Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଧାନସଭାରେ ମୁଖ୍ୟମନ୍ତ୍ରୀ ପଢିଲେ ଗତବର୍ଷର ବଜେଟ; ତାତିଲେ ବିରୋଧୀ

ଜୟପୁର:ରାଜସ୍ଥାନ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି ବଜେଟ ଉପସ୍ଥାପନ କରୁଥିଲେ । ବିଜେଟ ଉପସ୍ଥାପନ ସମୟରେ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଛନ୍ତି ।  ଏଥିଯୋଗୁ ଗୃହକୁ ଅଧଘଣ୍ଟାଏ ପାଇଁ ମୁଲତବୀ ରଖାଯାଇଥିଲା । ବିପକ୍ଷ ଅଭିଯୋଗ ଥିଲା ଯେ, ମୁଖ୍ୟମନ୍ତ୍ରୀ ପୁରୁଣା ବଜେଟ…

ମଲାୟାଲମ୍ ଚଳଚ୍ଚିତ୍ରର ପ୍ରଥମ ଦଳିତ ଅଭିନେତ୍ରୀ ପି.କେ ରୋଜିଙ୍କୁ ସମ୍ମାନିତ କରିଛି ଗୁଗୁଲ୍

ସମୟ ସମୟରେ ଗୁଗୁଲ ନିଜର ଡୁଡଲ୍ ଅପଡେଟ୍ କରିଥାଏ । ଗୁଗୁଲ ଆଜି ଦେଶର ପ୍ରଥମ ଦଳିତ ଅଭିନେତ୍ରୀଙ୍କୁ ଡୁଡୁଲରେ ସ୍ଥାନ ଦେଇ ସମ୍ମାନ ଜଣାଇଛି । ଆଜି ହେଉଛି ଅଭିନେତ୍ରୀଙ୍କ ଜନ୍ମଦିନ । ଜଣେ ମହିଳାଙ୍କୁ ଏପରି ସମ୍ମାନ ଦେଇ ଡୁଡଲ୍ ସୃଷ୍ଟି କରିଛି ଏକ ନିଆରା ଉଦାହରଣ । ଅଭିନେତ୍ରୀ ଜଣକ…

ଭୂକମ୍ପରେ ମୃତ୍ୟୁ ସଂଖ୍ୟା ଟପିଲା ୧୯ ହଜାର, ଉଦ୍ଧାର କାର୍ଯ୍ୟରେ ବାଧକ ସାଜିଛି କୋହଲା ପାଗ

ନୂଆଦିଲ୍ଲୀ: ତୁର୍କୀ ଏବଂ ସରିଆରେ ମାନବୀୟ ସଙ୍କଟ। ଭୂକମ୍ପରେ ମୃତ୍ୟୁ ସଂଖ୍ୟା ଟପିଲା ୧୯ ହଜାର। ଭାରତୀୟ ସମୟ ରାତି ୯ଟା ସୁଦ୍ଧା ଏହା ହେଉଛି ତୁର୍କୀ ଏବଂ ସିରିଆରେ ପ୍ରାଣ ହରାଇଥିବା ମୃତକଙ୍କ ସଂଖ୍ୟା। ଫେବୃଆରୀ ୬ରେ ତୁର୍କୀ ଏବଂ ସିରିଆର ପଶ୍ଚିମ ଏସୀୟ ଦେଶରେ ଘଟିଥିବା ଏହି ଭୂକମ୍ପରେ…

କିମ୍ ଜୋଙ୍ଗ ଉନଙ୍କ ପରେ ଜୁ ହେବେ କି ଉତ୍ତର କୋରିଆ ରାଷ୍ଟ୍ରପତି ?

ନୂଆଦିଲ୍ଲୀ: ଉତ୍ତର କୋରିଆର ନିର୍ଦ୍ଦୟୀ ଶାସକ କିମ୍ ଜୋଙ୍ଗ ଉନ୍ ତାଙ୍କ ନିଷ୍ପତ୍ତି ଓ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରୁହନ୍ତି । କିନ୍ତୁ ସେ ସବୁବେଳେ ନିଜ ପାରିବାରିକ ଜୀବନକୁ ଗଣମାଧ୍ୟମ ଠାରୁ ଦୂରେଇ ରଖିଥାନ୍ତି । ଏବେ ତାଙ୍କ ଝିଅଙ୍କ ଫଟୋ ସାମ୍ନାକୁ ଆସିଛି । ମଙ୍ଗଳବାର ମିଲିଟ୍ରି ପରେଡରେ…

ଅଜିତ ଡୋଭାଲଙ୍କ ସହ ୭ ଦେଶର NSAଙ୍କୁ କାହିଁକି ଭେଟିଲେ ପୁଟିନ୍ ?

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ୍ ଯୁଦ୍ଧ ଚାଲିଥିବା ବେଳେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ଦୁଇ ଦିନିଆ ଋଷ ଗସ୍ତରେ ଯାଇଛନ୍ତି । ବୁଧବାର ମସ୍କୋରେ ପହଞ୍ଚିଥିବା ବେଳେ ଗୁରୁବାର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିଛନ୍ତି । ଉଭୟ ଦେଶ ମଧ୍ୟରେ ସୁରକ୍ଷା ପ୍ରସଙ୍ଗକୁ…

ଭାରତ, ଇରାନ, ଚୀନ ଦୂତାବସ ଉପରେ ଆକ୍ରମଣ କରିବା ନେଇ ଧମକ ଦେଲା ଆଇଏସ

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ (ଖୋରାସନ) ଆଫଗାନିସ୍ତାନରେ ଥିବା ଭାରତ, ଇରାନ ଓ ଚୀନ ଦୂତାବସ ଉପରେ ଆକ୍ରମଣ କରିବା ନେଇ ଧମକ ଦେଇଛି । ଏହି ଆତଙ୍କବାଦୀ ସଂଗଠନ ତାଲିବାନ ଏବଂ ମିଳିତ ଜାତିସଂଘର ସଦସ୍ୟ ଦେଶ ମଧ୍ୟରେ ସର୍ମ୍ପକକୁ ଦୁର୍ବଳ କରିବା ପାଇଁ ସେମାନେ ଏହି ଷଡଯନ୍ତ୍ର…

ସଂସଦରେ ଅଶ୍ଲୀଳ ଭିଡିଓ ଦେଖୁଥିବା ବେଳେ ଧରା ପଡ଼ିଲେ ସାଂସଦ, ଦେଲେ ଇସ୍ତଫା

ନୂଆଦିଲ୍ଲୀ: ସଂସଦରେ ବିତର୍କ ଚାଲିଥିଲା କିନ୍ତୁ ସାଂସଦ ମହାଶୟ ଅଶ୍ଲୀଳ ଭିଡିଓ ଦେଖିବାରେ ବ୍ୟସ୍ତ ଥିଲେ । ଆଉ ଯାହା କ୍ୟାମେରାରେ କଏଦ ପରେ ସାଂସଦଙ୍କୁ ଇସ୍ତଫା ଦେବାକୁ ପଡ଼ିଛି । ଇସ୍ତଫା ଦେବା ସହ ସାଂସଦ ଜଣଙ୍କୁ ଅନ୍ୟ ସାଥୀ ସାଂସଦଙ୍କ ଠାରୁ କଡ଼ା ସମାଲୋଚନା ଶୁଣିଛନ୍ତି । ଏ ଘଟଣା…

ଖସିଲେ ଆଦାନୀ, ୧୦ ଧନୀ ତାଲିକାକୁ ଏଣ୍ଟ୍ରି ମାରିଲେ ଅମ୍ବାନୀ

ନୂଆଦିଲ୍ଲୀ:ଖସିଲେ ଅଦାନୀ, ଉଠିଲେ ଅମ୍ବାନୀ । ଧନୀ ତାଲିକାରେ ଗୌତମ ଆଦାନୀ ଯେତିକି ଯେତିକି ଖସିବାରେ ଲାଗିଛନ୍ତି, ମୁକେଶ ଅମ୍ବାନୀ ସେତିକି ଉଠିବାରେ ଲାଗିଛନ୍ତି । ପୁଣି ଥରେ ବିଶ୍ୱ ଧନୀ ତାଲିକାର ୧୦ ଧନୀଙ୍କ ତାଲିକାକୁ ଏଣ୍ଟ୍ରି ମାରିଛନ୍ତି ଭାରତୀୟ ବ୍ୟବସାୟୀ ମୁକେଶ ଅମ୍ବାନୀ।…

ସାରା ଦେଶ ଦେଖୁଛି, ଏକୁଟିଆ ଜଣେ କେତେ ଲୋକଙ୍କ ପାଇଁ ଭାରି ପଡୁଛି-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରାଜ୍ୟସଭାରେ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ବିରୋଧୀଙ୍କୁ ଟାର୍ଗେଟ କରି  ମୋଦି କହିଛନ୍ତି, ଆଜି ସାରା ଦେଶ ଦେଖୁଛି, ଜଣେ ଏକୁଟିଆ କେତେ ଲୋକଙ୍କ ଉପରେ…