Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବୈଜ୍ଞାନିକଙ୍କ ଚେତାବନୀ, ଏବେ ହିମାଳୟ ଅଂଚଳ ପ୍ରତି ଭୂମିକମ୍ପ ବିପଦ

ନୂଆଦିଲ୍ଲୀ: ନ୍ୟାଶନାଲ ଜିୟୋ ଫିଜିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ବୈଜ୍ଞାନିକମାନେ ହିମାଳୟ ଅଂଚଳରେ ବଡ ଧରଣର ଭୂମିକମ୍ପ ନେଇ ଏବେଠାରୁ ସତର୍କ କରାଇ ଦେଇଛନ୍ତି । ଏଠାରେ ଅଧିକ ତୀବ୍ରତାର ଭୂମିକମ୍ପ ହେବା ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ । ମୂଖ୍ୟ ଗବେଷକ ପୂର୍ଣ୍ଣଚନ୍ଦ୍ର ରାଓଙ୍କ କହିବା…

ଝାଡଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସଂଜୟ କୁମାର ମିଶ୍ର

ରାଞ୍ଚି: ଝାଡଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସଂଜୟ କୁମାର ମିଶ୍ର। ସେ ଝାଡ଼ଖଣ୍ଡ ହାଇକୋର୍ଟର ୧୪ତମ ମୁଖ୍ୟ ବିଚାରପତି ଭାବେ ବୁଧବାର ଶପଥ ନେଇଛନ୍ତି। ରାଜ୍ୟପାଳ ସି.ପି.ରାଧାକ୍ରିଷ୍ଣନ ଜଷ୍ଟିସ ମିଶ୍ରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ସ୍ୱତନ୍ତ୍ର…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୩୦୦ ଯାତ୍ରୀ; ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ

ନୂଆଦିଲ୍ଲୀ: ବଡ଼ ଦୁର୍ଘଟଣାରୁ ବର୍ତ୍ତିଲେ ବିମାନ ଯାତ୍ରୀ। ପାଖାପାଖି ୩୦୦ ଯାତ୍ରୀଙ୍କୁ ନେଇ ନ୍ୟୁୟର୍କରୁ ଦିଲ୍ଲୀ ଫେରୁଥିବା ଏୟାର ଇଣ୍ଡିଆ ବିମାନ ସ୍ୱିଡେନ୍‌ରେ ଷ୍ଟକ୍‌ହୋମ୍‌ ଏୟାରପୋର୍ଟରେ ଜରୁରୀ ଅବତରଣ କରିଛି। ବିମାନରେ ଯାତ୍ରୀକ ତ୍ରୁଟି ଥିବା ଜଣାପଡ଼ିବା ପରେ  ବୁଧବାର ବିମାନକୁ ଜରୁରୀ…

ଋୁଷ-ୟୁକ୍ରେନ ଯୁଦ୍ଧରେ ପୁଟିନ କେବେ ବି ଜିତିପାରିବେ ନାହିଁ: ବାଇଡେନ

ୱାଶିଂଟନ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା  ଯୁଦ୍ଧକୁ ଏକ ବର୍ଷ ବିତିଗଲାଣି । କୌଣସି ନିର୍ଣ୍ଣୟକ ସ୍ଥିତିରେ ନା ଋୁଷ ନା ୟୁକ୍ରେନ କେହି ପହଞ୍ଚି ପାରୁନାହାନ୍ତି । ଇତି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଏକ ବିସ୍ଫୋରକୂ ବୟାନ ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି,…

ରାହୁଲଙ୍କୁ ବିଦେଶ ମନ୍ତ୍ରୀଙ୍କ ଟାର୍ଗେଟ: ଯେଉଁ ଅଞ୍ଚଳରେ ଚୀନ ନିର୍ମାଣ କରୁଛି ତାକୁ ୧୯୬୨ରେ ବେଆଇନ କବଜା କରି…

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପୁଣି ଟାର୍ଗେଟ କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ମଙ୍ଗଳବାର ଏକ ସାକ୍ଷାତକାରରେ ରାହୁଲଙ୍କ ପ୍ରଶ୍ନର ଉତ୍ତର  ଦେଇ କହିଥିଲେ ଆମେ ଚୀନକୁ ଡରୁନାହୁଁ । ଯଦି ଡରୁଥାନ୍ତୁ ତେବେ ଏଲଏସିରେ ଏତେ ସୈନ୍ୟ ମୁତୟନ କରିନ ଥାନ୍ତୁ । ଚୀନ…

ଏକନାଥ ସିନ୍ଦେ ଶିବସେନାର ଅଧ୍ୟକ୍ଷ ନିର୍ବାଚିତ, ଆଜି ସୁପ୍ରିମକୋର୍ଟରେ ଉଦ୍ଧବଙ୍କ ଆବେଦନର ଶୁଣାଣି

 ମୁମ୍ବାଇ: ମଙ୍ଗଳବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଶିବସେନାର ଜାତୀୟ କାର୍ଯ୍ୟନିର୍ବାହୀ ବୈଠକ କରିଥିଲେ। ଏହି ସଭାରେ ଏକନାଥ ସିନ୍ଦେ ଦଳର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ନିକଟରେ ନିର୍ବାଚନ ଆୟୋଗ ତାଙ୍କ ଦଳକୁ ପ୍ରକୃତ ଶିବସେନା ଭାବରେ ସ୍ୱୀକୃତି ଦେଇଥିଲେ ଏବଂ…

୫ ହଜାର ବର୍ଷ ତଳର ମଧୁଶାଳା ଠାବ

ଏବେ ଠାବ ହୋଇଛି ୫ ହଜାର ବର୍ଷ ତଳର ପବ୍ ବା ମଧୁଶାଳା । ଏହି ମଧୁଶାଳାରେ ସେ ସମୟରେ ବିରାଟକାୟ ଓଭନ ତାସହିତ ଡ଼ାଇନିଂ ଟେବୁଲ, ପରସା ଯିବା ପାଇଁ ଡ଼ିସ୍ ଆଦି ସାମ୍ନାକୁ ଆସିଛି । ନିକଟରେ ଦକ୍ଷିଣ ଇରାକ୍‌ର ଏକ ଉପାନ୍ତ ଅଞ୍ଚଳରେ ପ୍ରତ୍ନତାତ୍ତ୍ୱିକ ବିଭାଗର ସଦ୍ୟତମ ଖନନରେ ଚମକାଇ ଦେଲା ଭଳି ଏଭଳି…

ଓଲଟା ବଢୁଛି ଗଛ,ଦେଖିବାକୁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ସୃଷ୍ଟିର ନିୟମ ଅନୁସାରେ ସବୁ ଗଛ ସୂର୍ଯ୍ୟ ଆଲୋକ ଆସୁଥିବା ଦିଗକୁ ବଢିଥାନ୍ତି । ଅର୍ଥାତ୍ ସବୁ ଗଛ ଉପରକୁ ଉପରକୁ ଆକାଶ ଆଡ଼କୁ ବଢ଼ିଚାଲେ । ଏହି ବଢିବା ପ୍ରକ୍ରିୟା ସମୟରେ ଗଛର ଚେର ଭୂମିକୁ ଜାବୁଡି ଧରିଥାଏ । ଭୂମି ତଥା ସୂର୍ଯ୍ୟକିରଣର ବ୍ୟବହାର କରି ଗଛ ଉପର ଆଡ଼କୁ ବଢେ । ଜାଣିଲେ ଆଶ୍ଚର୍ଯ୍ୟ…

ନଦୀରୁ ମିଳିଲା ୧୮ କେଜି ଓଜନର ବିରାଟ ମାଛ : ଆଶ୍ଚର୍ଯ୍ୟ ହେଲେ ମତ୍ସ୍ୟଜୀବୀ

ଦୁନିଆରେ ଅନେକ ଅଦ୍ଭୁତ ପ୍ରାଣୀ ଅଛନ୍ତି । ଯେତେବେଳେ ସେଗୁଡ଼ିକୁ ଆଖି ସାମ୍ନାରେ ଦେଖୁ ସ୍ୱାଭାବିକ ଭାବରେ ଆମେ ଆଶ୍ଚର୍ଯ୍ୟ ହୋଇଯାଉ । ସେମିତି ଏକ ଘଟଣା ସାମ୍ନାକୁ ଆସିଛି । ବାଂଲାଦେଶର ଏକ ଛୋଟ ନଦୀରୁ ବିରାଟକାୟ ମାଛ ଧରିଛନ୍ତି ମତ୍ସ୍ୟଜୀବୀ, ଯାହାକୁ ଦେଖି ନିଜେ ମତ୍ସ୍ୟଜୀବୀମାନେ ବି…

କିଏ କହିଲେ ସିନ୍ଦେଙ୍କ ପୁଅ ମୋତେ ମାରିବା ପାଇଁ ଦେଇଛି ସୁପାରୀ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପ୍ରତ୍ୟେକ ଦିନ କିଛି ନା କିଛି ରୋମାଂଚକର ଖବର ସମ୍ମୁଖକୁ ଆସିଛି । ମଙ୍ଗଳବାର ଏ ଭଳି ଏକ ଖବର ସମ୍ମୁଖକୁ ଆସିଛି ଯେ, ସମସ୍ତଙ୍କୁ ଚକିତ କରିଦେଇଛି । ଶିବସେନା ନେତା ସଞ୍ଜୟ ରାଉତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ବିରୋଧରେ ସାଂଘାତିକ…