Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସ୍ୱାମୀ ଓ ଶାଶୂଙ୍କୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି ଫ୍ରିଜ୍‌ରେ ରଖିଲା ସ୍ତ୍ରୀ

ଗୌହାଟୀ: ଆସାମରେ ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି । ଏଥର ଲିଭ୍‌ ଇନ୍‌ ପାର୍ଟନରଙ୍କୁ ନୁହେଁ । ସ୍ବାମୀ ଏବଂ ଶାଶୁକୁ ହତ୍ୟା କଲା ପିଶାଚି ବୋହୂ । ପରକୀୟା ପ୍ରୀତିର ମାୟାରେ ବାୟା ହୋଇ ସ୍ବାମୀ ରକ୍ତରେ ହୋଲି ଖେଳିଲା ସ୍ତ୍ରୀ । ସ୍ବାମୀ ଏବଂ ଶାଶୁକୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି…

ବ୍ୟକ୍ତିଗତ ଫଟୋ ପୋଷ୍ଟକୁ ନେଇ ଆଇଏଏସ ଓ ଆଇପିଏସ ଅଧିକାରୀଙ୍କ ମଧ୍ୟରେ ଲାଗିଲା କଳି

ବାଙ୍ଗାଲୋର: କର୍ଣ୍ଣାଟକରେ ଦୁଇଜଣ ମହିଳା ଅଧିକାରୀଙ୍କ ମଧ୍ୟରେ କଳହ ଲାଗି ରହିଛି। କର୍ଣ୍ଣାଟକ ହସ୍ତତନ୍ତ ବିକାଶ ନିଗମର ଏମଡି ଆଇପିଏସ ଅଧିକାରୀ ରୁପା ମୋଦଗିଲ, ଆଇଏଏସ ଅଧିକାରୀ ରୋହିଣୀ ସିନ୍ଧୁରୀଙ୍କ କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ରୋହିଣୀ…

ସାମାନ୍ୟ ଭୁଲ ପାଇଁ ଏହି ଟ୍ରେନର ମାଲିକ ହୋଇଗଲେ ଜଣେ ଚାଷୀ!

ଚଣ୍ଡୀଗଡ଼: ଭାରତରେ ଚାଲୁଥିବା ଟ୍ରେନର ମାଲିକାନା ରେଳ ମନ୍ତ୍ରାଳୟ ହାତରେ ରହିଛି | କିନ୍ତୁ ରେଳ ମନ୍ତ୍ରାଳୟ ବା ରେଳବାଇର ଏକ ସାମାନ୍ୟ ଭୁଲ ପାଇଁ ଗୋଟିଏ ଟ୍ରେନର ମାଲିକାନା ଜଣେ କୃଷକଙ୍କ ହାତରେ ରହିଛି | କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ | ଏହି ଟ୍ରେନର ନାମ…

ଏହି କାଳୀ ମନ୍ଦିରରେ ଭୋଗରେ ଅର୍ପଣ କରାଯାଏ ଚାଉମିନ ସାଙ୍ଗକୁ ମଞ୍ଚୁରିଆନ୍

କୋଲକାତା: ଭାରତ ସାଂସ୍କୃତିକ ତଥା ଧାର୍ମିକ ଦୃଷ୍ଟିକୋଣରୁ ବିବିଧ ଏବଂ ସମୃଦ୍ଧ | ଭାରତରେ ମନ୍ଦିର ସମେତ ଅନେକ ଦର୍ଶନୀୟ ସ୍ଥାନ ଅଛି ଯାହା ଦେଶ ତଥା ବିଦେଶରେ ପ୍ରସିଦ୍ଧ | ଏଥି ସହିତ, ଏଠାରେ ଥିବା ଅନେକ ମନ୍ଦିର ସେମାନଙ୍କର ଅନନ୍ୟ ପରମ୍ପରା ହେତୁ ଏକ ପୃଥକ ପରିଚୟ ବଜାୟ ରଖିଛନ୍ତି |…

ବାହା ହେବାକୁ ମନା କରିବାରୁ ବିଚ୍‌ ରାସ୍ତାରେ ଚୁଟି ଧରି ଭିଡ଼ି ଭିଡ଼ି ନେଲା ଅଭିଯୁକ୍ତ

ରାୟପୁର: ଛତିଶଗଡ଼ର ରାଜଧାନୀ ରାୟପୁରରେ କୁରୁସଭା । ବାହା ହେବାକୁ ମନା କରିବାରୁ ବିଚ୍ ରାସ୍ତାରେ ନାବାଳିକାଙ୍କ ଚୁଟି ଧରି ଭିଡ଼ି ଭିଡ଼ି ନେଲା ଅଭିଯୁକ୍ତ । ମାଡ଼ ମାରୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓ ଭାଇରାଲ ହେବା ପରେ ଅଭିଯୁକ୍ତକୁ ଗିରଫ କରି…

ହୋଲି ପୂର୍ବରୁ ବାର୍ଡ ଫ୍ଲୁ ଆତଙ୍କ, ୪୦୦ରୁ ଅଧିକ କୁକୁଡ଼ା ମୃତ

ରାଞ୍ଚି: ହୋଲି ପୂର୍ବରୁ ବାର୍ଡ ଫ୍ଲୁ ଆତଙ୍କ ଦେଖା ଦେଇଛି । ୪୦୦ରୁ ଅଧିକ କୁକୁଡ଼ାଙ୍କ ମୃତ୍ୟୁ ହୋଇଥିବା ବେଳେ ବାର୍ଡ ଫ୍ଲୁ ଆଶଙ୍କା କରାଯାଉଛି । ଝାଡ଼ଖଣ୍ଡରେ ଏକାଧିକ କୁକୁଡ଼ାଙ୍କ ମୃତ୍ୟୁ ପରେ ପଶୁପାଳନ ବିଭାଗ ବୋକାରୋରେ ଲୋକଙ୍କୁ ସତର୍କ କରାଇଛି । ପଶୁପାଳନ ବିଭାଗର ଏକ ଟିମ୍…

ଦିଲ୍ଲୀ ମଦ ଦୁର୍ନୀତି ମାମଲା: ସିସୋଡିଆଙ୍କ ଅନୁରୋଧ ଗ୍ରହଣ କଲା ସିବିଆଇ

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ସିବିଆଇ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ରବିବାର ହାଜର ହେବା ପାଇଁ ସମନ ପଠାଇଥିଲା । ତେବେ ଦିଲ୍ଲୀର ବଜେଟ ପାଇଁ ସିସୋଡିଆ ଏଥିପାଇଁ ସପ୍ତାହେ ସମୟ ମାଗିଥିଲେ । ରବିବାର ସିବିଆଇ ସିସୋଡିଆଙ୍କ ଏହି ଅନୁରୋଧ ଗ୍ରହଣ କରିଛି । କେଉଁ ତାରିଖରେ…

ଅଖାରେ ତିଆରି ପ୍ଲାଜୋ ପ୍ୟାଣ୍ଟ, ଦାମ୍‌ ଜାଣିଲେ ଉଡ଼ିଯିବ ହୋସ୍‌

ନିଜର ଖାଇବା, ରହିବା ଓ ପିନ୍ଧିବାକୁ ନେଇ ପ୍ରାୟ ସମସ୍ତଙ୍କର ରୁଚି ରହିଛି । ଫ୍ୟାସନ୍‌ ଡ୍ରେସ୍‌ ସମସ୍ତଙ୍କର ପସନ୍ଦ ।  ଫ୍ୟାସନର କଥା କହିଲେ ଆପଣ ବିଭନ୍ନ ପ୍ରକାର ସାର୍ଟ, ଲେହେଙ୍ଗା, ଶାଢ଼ି ଓ ଅନେକ ଡିଜାଇନର ପୋଷାକ କିଣିଥିବେ ଏବଂ ପିନ୍ଧିବି ଥିବେ ନିଶ୍ଚୟ । ପ୍ଲାଜୋ ନାମକ ପୋଷାକର…

ଗୁପ୍ତଚରଙ୍କ ଉପରେ ନଜର ରଖିବ ମୃତ ପକ୍ଷୀ

ନିକଟରେ ଆମେରିକାର ଆକାଶରେ ଚୀନ୍‌ର ଏକ ବେଲୁନ୍ ଦେଖାଯିବା ପରେ ଏହାକୁ ଗୁପ୍ତଚର ବେଲୁନ୍‌ର ଆଖ୍ୟା ଦିଆଯିବା ସହ ସାରା ବିଶ୍ୱରେ ଆଲୋଚନା ଜୋର ଧରିଲା । ଏହାକୁ ବିଶେଷଜ୍ଞମାନେ ମଧ୍ୟ ଗୁରୁତ୍ୱ ଦେଇଥିଲେ । ବିଭିନ୍ନ ନୂଆ ନୂଆ ପଦ୍ଧତି ବ୍ୟବହାର କରି ଆମେରିକୀୟଙ୍କ ବ୍ୟକ୍ତିଗତ ସୂଚନା ସଂଗ୍ରହ…