Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭୂକମ୍ପ ପ୍ରଭାବିତଙ୍କୁ ସହାୟତାର ହାତ ବଢାଇଲେ ଅଭିନେତ୍ରୀ ସନ୍ନି ଲିଓନି

ମୁମ୍ବାଇ : ତୁର୍କୀ ଏବଂ ସିରିଆ ଭୁକମ୍ପ ପ୍ରଭାବିତଙ୍କୁ ସହାୟତାର ହାତ ବଢାଇଛନ୍ତି ଅଭିନେତ୍ରୀ ସନ୍ନି ଲିଓନି । କସମେଟିକ ବ୍ରାଣ୍ଡର ରୋଜଗାରର ୧୦ ପ୍ରତିଶତ ଦାନ କରିବେ ବୋଲି ଅଭିନେତ୍ରୀ ସନ୍ନି ଓ ତାଙ୍କ ସ୍ୱାମୀ ଡାନିଏଲ ୱେବର ଘୋଷଣା କରିଛନ୍ତି । ଭୁକମ୍ପ ପୀଡ଼ିତଙ୍କ ଲାଗି ଅନ୍ୟମାନେ ସହାୟତା…

ଭୂକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା । ରବିବାର ଅପରାହ୍ନରେ ଅରୁଣାଚଳ ପ୍ରଦେଶର ପଶ୍ଚିମ ଭାଗରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲଲ୍ର ଏହାର ତୀବ୍ରତା ୩.୮ ଥିବା ଜଣାଯାଇଛି। ଭୂକମ୍ପ ବିଷୟରେ ପିଟିଆଇ ରିପୋର୍ଟ କରିଛି। ମଧ୍ୟାହ୍ନ ୧୨ଟା ୧୨ରେ ଏହି ଭୂକମ୍ପ ହୋଇଥିବା…

ପୂର୍ବତନ ପାକ ମନ୍ତ୍ରୀଙ୍କ ବଡ ବୟାନ: ଟିଟିିପି ଆତଙ୍କୀଙ୍କୁ ଦେଶରେ ଥଇଥାନ କରିବାକୁ ଚାହୁଁଥିଲେ ପୂର୍ବତନ ଆର୍ମି ଚିଫ

ଇସଲାମବାଦ:ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନିକଟତର ରାଜନେତା ତଥା ପୂର୍ବତନ ମାନବାଧିକାର ମନ୍ତ୍ରୀ ଶିରିନ ମଜାରୀ ଅଭିଯୋଗ ଆଣି କହିଛନ୍ତି ପୂର୍ବତନ ସେନାମୁଖ୍ୟ କମର ଜାବେଦ ବାଜବା ଦେଶରେ ଆତଙ୍କୀ ସଂଗଠନ ଘୋଷଣା କରାଯାଇଥିବା ତହରିକ-ଏ-ତାଲିବାନ (ଟିଟିପି) ସଦସ୍ୟଙ୍କୁ…

ଭାରତୀୟ ଅକାଶରେ ପାକିସ୍ତାନୀ ଡ୍ରୋନକୁ ମାରି ଖସାଇଲେ ବିଏସଏଫ,ଡ୍ରୋନରୁ ମିଳିଲା ହେରୋଇନ

ଗୁରଦାସପୁର: ଭାରତରେ ପୁଣି ନୂଆ ଚାଲ ଖେଳୁଛି ପାକିସ୍ଥାନ । ଡ୍ରୋନରେ ହେରୋଇନ ପଠାଇବାର ଚକ୍ରାନ୍ତ କରୁଛି ପାକିସ୍ଥାନ । ପଞ୍ଜାବ ଗୁରଦାସ ପୁରରେ ବିଏସଏଫ ଯବାନ ମାନେ ଏକ ଡ୍ରୋନକୁ ମାରି ଖସାଇ ଦେଇଛନ୍ତି । ଏଥିସହିତ ଏଥିରେ ଥିବା ହେରୋଇନ ଜବତ କରିଛି । ଶନିବାର ରାତି ପ୍ରାୟ ୯ଟାରେ ଭାରତ-ପାକ…

ବାପାଙ୍କ ପାଇଁ ହାଇକୋର୍ଟ ଗଲେ, ଲିଭର ଦାନ କରି ଦେଶର ସର୍ବ କନିଷ୍ଠ ଅର୍ଗାନ ଡୋନର ହେଲେ

କେରଳ: କେରଳର ଜଣେ ୧୭ ବର୍ଷର ବାଳିକା ଦେବନନ୍ଦା ନାମ୍ନୀ ନିଜ ପିତାଙ୍କୁ ଯକୃତର ଦାନ କରି ଦେଶର ସର୍ବକନିଷ୍ଠା ଅଙ୍ଗଦାତା ହୋଇଛନ୍ତି। ଦେଶର ଆଇନ ନାବାଳିକାଙ୍କୁ ଅଙ୍ଗ ଦାନ କରିବାକୁ ଅନୁମତି ଦେଉ ନ ଥିବାରୁ ସେ କେରଳ ହାଇକୋର୍ଟରୁ ଅନୁମତି ମାଗିଥିଲେ। କୋର୍ଟରୁ ଅନୁମତି ପାଇବା ପରେ ୯ ତାରିଖ…

ଦଳୀୟ ନାଁ ଓ ସଙ୍କେତ କିଣିବା ଘଟଣାକୁ ନେଇ ବଡ ଖୁଲାସା: ୨୦୦୦ ‌କୋଟି ଟଙ୍କାର ଚୁକ୍ତି ହୋଇଥିବା କହିଲେ ସଞ୍ଜୟ ରାଉତ

ମ୍ବାଇ: ନିର୍ବାଚନୀ ଚିହ୍ନ ଏବଂ ଦଳର ନାମକୁ ନେଇ ଏବେ ମହାରାଷ୍ଟ୍ର ରାଜନୀତି ପଡୁଛି ଉଠୁଛି । ଏହାକୁ ନେଇ ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଧେ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଶିବସେନା ନିର୍ବାଚନ ଚିହ୍ନ ଧନୁତୀରକୁ ନେଇ  ଉଦ୍ଧବ ବାଲାସାହେବ ଠାକ୍‌ରେ ଗୋଷ୍ଠୀର ନେତା  ସଞ୍ଜୟ ରାଉତ ରବିବାର…

ଗାଁ ବାସିନ୍ଦା ଭଳି ଗାଁରେ ବୁଲୁଛନ୍ତି ସିଂହ ; ଭିଡିଓ ହେଉଛି ଭାଇରାଲ୍‌

ଆମ୍ରେଲି : ଗାଁ ଭିତରେ ବୁଲୁଛନ୍ତି ସିଂହ । ବିଶ୍ବାସ ନ ହେଉଥିଲେ ମଧ୍ୟ ସତ । ଆଖିରେ ନଦେଖିଲେ ସହଜରେ ବିଶ୍ବାସ କରିବା ଅସମ୍ଭବ ଆଉ ଥରେ ଯଦି ଦେଖିଦେବେ ତାହେଲେ ଭୟରେ ରାତିରେ ଆଉ ଘରୁ ବାହାରକୁ ବାହାରିବେନି । ଗୁଜରାଟ ଆମ୍ରେଲି ଜିଲ୍ଲା ଅନ୍ତର୍ଗତ ରାମପଡ଼ା ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ…

ଭିନ୍ନ ପରମ୍ପରା, ସିଗାରେଟ୍‌ ପିଆଇ ଜ୍ୱାଇଁ ଚର୍ଚ୍ଚା

ନୂଆଦିଲ୍ଳୀ: ଭାରତରେ ବିଭିନ୍ନ ଅଞ୍ଚଳରେ ଭିନ୍ନ ପରମ୍ପରା ଓ ରୀତିନୀତି ରହିଛି। ସେହିପର ବିବାହକୁ ନେଇ ସବୁ ଜାଗାରେ ଅଲଗା ଅଲଗା ନିୟମ ଥାଏ। ଆପଣମାନେ ଜାଣିଥିବେ ବାହାଘରରେ ବରଯାତ୍ରୀ ଆସିବାପରେ ବର ଚର୍ଚ୍ଚା ଆରମ୍ଭ ହୋଇଥାଏ। କନ୍ୟାଘର ଲୋକେ ବରକୁ ଜଳଖିଆ ସର୍ବତ ଆଦି ଦେଇ ଚର୍ଚ୍ଚା କରନ୍ତି ।…

ବିଷଧର ସାପ ସହ ଖେଳୁଛନ୍ତି ମହିଳା, ଦେଖିଲେ ହୋସ ଉଡ଼ିଯିବ

ସାପ ଏପରି ଏକ ପ୍ରାଣୀ ଯାହାକୁ ପ୍ରାଣୀ ଉଦ୍ୟାନର ବନ୍ଦ ଗୁମ୍ଫାରେ ଏମିତି କି ଟିଭି ପରଦାରେ ଦେଖିଲେ ବି ଭୟ ଆସିଥାଏ । ଥରେ ଭାବନ୍ତୁ ଯେ, ଯଦି ଆପଣଙ୍କ ସାମ୍ନାରେ ମାଳ ମାଳ ସାପ ବୁଲୁଛନ୍ତି ତେବେ ଆପଣଙ୍କ ଅବସ୍ଥା କ’ଣ ହେବ । ଯେତେ ସାହସୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି ଏଭଳି ପରିସ୍ଥିତିର…

ତୁର୍କୀ-ସିରିଆ ଭୂମିକମ୍ପ: ମୃତ୍ୟୁ ସଂଖ୍ୟା ୪୬ ହଜାରକୁ ବୃଦ୍ଧି, ୩ ଲକ୍ଷରୁ ଅଧିକ ଆପାର୍ଟମେଣ୍ଟ ଧ୍ୱଂସ

ନୂଆଦିଲ୍ଲୀ: ତୁର୍କୀ-ସିରିଆ ଭୂମିକମ୍ପକୁ ୧୨ ଦିନ ବିତିସାରିଛି। ଏହି ପ୍ରାକୃତିକ ମହାବିପର୍ଯ୍ୟୟରେ ୪୬ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ଏହି ଭୂମିକମ୍ପରରେ ତୁର୍କୀରେ ୩ ଲକ୍ଷରୁ ଅଧିକ ଆପାର୍ଟମେଣ୍ଟ ଧ୍ୱଂସ…