Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦିଲ୍ଲୀ ଦଙ୍ଗା ମାମଲା, ଉମର ଖାଲିଦ ଦୋଷମୁକ୍ତ

ନୂଆଦିଲ୍ଲୀ: ୨୦୨୦ ମସିହାରେ ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ଦଙ୍ଗା ସହ ଜଡିତ ଏକ ମାମଲାରେ କରକାର୍ଡୋମା କୋର୍ଟ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ପୂର୍ବତନ ଛାତ୍ର ଉମର ଖାଲିଦ ଏବଂ ୟୁନାଇଟେଡ ଆଗେନଷ୍ଟ ହେଟସର ପ୍ରତିଷ୍ଠାତା ଖାଲିଦ ସାଇଫିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।…

ଜେଲରେ ରହି ଇଂଲିଶ ଉପନ୍ୟାସ ପଢୁଛି ଶ୍ରଦ୍ଧା ଓ୍ୱାକର ହତ୍ୟାକାରୀ ଅଭିଯୁକ୍ତ ଅଫତାବ

ନୂଆଦିଲ୍ଲୀ: ଶ୍ରଦ୍ଧା ଓ୍ୱାକର ହତ୍ୟାକାଣ୍ଡର ଅଭିଯୁକ୍ତ ଅଫତାବ ଅମିନ ପୁନାଓ୍ୱାଲା ତିହାର ଜେଲରେ । ଏବେ ସେ ଜେଲରେ ରହି କୌଣସି ଇଂରାଜୀ ଉପନ୍ୟାସ ପଢିବାକୁ ଜେଲ୍ କର୍ତ୍ତୃପକ୍ଷଙ୍କଠୁ ମାଗିଥିଲେ। ଶନିବାର ସନ୍ଧ୍ୟାରେ ଜେଲ ପ୍ରଶାସନ ତାଙ୍କୁ 'ଦି ଗ୍ରେଟ୍ ରେଲଓ୍ୱେ ମାର୍କେଟ୍: ବାଇ ଟ୍ରେନ୍…

‘ଏନଜେଏସି ସୁପ୍ରିମକୋର୍ଟ ରଦ୍ଦ କରିବାପରେ ସଂସଦରେ ଆଲୋଚନା ନହେବା ଗମ୍ଭୀର ବିଷୟ’

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖର ଶୁକ୍ରବାର କହିଛନ୍ତି ଯେ ସୁପ୍ରିମକୋର୍ଟ ଜାତୀୟ ନ୍ୟାୟିକ ନିଯୁକ୍ତି ଆୟୋଗ (ଏନଜେଏସି) ଆଇନକୁ ରଦ୍ଦ କରିଛନ୍ତି। ଯାହାକି ସଂସଦର ଉଭୟ ସଦନରେ ପାରିତ ହୋଇଥିଲା। କୋର୍ଟ ଏହାକୁ ରଦ୍ଦ କରିବା ପରେ ସଂସଦରେ ଏ ବିଷୟରେ କୌଣସି ଆଲୋଚନା ହୋଇନାହିଁ। ଏହା…

‘ପୁଅର ମୃତ୍ୟୁ ପାଇଁ ଦାୟୀ ରେଳବିଭାଗ, ଏବେ ୧୫ ହଜାର ଟଙ୍କା ଦେଇ ଉପହାସ କରୁଛି’

ଆଲିଗଡ଼: ଉତ୍ତର ପ୍ରଦେଶର ଆଲିଗଡ଼ରେ ଶୁକ୍ରବାର ଜଣେ ଯୁବକଙ୍କ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଟ୍ରେନରେ ଯାତ୍ରୀ ଜଣଙ୍କ ବସିଥିବା ବେଳେ ଝରକା ଦେଇ ଏକ ଲୁହା ରଡ୍ ଆସି ପଶିଯାଇଥିଲା । ଏହାପରେ ସଂପୃକ୍ତ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ରେଳ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ଏହି ଦୁର୍ଘଟଣା…

କେଶ ପ୍ରତିରୋପଣରେ ସମସ୍ୟା, ମଣିଷର ଯନ୍ତ୍ରଣାଦାୟକ ମୃତ୍ୟୁ

ନୂଆଦିଲ୍ଲୀ: ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ ଦିଲ୍ଲୀର ଏକ କ୍ଲିନିକରେ ହେୟାର ଟ୍ରାନ୍ସପ୍ଲାଣ୍ଟ ବା ପ୍ରତିରୋପଣରେ ତ୍ରୁଟି ଦେଖାଦେଇଥିଲା । ଡାକ୍ତରଙ୍କ ଅବହେଳା ହେତୁ ଏହି ସମସ୍ୟା ଦେଖାଦେଇଥିଲା । ଏବେ ସେହି 30 ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ରିପୋର୍ଟରେ କୁହାଯାଇଛି ଯେ ଅଥର…

“ରାଜ୍ୟପାଳ ପଦ ପାଇଁ ମାନଦଣ୍ଡ ନିର୍ଦ୍ଧାରଣ ହେବା ଆବଶ୍ୟକ”

ମୁମ୍ବାଇ: ଉଦ୍ଧବ ବାଲାସାହେବ ଠାକରେ ମୁଖ୍ୟ ଉଦ୍ଧବ ଠାକରେ ଆଜି କହିଛନ୍ତି ଯେ ରାଜ୍ୟପାଳ ପଦ ଚୟନ ପାଇଁ କିଛି ମାନଦଣ୍ଡ ନିର୍ଦ୍ଧାରଣ ହେବା ଆବଶ୍ୟକ। ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିଆରୀ ଛତ୍ରପତି ଶିବାଜୀ ମହାରାଜ ଏବଂ ସମାଜ ସଂସ୍କାରକ ଜ୍ୟୋତିବା ଫୁଲେ ଏବଂ ସାବିତ୍ରୀବାଇ ଫୁଲେଙ୍କ…

ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇ ନିଲମ୍ବିତ ହେଲେ ଶିକ୍ଷକ

ଇନ୍ଦୋର: ମହଙ୍ଗା ପଡ଼ିଲା ରାହୁଲ ଗାନ୍ଧୀ ନେତୃତ୍ୱାଧୀନ ଭାରତ ଯୋଡୋ ଯାତ୍ରାରେ ସାମିଲ ହେବା। ନିଲମ୍ବିତ ହେଲେ ଶିକ୍ଷକ। ମଧ୍ୟପ୍ରଦେଶ ସରକାର ଏହି ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି। ସରକାରୀ ଚାକିରିଆ ହୋଇ ରାଜନୈତିକ ରାଲିରେ ସାମିଲ ହୋଇଥିବା ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ…

୧୭୫ ବର୍ଷର ଯାତ୍ରା, ତଥାପି କମିନି ‘ଖାକି’ର ଚମକ

ନୂଆଦିଲ୍ଲୀ: ଖାକି ଶବ୍ଦ ଶୁଣିବା କ୍ଷଣି ଆଖିଆଗରେ ଭାସି ଉଠେ ଭାରତୀୟ ପୋଲିସର ଚେହେରା  ।  କେହି କେହି ତ ପୋଲିସର ନାଁ ନ ଧରି  ଖାକି ବୋଲି ଡାକିଥାନ୍ତି । କାହିଁ କେଉଁ ଦିନରୁ ଏଇ ପୋଷାକରେ ଭାରତୀୟ ପୋଲିସ  ସେମାନଙ୍କର ସେବା ଯୋଗାଇ ଆସୁଛନ୍ତି । ୧୭୫ ବର୍ଷରେ ପହଞ୍ଚିଛି ଖାକି । …

ଓ୍ୱେଷ୍ଟକୁ ଓ୍ୱେଲଥରେ ପରିଣତ କରିବାରେ ଯୁବଗୋଷ୍ଠୀ ସାମିଲ ହୁଅନ୍ତୁ

ନୂଆଦିଲ୍ଲୀ: ସହର ମାନଙ୍କରେ ପ୍ରଦୂଷଣର ଏକ ମୁଖ୍ୟ କାରକ ହେଉଛି ବର୍ଜ୍ୟବସ୍ତୁ । ଆମକୁ ଯୁବ ସମାଜ ଏବଂ ପ୍ରଯୁକ୍ତି ସହାୟତାରେ ବର୍ଜ୍ୟବସ୍ତୁକୁ ସମ୍ପଦରେ ପରିଣତ କରିବାକୁ ହେବ । ଏହା କହିଛନ୍ତି କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ । ସହରାଞ୍ଚଳ ପ୍ରଦୂଷଣର ବଡ କାରଣ ହେଉଛି ବର୍ଜ୍ୟ ।…

ଗୁଗୁଲ CEO ସୁନ୍ଦର ପିଚାଇଙ୍କୁ ପଦ୍ମ ଭୂଷଣ ସମ୍ମାନ

ନୂଆଦିଲ୍ଲୀ: ଗୁଗୁଲର CEO ସୁନ୍ଦର ପିଚାଇଙ୍କୁ ପଦ୍ମ ଭୂଷଣ । ଭାରତର ସବୁଠାରୁ ବଡ ତୃତୀୟ ନାଗରିକ ସମ୍ମାନ  ପଦ୍ମ ଭୂଷଣରେ ସମ୍ମାନିତ ହୋଇଛନ୍ତି  ସୁନ୍ଦର ପିଚାଇ  । ଆମେରିକୀ ନାଗରିକ ତଥା ତାମିଲନାଡୁ ମଦୁରାଇରେ ଜନ୍ମିତ ସୁନ୍ଦର ପିଚାଇଙ୍କୁ  ବ୍ୟାବସାୟିକ ଏବଂ ଉଦ୍ୟୋଗିକ କ୍ଷେତ୍ରର ସଫଳତା…