Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତରେ ବିବିସି କାମ ଉପରେ ପ୍ରତିବନ୍ଧକ ଲଗାଇବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗୁଜରାଟ ଦଙ୍ଗା ଉପରେ ବିବିସି ଡକ୍ୟୁମେଣ୍ଟ୍ରି ସହ ଭାରତରେ ବିବିସିର କାମ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ହିନ୍ଦୁ ସେନାର ଆବେଦନକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି । ଆବେଦନ ଅଗ୍ରାହ୍ୟ କରି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଆବେଦନ ସମ୍ପୂର୍ଣ୍ଣ ଭାବେ ଭୁଲ୍ ଅଟେ ।…

ମଡ଼େଲ ସାଜିଲେ ମେୟର

ରାଜନୀତି ଏମିତି ଏକ କ୍ଷେତ୍ର ଯେଉଁଠି କି କେହି ବି କେତେବେଳେ ଏ କ୍ଷେତ୍ରକୁ ଆସିପାରିବେ । ଏଥିରେ କିଛି ବାଧକ ନାହିଁ । ଅର୍ଥାତ୍ ରାଜନୀତି ଦୁଆର ସମସ୍ତଙ୍କ ପାଇଁ ସବୁବେଳେ ଖୋଲା । ଅଭିନେତା ହୁଅନ୍ତୁ ବା ମଡେଲ ବା ଶିକ୍ଷକ, ଡ଼ାକ୍ତର, ବିଜ୍‌ନେସମ୍ୟାନ ସମସ୍ତେ ଏହି କାରଣ ପାଇଁ ରାଜନୀତିରେ…

ରୋଗ ଛଡ଼ାଇବା ପାଇଁ ଦେଢ ବର୍ଷର ଶିଶୁର ଦାନ୍ତ ଭାଙ୍ଗି କଚାଡ଼ି ଦେଲା ତାନ୍ତ୍ରିକ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବୁଲନ୍ଦ ସହର ଜିଲ୍ଲାରେ ଘଟିଯାଇଛି ଚାଞ୍ଚଲ୍ୟକର ଘଟଣା । ରୋଗ ଭଲ କରିବା  ନାଁରେ ଜଣେ ତାନ୍ତ୍ରିକ ଛୋଟ ଶିଶୁର ଦାନ୍ତ ଭାଙ୍ଗି ଦେବା ସହ ତାଙ୍କୁ କଚାଡି ମାରିଦେଇଛି । ଅଭିଯୋଗ ପାଇବା ପରେ ପୋଲିସ ସଂପୃକ୍ତ ତାନ୍ତ୍ରିକକୁ ଗିରଫ କରିଛି । ଘଟଣାର ଛାନଭିନ ବି…

ବିଧାନସଭାରେ ମୁଖ୍ୟମନ୍ତ୍ରୀ ପଢିଲେ ଗତବର୍ଷର ବଜେଟ; ତାତିଲେ ବିରୋଧୀ

ଜୟପୁର:ରାଜସ୍ଥାନ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି ବଜେଟ ଉପସ୍ଥାପନ କରୁଥିଲେ । ବିଜେଟ ଉପସ୍ଥାପନ ସମୟରେ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଛନ୍ତି ।  ଏଥିଯୋଗୁ ଗୃହକୁ ଅଧଘଣ୍ଟାଏ ପାଇଁ ମୁଲତବୀ ରଖାଯାଇଥିଲା । ବିପକ୍ଷ ଅଭିଯୋଗ ଥିଲା ଯେ, ମୁଖ୍ୟମନ୍ତ୍ରୀ ପୁରୁଣା ବଜେଟ…

ମଲାୟାଲମ୍ ଚଳଚ୍ଚିତ୍ରର ପ୍ରଥମ ଦଳିତ ଅଭିନେତ୍ରୀ ପି.କେ ରୋଜିଙ୍କୁ ସମ୍ମାନିତ କରିଛି ଗୁଗୁଲ୍

ସମୟ ସମୟରେ ଗୁଗୁଲ ନିଜର ଡୁଡଲ୍ ଅପଡେଟ୍ କରିଥାଏ । ଗୁଗୁଲ ଆଜି ଦେଶର ପ୍ରଥମ ଦଳିତ ଅଭିନେତ୍ରୀଙ୍କୁ ଡୁଡୁଲରେ ସ୍ଥାନ ଦେଇ ସମ୍ମାନ ଜଣାଇଛି । ଆଜି ହେଉଛି ଅଭିନେତ୍ରୀଙ୍କ ଜନ୍ମଦିନ । ଜଣେ ମହିଳାଙ୍କୁ ଏପରି ସମ୍ମାନ ଦେଇ ଡୁଡଲ୍ ସୃଷ୍ଟି କରିଛି ଏକ ନିଆରା ଉଦାହରଣ । ଅଭିନେତ୍ରୀ ଜଣକ…

ଭୂକମ୍ପରେ ମୃତ୍ୟୁ ସଂଖ୍ୟା ଟପିଲା ୧୯ ହଜାର, ଉଦ୍ଧାର କାର୍ଯ୍ୟରେ ବାଧକ ସାଜିଛି କୋହଲା ପାଗ

ନୂଆଦିଲ୍ଲୀ: ତୁର୍କୀ ଏବଂ ସରିଆରେ ମାନବୀୟ ସଙ୍କଟ। ଭୂକମ୍ପରେ ମୃତ୍ୟୁ ସଂଖ୍ୟା ଟପିଲା ୧୯ ହଜାର। ଭାରତୀୟ ସମୟ ରାତି ୯ଟା ସୁଦ୍ଧା ଏହା ହେଉଛି ତୁର୍କୀ ଏବଂ ସିରିଆରେ ପ୍ରାଣ ହରାଇଥିବା ମୃତକଙ୍କ ସଂଖ୍ୟା। ଫେବୃଆରୀ ୬ରେ ତୁର୍କୀ ଏବଂ ସିରିଆର ପଶ୍ଚିମ ଏସୀୟ ଦେଶରେ ଘଟିଥିବା ଏହି ଭୂକମ୍ପରେ…

କିମ୍ ଜୋଙ୍ଗ ଉନଙ୍କ ପରେ ଜୁ ହେବେ କି ଉତ୍ତର କୋରିଆ ରାଷ୍ଟ୍ରପତି ?

ନୂଆଦିଲ୍ଲୀ: ଉତ୍ତର କୋରିଆର ନିର୍ଦ୍ଦୟୀ ଶାସକ କିମ୍ ଜୋଙ୍ଗ ଉନ୍ ତାଙ୍କ ନିଷ୍ପତ୍ତି ଓ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରୁହନ୍ତି । କିନ୍ତୁ ସେ ସବୁବେଳେ ନିଜ ପାରିବାରିକ ଜୀବନକୁ ଗଣମାଧ୍ୟମ ଠାରୁ ଦୂରେଇ ରଖିଥାନ୍ତି । ଏବେ ତାଙ୍କ ଝିଅଙ୍କ ଫଟୋ ସାମ୍ନାକୁ ଆସିଛି । ମଙ୍ଗଳବାର ମିଲିଟ୍ରି ପରେଡରେ…

ଅଜିତ ଡୋଭାଲଙ୍କ ସହ ୭ ଦେଶର NSAଙ୍କୁ କାହିଁକି ଭେଟିଲେ ପୁଟିନ୍ ?

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ୍ ଯୁଦ୍ଧ ଚାଲିଥିବା ବେଳେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ଦୁଇ ଦିନିଆ ଋଷ ଗସ୍ତରେ ଯାଇଛନ୍ତି । ବୁଧବାର ମସ୍କୋରେ ପହଞ୍ଚିଥିବା ବେଳେ ଗୁରୁବାର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିଛନ୍ତି । ଉଭୟ ଦେଶ ମଧ୍ୟରେ ସୁରକ୍ଷା ପ୍ରସଙ୍ଗକୁ…

ଭାରତ, ଇରାନ, ଚୀନ ଦୂତାବସ ଉପରେ ଆକ୍ରମଣ କରିବା ନେଇ ଧମକ ଦେଲା ଆଇଏସ

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ (ଖୋରାସନ) ଆଫଗାନିସ୍ତାନରେ ଥିବା ଭାରତ, ଇରାନ ଓ ଚୀନ ଦୂତାବସ ଉପରେ ଆକ୍ରମଣ କରିବା ନେଇ ଧମକ ଦେଇଛି । ଏହି ଆତଙ୍କବାଦୀ ସଂଗଠନ ତାଲିବାନ ଏବଂ ମିଳିତ ଜାତିସଂଘର ସଦସ୍ୟ ଦେଶ ମଧ୍ୟରେ ସର୍ମ୍ପକକୁ ଦୁର୍ବଳ କରିବା ପାଇଁ ସେମାନେ ଏହି ଷଡଯନ୍ତ୍ର…