Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜେଜେମାଙ୍କୁ ଗର୍ଭବତୀ କଲେ ନାତି : ସୋସିଆଲ ମିଡ଼ିଆରେ ସେୟାର କଲେ ରୋମାଣ୍ଟିିକ୍ ଫଟୋ

ଏହାକୁ ଏକ ବ୍ୟତିକ୍ରମ ବୋଲି କୁହାଯାଇପାରିବ । କାରଣ ସମ୍ପର୍କର ଧାରା ଭିତରେ ଏହା କିଛି ଅଲଗା । ବିଶ୍ୱାସ ନ ହେଉ ଥିଲେ ବି ସତ ବୋଲି ମାନିବାକୁ ପଡ଼ିବ । ନିଜ ଜେଜେମାଙ୍କୁ ଗର୍ଭବତୀ କଲେ ନାତି । ନିଜ ନାତିଙ୍କୁ ଖୁବ୍ ଭଲ ପାଉଥିଲେ ଜେଜେମା । ବୃଦ୍ଧାବସ୍ଥାରେ ତା’ ସନ୍ତାନର ମାଆ ହେବାକୁ…

ପୃଥ୍ୱୀ ଶଙ୍କ ଉପରେ ଆକ୍ରମଣ ଘଟଣା: ସପନା ସମେତ ୩ଜଣଙ୍କୁ ମିଳିଲା ଜାମିନ

ମୁମ୍ବାଇ: ଭାରତୀୟ କ୍ରିକେଟର ପୃଥ୍ୱୀ ଶଙ୍କ ଉପରେ ଆକ୍ରମଣ କରାଯାଇଥିବା ଘଟଣାରେ ଆଜି ସ୍ଥାନୀୟ କୋର୍ଟ ମୁଖ୍ୟ ଅଭିଯୁକ୍ତ ସପନା ଗିଲ ଓ ଅନ୍ୟ ୩ଜଣଙ୍କୁ ଜାମିନ ପ୍ରଦାନ କରିଛି । ସୂଚନାଯୋଗ୍ୟ, ବୁଧବାର ଏକ ହୋଟେଲ ସମ୍ମୁଖରେ ପୃଥ୍ୱୀ ଏବଂ ସପନାଙ୍କ ମଧ୍ୟରେ ସେଲଫି ନେବା ନେଇ ଯୁକ୍ତିତର୍କ…

ଭୂମିକମ୍ପରେ ଖଟ ହେବ ରକ୍ଷା କବଚ

ପ୍ରକୃତିର ତାଣ୍ଡବ ଯେ କେତେ ଭୟଙ୍କର ଓ ବିଧ୍ୱଂସକାରୀ ହୋଇପାରେ ନିକଟରେ ସିରିୟା ଓ ତୁର୍କୀରେ ଘଟିଥିବା ଭୂମିକମ୍ପ ହେଉଛି ତାର ଚାକ୍ଷୁଶ ପ୍ରମାଣ । ଶହ ଶହ ଉଚ୍ଚ ଅଟ୍ଟାଳିକା ମାତ୍ର କେଇ ସେକେଣ୍ଡ ଭିତରେ ଧ୍ୱଂସସ୍ତୁପରେ ପରିଣତ ହୋଇଗଲା । ପ୍ରକୃତିର ଏହି ତାଣ୍ଡବରୁ ବର୍ତ୍ତି ପାରିଲେ ନାହିଁ…

ଅନ୍‌ଲାଇନ୍‌ରେ ହଟହଟା ହେଲେ ଗ୍ରାହକ: ଇଲେକ୍‌ଟ୍ରୋନିକ୍ସ ଟୁଥ୍‌ବ୍ରଶ ବଦଳରେ ଆସିଲା ମସଲା ପ୍ୟାକେଟ

ସମୟ ବଦଳିବା ସହିତ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆସିଛି । ଏବେ ସବୁକିିଛି ହାତପାଆନ୍ତାରେ ମିଳି ଯାଉଛି । କାରଣ ଆଜିକାଲି ହେଉଛି ଅନ୍‌ଲାଇନ୍ ଯୁଗ । କିନ୍ତୁ ଥରେ ଭାବନ୍ତୁ ଆପଣ ଗୋଟେ ଜିନିଷ ପାଇଁ ଅନ୍‌ଲାଇନ୍‌ରେ ଅର୍ଡ଼ର କରିଥିବେ । କିନ୍ତୁ ଆପଣଙ୍କ ପାଖରେ ପହଞ୍ଚିବ ଅଲଗା କିଛି ସାମଗ୍ରୀ…

ସମସ୍ତଙ୍କୁ ଚକିତ କରି ୟୁକ୍ରେନରେ ପଂହଚିଲେ ଜୋ ବାଇଡେନ

କୀଭ: ରୁଷ ଏବଂ ୟୁକ୍ରେନ ଯୁଦ୍ଧ କମିବାର ନାମ ଧରୁନି । ଏହା ଏବେ ବର୍ଷେ ପୂରିବାକୁ ଯାଉଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଠିକ ଏହା ପୂର୍ବରୁ ୟୁକ୍ରେନ ଗସ୍ତରେ ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି । ୨୪ ଫେବୃୟାରୀ ୨୦୨୨ରେ ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିଥିଲା । ଯୁଦ୍ଧ ପରେ…

ବିମାନରେ ଧୁମପାନ ପାଇଁ ମହାଭାରତ: ଉତ୍‌କ୍ଷିପ୍ତ ମହିଳା ଯାତ୍ରୀ ଖୋଲିଦେଲେ ପୋଷାକ

ବିମାନ ଭିତରେ ଅନେକ ଘଟଣା ଓ ଅଘଟଣ ବେଳେ ବେଳେ ସାମ୍ନାକୁ ଆସୁଛି । ଆଉ ଏସବୁ ସୋସିଆଲ ମିଡ଼ିଆରେ ଭାଇରାଲ ମଧ୍ୟ ହେଉଛି । ଏବେ ସୋସିଆଲ ମିଡିଆରେ ବିମାନଯାତ୍ରା ସମ୍ପର୍କୀତ ଏମିତି ଏକ ଖବରକୁ ନେଇ ଧୁମ୍ ଚର୍ଚ୍ଚା ହେବାରେ ଲାଗିଛି । ବିମାନ ଭିତରେ ଜଣେ ମହିଳା ନିଜର ଡ୍ରେସ୍ ଖୋଲି ଦେଇଛନ୍ତି ।…

ଫ୍ରାନ୍ସ ଦମ୍ପତିଙ୍କ ହିନ୍ଦୁ ବିବାହ

ନୂଆଦିଲ୍ଲୀ: ହିନ୍ଦୁ ରୀତିନୀତିରେ ପ୍ରଭାବିତ ହୋଇ ବିବାହ କଲେ ଫ୍ରାନ୍ସ ଦମ୍ପତି । ଯୋଦ୍ଧପୁରଠାରେ ସେମାନେ ପୁର୍ନବିବାହ କରିଛନ୍ତି । ଏହି ବିବାହକୁ ନେଇ ଏବେ ବେଶ୍ ଚର୍ଚ୍ଚା । ଦମ୍ପତି ହୁହେଁ ଅଲଗା ଦେଶର ହୋଇଥିଲେ ବି ହିନ୍ଦୁ ଧର୍ମୀୟଙ୍କ ବିବାହ ଶୈଳୀରେ ପୁଣି ଥରେ ପରସ୍ପରଙ୍କୁ ବିବାହ…

ବାପା-ମା’ଙ୍କୁ ଦେଢ଼ ଶହ କୋଟିର ଘର ଉପହାର ଦେଲେ ଧନୁଷ  

ମୁମ୍ବାଇ : ସାଉଥ୍‌ର ଲୋକପ୍ରିୟ ଅଭିନେତା ଧନୁଷ । ସେ ସବୁବେଳେ ଲୁକ୍‌ ଏବଂ ଷ୍ଟାଇଲ୍‌କୁ ନେଇ ଫ୍ୟାନ୍ସଙ୍କ ନଜରରେ ରହିଥିବା ବେଳେ ବର୍ତ୍ତମାନ ଏପରି କିଛି କାମ କରିଛନ୍ତି ଯାହା ଫ୍ୟାନ୍ସଙ୍କ ମନ ଜିତିନେଇଛନ୍ତି  । ଧନୁଷ ନିଜ ବାପା-ମା’ଙ୍କୁ ଆଲିସାନ୍‌ ବଙ୍ଗଳା ଉପହାର ଦେଇଛନ୍ତି । ଯାହାର…

ଜେଡିୟୁ ଛାଡିଲେ ଉପେନ୍ଦ୍ର କୁଶୱାହା, ଗଠନ କଲେ ରାଷ୍ଟ୍ରୀୟ ଲୋକ ଜନତା ଦଳ

ପାଟନା: ନୀତିଶ କୁମାରଙ୍କ ଓ ଉପେନ୍ଦ୍ର କୁଶୱାହାଙ୍କ ରାସ୍ତା ଏବେ ଅଲଗା ହୋଇ ଯାଇଛି । ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା । ଶେଷରେ ଉପେନ୍ଦ୍ର ଦୀର୍ଘ ଦିନର ସାଥୀ ନୀତିଶ ଓ ଜେଡିୟୁକୁ ବାଏ ବାଏ କହିଛନ୍ତି । ସୋମବାର ସେ ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରିବା ସହ…

ସୋମନାଥ ମନ୍ଦିରକୁ ଦେଢ କୋଟି ଟଙ୍କା ଦାନ କଲେ ମୁକେଶ ଅମ୍ବାନୀ

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ତଥା ଭାରତର ଅନ୍ୟତମ ଶ୍ରେଷ୍ଠ ଧନୀ ମୁକେଶ ଅମ୍ବାନି ଗୁଜୁରାଟର ପ୍ରସିଦ୍ଧ ସୋମନାଥ ମନ୍ଦିରକୁ ଦେଢ କୋଟି ଟଙ୍କା ଦାନ କରିଛନ୍ତି । ମହାଶିବରାତ୍ରି ଅବସରରେ ସୋମନାଥ ପରିଦର୍ଶନ ସମୟରେ ମୁକେଶଙ୍କ ଏଭଳି ଦାନ ଚର୍ଚ୍ଚାକୁ ଆସିଛି ।…