Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏମିତି ଏକ ଗାଁ: ଯେଉଁଠି ୭୦ କୁକୁର କୋଟିପତି

ଗୁଜରାଟ: ଆଜିର ସମୟରେ ସମସ୍ତଙ୍କ ପାଇଁ ଟଙ୍କା ହିଁ ସବୁକିଛି । ସେଥିପାଇଁ ଲୋକମାନେ ଅଧିକ ପ୍ୟାକେଜ୍ ସନ୍ଧାନରେ ଚାକିରି ବଦଳାଇଥାନ୍ତି । ଆଉ କିଛି ଲୋକ ପଇସା ରୋଜଗାର କରିବା ପାଇଁ ବ୍ୟବସାୟ ବି କରନ୍ତି । ଯଦି ଭାଗ୍ୟ ସାଥ୍ ଦେଲା ତାହାହେଲେ ଆପଣ ଅତି ସହଜରେ କୋଟିପତି ବା ଧନୀ ସାବ୍ୟସ୍ତ…

ରାହୁଲଙ୍କ ପାଇଁ ବିରୋଧୀ ଏକ, ବିଜେପିକୁ ମହଙ୍ଗା ପଡିବନି ତ ?

ଭୁବନେଶ୍ୱର: ରାହୁଲଙ୍କ ସଦସ୍ୟ ପଦ ରଦ୍ଦକୁ ନେଇ ଜାତୀୟ ରାଜନୀତି ଚଳଚଞ୍ଚଳ। ରାହୁଲଙ୍କ ବିରୋଧରେ ଏହି ନିଷ୍ପତ୍ତି ବିରୋଧୀ ଏକତାକୁ ତୀବ୍ର କରିଥିବା ଦେଖାଯାଉଛି। ଦେଶର ପ୍ରମୁଖ ବିରୋଧୀ କଂଗ୍ରେସ ହେଲେ ମଧ୍ୟ ଦେଶର ଅନ୍ୟ ବିରୋଧୀ କଂଗ୍ରେସ ସହ ମିଶି କାର୍ଯ୍ୟ କରିବାକୁ ପସନ୍ଦ କରୁ ନାହାଁନ୍ତି।…

ପୁଣି କାୟା ବିସ୍ତାର କଲାଣି କରୋନା; ୧୪୬ ଦିନ ପରେ ଆଜି ସର୍ବାଧିକ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ସରଗରମ ଥିବା ରାଜନୈତିକ ମାହୋଲ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଏପଟେ ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି କୋଭିଡ୍-୧୯। ଶନିବାର ଦେଶରେ ୧୫୦୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହା ୧୪୬ ଦିନ ଭିତରେ ସର୍ବାଧିକ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…

କର୍ଣ୍ଣାଟକ ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି ଓ କଂଗ୍ରେସ ଏବେ ଜୋରସୋରରେ ଲାଗିପଡିଛନ୍ତି । ତେବେ କଂଗ୍ରେସ ଆଜି ପାଦେ ଆଗେଇ ୧୨୪ଟି ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକା ମୁତାବକ କଂଗ୍ରେସ ପିସିସି ସଭାପତି ଡିକେ ଶିବକୁମାର…

ମାଲିକର ଭୁଲ ପାଇଁ ବନ୍ଧା ପଡିଲା ମଇଁଷି, ଜଳକର ନ ଦେବାରୁ ନେଇଗଲା ପ୍ରଶାସନ

ଗ୍ୱାଲିଅର: ମାଲିକ ଦେଲା ନାହିଁ ଟିକସ ଆଉ ଦଣ୍ଡ ପାଇଲା ନିରୀହ ପଶୁ । ମାଲିକ ଉପରେ ବକେୟା ଥିବା ଜଳକର ଆଦାୟ କରିବାକୁ ନୟାନ୍ତ ହେବା ପରେ ପ୍ରଶାସନ ଏବେ ନିରୀହ ମଇଁଷିକୁ ଉଠାଇ ଆଣିଛି । ମଧ୍ୟପ୍ରଦେଶର ଗ୍ୱାଲିଅର ମହାନଗର ନିଗମରେ ଏଭଳି ଏକ ଘଟଣା ଘଟିଛି । ମିଳିଥିବା ସୂଚନା ପ୍ରକାରେ…

୧୭ଟି ଜେଲ ଉପରେ ରାତିଅଧିଆ ହେଲା ଚଢ଼ାଉ, ଶତାଧିକ ମୋବାଇଲ ଫୋନ ଜବତ

ଅହମ୍ମଦାବାଦ: ଗତକାଲି ବିଳମ୍ବିତ ରାତିରେ ଗୁଜୁରାଟର ୧୭ଟି ଜେଲ ଉପରେ ଅତର୍କିତ ଚଢ଼ାଉ କରାଯାଇଛି । ଗୁଜୁରାଟର ସାବରମତୀ ସହ ୧୭ଟି ଜେଲରେ ପୁଲିସ ଅତର୍କିତ ଚଢ଼ାଉ କରିଥିବାବେଳେ ଶତାଧିକ ମୋବାଇଲ ଜବତ କରାଯାଇଛି । ରାଜ୍ୟ ଗୃହ ମନ୍ତ୍ରୀ ହର୍ଷ ସଙ୍ଘଭିଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ଏହି ଚଢ଼ାଉ…

ପ୍ରେମିକାକୁ ବିବାହ କରିବାକୁ ଯାଇଥିଲା ୫ଟି ସନ୍ତାନର ବାପା, ପ୍ରଥମ ପତ୍ନୀ ପହଞ୍ଚି କଲେ ହଙ୍ଗାମା

ଜମୁଇ: ପ୍ରେମିକାଙ୍କୁ ବିବାହ ପାଇଁ କରିସାରିଥିଲେ ସବୁ ପ୍ରସ୍ତୁତି, ହେଲେ ଠିକ ସମୟରେ ପହଂଚିଗଲେ ପ୍ରଥମ ପତ୍ନୀ । ଆଉ ପ୍ରଥମ ପତ୍ନୀ ଶୁକ୍ରବାର ବିହାରର ଜମୁଇର ପରିବାର ଅଦାଲତରେ ହଙ୍ଗାମା କରିଥିବାବେଳେ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବାସ୍ତବରେ ଜଣେ ଯୁବତୀଙ୍କୁ ବିବାହ କରିବାକୁ…

‘ଓଡ଼ିଶା ପର୍ବ’ରେ ମୁଢି ମାଂସ ସହିତ ଛେନାପୋଡର ମଜା ନେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ‘ଓଡ଼ିଆ ସମାଜ’ ପକ୍ଷରୁ ଆୟୋଜିତ ହୋଇଯାଇଛି ‘ଓଡ଼ିଶା ପର୍ବ – ୨୦୨୩’। ଉଦଘାଟନ ସମାରୋହରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶାର କଳା ସଂସ୍କୃତି ସହ ଓଡିଆ ଖାଦ୍ୟ ପ୍ରଦର୍ଶିତ ହେବା ଖୁସିର ବିଷୟ। ଏହି…

ବଜାରକୁ ଆସିବ ବିଶ୍ୱର ପ୍ରଥମ ବିୟର ପାଉଡର : ଦୁଇ ମିନିଟରେ ପ୍ରସ୍ତୁତ ହୋଇଯିବ ବିୟର

ବର୍ଲିନ : ବିୟର ପାନୀୟକୁ ଭଲ ପାଉଥିବା ଗ୍ରାହକମାନଙ୍କ ପାଇଁ ଭଲ ଖବର । କାରଣ ଏବେ ବଜାରରେ ଉପଲବ୍ଧ ହେବାକୁ ଯାଉଛି ବିୟର ପାଉଡ଼ର । ଅର୍ଥାତ୍ ବିୟର ପାର୍ଲରକୁ ନ ଯାଇ ଘରେ ବସି ଯେ କେହି ବିୟର ପାନୀୟ ପ୍ରସ୍ତୁତ କରିପାରିବେ । ଏହାର ଟେଷ୍ଟ ଅବିକଳ ଫ୍ୟାକ୍ଟ୍ରିରେ ତିଆରି ହେଉଥିବା ବିୟର ଭଳି ।…

ବରଫରେ ଆଚ୍ଛାଦିତ ହେଲା କାର

ନ୍ୟୁୟର୍କ: ଜଳ ବିହୁନେ ସୃଷ୍ଟିନାଶ, ଜଳ ବହୁଳେ ସୃଷ୍ଟିନାଶ । ପୃଥିବୀର ବିଭିନ୍ନ ପ୍ରାନ୍ତରେ ଜଳବାୟୁ ଆଧାରରେ କେଉଁଠି ପ୍ରବଳ ଖରା ତ ଆଉ କେଉଁଠି ଦିନର ତାପମାତ୍ରା -୩୦ ଡ଼ିଗ୍ରୀ ତଳକୁ ଖସୁଛି । ନ୍ୟୁୟର୍କରେ ତାପମାତ୍ରା ଏତେ ତଳକୁ ଖସିଛି ଯେ, ନିର୍ଦ୍ଧିଷ୍ଟ ବ୍ୟବଧାନରେ ଏଠି ବରଫ ଝଡ଼…