Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପତ୍ନୀଙ୍କ ସ୍ମୃତିରେ ହନୁମାନ ମନ୍ଦିର ନିର୍ମାଣ

ଶାହାଜହାନ ନିଜ ପତ୍ନୀ ମମତାଜଙ୍କ ସ୍ମୃତିରେ ନିର୍ମାଣ କରିଥିଲେ ତାଜମହଲ । ଏ କଥା ସମେସ୍ତ ଜାଣନ୍ତି । କେହି କେହି ନିଜ ପ୍ରିୟଜନଙ୍କ ସ୍ମୃତିରେ ମୃର୍ତ୍ତି, ସ୍ମାରକୀ ବା ପାର୍କ ତିଆରି କରିଥିବା ଦେଖିବାକୁ ମିଳେ । କିନ୍ତୁ ନିଜ ପତ୍ନୀଙ୍କ ସ୍ମୃତିରେ ଜଣେ ବ୍ୟକ୍ତି ହନୁମାନ ମନ୍ଦିର ନିର୍ମାଣ…

ଚୀନ ମହିଳା କିଣିଲେ ଜାପାନର ଦ୍ଵୀପ

ବେଜିଂ:ଚୀନ ମହିଳା କିଣିଲେ ଜାପାନୀ ଦ୍ଵୀପ। ଏମିତି ଦାବି କରିଛନ୍ତି ନିଜେ ଚୀନର ୩୪ ବଷୀୟ ମହିଳା । ମହିଳାଙ୍କର ଏପରି ଦାବି ସାମ୍ନାକୁ ଆସିବା ପରେ ଟୋକିଓ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଜାପାନର ଏହି ଦ୍ଵୀପର ନାଁ ହେଉଛି ୟାନାହା । ଓକିନାବା ପ୍ରାନ୍ତର ଉତ୍ତରରେ ରହିଛି…

ଏଣିକି ସ୍ମାର୍ଟ ପାର୍କିଂ: ଅନ ଲାଇନରେ କରିବେ ବୁକିଂ, ହ୍ଵାଟ୍ସଅପରେ ଆସିବ ବିଲ

ଲକ୍ଷ୍ନୌ:ଅନ ଲାଇନରେ କରିବେ ଗାଡି ପାର୍କିଂ । ହ୍ଵାଟ୍ସଅପରେ ଆସିବ ବିଲ । ଘଣ୍ଟା ମିନିଟର ହିସାବ କରି ଗଣିବେ ଫି । ଏମିତି ଡିଜିଟାଲ ପାର୍କିଂ ଆରମ୍ଭ ହୋଇଛି ଉତ୍ତରପ୍ରଦେଶରେ । ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ସମେତ ସବୁ ପ୍ରମୁଖ ସହରରେ ଏବେ ସ୍ମାର୍ଟ ପାର୍କିଂ ସିଷ୍ଟମ କାର୍ଯ୍ୟକାରୀ…

ୟୁକ୍ରେନକୁ ଚୋରାରେ ରକେଟ ସପ୍ଲାଇ କରୁଛି କି ପାକିସ୍ତାନ ?

କୀଭ:ରୁଷ-ୟୁକ୍ରେନ ଯୁଦ୍ଧରୁ ଫାଇଦା ନେବାକୁ ଚେଷ୍ଟା କରୁଛି ପାକିସ୍ତାନ । ରିପୋର୍ଟ ମୁତାବକ ପାକିସ୍ତାନ ସରକାର ଚୋରାରେ ୟୁକ୍ରେନକୁ ରକେଟ ସପ୍ଲାଇ କରୁଛି । ଜର୍ମାନୀ ଓ ପୋଲାଣ୍ଡ ରାସ୍ତା ଦେଇ ପାକିସ୍ତାନ ୧୦ ହଜାର ରକେଟ ପଠାଇଥିବା ଅନୁମାନ କରାଯାଉଛି । ରୁଷ ପକ୍ଷରୁ ଏ ନେଇ କୌଣସି ବୟାନ…

ଭାଲେଣ୍ଟାଇନ୍ ଡ଼େ ପୂର୍ବରୁ ଗୋଲାପ ଆମଦାନୀ ବନ୍ଦ

ଭାଲେଣ୍ଟାଇନ୍ସ ଡ଼େ ପାଳନ ପାଇଁ ଏବେକାର ଯୁବପିଢୀଙ୍କ ଭିତରେ ଭରପୂର ଉତ୍ସାହ । ସେଥିପାଇଁ ପ୍ରେମୀଯୁଗଳମାନେ କେତେ କ’ଣ ଯୋଜନା କରିଛନ୍ତି । ତେବେ ନେପାଳରେ ରହୁଥିବା ପ୍ରେମୀଯୁଗଳଙ୍କ ପାଇଁ ଖଟକା ଖବର । ଭାଲେଣ୍ଟାଇନ୍ସ ଡ଼େକୁ ଆଖିରେ ରଖି ନେପାଳ ସରକାର ଭାରତ ଓ ଚୀନ୍‌ରୁ ଗୋଲାପ ଆମଦାନୀକୁ…

ପଠାନ୍ ବେଶରେ ମେକ୍‌ଅପ୍ ନେଇ ଚର୍ଚ୍ଚାରେ ମହିଳା

ବଲିଉଡ଼ ବାଦ୍‌ଶାହା ଶାହରୁଖ ଖାଁଙ୍କ ଅଭିନିତ ଫିଲ୍ମ ‘ପଠାନ୍‌’ ହଲରେ ଏବେ ରାଜ କରୁଛି । ଏହା ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ କରି ରେକର୍ଡ଼ ଭାଙ୍ଗି ସାରିଲାଣି । ଏହି ଫିଲ୍ମରେ ଶାହାରୁଖଙ୍କ ଲୁକ୍‌କୁ ନେଇ ମଧ୍ୟ ଚାରିଆଡ଼େ ଚର୍ଚ୍ଚା । ଲମ୍ବା ଲମ୍ବା କେଶ ସାଙ୍ଗକୁ ଧାଡ଼ିକୁ ପ୍ରଶଂସକମାନେ ବେଶ୍…

୧୦ ଟଙ୍କିଆ ନୋଟ୍‌ରେ ପ୍ରେମପତ୍ର

ହେଡ଼ିଂ ପଢି ଟିକେ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ । ଏମିତି ଏକ ପ୍ରେମପତ୍ର ସୋସିଆଲ ମିଡ଼ିଆରେ ଏବେ ବେଶ୍ ଭାଇରାଲ ହୋଇଛି । ନିଜ ବିବାହରେ ଖୁସି ନ ଥିବା ଜଣେ ପ୍ରେମିକା ନିଜ ପ୍ରେମିକଙ୍କ ପାଖକୁ ୧୦ ଟଙ୍କିଆ ନୋଟ୍‌ରେ ପ୍ରେମପତ୍ର ପଠାଇଛନ୍ତି । ବିବାହ ମଣ୍ଡପରୁ ଉଠାଇ ନେବାକୁ ନିଜର ମନକଥାକୁ…

ଭଗବାନ ବଜରଙ୍ଗ ୱାଲୀଙ୍କୁ ନୋଟିସ ପଠାଇଲା ରେଳ ବିଭାଗ

ମୁରୈନା: ମଧ୍ୟପ୍ରଦେଶ ମୁରୈନାରେ ରେଳ ବିଭାଗର ଏକ ନୋଟିସ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଭଗବାନ ବଜରଙ୍ଗୱାଲୀଙ୍କୁ ଅତିକ୍ରମଣ ହଟେଇବା ପାଇଁ ଏହି ନୋଟିସ ଦିଆଯାଇଛି । ୭ ଦିନ ପରେ ନ ହଟିଲେ ରେଳ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଚେତାବନୀ ଦିଆଯାଇଛି । ଗ୍ୱାଲିୟର-ଶୈୟପୁରର…

ଭାରତ ଯୋଡୋ ଯାତ୍ରା ଅଧାରୁ ବନ୍ଦ କରିଦେବାକୁ ଚାହୁଁଥିଲେ ରାହୁଲ..ଅନ୍ୟ କାହାକୁ ଦେଇଥାନ୍ତେ ଦାୟିତ୍ୱ

ଥିରୁଅନନ୍ତପୁରମ:ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରା ସମାପ୍ତ ହେବା ପରେ ଚାରିଆଡେ ତାଙ୍କର ପ୍ରଶଂସାର ସୁଅ ଛୁଟିଛି । ରାହୁଲ ଗାନ୍ଧିଙ୍କ ଦୃଢ ସଙ୍କଳ୍ପର ପ୍ରଶଂସା କରି କଂଗ୍ରେସ ମହାସଚିବ ବେଣୁ ଗୋପାଳ ଶନିବାର ଏକ ଗୁରୁତ୍ୱ ପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଅଧାରୁ ଭାରତ ଯୋଡୋ…

ସିରିଆରେ ୫ ଦିନ ପରେ ଧ୍ୱଂସସ୍ତୁପ ତଳୁ ଉଦ୍ଧାର ହେଲେ ପୂରା ପରିବାର, ତୁର୍କୀରେ ମାଟି ତଳେ ହସୁଥିଲା ନବଜାତ ଶିଶୁ

ଇଦଲିବ: ସିରିଆ ତୁର୍କୀର ଭୟାବହ ଭୂକମ୍ପ ଦୃଶ୍ୟ ଦେଖିଲେ ଏବେ ବି ଛାତି ଥରି ଯାଉଛି । ମୃତ୍ୟୁ ସଂଖ୍ୟା ୨୮ ହାର ଟପିଥିଲେ ହେଁ ହଜାର ହଜାର ଲୋକ ଧ୍ୱଂସସ୍ତୁପ ତଳେ ଚାପି ହୋଇ ରହିଛନ୍ତି । ଏ ଦୃଶ୍ୟ ଦେଖି ଉଦ୍ଧାରକାରୀଙ୍କ ଛାତି ଥରି ଯାଉଛି । ତଥାପି ସେମାନେ ଲାଗିପଡିଛନ୍ତି ଗଦା ଗଦା କଂକ୍ରିଟ…