Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶାଢୀ ପିନ୍ଧି ହାତରେ ତ୍ରିରଙ୍ଗା ଧରି ମାରାଥନରେ ଦୌଡୁଛନ୍ତି ୮୦ ବର୍ଷର ବୃଦ୍ଧା

ମୁମ୍ବାଇ: ମାରାଥନରେ ଦୌଡୁଛନ୍ତି ମହିଳା । ଆପଣ ଭାବୁଥିବେ ଏଥିରେ ନୂଆ କ’ଣ ଅଛି ? ଗୋଟିଏ ନୁହେଁ ଅନେକ କିଛି ନୂଆ ଘଟଣା ଏହି ମାରାଥନ ଦୌଡରେ ଯୋଡି ହୋଇ ରହିଛି । ଏହାର ଭିଡିଓ​ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ମହିଳା ଜଣକ ଶାଢୀ ପିନ୍ଧି ମାରାଥନରେ ଦୌଡୁଛନ୍ତି । ସବୁଠାରୁ…

ପ୍ରଥମ ସ୍ତ୍ରୀ ଗର୍ଭବତୀ ହେଲେ ଦ୍ବିତୀୟ ବିବାହ କରନ୍ତି ସ୍ବାମୀ

ଜୟପୁର : ସାଂସ୍କୃତିକ, ଧାର୍ମିକ ଏବଂ ସାମାଜିକ ବିବିଧତାର ଦେଶ ହେଉଛି ଭାରତ। ଏଠରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ମାତ୍ରେ ରୀତିନୀତି ଏବଂ ଜୀବନଶୈଳୀ ବି ବଦଳିଯାଏ। ହେଲେ ଆମ ଦେଶରେ ଏମିତି ଏକ ରାଜ୍ୟ ଅଛି ଯେଉଁଠି ଗୋଟିଏ ପାର୍ଶ୍ୱରେ ମରୁଭୂମି ଏବଂ ଅନ୍ୟ ପଟେ ପାହାଡ଼ ରହିଛି। ଏହି…

ବ୍ୟାଙ୍କ ଲୁଟିବାକୁ ଆସିଥିଲେ, ମହିଳା ସିପାହୀଙ୍କଠାରୁ ପାନେ ପାଇ ଧାଇଁ ପଳାଇଲେ

ପାଟଣା: ବ୍ୟାଙ୍କ ଲୁଟ ପାଇଁ ଆସିଥିଲେ ସଶସ୍ତ୍ର ଡକାୟତ । ୩ ଜଣ ଡକାୟତଙ୍କ ହାତରେ ଥିଲା ଭୟଙ୍କର ମାରଣାସ୍ତ୍ର । ଦେଖିଲେ, ମହିଳା ସିପାହୀ ବସିଛନ୍ତି । ତେଣୁ ସହଜରେ ଲୁଟି ନେବେ ବ୍ୟାଙ୍କ । ହେଲେ ଘଟିଲା ଓଲଟା । ଦୁଇ ମହିଳା ସିପାହୀ ଏମାନଙ୍କୁ ଏମିତି ପାନେ ଦେଲେ ଯେ, ବ୍ୟାଙ୍କ ଲୁଟ ନିଶା…

ବଞ୍ଚିଥିବାବେଳେ ଏଡାଇ ଦେଲେ, ମୃତ୍ୟୁ ପରେ ପ୍ରେମୀ ଯୁଗଳଙ୍କ ପ୍ରତିମୂର୍ତ୍ତିର ବିବାହ କରାଇଲେ ପରିବାର ଲୋକେ

ତାପି(ଗୁଜରାଟ): କୁହାଯାଏ ପ୍ରେମ ଶାଶ୍ୱତ..ପ୍ରେମ ସ୍ୱର୍ଗୀୟ.. ।  ପ୍ରେମ ପାଖରେ ଦେବା-ନେବାର କ୍ଷୁଦ୍ର ମାନସିକତା ନ ଥାଏ । ନିରୋଳା ପ୍ରେମ ଦୁଇ ଆତ୍ମାର ବନ୍ଧନ । ପ୍ରେମ ପାଖରେ ଜୀବନ ଛୋଟ ହୋଇଯାଏ ..ମୃତ୍ୟ ପାଲଟିଯାଏ ମହାନ । ଏକଥା ଆମେ କହୁନୁ, ଏକଥା ପ୍ରମାଣ କରି ଯାଇଛନ୍ତି ଏଇ…

ଇସ୍ତଫା ଦେବେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା

ହାମିଲଟନ: ନ୍ୟୁଜିଲାଣ୍ଡରେ ଚଳିତ ବର୍ଷ ଅକ୍ଟୋବରରେ ନିର୍ବାଚନ ହେବ । ତେବେ ଗୁରୁବାର ହଠାତ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡନ ଇସ୍ତଫା ଦେବେ ବୋଲି ଘୋଷଣା କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ଫେବୃୟାରୀ ୭ରେ ସେ ପ୍ରଧାନମନ୍ତ୍ରୀ ଏବଂ ପାର୍ଟି ମୂଖ୍ୟ ପଦରୁ ଇସ୍ତଫା ଦେବେ ବୋଲି କହିଛନ୍ତି…

ପୂର୍ବ ନିୟମ କାଏମ ରଖିଲେ ସରକାର; ୨୧ ବର୍ଷରୁ କମ୍‌ ଲୋକ କିଣିପାରିବେନି ମଦ

ବେଙ୍ଗାଲୁରୁ: ମଦ କିଣିବାର ବୟସ ସୀମା ୨୧ ବର୍ଷରୁ ୧୮ ବର୍ଷକୁ ହ୍ରାସ କରିବାର ସରକାରୀ ନିଷ୍ପତ୍ତିକୁ ତୀବ୍ର ବିରୋଧ ଓ ସମାଲୋଚନା ପରେ ନଇଁଲେ ସରକାର। ମଦ କିଣିବା ନେଇ ପୂର୍ବରୁ ଥିବା ଆଇନ ବଳବତ୍ତର ରହିବ। ୧୮ ବର୍ଷ ନୁହେଁ ପୂର୍ବ ଭଳି ୨୧ ବର୍ଷର ଲୋକ ହିଁ ମଦ କିଣିବାର ଆଇନଗତ ଅଧିକାର ପାଇବେ…

ଏହି ମନ୍ଦିରକୁ ଜିନ୍ସ ପ୍ୟାଣ୍ଟ ଏବଂ ଟି-ଶର୍ଟ ମନା

ବ୍ୟୁରୋ : ଆପଣମାନେ ଜାଣିଥିବେ ଦୁନିଆରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନୀତି ନିୟମ ରହିଛି। ଯାହାକୁ ଲୋକେ ମାନିବାକୁ ବାଧ୍ୟ ହୋଇଥାନ୍ତି। ହେଲେ ଆମ ଦେଶରେ ଏମିତି ମନ୍ଦିର ରହିଛି, ଯେଉଁଠି ଭକ୍ତଙ୍କୁ ଅନେକ ନୀତି ନିୟମ ମାନିବାକୁ ପଡ଼ିଥାଏ। ତେବେ ଆସନ୍ତୁ ଜାଣିବା ଏହି ମନ୍ଦିର କେଉଁଠି…

ଟ୍ରକ ଓ କାର୍‌ ମୁହାଁମୁହିଁ ଧକ୍କା, ଚାଲିଗଲା ୯ ଜଣଙ୍କ ଜୀବନ

ମୁମ୍ବାଇ : ମୁମ୍ବାଇ-ଗୋଆ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଗୁରୁବାର ସକାଳ ପ୍ରାୟ ପାଞ୍ଚଟା ବେଳେ ଗୋରେଗାଓଁ ପୋଲିସ ଷ୍ଟେସନ ଅନ୍ତର୍ଗତ ରୋପୋଲି ଗ୍ରାମ୍ୟ ନିକଟ ମୁମ୍ବାଇ-ଗୋଆ ରାଜପଥରେ ଏକ ଟ୍ରକ ଏବଂ…

ଚୀନରେ ଗୋଟିଏ ଦିନରେ ୩୬ ହଜାର ପ୍ରାଣ ହରାଇବେ!

ନୂଆଦିଲ୍ଲୀ: ଚୀନ ଅପେକ୍ଷା କରିଛି କରୋନାର ଏକ ଘାତକ ଲହରକୁ। ଯେଉଁଥିରେ ଗୋଟିଏ ଦିନରେ ୩୬ ହଜାର ଜଣ ପ୍ରାଣ ହରାଇବାର ଆଶଙ୍କା ରହିଛି। ଏକ ଆକଳନରୁ ଜଣାପଡିଛି ଯେ ଚୀନରେ କୋଭିଡ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାକୁ ଯାଉଛି । ଏବଂ ୨୬ ଜାନୁଆରୀରେ ଗୋଟିଏ ଦିନରେ ପ୍ରାୟ ୩୬,୦୦୦ ମୃତ୍ୟୁ ହେବାର…

ମାଇକ୍ରୋସଫ୍ଟ ପରେ ଆମାଜନର ଛଟେଇ; ବିଦା ହେବେ ୧୮ ହଜାରରୁ ଅଧିକ କର୍ମଚାରୀ

ୱାଶିଂଟନ:ପ୍ରମୁୁଖ ସଫ୍ଟଓୟାର କମ୍ପାନୀ ମାଇକ୍ରୋସଫ୍ଟ ନିଜର ୧୦ ହଜାର କର୍ମଚାରୀଙ୍କୁ ଚାକିରୀରୁ ହଟାଇବା ପରେ ଏବେ ଆମାଜନ ତାର କର୍ମଚାରୀ ହଟାଇବା ଆରମ୍ଭ କରିଛି । ମାଇକ୍ରୋସଫ୍ଟ କମ୍ପାନୀ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାରୁ ଏପରି ପଦକ୍ଷେପ  ନେଇଥିବା କହୁଥିବାବେଳେ ଅମାଜନ ବି ସମାନ କଥା…