Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିବିସି ଡକ୍ୟୁମେଣ୍ଟାରୀ ବିବାଦ: ଜେଏନୟୁ କ୍ୟାମ୍ପସରେ ସ୍କ୍ରିନିଂକୁ ନେଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ

ନୂଆଦିଲ୍ଲୀ: ଦିଲ୍ଲୀ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରେ ହଙ୍ଗାମା। ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ହଙ୍ଗାମା ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବିବିସି ଦ୍ୱାରା ପ୍ରସ୍ତୁତ ହୋଇଥିବା ବିବାଦୀୟ ଡକ୍ୟୁମେଣ୍ଟାରୀ ରାତି ୯ଟାରେ ସ୍କ୍ରିନିଂ ହେବାର ଥିଲା। କିନ୍ତୁ…

ଗର୍ଭାଶୟ କର୍କଟ ପାଇଁ ଏସଆଇଆଇର ସ୍ୱଦେଶୀ ଟିକା, ଶୁଭାରମ୍ଭ କଲେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ମହିଳାମାନଙ୍କୁ ଅଧିକ ପ୍ରଭାବିତ କରୁଥିବା ଦ୍ୱିତୀୟ ମାରାତ୍ମକ ରୋଗ ହେଉଛି ଗର୍ଭାଶୟ କର୍କଟ। ଗର୍ଭାଶୟ କର୍କଟ ଭାରତର ମହିଳାମାନଙ୍କ ମଧ୍ୟରେ ଦ୍ରୁତ ଗତିରେ ବଢୁିଥିବା ବିପଦଜନକ ରୋଗରେ ପରିଣତ ହୋଇଛି। ଯାହାକୁ ରୋକିବା ପାଇଁ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ସ୍କୁଲ ଗୁଡିକରେ ଟିକାକରଣ…

ଭାରତର ‘BharOS’ ଆଣ୍ଡ୍ରଏଡ୍ ଏବଂ ଆଇଓଏସଠୁ କେତେ ଅଲଗା?

ନୂଆଦିଲ୍ଲୀ: ଯେତେବେଳେ ଆମେ ମୋବାଇଲ୍ ଅପରେଟିଂ ସିଷ୍ଟମ୍ ବିଷୟରେ କଥା ହେଉ ଭାରତୀୟମାନେ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ବାବଦରେ ଆଲୋଚନା କରନ୍ତି। ଆମେରିକାନ କମ୍ପାନୀ ଗୁଗୁଲ୍ ଏବଂ ଆପଲ୍ ଦ୍ୱାରା ନିର୍ମିତ ଏହି ଉଭୟ ଅପରେଟିଂ ସଫ୍ଟୱେର୍ ହେଉଛି ବିଶ୍ୱ ବଜାରରେ ଏବେ ବି ଅଗ୍ରଣୀ ରହିଛି। ଏବେ ଭାରତ…

ସାପ ଚାଷର ଗାଁ ଜିସିକ୍ୟୁ

ବିଭିନ୍ନ ପ୍ରକାର ଫସଲ,ଫଳ ଓ ପନିପରିବା ଚାଷ ବିଷୟରେ ଆପଣ ନିଶ୍ଚୟ ଜାଣିଥିବେ । କିନ୍ତୁ ସାପ ଚାଷ ବି କରାଯାଇପାରେ, ଏହି ବିଷୟରେ ହୁଏତ କ୍ୱଚିତ୍ ଶୁଣିଥିବେ । ଶୁଣିବାକୁ ଅଦ୍ଭୁତ ମନେ ହେଉଥାଇପାରେ,କିନ୍ତୁ ଏହା ସତ୍ୟ । ଚୀନ୍‌ର ଏକ ଛୋଟ ଗାଁରେ ଏଭଳି ବିଷାକ୍ତ ସାପ ଚାଷ କରାଯାଇଥାଏ ।…

ରେକର୍ଡ ସୃଷ୍ଟି କଲା ବିଶ୍ବର ସବୁଠାରୁ ବଡ଼ ପିଜ୍ଜା

ନୂଆଦିଲ୍ଲୀ : ସାଧାରଣତଃ ସମସ୍ତଙ୍କର ଖାଇବା ପସନ୍ଦ ଭିନ୍ନ ଭିନ୍ନ ଥାଏ । କାହାକୁ  ପିଜା, ବରଗର ବା ସାଣ୍ଡଓ୍ବିଚ୍‌ ଖାଇବାକୁ ପସନ୍ଦ ଥାଏ ତ ଆଉ କାହାକୁ ଚିକେନ୍‌ ମଟନ୍‌ ବା ବିରିୟାନୀ ପସନ୍ଦ ଥାଏ । ତେବେ ଆମେ ଆପଣଙ୍କୁ ଏମିତି ଏକ ପିଜା ବିଷୟରେ କହିବୁ ଏମିତି ପିଜା ହୁଏତ ଦୁନିଆାର ପ୍ରଥମ ଆଉ…

ଶ୍ରଦ୍ଧାଙ୍କ ଶବକୁ କାଟିବା ପାଇଁ ୫ଟି ହତିଆର ବ୍ୟବହାର କରିଥିଲା ଅଫତାବ: ଚାର୍ଜସିଟ ରିପୋର୍ଟରେ ଦିଲ୍ଲୀ ପୋଲିସର…

ନୂଆଦିଲ୍ଲୀ: ଶ୍ରଦ୍ଧା ବାଲାକର ହତ୍ୟାକାଣ୍ଡକୁ ଘଟଣାର ଚାର୍ଜସିଟ ମଙ୍ଗଳବାର ଦାଖଲ କରିଛି ଦିଲ୍ଲୀ ପୋଲିସ । ୬୬୨୯  ପୃଷ୍ଠା ବିଶିଷ୍ଟ ଏହି ଚାର୍ଜସିଟରେ  ପୋଲିସ ଏହି ହତ୍ୟାକାଣ୍ଡ ସମ୍ପର୍କିତ ସମସ୍ତ ତଥ୍ୟ ରଖିଛି । ମାମଲାର ମୁଖ୍ୟ ଆସାମୀ ଆଫତାବ ପୁନାବାଲାକୁ ମଧ୍ୟ ପୋଲିସ ଭିଡିଓ…

ଏଥର ସ୍ୱଦେଶୀ ବନ୍ଧୁକରେ ଦିଆଯିବ ସଲାମୀ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଏଥର ବ୍ରିଟିଶ ବେଳର ବନ୍ଧୁକ ବଦଳରେ ସମ୍ପୂର୍ଣ୍ଣ ସ୍ୱଦେଶୀ ଗନରେ ସଲାମୀ ଦିଆଯିବ । ପୂର୍ବରୁ ଗଣତନ୍ତ୍ର ଦିବସ ସମାରୋହରେ ରାଷ୍ଟ୍ରପତିଙ୍କୁ ବ୍ରିଟିଶ ୨୧ ପାଉଣ୍ଡର ଗନରେ ସଲାମୀ ଦିଆ ଯାଉଥିଲା । ଏବେ କର୍ତବ୍ୟପଥରେ ସ୍ୱଦେଶୀ ୧୦୫ ଏମଏମ ଫିଲ୍ଡ ଗନରୁ ୨୧ ତୋପର…

ମୋତେ ଜେଲ ପଠାଇବା ପାଇଁ ଉଦ୍ୟମ କରିଥିଲେ ଉଦ୍ଧବ ସରକାର

ମୁମ୍ବାଇ: ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଆଜି ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଉଦ୍ଧବ ଠାକରେଙ୍କ ସରକାର ମୋତେ ଜେଲ ପଠାଇବା ପାଇଁ ସମସ୍ତ ପ୍ରକାରର ଚେଷ୍ଟା କରିଥିଲେ । ମୋତେ ମିଛ କେସରେ ଫସାଇବା ପାଇଁ ପୂର୍ବତନ ପୋଲିସ କମିଶନର ସଞ୍ଜୟ ପାଣ୍ଡେଙ୍କୁ…

ଦିଗବିଜୟଙ୍କୁ ଶିବରାଜ ଜବାବ: କଂଗ୍ରେସର ଡିଏନଏରେ ପାକିସ୍ତାନ ପ୍ରୀତି ରହିଛି

ନୂଆଦିଲ୍ଲୀ: କଂଗ୍ରେସ ନେତା ଦିଗବିଜୟ ସିଂ ସର୍ଜିକାଲ ଷ୍ଟ୍ରାଇକ ଉପରେ ପ୍ରଶ୍ନ ଉଠାଇବା ପରେ ଏହାକୁ ନେଇ ବିବାଦ ଘନଉଛି । ଦିଗବିଜୟ ସିଂ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗି ସରକାର ମିଛ କହୁଛନ୍ତି ବୋଲି ଅଭିଯୋଗ କରିଥିବାବେଳେ ବିଜେପି ଏହାର ଜବାବ ରଖିଛି। ମଧ୍ୟପ୍ରେଦଶ ମୁଖ୍ୟମନ୍ତ୍ରୀ…

ପାକିସ୍ତାନୀ ଯୁବତୀଙ୍କୁ ବିବାହ କରିବା ପଡ଼ିଲା ମହଙ୍ଗା

ବେଙ୍ଗାଲୁରୁ : ଅନଲାଇନ ପ୍ରେମ ପଡ଼ିଲା ମହଙ୍ଗା,ହାଜତ ଗଲେ ଜୁବତୀ । କଥାରେ ଅଛି ପ୍ରେମ ମାନେ ନାହିଁ ଜାତି ଧର୍ମ ଓ କୗଣସି ବନ୍ଧବାଡ଼ ।  ହେଲେ ଆାଜି ଆମେ ଆପଣଙ୍କୁ ଏମିତି ଏକ ପ୍ରେମ ବିଷୟରେ କହିବୁ ଆାପଣ ଶୁଣିଲେ ଆାଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିବା ଏକ ଅଜବ ପ୍ରେମ ବିଷୟରେ ।…