା ଜୀବନ ସମ୍ଭବ ନୁହେଁ ହେଲେ ଏମିତି ଗଛ ଅଛି ଯାହାକୁ ସ୍ପର୍ଶ ମାତ୍ରେ  ଜୀବନ ହାରିବାକୁ ଇଚ୍ଛା…

ରାମଚରିତମାନସ ଉପରେ ବିବାଦୀୟ ଟିପ୍ପଣୀ: ସପା ଓ ଆର୍‌ଜେଡି ବିରୋଧରେ ଫେରାଦ ହେବ ଭିଏଚ୍‌ପି

ନୂଆଦିଲ୍ଲୀ: ରାମଚରିତମାନସ ଉପରେ ବିବାଦୀୟ ଟିପ୍ପଣୀ ନେଇ ସମାଜବାଦୀ ପାର୍ଟି ଓ ଆର୍‌ଜେଡି ବିରୋଧରେ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହେବ ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍‌ପି)। ଏହି ଦୁଇ ଦଳର ମାନ୍ୟତା ରଦ୍ଦ କରିବା ଦାବି କରି ଭିଏଚ୍‌ପି ଇସିଙ୍କୁ ଭେଟି ଅଭିଯୋଗ ଜଣାଇବ। ଏଥିପାଇଁ…

ରହସ୍ୟ ଖୋଜିବାକୁ ଯାଇ ରହସ୍ୟମୟ ଭାବେ ହଜି ଯାଆନ୍ତି ଲୋକେ

ପୃଥିବୀରେ ଏମିତି ଅନେକ ରହସ୍ୟ ଅଛି, ଯାହା କି ବିଜ୍ଞାନ ପାଇଁ ଏକ ବଡ ଆହ୍ୱାନ । ଆମେ ଆପଣଙ୍କୁ ଏମିତି ଏକ ରହସ୍ୟମୟ ଘାଟି ବିଷୟରେ କହିବୁ ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଏମିତି ଏକ ଘାଟି ଅଛି ଯାହାକୁ କେହି ଖୋଜି ପାଇ ନାହାଁନ୍ତି । ଯିଏ ଜାଣିବାକୁ ଚେଷ୍ଟା କରିଛି ସେ ସବୁଦିନ…

ଦେଶରେ କମିଲା ବେରୋଜଗାରୀ ହାର୍; ନିଯୁକ୍ତି ଦେବାର ସବୁଠାରୁ ଖରାପ ପ୍ରଦର୍ଶନ କରିଛି ଏହି ରାଜ୍ୟ

ନୂଆଦିଲ୍ଲୀ: ଦେଶରେ ବେରୋଜଗାରୀ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାକୁ ଦୂର କରିବାକୁ ଉଭୟ ସରକାର ପଦକ୍ଷେପ ନେଉଥିବା କହୁଥିବା ବେଳେ ଏବେ ଏହାକୁ ନେଇ ଖୁସୀ ଖବର ସାମ୍ନାକୁ ଆସିଛି। ଦେଶରେ ବେରୋଜଗାରୀ ହାର ଗତ ୪ ମାସ ତୁଳନାରେ ୨୦୨୩ ଜାନୁଆରୀରେ ସର୍ବନିମ୍ନ…

ଗୁପ୍ତ ଦସ୍ତାବିଜ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଘରେ ଏଫବିଆଇର ରେଡ୍

ୱାଶିଂଟନ: ଆମେରିକାର ତଥା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ନେତା ଜୋ ବାଇଡେନଙ୍କ ଘରେ ରେଡ୍ । ସିକ୍ରେଟ ଡକ୍ୟୁମେଂଟ ବା ଗୁପ୍ତ ଦସ୍ତାବିଜ ମାମଲାରେ ଏହି ରେଡ୍ କରିଛି ଫେଡେରାଲ ଇଣ୍ଟେଲିଜେନ୍ସ ଏଜେନ୍ସି (ଏଫବିଆଇ) । ଡେଲାୱେରର ରେହବୋଥ ବିଚରେ ଥିବା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଘରେ…

ଏଥର ବି ଚର୍ଚ୍ଚାରେ ନିର୍ମଳାଙ୍କ ନାଲି ରଙ୍ଗର ଶାଢୀ

ନୂଆଦିଲ୍ଲୀ: ଏଥର ବି ଅର୍ଥମନ୍ତ୍ରୀଙ୍କ ଶାଢୀକୁ ନେଇ ଚର୍ଚ୍ଚା ।  ଦେଶୀ ଶାଢୀକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ନିର୍ମଳା । ଏଥର ବଜେଟରେ ମଧ୍ୟ ନିର୍ମଳାଙ୍କ ଶାଢୀକୁ ନେଇ ଚର୍ଚ୍ଚା । ଏଥର ଲାଲ ରଙ୍ଗର ଶାଢୀରେ କୁମ୍ଭପକା ବର୍ଡର ଥିବା ଶାଢୀ ପିନ୍ଧି ବଜେଟ ଉପସ୍ଥାପନ କରିଛନ୍ତି…

ଘର ମରାମତି ବେଳେ କାନ୍ଥରୁ ବାହାରିଲା ପୁଳା ପୁଳା ଟଙ୍କା

କଥାରେ ଅଛି, ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ିକି ଦିଅନ୍ତି । ସେମିତି ଏକ ଘଟଣା ଦେଖିବାକୁ ମିଳିଛି ଆମେରିକାରେ । ଜଣେ ବ୍ୟକ୍ତି ନିଜ ଘରର ମରାମତି କାମ କରୁଥିବା ବେଳେ ଘର କାନ୍ଥରେ ପୁଳା ପୁଳା ଟଙ୍କା ବାହାରିବା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଆମେରିକା ବାସିନ୍ଦା ଆମଣ୍ଡ ରିସ୍ ନାମକ ଜଣେ…

ହଜିଥିବା ରେଡିଓ ଆକ୍ଟିଭ କ୍ୟାପସୁଲ ମିଳିଲା

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆରେ ଦୀର୍ଘ ୨୦ ଦିନ ଧରି ହଜିଥିବା ରେଡିଓ ଆକ୍ଟିଭ କ୍ୟାପସୁଲ ଶେଷରେ ମିଳିଯାଇଛି । ୧୨ ଜାନୁୟାରୀରେ ଏହି କ୍ୟାପସୁଲଗୁଡିକ ଏକ ମାଇନିଂ ସାଇଟକୁ ନେବା ବେଳେ ଗୋଟିଏ ହଜି ଯାଇଥିଲା । ଯାହାକି ସରକାରଙ୍କ ମୁଣ୍ଡବ୍ୟାଥାର କାରଣ ସାଜିଥିଲେ । ଶେଷରେ ଏହାକୁ ଖୋଜିବା ଦେଶର…