Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜମ୍ମୁରେ ମୁତୟନ ହେବେ ୧୮୦୦ CRPF ଯବାନ

ଶ୍ରୀନଗର: ଜମ୍ମୁରେ ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ସିଆରପିଏଫ୍ ପକ୍ଷରୁ ଅତିରିକ୍ତ ୧୮ କମ୍ପାନୀ ଜମ୍ମୁକାଶ୍ମୀରରେ ମୁତୟନ ହେବେ । ନିକଟରେ ରାଜୌରିରେ ଆତଙ୍କବାଦୀ ଦୁଇଥର ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରିଥିଲେ । ଲଗାତାର ଦୁଇ ଦୁଇ ଥର ସାଧାରଣ…

ସର୍କସରେ ଚାଲିଥିଲା ବାଘଖେଳ, ପଛପଟୁ ଟ୍ରେନରଙ୍କୁ ମାଡ଼ି ବସିଲା ଆଉ ଏକ ବାଘ

ଚାଲିଥିଲା ସର୍କସ  । ଦର୍ଶକ ମଜ୍ଜି ଯାଇଥିଲେ । ତାଳିମାଡରେ କମ୍ପୁଥିଲା ପରିବେଶ । ହଠାତ୍ ଘଟିଲା ଭୟଙ୍କର କାଣ୍ଡ । ବାଘକୁ ନେଇ ଖେଳ ଦେଖାଉଥିଲେ ଜଣେ ଟ୍ରେନର । ହଠାତ ବାଘଟି  ଆସିଲା ଆଉ ଟ୍ରେନରଙ୍କ ଗୋଡକୁ କାମୁଡି ଧରିଲା । ଆଉତା ପରେ ହସଖୁସିରେ ଉଛୁଳି ପଡୁଥିବା ପଡିଆ ଥରି ଉଠିଲା…

ମୁଁ ତୋ ଭାଇ..ମୁଁ ଥିଲେ ତୋର ଚିନ୍ତା ନାହିଁ.. ଭାଇରାଲ ହେଲା ଭାଇଭଉଣୀ ସ୍ନେହର ଭାବବିହ୍ୱଳ ଭିଡିଓ

ମୁଁ ତୋ ଭାଇ…କେବେ ଖରା କେବେ ଛାଇ । ମୁଁ ଥିଲେ ତୋର ଭୟ ନାହିଁ । ଭାଇ ସବୁବେଳେ ଏମିତି । ରାଗିଗଲେ ଗାଳି ଦି ସିନା, କୁନି ଭଉଣୀର ଶୁଖିଲା ମୁହଁ ଦେଖିଲେ କୋଳେଇ ନିଏ । ଏ ବି ଭାଇଟିଏ । ବୟସ ବହୁତ ବେଶି ନ ହେଲେ ବି କୁନି ଭଉଣୀର ସେ ବଡ ଭାଇ ।ତେଣୁ  କୁନି ଭଉଣୀକୁ ଆଞ୍ଚ ଆଣିବାକୁ ସେ ଦେବ…

ବିମାନରେ ଯାତ୍ରୀଙ୍କ ଉନ୍ମତ୍ତକାଣ୍ଡ; ନିଶାସକ୍ତ ଅବସ୍ଥାରେ ମହିଳା ପାସେଞ୍ଜରଙ୍କ ଉପରେ ପରିସ୍ରା କଲେ ଯାତ୍ରୀ

ନୂଆଦିଲ୍ଲୀ: ମଦ ନିଶା କଣ ବା ନକରି ପାରେ  । ବିମାନରେ ସେଭଳି କିଛି କାଣ୍ଡ ଘଟାଇଛନ୍ତି ଜଣେ ଯାତ୍ରୀ। ମଦ ନିଶାରେ ମହିଳା କୋ-ପାସେଞ୍ଜରଙ୍କ ଉପରେ ପରିସ୍ରା କରିଦେଲେ ଯାତ୍ରୀ  । ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଫ୍ଲାଇଟରେ ଏଭଳି ଅଭାବନୀୟ ଘଟଣା ଘଟିଛି  । ଏନେଇ ମହିଳା ଯାତ୍ରୀ ଜଣକ ଟାଟା…

ନୂଆ ବର୍ଷରେ ଗୁଗଲର ଝଟ୍‌କା: ଏହିସବୁ କମ୍ପ୍ୟୁଟରରେ କାମ କରିବନି କ୍ରୋମ ବ୍ରାଉଜର

ୱାଶିଂଟନ: ଏଣିକି ଅନେକ କମ୍ପ୍ୟୁଟରରେ କାମ କରିବନି ଗୁଗଲ କ୍ରୋମ୍। କାରଣ ନୂଆ ବର୍ଷରେ ଗୁଗଲ କ୍ରୋମର ନୂଆ ବର୍ଜନ ଲଞ୍ଚ୍ କରିବ କମ୍ପାନୀ। ଆଉ ନୂଆ ଭର୍ଜନ ଲଞ୍ଚ କରିବା ସହ ପୁରୁଣା ଭର୍ଜନ କିଛି କମ୍ପ୍ୟୁଟର କାମ କରିବା ବନ୍ଦ କରିଦେବ। ଏକ ଟେକ୍ ରିପୋର୍ଟର ସୂଚନା ଅନୁସାରେ, ୭ ଫେବ୍ରୁଆରୀ…

ମା’ ନା ରାକ୍ଷସୀ; ସନ୍ତାନକୁ ବାରମ୍ବାର ରୋଗ ହେବାରୁ ତଣ୍ଟିଚିପି ଫେପାଡ଼ିଦେଲା ମା’

ଅହମ୍ମଦାବାଦ : ମା’ ଏମିତି ଏକ ଶବ୍ଦ, ଯାହା ଦୁନିଆର ସବୁଠାରୁ ଅତି ଆପଣାର । ପିଲାର ଖୁସି ପାଇଁ ଯିଏ ନିଜକୁ ଜଳାଞ୍ଜଳି ଦେଇପାରେ ସେ ହେଉଛି ମା’ । ହେଲେ ଏହି ମା’ କେବେ କ’ଣ କୌଣସି ପିଲା ପାଇଁ ରାକ୍ଷସୀ ସାଜିପାରେ ।କିନ୍ତୁ ଅହମଦାବାଦରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଯାଇଛି ଯାହା ଆପଣ…

ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ: କାରରେ ଘୋଷାଡ଼ି ହୋଇ ଯୁବତୀଙ୍କ ଖପୁରି ଉଡି ଯାଇଥିଲା, ପଞ୍ଜରା ହାଡ ବାହାରି…

ନୂଆଦିଲ୍ଲୀ: ନୂଆବର୍ଷ ଆରମ୍ଭରୁ ସାମ୍ନାକୁ ଆସିଥିଲା ଛାତି ଥରାଇଦେବା ଭଳି ଘଟଣା । ଦିଲ୍ଲୀର କଞ୍ଝାବଲା ଇଲାକାରେ ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ କାର ତଳେ ଘୋଷାଡି ୧୨ କିମି ନେଇ ଯାଇଥିଲେ  । ଫଳରେ ଯୁବତୀଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା ଦିନକୁ ଦିନ ନୂଆ ମୋଡ ନେଉଛି । ଏବେ ସମ୍ନାକୁ…

ଏୟାର ଇଣ୍ଡିଆ ବିମାନରେ ମଦୁଆ ଯାତ୍ରୀଙ୍କ ଉନ୍ମତକାଣ୍ଡ; ମହିଳା ଯାତ୍ରୀଙ୍କ ଉପରେ ପରିଶ୍ରା କଲେ

ନୂଆଦିଲ୍ଲୀ: ମଦୁଆ ଯାତ୍ରୀଙ୍କ ଉନ୍ମତକାଣ୍ଡ। ବିମାନରେ ବସିଥିବା ଜଣେ ବରିଷ୍ଠ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କଲେ ବ୍ୟକ୍ତି। ନଭେମ୍ବର ୨୬ ତାରିଖରେ ଘଟଣା ଘଟିଛି। ଏୟାର ଇଣ୍ଡିଆର ଏକ ବିମାନ ୧୦୨ ଯାତ୍ରୀଙ୍କୁ ନେଇ ନ୍ୟୁୟର୍କରୁ ନୂଆ ଦିଲ୍ଲୀ ଆସୁଥିବା ବେଳେ ଜଣେ ମଦୁଆ ଯାତ୍ରୀ ଏଭଳି…

ବ୍ରିଟିସ୍ ପାଠ୍ୟଖସଡ଼ାରେ ପରିବର୍ତ୍ତନ ଆଣିବେ ଋଷି ସୁନକ; ୧୮ ବର୍ଷ ପର୍ଯ୍ୟନ୍ତ ଛାତ୍ରାଛାତ୍ରୀଙ୍କୁ ଗଣିତ ପଢ଼ିବା…

ଲଣ୍ଡନ: ଗଣିତ ଏକ ଜଟିଳ ପାଠ ବୋଲି ଅନେକ ଛାତ୍ରଛାତ୍ରୀଙ୍କର ମନରେ ଧାରଣା ରହିଛି। ଏଥିପାଇଁ ଅନେକ ଗଣିତ କଷିବାକୁ ପଛଘୁଞ୍ଚା ଦିଅନ୍ତି। ଫଳରେ ଛାତ୍ରଛାତ୍ରୀଙ୍କର ସଂଖ୍ୟାତ୍ମକ ଜ୍ଞାନ କମିଯାଏ। ହେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷ ସୁନକ କିନ୍ତୁ ଛାଚ୍ରଛାତ୍ରୀଙ୍କ ମଧ୍ୟରେ ଏହି ଜ୍ଞାନକୁ…

ବେଆଇନ ଭାବେ ମୋବାଇଲ୍‌ ବ୍ୟବହାର କରିବାରୁ ଗଲା ୮୯ ସୈନିକଙ୍କ ଜୀବନ: ଋଷ ପ୍ରତିରକ୍ଷା ମନ୍ତ୍ରାଳୟ

ମସ୍କୋ: ବେଆଇନ ଭାବେ ମୋବାଇଲ୍‌ ବ୍ୟବହାର କରିବାରୁ ଗଲା ୮୯ ଋଷ ସୈନିକଙ୍କ ଜୀବନ। ୟୁକ୍ରେନ ମିସାଇଲ୍ ଆକ୍ରମଣରେ ଏମାନଙ୍କର ଜୀବନ ଯାଇଥିବା ଋଷ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଯବାନଙ୍କର ମୃତ୍ୟୁ ନେଇ ଋଷ ସରକାରଙ୍କୁ କିଛି ସମାଲୋଚନା କରିବା ପରେ ବୁଧବାର…