Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସରିଲା ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ନିର୍ବନ୍ଧ; କାର୍ଯ୍ୟକ୍ରମରେ ଯୋଗ ଦେଲେ ବଲିଉଡ୍‌ ଷ୍ଟାର୍

ମୁମ୍ବାଇ: ଗତକାଲି ରିଲାଏନ୍ସ ଇଣ୍ଡଷ୍ଟ୍ରି ମାଲିକ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟ ନିର୍ବନ୍ଧ ଶେଷ ହୋଇଛି। ପରିବାର ଓ ବନ୍ଧୁ ବର୍ଗଙ୍କ ଉପସ୍ଥିତିରେ ଏହି ଉତ୍ସବ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶାହରୁଖା ଖାନ୍, ରଣବୀର କପୁର, ଐଶ୍ୱର୍ଯ୍ୟାଙ୍କ ଭଳି ବହୁ ବଲିଉଢ୍ ଷ୍ଟାର୍‌ ଯୋଗ…

ବିଚାରପତି ନିଯୁକ୍ତି: ସୁପ୍ରିମକୋର୍ଟ କଲେଜିୟମର ଐତିହାସିକ ପଦକ୍ଷେପ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କଲେଜିୟମ ପ୍ରଥମ ଥର ପାଇଁ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। ହାଇକୋର୍ଟରେ ବିଚାରପତିଙ୍କ ନିଯୁକ୍ତିକୁ ନେଇ କଲେଜିୟମ୍ ର’ ଏବଂ ଗୁଇନ୍ଦା ରିପୋର୍ଟକୁ ମଧ୍ୟ ସାର୍ବଜନୀନ କରିଛନ୍ତି। ଏହା ସହିତ କେନ୍ଦ୍ର ଯେଉଁ ସବୁ ଆପତ୍ତି ଉଠାଇଥିଲା ତାର ସବିଶେଷ ଉତ୍ତର ଦେଇଛନ୍ତି…

ସମଲିଙ୍ଗୀ ଓକିଲ ସୌରଭ କ୍ରିପାଲ ହାଇକୋର୍ଟ ବିଚାରପତି ହେବା ଉଚିତ: କଲେଜିୟମ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବରେ ସୌରଭ କ୍ରିପାଲଙ୍କୁ ନିଯୁକ୍ତ କରିବାକୁ ସୁପ୍ରିମକୋର୍ଟ କଲେଜିୟମ ପୁଣିଥରେ ଦୋହରାଇଛନ୍ତି। ପୂର୍ବରୁ ଏହି ଓକିଲଙ୍କୁ ନେଇ କେନ୍ଦ୍ର ସରକାର ଆପତ୍ତି ଉଠାଇଥିଲେ। ଏହାପରେ ବି କଲେଜିୟମ ନିଜ ନିଷ୍ପତ୍ତିରେ ଅଟଳ ଦର୍ଶାଇଛି। ସୌରଭ କ୍ରିପାଲ ଜଣେ…

ମୋଦୀଙ୍କୁ ନେଇ ବିବିସିର ଡକ୍ୟୁମେଣ୍ଟାରୀ, ବୈଦେଶିକ ମନ୍ତ୍ରାଳୟ କହିଲା ‘ଉଦ୍ଦେଶ୍ୟ ମୂଳକ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଅନ୍ତର୍ଜାତୀୟ ଗଣମାଧ୍ଯମ ସଂସ୍ଥା ବିବିସି ଏକ ଡକ୍ୟୁମେଣ୍ଟାରୀ ସିରିଜ ପ୍ରସାରଣ କରିଛି। “ଭାରତ: ମୋଦୀ ପ୍ରଶ୍ନ” ଶୀର୍ଷକରେ ଦୁଇଟି ଭାଗରେ ଏକ ଡକ୍ୟୁମେଣ୍ଟାରୀ ରିଲିଜ କରିଛି  ବିବିସି। ଏହାକୁ ନେଇ ବିବାଦ ବଢିବା ପରେ ପ୍ରତିକ୍ରିୟା…

ଖେଳିବା ବୁଲିବା ବୟସରେ ସନ୍ନ୍ୟାସିନୀ ହେଲେ ୯ ବର୍ଷୀୟା ଦେବାଂଶୀ

ଗୁଜୁରାଟ: ସଂସାରରେ ରହି ସାଂସାରିକ ଜୀବନର ମୋହ, ମାୟା ତୁଟାଇ ବୈରାଗୀ ହେବାଟା କିଛି ସହଜ କଥା ନୁହେଁ । ବାପା ଜଣେ ପ୍ରଖ୍ୟାତ ହୀରା ବ୍ୟବସାୟୀ। ପାଖରେ ଟଙ୍କା ପଇସାର ଅଭାବ ନାହିଁ । ତଥାପି ଏସବୁ ପଛରେ ପକାଇ ସନ୍ନ୍ୟାସିନୀ ହୋଇଛନ୍ତି ଜଣେ ୯ ବର୍ଷର ଝିଅ। ଗୁଜୁରାଟର ଜଣେ ପ୍ରଖ୍ୟାତ ହୀରା…

ବାହାଘର ବରଯାତ୍ରୀରେ ନାଚୁ ନାଚୁ ଚାଲିଗଲା ଜୀବନ

କାନପୁର: ମୃତ୍ୟୁ କାହା ପାଇଁ  କେତେବେଳେ ଆସେ  ଜଣା ନଥାଏ । ଆାଜିକାଲି ଏମିତି ମୃତ୍ୟୁ ଆସୁଛି ଯାହାକୁ ଶୁଣିଲେ ଛାତି ଥରି ଯାଉଛି । ଏମିତିକି ନୃତ୍ୟ, ଅଭିନୟ, ଜିମ୍ କରିବା ସମୟରେ ଲୋକଙ୍କ ମୃତ୍ୟୁ ଖବର ମଧ୍ୟ ସାମ୍ନାକୁ ଆସୁଛି। ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି  । କାନପୁରର ହରଡାଉଲି…

ଇଣ୍ଟରନେଟ ମାୟାରେ ବାୟା ହେଲା ମାଙ୍କଡ, ଭିଡିଓ ଭାଇରାଲ

ଭୁବନେଶ୍ୱର: ଦେଶରେ ଇଣ୍ଟରନେଟର ବହୁଳ ପ୍ରସାର ହେଉଛି । ୪ଜି ପରେ ୫ଜି ଆସିଛି । ଗାଁ ଗାଁ ଘରେ ଘରେ ଇଣ୍ଟରନେଟର ପ୍ରସାର ପାଇଁ ସରକାର ଉଦ୍ୟମ କରୁଛନ୍ତି । ଗୋଟିଏ ବାକ୍ୟରେ କହିଲେ ଆଜିର ଯୁଗରେ ଇଣ୍ଟରନେଟ ଆଉ ସ୍ମାର୍ଟ ଫୋନ ବିନା ଜୀବନ ଯେମିତି ଅଧାବାଟରେ ଅଟକି ଯାଉଛି । ତେଣୁ ସମସ୍ତଙ୍କ…

ବୁଲି ବୁଲି ବିଶ୍ୱ ରେକର୍ଡ କଲେ ଦୁଇ ଭାରତୀୟ

ବ୍ୟୁରୋ : ଆାପଣମାନେ ସାଧାରଣତ ସସସ୍ତେ ବିଭିନ୍ନ ଜାଗା ବୁଲିବାକୁ ପସନ୍ଦ କରନ୍ତି  । ଯେମିତିକି ଜୁଲ୍‌ସ ଭର୍ନଙ୍କ ଉପନ୍ୟାସ ‘ଅରାଉଣ୍ଡ୍‌ ଦି ଵାର୍ଲଡ୍‌ ଇନ୍‌ ଏଇଟି ଡେଜ୍‌’ରେ କିପରି ଅଶି ଦିନ ଭିତରେ ବିଶ୍ବ ପରିକ୍ରମା କରିହେବ ସେ ସମ୍ପର୍କରେ ଆମେ ବହିରେ ପଢ଼ିଛନ୍ତି। ହେଲେ ମାତ୍ର ତିନି…

ଦିଲ୍ଲୀରେ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ୧୫ ମିଟର ଘୋଷାଡି ନେଲା କାର

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ୱାତୀ ମାଲେୱାଲଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ । ଜଣେ ବ୍ୟକ୍ତି ତାଙ୍କୁ ୧୫ ମିଟର ଯାଏ କାରରେ ଘୋଷାଡି ନେଇ ଯାଇଥିବା ଅଭିଯୋଗ ଆସିଛି । ଏ ନେଇ ନିଜେ ମହିଳା କମିଶନ ଅଧ୍ୟକ୍ଷା ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଏହି ଘଟଣାରେ ଜଣେ…

୧ ଲକ୍ଷ ଡଲାରରେ ନିଲାମ ହେଲା ଟୁଇଟର ଲୋଗୋ

ନୂଆଦିଲ୍ଲୀ: ନିଲାମ ହେଲା ଟୁଇଟରର ପ୍ରସିଦ୍ଧ ଲୋଗୋ ‘ପକ୍ଷୀ’ । ପ୍ରାୟ ୧ଲକ୍ଷ ଡଲାର୍‌ ବା ଭାରତୀୟ ମୁଦ୍ରାରେ ୮୧,୨୫,୦୦୦ ଟଙ୍କାରେ ବିକ୍ରୟ କରାଯାଇଥିବା   ‘ବିବିସି’ ରିପୋର୍ଟ ତରଫରୁ ପ୍ରକାଶ ପାଇଛି । ମଙ୍ଗଳବାର ସାନ୍ ଫ୍ରାନସିସକୋସ୍ଥିତ କାର୍ଯ୍ୟାଳୟରୁ ପୁରୁଣା ସାମଗ୍ରୀ ହଟାଇବା ପାଇଁ…