Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭୋଗରେ ମହାଦେବଙ୍କୁ ଅର୍ପଣ କରାଯାଏ କଙ୍କଡା: କ’ଣ ରହିଛି ବିଶ୍ୱାସ

ସେ ହେଉଛନ୍ତି ଦେବ ଦେବ ମହାଦେବ । ତାଙ୍କୁ ପୂଜିଲେ ତପେ ବର ନହେଲେ କୋପେ ବର ମିଳିଥାଏ । ଶିବଙ୍କ ଆଶୀର୍ବାଦ ପାଇଁ କିଏ କେତେ ପ୍ରକାର ଓଷା ବ୍ରତ କରିଥାନ୍ତି । ମହାଦେବଙ୍କ ପାଖରେ ନିରାମିଷ ହୋଇଥାଏ । ଏପରିକି ପିଆଜ ଭୋଗ ବି ହୁଏନି । ହେଲେ ମହାଦେବଙ୍କ ପାଖରେ ଜୀବନ୍ତ କଙ୍କଡା ଲାଗି ହେବା…

୧ ଲିଟର ପେଟ୍ରୋଲ ମୂଲ୍ୟରେ ମିଳୁଥିଲା ୧୦ଗ୍ରାମ ସୁନା, ବିଲ୍ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ: ଦରଦାମ ବୃଦ୍ଧି ଏବେ ସମସ୍ତଙ୍କର ମୁଣ୍ଡବିନ୍ଧାର କାରଣ ହୋଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ଏତେମାତ୍ରାରେ ବୃଦ୍ଧି ପାଉଛି ଯେ  ମଧ୍ୟବିତ୍ତ ପରିବାର ପାଇଁ ବି ଘର ଚଳାଇବା କଷ୍ଟକର ହୋଇପଡୁଛି । ଯେଉଁଠି ଡାଲି, ତେଲର ଦର ଆକାଶଛୁଆଁ ହେଉଛି ସେଠି ସୁନା ଦର ବୃଦ୍ଧିକୁ ବା କିଏ…

CRPF ଯବାନଙ୍କ ପାଇଁ ସୋସିଆଲ୍ ମିଡିଆ ଗାଇଡ୍‌ଲାଇନ୍‌: ବିବାଦୀୟ ପ୍ରସଙ୍ଗ କିମ୍ବା ରାଜନୈତିକ ଟିପ୍ପଣୀ କରିବା ମନା

ନୂଆଦିଲ୍ଲୀ: ସେନା, ପୁଲିସ ଭଳି ଦେଶର ସୁରକ୍ଷା ସହ ଜଡ଼ିତ ଗୁରୁ ଦାୟିତ୍ୱରେ ଥିବା କ୍ରମଚାରୀଙ୍କ ସୋସିଆ ମିଡିଆ ପୋଷ୍ଟକୁ ନେଇ ଆଜିକାଲି ଅନେକ ଚର୍ଚ୍ଚା ସମାଲୋଚନା ହେଉଛି। ତେଣୁ ଏଥରେ ଅଂକୁଶ ଲଗାଇବା ପାଇଁ ସେନା କର୍ମଚାରୀଙ୍କ ପାଇଁ ସୋସିଆଲ୍ ମିଡିଆ ଗାଇଡ୍‌ଲାଇନ ଜାରି ହୋଇଛି।…

ଜାତି ଆଧାରରେ ଜନଗଣନା ବିରୋଧୀ ଆବେଦନ ଉପରେ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିହାରରେ ଜାତି ଆଧାରରେ ଜନଗଣନା ବିରୋଧରେ ହୋଇଥିବା ଆବେଦନ ଅଗ୍ରାହ୍ୟ କଲେ ସୁପ୍ରିମକୋର୍ଟ। ଏ ବିଷୟରେ କୌଣସି ରାୟ ଶୁଣାଇପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାର ରାଜ୍ୟରେ ଜାତି ଆଧାରରରେ ଜନଗଣନା କରିବାକୁ ଚାହୁଁଛନ୍ତି। ଏହାକୁ…

୪୦ ବର୍ଷର ସ୍ୱପ୍ନ ପୂରଣ ହେଲା, ୮୮ ବର୍ଷରେ ଜିତିଲେ ୫ କାେଟିର ଲଟେରି

ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡି ଦିଅନ୍ତି । ବୋଧହୁଏ ଦେବାବେଳେ ଭଗବାନ ଭାବନ୍ତିନି କାହାର କେତେ ଦୂରକାର ।  ନ ହେଲେ ୮୮ ବର୍ଷ ବୟସ୍କଙ୍କ ଭାଗ୍ୟରେ ଅଜାଡି ଦେଇଥାନ୍ତେ ଏତେ ଧନ ! ୮୮ ବର୍ଷର ବୃଦ୍ଧ ଜିତିଲେ ୫ କୋଟିର ଲଟେରୀ । ଭାଗ୍ୟ ବଦଳିଗଲା । ଗାଁର ମହନ୍ତ ପାଲଟିଗଲେ କୋଟିପତି…

ଇ-ମେଲ୍ ଦେଇ ୩୮୦ କର୍ମଚାରୀ ଛଟେଇ କଲା ସ୍ୱିଗୀ: ଚାକିରିରୁ ବିଦା କରି କହିଲା ସରି

ବେଙ୍ଗାଲୁରୁ: ଅନ୍‌ଲାଇନ ଖାଦ୍ୟ ଯୋଗାଣ କମ୍ପାନୀ ସ୍ୱିଗୀ ଭାରତରେ କର୍ମଚାରି ଛଟେଇ ଆରମ୍ଭ କରିଛି। ୩୮୦ କର୍ମଚାରୀଙ୍କୁ ଛଟେଇ କରିଛି କମ୍ପାନୀ। ମେଲ୍ ଦେଇ ଛଟେଇ କର୍ମାଚାରୀଙ୍କୁ ଛଟେଇ କରିବା ସହ ଏପରି ସ୍ଥିତି ପାଇଁ କ୍ଷମା ମାଗିନେଇଛି। ଚାକିରି ଛଟେଇର ଅନେକ କାରଣ ଦର୍ଶାଇଛନ୍ତି ସ୍ୱିଗୀ…

ଦକ୍ଷିଣ କୋରିଆର ବସ୍ତିନଗରୀରେ ଭୟାବହ ଅଗ୍ନିକାଣ୍ଡ

ବ୍ୟୁରୋ: ଦକ୍ଷିଣ କୋରିଆର ରାଜଧାନୀ ସିଓଲ୍‌ ସ୍ଥିତ ଏକ ବସ୍ତି ନଗରୀରେ ଭୟଙ୍କର ଅଗ୍ନିକାଣ୍ଡ । ଯାହା ଫଳରେ ପ୍ରାୟ ୫୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା କଥା ଅଗ୍ନିଶମ ବିଭାଗ କର୍ତ୍ତୃପକ୍ଷମାନେ କହିଛନ୍ତି। ତେବେ ସୂଚନା ଅନୁଯାୟୀ, ୬୬୦ରୁ ଅଧିକ ପରିବାର ବସବାସ କରୁଥିବା ଦକ୍ଷିଣାଞ୍ଚଳ…

WFI ଅଧ୍ୟକ୍ଷଙ୍କ ବିରୋଧରେ ଯୌନ ନିର୍ଯାତନା ଆଣିଲେ ଆଉ ଜଣେ ରେସଲର

ନୂଆଦିଲ୍ଲୀ: ବିନେଶ ଫୋଗାଟଙ୍କ ପରେ ଏବେ ଅଂଶୁ ମଲିକ ବି ଭାରତୀୟ କୁସ୍ତି ସଂଘ (WFI)ର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ବିଜୟୀନି ଅଂଶୁ ମଲିକ କହିଛନ୍ତି ଯେ ବ୍ରିଜ ଭୂଷଣ ଯେତେବେଳେ ବି କ୍ୟାମ୍ପସ୍ କିମ୍ବା…

ଲାଡେନକୁ କେବେ ବି ଭେଟି ନାହିଁ; ଅଲ୍‌କାଏଦା ସହ ଲିଙ୍କ୍‌କୁ ଅସ୍ୱୀକାର କଲା ବିଶ୍ୱ ଆତଙ୍କବାଦୀ ମକ୍କି

ନୂଆଦିଲ୍ଲୀ: ବିଶ୍ୱ ଆତଙ୍କବାଦୀ ଘୋଷଣା ହୋଇଥିବା ଲସ୍କର ତୋଇବା ଆତଙ୍କବାଦୀ ଅବଦୁଲ ରେହମାନ ମକ୍କି ନିଜକୁ ଅଲ୍‌କାଏଦା ଓ ଇସ୍ଲାମିକ୍ ଷ୍ଟେଟ୍ ଠାରୁ ଦୂରେଇ ରଖିଛି। ଏହି ଦୁଇ ଆତଙ୍କବାଦୀ ସଂଗଠନ ସହ ତାର କୌଣସି ସମ୍ପର୍କ ନାହିଁ ବୋଲି ମକ୍କି କହିଛି।  ଏକ ଭିଡିଓ ଜାରି କରି ଏପରି କହିଛି…

ଆନ୍ଦୋଳନରତ ରେସଲରଙ୍କୁ ଭେଟିଲେ ଅନୁରାଗ ଠାକୁର

ନୂଆଦିଲ୍ଲୀ: ଦେଶ ଲାଗି ଗର୍ବ ଆଣିଥିବା କୁସ୍ତିଯୋଦ୍ଧା ନ୍ୟାୟ ଲାଗି ଦିଲ୍ଲୀ ଜନ୍ତରମନ୍ତରରେ ଧାରଣା ଦେବା ପରେ ସାରା ଦେଶରେ ସୃଷ୍ଟି ହୋଇଛି ପ୍ରତିକ୍ରିୟା । ରେସଲରଙ୍କୁ ଭେଟିଛନ୍ତି ଅନୁରାଗ ଠାକୁର । ମି-ଠୁ ଅଭିଯୋଗ ଅତି ସାଂଘାତିକ ବୋଲି କହିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ । ଇସ୍ତଫା…