Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଫୁଟବଲ ଫ୍ୟାନ ହେବ ତ ଏମିତି: ନିଜ ଦେହରେ ଟାଟୁ କରିଛନ୍ତି ୩୨ଟି ଦେଶର ଷ୍ଟାମ୍ପ

ଫୁଟବଲ ଫ୍ୟାନ ଇୟାନ ଓଜର୍ସ । ଏମିତି କିଛି ଇଂଲଣ୍ଡ ଫୁଟବଲ ଟିମ୍‌ର ମ୍ୟାଚ ନାହିଁ ଯେଉଁଥିରେ ଇଆନ ଅନୁପସ୍ଥିତ ଅଛନ୍ତି । ଖାସ୍ ଏହି କାରଣରୁ ଫୁଟବଲ କ୍ରେଜୀମ୍ୟାନ ଭାବେ ସେ ଖୁବ୍ ପରିଚିତ । ତେବେ ଏହି ଫୁଟବଲ ପ୍ରେମ ତାଙ୍କୁ ଆଉ ଏକ ପରିଚୟ ଦେଇଛି । ଇଂଲଣ୍ଡ ଟିମ୍‌ର ମ୍ୟାଚ ଦେଖିବାକୁ ଯୁଆଡ଼େ…

ଚାରି ବର୍ଷର ଶିଶୁକୁ ଝୁଣି ଖାଇଲେ କୁକୁର ପଲ

ହାଇଦ୍ରାବାଦ: କୁକୁରଙ୍କ ଆକ୍ରମଣରେ ନିଷ୍ପାପ ଶିଶୁର ମୃତ୍ୟୁ ଘଟିଛି । ମୃତ ଶିଶୁ ଜଣଙ୍କ ହେଉଛନ୍ତି ୪ ବର୍ଷୀୟ ପ୍ରଦୀପ । ରବିବାର ଦିନ ହାଇଦ୍ରାବାଦରେ ଏପରି ଅଭାବନୀୟ ଘଟିଥିବା ଜଣାପଡିଛି । ଆକ୍ରମଣ ସମୟର ପୁରା ଘଟଣା ସିସିଟିଭିରେ କଏଦ ହୋଇଛି । ପୋଲିସର ସୂଚନା ମୁତାବକ, ଜଣେ ୪ ବର୍ଷର…

ବୈଦିକ ବ୍ରାହ୍ମଣମାନେ ଭଗବାନ: ଆଇଏଏସ ନିୟାଜ ଖାନ୍

ଓଡ଼ିଶା ସମ୍ବାଦ ବ୍ୟୁରୋ : ବୈଦିକ ବ୍ରାହ୍ମଣମାନେ ଭଗବାନ। ବ୍ରାହ୍ମଣଙ୍କ ଜ୍ଞାନକୁ ବ୍ୟବହାର କରି ଦେଶ ସୁପର ପାଓ୍ୱାର ହୋଇପାରିବ। ଜଣେ ଆଇଏଏସ ଅଧିକାରୀ ଯିଏକି ଜଣେ ମୁସଲମାନ ଏପରି କହିଛନ୍ତି। ମଧ୍ୟପ୍ରଦେଶ କ୍ୟାଡରର ଆଇଏଏସ୍ ଅଧିକାରୀ ନିୟାଜ ଖାନ ବ୍ରାହ୍ମଣମାନଙ୍କ ଜ୍ଞାନକୁ କେନ୍ଦ୍ର କରି…

ଏଣିକି ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ମୋବାଇଲ୍ ଆପ୍ଲିକେଶନ୍ ମାଧ୍ୟମରେ ହେବ ମନି ଟ୍ରାନ୍ସଫର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଏବଂ ସିଂଗାପୁର ପ୍ରଧାମନ୍ତ୍ରୀ ଲି ସୁନା ଲୁଂଗ ଆଜି ଭିଡିଓ କନଫରେନ୍ସି ଜରିଆରେ ଭାରତର ୟୁପିଆଇ ଏବଂ ସିଂଗାପୁରର ପେ-ନାଁଓ କେନେକ୍ଟିଭିଟିର ଶୁଭାରମ୍ଭ କରିଛନ୍ତି । ଏଣିକି ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ମୋବାଇଲ୍ ଆପ୍ଲିକେଶନ୍ ମାଧ୍ୟମରେ ମନି ଟ୍ରାନ୍ସଫରର…

ଶିବସେନା ନାଁ ଓ ନିର୍ବାଚନ ଚିହ୍ନକୁ ନେଇ ବିବାଦ: ଉଦ୍ଧବ ଠାକରେଙ୍କ ଆବେଦନର ଶୁଣାଣି କରିବାକୁ ରାଜି ହେଲେ…

ମୁମ୍ବାଇ: ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ବିରୋଧରେ ଉଦ୍ଧବ ଠାକରେଙ୍କ ଆବେଦନର ତ୍ୱରିତ ଶୁଣାଣି କରିବାକୁ ସହମତି ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଫଳରେ ଆସନ୍ତାକାଲି(୨୨ ଫେବ୍ରୁଆରୀ) ଦିନ ୩.୩୦  ବେଳେ ଏହି ମାମଲାର ଶୁଣାଣି ହେବ ବୋଲି ସୁପ୍ରିମ କୋର୍ଟ କହିଛନ୍ତି। ଶିବସେନା ନାଁ ଓ…

ଜାମିନ୍‌ରୁ ଆସିବା ପରେ ପୃଥ୍ୱୀ ଶ’ଙ୍କ ବିରୋଧରେ ଓଲଟା କେସ ଦାୟର କଲେ ସପ୍ନା ଗିଲ୍

ମୁମ୍ବାଇ: କ୍ରିକେଟର ପୃଥ୍ୱୀ ଶ’ ଓ ସପ୍ନା ଗିଲ୍‌ଙ୍କ ମଧ୍ୟରେ ଝଗଡ଼ା ବଢ଼ିବାରେ ଲାଗିଛି। ସେଲ୍‌ଫୀ ପାଇଁ ମାର୍‌ପିଟ୍ ଘଟଣାରେ ଗତକାଲି ସପ୍ନାଙ୍କୁ ଜାମିନ୍ ମିଳିବା ପରେ ସେ ପୁଣିଥରେ ପୃଥ୍ୱୀ ଶ’ ଓ ତାଙ୍କ ବନ୍ଧୁ ଆଶିଷ ଯୋଗେନ୍ଦ୍ର ଯାଦବଙ୍କ ବିରୋଧରେ ଏକ ନୂଆ ମାମଲା ଦାୟର କରିଛନ୍ତି। ମୁମ୍ବାଇ…

ଭାରତୀୟ ମାଙ୍କଡ଼କୁ ଅଟକ ରଖିଲା ପାକିସ୍ତାନ, ପ୍ରାଣୀ ଉଦ୍ୟାନରେ ବି ଦେଲାନି ଆଶ୍ରୟ

ଇସଲାମାବାଦ : ସାମ୍ନାକୁ ଆସିଲା ପାକିସ୍ତାନର ହିଂସା ।  ଭାରତ ପଟୁ ସୀମା ଡେଇଁଲା ମାଙ୍କଡ଼ । ଅଟକ ରଖିଲା ପାକିସ୍ତାନ । ହେଲେ ପ୍ରାଣୀ ଉଦ୍ୟାନରେ ରଖିବାକୁ ମନା କଲା ପାକିସ୍ତାନ  । କହିଲା ଭାରତ ପଟରୁ ଯେଉଁ ଜୀବଜନ୍ତୁ ପାକିସ୍ତାନ ମଧ୍ୟକୁ ପ୍ରବେଶ କରନ୍ତି, ସେମାନେ ସୀମାରେ ଆଘାତ ପାଇ…

ପୁଣି ଭୂକମ୍ପରେ ଥରିଲା ତୁର୍କୀ, ଏଥର ଆଉ କିଛି କୋଠା ଭୁଶୁଡ଼ି ପଡ଼ିଛି

ନୂଆଦିଲ୍ଲୀ: ସୋମବାର ପୁଣି ଭୂକମ୍ପରେ ଥରିଛି ତୁର୍କୀ। ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର କହିଛି ଯେ ତୁର୍କୀ-ସିରିଆ ସୀମା ଅଞ୍ଚଳରେ ଦୁଇ କିଲୋମିଟର ଗଭୀରତାରେ ୬.୪ ତୀବ୍ରତାରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ନୂଆ ଭୂକମ୍ପ ଯୋଗୁଁ ଦକ୍ଷିଣ ତୁର୍କୀରେ ଆହୁରି ବିନାଶ ହେବାର ସମ୍ଭାବନା…

ନୀତି ଆୟୋଗର ନୂଆ ସିଇଓ ହେଲେ ବିଭିଆର ସୁବ୍ରମଣ୍ଯମ

ନୂଆଦିଲ୍ଲୀ: ପୂର୍ବତନ ଆଇଏଏସ୍ ଅଧିକାରୀ ବିଭିଆର ସୁବ୍ରମଣ୍ୟମ୍ ସୋମବାର ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବା ସିଇଓ ଭାବରେ ନିଯୁକ୍ତ ହୋଇଛନ୍ତି। ୧୯୮୭ ମସିହାର ଏହି ଆଇଏଏସ ଅଧିକାରୀ ବର୍ତ୍ତମାନର ସିଇଓ ପରମେଶ୍ୱରନ୍ ଆୟରଙ୍କ ସ୍ଥାନ ନେବେ। ପରମେଶ୍ୱରନ୍ ଆୟର ବର୍ତ୍ତମାନ ବିଶ୍ୱ…