Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରେଳ ଟ୍ରାକ୍ ମଝିରେ କାହିଁକି ଥାଏ V ଆକୃତି

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ମାଧ୍ୟମରେ ଲକ୍ଷ ଲକ୍ଷ ଲୋକ ନିଯୁକ୍ତି ପାଇଛନ୍ତି । ଅନ୍ୟ ଦେଶ ତୁଳନାରେ  ଭାରତୀୟମାନେ ବେଶି ରେଳ ଉପରେ ନିର୍ଭରଶୀଳ । ହେଲେ ଭାରତୀୟ ରେଳରେ ଅନେକ ରୋଚକ କଥା ରହିଛି ଯାହା ପ୍ରାୟ ଜାଣି ନ ଥିବେ  ।  ରେଳରେ ଯିବା ବେଳେ କେତେକ ସ୍ଥାନରେ ଆପଣ V ଆକୃତିର ଟ୍ରାକ…

ଆଲାସ୍କା ଆକାଶରେ ଉଡୁଥିଲା ଅଜ୍ଞାତ ବସ୍ତୁ; ତଳକୁ ଖସାଇଲା ଆମେରିକା ଯୁଦ୍ଧ ବିମାନ

ୱାଶିଂଟନ:ଶୁକ୍ରବାର ଆଲାସ୍କାର ଉପରେ ଉଡୁଥିବା ଏକ ଅଜ୍ଞାତ ବାସ୍ତୁକୁ ଖସାଇ ଦେଇଛି ଆମେରିକା । ଆମେରିକାର ଲଢୁଆ ବିମାନ ଏହି ସନ୍ଦିଗ୍ଧ ଜିନିଷକୁ ମାରି ଖସାଇ ଦେଇଥିବା ସୂଚନା ଦେଇଛି ହ୍ୱାଇସ ହାଉସ । ହ୍ୱାଇଟ ହାଉସ ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ପ୍ରବକ୍ତା ଜନ କିର୍ବିଙ୍କ କହିବା ଅନୁଯାୟୀ,…

ବ୍ରେନକୁ ଶକ୍ତିଶାଳୀ କରିବାକୁ ନିଜକୁ ନିଜେ କଂରେଟ ନେଉଛନ୍ତି ରୋଗୀ

ଭୁବନେଶ୍ୱର: କରୋନା ମହାମାରୀ ପରେ ଏଥିରେ ସଂକ୍ରମିତ ହୋଇଥିବା ଅନେକ ବ୍ୟକ୍ତିଙ୍କ ମେମୋରୀ ଲସ ହେଉଥିବା ଅଭିଯୋଗ ଆସୁଛି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ଏ ନେଇ ପୂର୍ବରୁ ସତର୍କ କରାଇ ଦେଉଛନ୍ତି । ଏବେ କିନ୍ତୁ ନିଜକୁ ନିଜେ କଂରେଟ ନେଇ ମେମୋରୀ ଲସରୁ ମୁକୁଳିବା ପାଇଁ କେତେକ ବ୍ୟକ୍ତି…

‘ରାଷ୍ଟ୍ରପତି କଲର’ ପୁରସ୍କାରରେ ସମ୍ମାନିତ ହେବେ ହରିୟାଣା ପୋଲିସ

ଚଣ୍ଡିଗଡ଼ : ରାଷ୍ଟ୍ରପତି କଲର ସମ୍ମାନ ଏକ ବିରଳ ମର୍ଯ୍ୟାଦା ସମ୍ପନ୍ନ ପୁରସ୍କାର । ଦେଶ ପାଇଁ ବଳିଦାନ ଓ ବୀରତ୍ୱ ପ୍ରଦର୍ଶନ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ ।ତେବେ ଏହି ସମ୍ମାନ ହରିୟାଣା ପୁଲିସକୁ ମିଳିବ । ଆସନ୍ତା ଫେବୃଆରୀ୧୪ ତାରିଖରେ ହରିୟାଣା ପୁଲିସଙ୍କୁ ‘ରାଷ୍ଟ୍ରପତି କଲର’…

କୋଭିଡ୍ ପରେ ଅଧିକାଂଶ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ବିଦେଶ ଗସ୍ତ କରିଛନ୍ତି: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଉଚ୍ଚ ଶିକ୍ଷା ପାଇଁ ଭାରତ ନୁହେଁ, ବିଦେଶକୁ ଅଧିକ ପସନ୍ଦ କରୁଛନ୍ତି ବିଦ୍ୟାର୍ଥୀ। କାରଣ ଅଧିକାଂଶ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ଦେଶ ଛାଡ଼ି ବିଦେଶକୁ ପଳାଉଛନ୍ତି। କରୋନା ପରେ ଦେଶର ଅଧିକାଂଶ ଛାତ୍ରଛାତ୍ରୀ ପାଠପଢ଼ିବା ପାଇଁ ବିଦେଶ ଗସ୍ତ କରିଥିବା କେନ୍ଦ୍ର ସରକାର ସୂଚନା…

ଯଦି ଆମ୍ବେଦକର ବଞ୍ଚିଥାନ୍ତେ ତାଙ୍କୁ ହତ୍ୟା କରିଥାନ୍ତି: ଭିଡିଓକୁ ନେଇ ବିବାଦ ପରେ ଅଭିଯୁକ୍ତ ଗିରଫ

ହାଇଦ୍ରାବାଦ: ଭାରତୀୟ ସମ୍ବିଧାନ ପ୍ରତିଷ୍ଠାତା ବିଆର୍. ଆମ୍ବେଦକରଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେଇ ଗିରଫ ହେଲେ ଅଭିଯୁକ୍ତ। ତେଲେଙ୍ଗାନାରେ ହମାରା ପ୍ରସାଦ ନାମକ ଜଣେ ବ୍ୟକ୍ତି ସୋସିଆଲ୍ ମିଡିଆରେ ଏକ ଭିଡିଓ ଅପ୍‌ଲୋଡ କରି ଆମ୍ବେଦକରଙ୍କ ବିରୋଧରେ ଅପମାନଜକ ମନ୍ତବ୍ୟ ଦେଇଥିଲେ।  ଏହି…

Cow Hug Day ନୁହେଁ, ଶ୍ରଦ୍ଧାରେ ଗୋମାତାଙ୍କୁ ଆଲିଙ୍ଗନ କର; କାହିଁକି ନିଷ୍ପତ୍ତି ବଦଳାଇଲେ ସରକାର ?

ନୂଆଦିଲ୍ଲୀ: ଫେବ୍ରୁଆରୀ ୧୪ ତାରିଖରେ ଗୋ ଆଲିଙ୍ଗନ ଦିବସ (Cow Hug Day) ପାଳନ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଥିଲା କେନ୍ଦ୍ର ସରକାରଙ୍କ ପଶୁ କଲ୍ୟାଣ ବୋର୍ଡ। ଏହାକୁ ନେଇ ନାନା ବ୍ୟଙ୍ଗ ବିଦ୍ରୁପ ଓ ସମାଲୋଚନା ହେବା ପରେ ନିଷ୍ପତ୍ତି ବଦଳାଇଛି ବୋର୍ଡ। ପୂର୍ବରୁ ଜାରି କରାଯାଇଥିବା…

୬୦ ବର୍ଷ ହେବ ଶୋଇନାହାନ୍ତି ୮୦ ବର୍ଷୀୟ ବୃଦ୍ଧ

ଭିଏତନାମ: ଯଦି ଗୋଟେ ଦିନ ନ ଶୋଇବେ ତେବେ ଆପଣ ଅସ୍ଥିର ହୋଇଯିବେ । ଡାକ୍ତରୀ ବିଜ୍ଞାନ ହେଉ କିମ୍ବା ଆୟୁର୍ବେଦ, ସମସ୍ତେ ବିଶ୍ୱାସ କରନ୍ତି ଯେ, ସାଧାରଣତଃ ମଣିଷକୁ ଦିନକୁ ୬ରୁ ୮ ଘଣ୍ଟା ଶୋଇବା ନିହାତି ଆବଶ୍ୟକ । କାରଣ ଏହା ଆମ ସ୍ୱାସ୍ଥ୍ୟପକ୍ଷେ ହିତକର ବୋଲି କୁହାଯାଏ । ନିଦକୁ ନେଇ ଏକ…

ତୁର୍କୀ-ସିରିଆ ଭୂମିକମ୍ପ; ମୃତ୍ୟୁ ସଂଖ୍ୟା ୨୪ ହଜାର ପାର୍, ଭାରତ ପଠାଇଲା ଔଷଧ

ଇସ୍ତାନବୁଲ: ସୋମବାର ଓ ମଙ୍ଗଳବାର ଦୁଇଦିନ ଧରି ହୋଇଥିବା ଭୂମିକମ୍ପରେ ଛାର୍‌ଖାର ହୋଇଯାଇଥିବା ତୁର୍କୀ ଓ ସିରିଆରେ ଏବେ ବି ସର୍ଚ୍ଚ ଅପରେଶନ ଜାରି ରହିଛି। ଭୁଶୁଡ଼ି ପଡ଼ିଥିବା କୋଠାର ଧ୍ୱଂସସ୍ତୁପ ତଳୁ ଉଦ୍ଧାର ହେଉଛନ୍ତି ମୃତ ଓ ଜୀବିତ। ଏଭଳି କରୁଣ ପରିସ୍ଥିତି ଭିତରେ ତୁର୍କୀ ଓ ସିରିଆରେ…

ଏମିତି ଗାଁ ଯେଉଁଠି ନାହିଁ ଗୋଟିଏ ବି ମନ୍ଦିର, ଅସ୍ତି ସହ କରାଯାଏ କିଛି ଏପରି କାମ

ହିନ୍ଦୁଧର୍ମ ଅନୁସାରେ ଶରୀରକୁ ମୃତ୍ୟୁ ପରେ ଦାହ କରାଯାଏ ଏବଂ ଶବକୁ ଜାଳିବା ପରେ ଏହାର ପାଉଁଶ କୌଣସି ପବିତ୍ର ନଦୀରେ ବିସର୍ଜନ କରାଯାଏ । ଏହି ରୀତିନୀତି ଓ ପରମ୍ପରା ଶତାବ୍ଦୀ ଶତାବ୍ଦୀ ଧରି ଚାଲିଆସୁଛି ।  କିନ୍ତୁ ଏମିତି ଏକ ଗାଁ ରହିଛି ଯେଉଁଠାରେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ଶରୀର…