Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଡ଼େଲିଭରି ବୟଙ୍କ ବ୍ୟାଗରୁ ମିଳିଲା ୮୦୦ ବର୍ଷ ପୁରୁଣା ମୃତଦେହ

ଫୁଡ଼ ଡ଼େଲିଭରି ବୟର କ୍ୟାରି ବ୍ୟାଗରୁ ଧରାପଡ଼ିଲା ୮୦୦ ବର୍ଷ ପୁରୁଣା ମୃତଦେହ ବା ମମି । ସନ୍ଦେହବଶତଃ ପୋଲିସ ଡ଼େଲିଭରି ବୟକୁ ପଚରାଉଚରା କରିବା ବେଳେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । କିଛି ଦିନ ତଳେ ପେରୁ…

ଆପେ ଆପେ ଷ୍ଟାର୍ଟ ହୋଇ ଗଡ଼ିଲା ଟ୍ରାକ୍ଟର, ଶୋ’ ରୁମ୍ ଭିତରକୁ ମାଡ଼ିଗଲା

ପାର୍କିଂରେ ଛିଡ଼ା ହୋଇଥିବା ଟ୍ରାକ୍ଟରକୁ ନେଇ ଘଟିଲା ଅଜବ ଘଟଣା । ହଠାତ୍ ଷ୍ଟାର୍ଟ ହେଲା ଓ ଗଡ଼ିବା ଆରମ୍ଭ କଲା ଟ୍ରାକ୍ଟରଟି । କିଏ କିଛି ବୁଝିବା ଆଗରୁ ଜୋତା ଶୋରୁମ ଭିତରକୁ ମାଡ଼ିଗଲା । ଜୋତା ଶୋରୁମ୍‌ର କ୍ଷତି ହୋଇଥିଲେ ମଧ୍ୟ କେହି ମୃତାହତ ହୋଇନାହାନ୍ତି । ନିହାତି ସାଧାରଣ ଘଟଣା ହେଲେ ବି…

ନୋବେଲ ଶାନ୍ତି ପୁରସ୍କାର ବିଜେତା ଆଲେସଙ୍କୁ ୧୦ ବର୍ଷ ଜେଲ ଦଣ୍ଡ

ମସ୍କୋ: ପୂର୍ବତନ ନୋବେଲ ଶାନ୍ତି ପୁରସ୍କାର ବିଜେତା ତଥା ମାନବାଧିକାର କର୍ମୀ ଆଲେସ ବିୟାଲିଆତସ୍କିଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶରେ ଦଣ୍ଡିତ କରାଯାଇଛି । ବେଲାରୁଷର ଏକ କୋର୍ଟ ତାଙ୍କୁ ଏହି ଦଣ୍ଡ ପ୍ରଦାନ କରିଛନ୍ତି । ବିକ୍ଷୋଭ ପାଇଁ ବେନିୟମ ଭାବେ ପାଣ୍ଠି ଯୋଗାଣ ସମେତ ଅନ୍ୟ କେତେକ…

୨୭ ବର୍ଷ ହେଲା ଧାରଣାରେ ବସିଛନ୍ତି ଶିକ୍ଷକ : ପୂରଣ ହେଉନି ଦାବି

ନିଜର ଅଧିକାର ପ୍ରସଙ୍ଗରେ ଦାବି ଉପସ୍ଥାପନା ପାଇଁ ତଥା ସରକାରଙ୍କ ଦୃଷ୍ଟି ଆକର୍ଷଣ ଲାଗି ସଂଗଠନ କିମ୍ବା ବ୍ୟକ୍ତିବିଶେଷ ଧାରଣାରେ ବସିବା ସ୍ୱାଭାବିକ । ଏମିତି ଘଟଣା ନିୟମିତ ଭାବେ ଆମ ସାମ୍ନାକୁ ଆସେ । କିନ୍ତୁ ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ନିଜର ଦାବି ପୂରଣ ପାଇଁ ୨୭ ବର୍ଷ ହେଲାଣି…

ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି-ବାର ଆସୋସିଏସନ ସଭାପତି ମୁହାଁମୁହିଁ

ନୂଆଦିଲ୍ଲୀ:ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି (ସଜେଆଇ) ଏବଂ ବାର ଆସୋସିଏସନ (ଏସସିବିଏ)  ମୁହାଁମୁହିଁ ହୋଇଛନ୍ତି । ସୁପ୍ରିମକୋର୍ଟ ପରିସରରେ ଲୟାର୍ସ ଚାମ୍ବର ପାଇଁ ଜମି ଆଲଟମେଣ୍ଟକୁ ନେଇ ବାର ଆସୋସିଏସନ ସଭାପତି ବିକାଶ ସିଂ ଏବଂ ପ୍ରଧାନ ବିଚାରପତି ଡି.ୱାଇ.ଚନ୍ଦ୍ରଚୁଡଙ୍କ ମଧ୍ୟରେ…

ବଜାରକୁ ଆସିଲା ‘ଶାକା ଲାକା ବୁମ୍ ବୁମ୍‌’ ପେନ୍‌

୨୦୦୦ ମସିହାରେ ପ୍ରସାରିତ ହୋଇଥିଲା ଧାରାବାହିକ ‘ଶାକା ଲାକା ବୁମ୍ ବୁମ୍‌’, ଯାହା ସେ ସମୟରେ ଖୁବ୍ ଲୋକପ୍ରିୟ ହୋଇପାରିଥିଲା । ଏଥିରେ ସଞ୍ଜୁ ନାମକ ଜଣେ ବାଳକ ଏକ ପେନ୍‌ସିଲ ବ୍ୟବହାର କରୁଥିଲା, ଯେଉଁଥିରେ ସେ ଆଙ୍କୁଥିବା ଚରିତ୍ରଗୁଡ଼ିକ ବାସ୍ତବ ରୂପ ନେଉଥିଲେ । ସେତେବେଳେ ଏହି ପେନ୍‌ସିଲର…

ଓସ୍କାର ଉତ୍ସବରେ ଦୀପିକା ହେବେ ଉଦ୍‌ଘୋଷିକା

ମୁମ୍ବାଇ: ମର୍ଯ୍ୟାଦାଜନକ ଫିଲ୍ମ ଆୱାର୍ଡ଼ ‘ଓସ୍କାର ୨୦୨୩’ରେ ଉଦ୍‌ଘୋଷିକା ଭାବେ ନଜରକୁ ଆସିବେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ । ଏହାକୁ ନେଇ ଫିଲ୍ମ ଇଣ୍ଡଷ୍ଟ୍ରିଜ୍‌ରେ ଢେର ଚର୍ଚ୍ଚା ହେଉଛି । କାରଣ ଇଏ ଏମିିତି ଏକ ମଞ୍ଚ ଯେଉଁଠି ଉଦ୍‌ଘୋଷିକା ଭାବେ ଯୋଗ ଦେବା ପାଇଁ କ୍ୱଚିତ୍ ଅଭିନେତା…

କର୍ଣ୍ଣାଟକରେ ୩୦୦ ଏକର ବ୍ୟାପ୍ତ ଫ୍ୟାକ୍ଟ୍ରିରେ ତିଆରି ହେବ ଆଇଫୋନ, ଏକ ଲକ୍ଷ ଲୋକଙ୍କୁ ମିିଳିବ ନିଯୁକ୍ତି

ବେଙ୍ଗାଲୁରୁ: ଧୀରେ ଧୀରେ ଚୀନରୁ ବ୍ୟବସାୟ ହ୍ରାସ କରି ଭାରତ ଆଡ଼କୁ ମୁହାଁଉଛି ଆମେରିକା ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ଆପଲ। ଆଇଫୋନ୍ ନିର୍ମାତା କମ୍ପାନୀ ଫକ୍ସକନ ଭାରତରେ ଅଧିକ ନିବେଶ କରିବାକୁ ଘୋଷଣା କରିଛି। କମ୍ପାନୀ କର୍ଣ୍ଣାଟକର ୩୦୦ ଏକର ଜମିରେ ଏକ ନୂଆ ଫ୍ୟାକ୍ଟ୍ରୀ ନିର୍ମାଣ…

ଭାଉଜ ସହ ଅବୈଧ ସମ୍ପର୍କ ଅଭିଯୋଗ: ଅଗ୍ନି ପରୀକ୍ଷା ଦେଲେ ଦିଅର

ନିଜର ସତୀତ୍ୱକୁ ପ୍ରମାଣ ଦେବାକୁ ଯାଇ ମାତା ସୀତା ଅଗ୍ନିପରୀକ୍ଷା ଦେଇଥିଲେ, ଯାହା ଆଜି ବି ସ୍ମରଣୀୟ । କିନ୍ତୁ ଆଜିର ଯୁଗରେ ଏପରି ଘଟଣା ଘଟିବା ନିହାତି ଆଶ୍ଚର୍ଯ୍ୟଜନକ । ଏଥର କୌଣସି ମହିଳା ନୁହଁନ୍ତି, ବରଂ ଜଣେ ଯୁବକଙ୍କୁ ତାଙ୍କ ଚରିିତ୍ରର ପ୍ରମାଣ ଦେବାକୁ ଯାଇ ଅଗ୍ନି ପରୀକ୍ଷା ଦେବାକୁ…

ସୋନିଆ ଗାନ୍ଧୀ ଅସୁସ୍ଥ, ମେଡିକାଲରେ ହେଲେ ଭର୍ତ୍ତି

ନୂଆଦିଲ୍ଲୀ: ୭୬ ବର୍ଷୀୟା ସୋନିଆ ଗାନ୍ଧୀ ପୁଣିଥରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସୋନିଆଙ୍କୁ ଦିଲ୍ଲୀ ସ୍ଥିତ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜର ହୋଇଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ହସ୍ପିଟାଲରେ ସୋନିଆଙ୍କୁ…