Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସ୍ୱୀଡେନ ପରେ ଡେନମାର୍କରେ ଜଳାଗଲା କୁରାନ

କୋପେନହାଗେନ: ସ୍ୱୀଡେନ ପରେ ଡେନମାର୍କରେ ମଧ୍ୟ କୁରାନର କପିକୁ ପୋଡାଯାଇଛି । ଯାହାକୁ ନେଇ ମୁସଲିମ ସମ୍ପ୍ରଦାୟ ମଧ୍ୟରେ ତୀବ୍ର ଉତେଜନା ପ୍ରକାଶ ପାଇଛି । ଦକ୍ଷିଣ ପନ୍ଥୀ ନେତା ରାସମସ ପଲୁଦାନ ଏହି ଘୃଣ୍ୟ କାର୍ଯ୍ୟ କରିଛନ୍ତି । ପୂର୍ବରୁ ସେ ତୁର୍କୀରେ ମଧ୍ୟ ଦୂତାବସ ଆଗରେ ଏହି କାଣ୍ଡ…

ହାତ ଟେକିଦେଲେ ପାକ ସରକାର: କହିଲେ, ଦେଶର ବିକାଶ ଏବେ ଆଲ୍ଲାଙ୍କ ହାତରେ

ଇସଲାମବାଦ: ସାଂଘାତିକ ଆର୍ଥିକ ସ୍ଥିତି ଦେଇ ଗତି କରୁଛି ପାକିସ୍ତାନ । ଦରଦାମ ବୃଦ୍ଧିରେ ଲୋକେ ଛଟପଟ ହୋଇ ଗଲେଣି । ଦେଶର ଏପରି ସ୍ଥିତିକୁ ଦେଖି ପାକିସ୍ତାନୀ ରାଜନେତାମାନେ ଏକ ପ୍ରକାର ହାତ ଟେକି ଦେଲେଣି । ସ୍ଥିତି ସଜାଡିବା ସେମାନଙ୍କ ହାତରେ ନାହିଁ ବୋଲି ବୁଝି ପାରିଲେଣି । ଏବେ ଦେଶକୁ…

କିଙ୍ଗଖାନ୍‌ଙ୍କୁ ବିବାହ ପ୍ରସ୍ତାବ ଦେଲେ ଉର୍ଫୀ ଜାଭେଦ ; କହିଲେ ମୋତେ ଦ୍ୱିତୀୟ ସ୍ତ୍ରୀ ରୂପେ ଗ୍ରହଣ କର

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଉର୍ଫୀ ଜାଭେଦ । ନିଜର ଲାଇଫ୍‌ ଷ୍ଟାଇଲ୍‌, ଲୁକ୍‌କୁ ନେଇ ସବୁବେଳେ ଚର୍ଚ୍ଚାକୁ ଟାଣି ହୋଇ ଆସୁଥିବା ଉର୍ଫି ଏବେ ଶାହାରୁଖ୍‌ଙ୍କୁ ପ୍ରପୋଜ କରି ଚର୍ଚ୍ଚାରେ । ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ୍‌’ ବକ୍ସ ଅଫିସରେ ଧମାକାଦାର ରେକର୍ଡ କରୁଛି । ଏହି ସମୟରେ…

ମୋଗଲ ଗାର୍ଡେନର ନାଁ ଏବେ ଅମୃତ ଉଦ୍ୟାନ

ନୂଆଦିଲ୍ଲୀ:ରାଷ୍ଟ୍ରପତି ଭବନରେ ଥିବା ମୋଗଲ ଗାର୍ଡେନ ଏବେ ଅମୃତ ଉଦ୍ୟାନ ନାଁରେ ପରିଚିତ ହେବ । ୧୫ ଏକରରୁ ଅଧିକ ଜମିରେ ତିଆରି ଏହି ଉଦ୍ୟାନ ବ୍ରିଟିଶ ଶାସନ କାଳରେ ତିଆରି ହୋଇଥିଲା। କୁହାଯାଏ, ମୋଗଲ ଗାର୍ଡେନ ହେଉଛି ରାଷ୍ଟ୍ରପତି ଭବନର ଆତ୍ମା। ଏହି ଗାର୍ଡେନଟି ସ୍ୱତନ୍ତ୍ର କିସମର ଗୋଲାପ ଓ…

କୋଟିପତି ଭିକାରୁଣୀ: ଭିକ ମାଗିବାକୁ ଯାଆନ୍ତି ଦାମି କାରରେ

ଆବୁଧାବି: ମସଜିଦ୍ ଆଗରେ ବସିଛନ୍ତି ଜଣେ ମହିଳା । ପିନ୍ଧିଛନ୍ତି ଫଟାଚିରା କପଡ଼ା । ପାଖରେ ଅଛି ଗୋଟିଏ ଛିଣ୍ଡା ବ୍ୟାଗ୍ । ମସଜିଦ୍‌କୁ ଆସୁଥିବା ଲୋକଙ୍କୁ ହାତ ପାତି ଭିକ ମାଗୁଛନ୍ତି । ଏହା ନିତିଦିନିଆ ଘଟଣା । ଭିକ ମାଗିବାରୁ ଯାହା ମିଳେ ତାକୁ ନେଇ ଘରକୁ ଯାଇଥାନ୍ତି । ଆପଣ ଏବେ ଭାବୁଥିବେ…

ଯବାନଙ୍କ ମହାନ କାମ: ରୋଗୀଙ୍କୁ କାନ୍ଧରେ ବୋହି ଡାକ୍ତରଖାନାରେ ପହଞ୍ଚାଇଲେ

ଶ୍ରୀନଗର: ଭାରତୀୟ ସେନା ଶତ୍ରୁଙ୍କ ପାଇଁ  ଯେତିକି କଠୋର ଅସହାୟଙ୍କ ପାଇଁ ସେତିକି କୋମଳ । ଭାରତୀୟ ସେନା ବୁଝିଛନ୍ତି, ତାଙ୍କର କର୍ତ୍ତବ୍ୟ ହେଉଛି ସୁରକ୍ଷା ଯୋଗାଇ ଦେବା । ଦେଶବାସୀଙ୍କୁ ତାଙ୍କର ଗୋଟିଏ ବାର୍ତ୍ତା.. ‘ଆମେ ଅଛୁ..ତୁମେ ନିଶ୍ଚିନ୍ତ ରୁହ’ । ସୀମାନ୍ତ ହେଉ ବା ଦେଶ ଭିତରେ…

ଅଜବ ଚାକିରୀ… କେବଳ ଖାଇବ, ଶୋଇବ ମାସକୁ ଦରମା ନେବ

ନୂଆଦିଲ୍ଲୀ : ଚାକିରୀକୁ ନେଇ ସମସ୍ତଙ୍କ ମନରେ ଅନେକ କଥା ଆସିଥାଏ ।  କିଛି ଲୋକ କହିଥାଆନ୍ତି ଏମିତି କିଛି ଚାକିରି ମିଳନ୍ତାନି ଯେଉଁଥିରେ ମାସକୁ ମାସ ଦରମା ଆସନ୍ତା ହେଲେ କିଛି କାମ କରିବାକୁ ପଡ଼ନ୍ତାନି । କେବଳ ଖାଇ ପିଇ ଶୋଇବା ପାଇଁ ଦରମା ମିଳନ୍ତା । ଠିକ୍ ଏମିତି କିଛି ଚାକିରି ବିଷୟରେ…

ପାକିସ୍ତାନକୁ ନୋଟିସ୍‌ ଦେଲା ଭାରତ

ନୂଆଦିଲ୍ଲୀ : ବହୁତ ଖରାପ ସମୟ ଦେଇ ଗତି କରୁଛି ଏବେ ପାକିସ୍ତାନ । ୧୯୬୦ ସିନ୍ଧୁ ଜଳ ଚୁକ୍ତି ଉଲ୍ଲଂଘନକୁ ନେଇ ଏବେ ପାକିସ୍ଥାନକୁ ନୋଟିସ ଜାରି କରିଛି ଭାରତ । ପାକିସ୍ତାନର ବହୁ କାର୍ଯ୍ୟ ସିନ୍ଧୁ ଜଳ ଚୁକ୍ତି ଉଲ୍ଲଂଘନ କରୁଥିବାରୁ ଏହି ନୋଟିସ ଜାରି କରାଯାଇଥିବା ଜଣାପଡ଼ିଛି । ୧୯୬୦ରେ…

୪୫ ବର୍ଷରେ କିଶୋରଙ୍କ ପରି ଚମକୁଛନ୍ତି; ଫିଟନେସ ପାଇଁ ଖର୍ଚ୍ଚ କରୁଛନ୍ତି ବାର୍ଷିକ ୧୬ କୋଟି

ନୂଆଦିଲ୍ଲୀ:  ଘାରିଛି ଫିଟ୍‌ନେସ୍‌ର ନିଶା  । ବୟସ୍କ ହେବାକୁ ଚାହୁନାହାଁନ୍ତି କିଛି ଲୋକ  । ସେଥିପାଇଁ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା  ।  ସାଧାରଣତଃ ବୟସ ହୋଇଗଲେ ଆମ ଶରୀର ଅସୁସ୍ଥ ହେବା ସହ ଚର୍ମ ଲୋଚାକୋଚା ହୋଇଯାଏ  । କିନ୍ତୁ ଏହି ବାସ୍ତବତାକୁ ମାନିବାକୁ କିଛି ଲୋକ…

ଅପରାଧୀଙ୍କୁ ପୂଜା: ମନସ୍କାମନା ପୂରଣ ପାଇଁ ଚଢାଯାଏ ମଦ

ନୂଆଦିଲ୍ଲୀ : ଭଗବାନଙ୍କୁ ଆମ୍ଭେମାନେ ପୂଜାର୍ଚ୍ଚନା କରିଥାନ୍ତି । ଏମିତି କି ନିଜର ମନସ୍କାମନା ପୂରଣ ପାଇଁ ଭୋଗ,ଦୀପ,ନୈବଦ୍ୟ ଅର୍ପଣ କରିଥାନ୍ତି । ହେଲେ ଏମିତି ଏକ ସ୍ଥାନ ରହିଛି ଯେଉଁଠି ଲୋକେ ଅପରାଧୀଙ୍କୁ ଭଗବାନଙ୍କ ପରି ପୂଜାର୍ଚ୍ଚନା କରିଥାନ୍ତି ଓ ମନସ୍କାମନା ପୂରଣ ପରେ ମଦ…