Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏଲନ୍ ମସ୍କଙ୍କୁ ପଛରେ ପକାଇବେ କି ଏହି ଅରବପତି ?

ନୂଆଦିଲ୍ଲୀ: ଦୁନିଆର ୧ ନମ୍ବର ଧନୀ ତାଲିକାରୁ ଖସି ପାରନ୍ତି ଏଲନ୍ ମସ୍କ । ଆମେ ଏକଥା କହୁ ନାହୁଁ ବରଂ ଦୁନିଆର ଟପ୍-୧୦ ଅରବପତିଙ୍କ ନେଟ୍ ୱର୍ଥ ଏମିତି କିଛି ସଂକେତ ଦେଉଛି । ବିଶ୍ୱର ଧନୀ ତାଲିକାର ଦ୍ୱିତୀୟରେ ଥିବା ଫ୍ରାନ୍ସର ଅରବପତି ବର୍ଣ୍ଣାର୍ଡ ଅର୍ଣ୍ଣାଲ୍ଟ ଓ ମସ୍କଙ୍କ ସମ୍ପତ୍ତି…

ରେଲୱେ ଫୁଟ୍ ଓଭର ବ୍ରିଜ୍ ଭୁଶୁଡ଼ି ୨୦ ଯାତ୍ରୀ ଗୁରୁତର

ମୁମ୍ବାଇ: ମହାରାଷ୍ଟ୍ର ଚନ୍ଦ୍ରପୁର ରେଳ ଷ୍ଟେସନରେ ବଡ଼ ଅଘଟଣ ଘଟିଛି । ଭୁଶୁଡ଼ି ପଡ଼ିଛି ରେଲୱେ ଫୁଟ୍ ଓଭର୍ ବ୍ରିଜ୍ । ଫୁଟ୍ ଓଭର ବ୍ରିଜ୍ ଭୁଶୁଡ଼ିବା ଫଳରେ ୬୦ ଫୁଟ ଉଚ୍ଚରୁ ପ୍ରାୟ ୨୦ ଜଣ ଯାତ୍ରୀ ରେଳ ଟ୍ରାକ ଉପରକୁ ଖସି ପଡ଼ିଛନ୍ତି । ୮ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ବେଳେ…

ଅନ୍ତରୀକ୍ଷରେ ଆଉ ୨୪ ପୃଥିବୀ !

ଭୁବନେଶ୍ୱର: ପୃଥିବୀ ଛଡ଼ା କୌଣସି ଗ୍ରହରେ ଜୀବନଧାରଣ ସମ୍ଭବ କି ? ଯଦି ହଁ ତେବେ କେଉଁଠି ରହୁଛନ୍ତି ଏଲିୟନ୍ସ ? ଏମିତି ଅନେକ ପ୍ରଶ୍ନକୁ ନେଇ ସୃଷ୍ଟିର ବଡ଼ ଜୀବ ମଣିଷ ଗବେଷଣା ଜାରି ରଖିଛି । ଏବେ ବୈଜ୍ଞାନିକଙ୍କୁ ଏମିତି ୨୪ଟି ଗ୍ରହ ମହାକାଶରେ ମିଳିଛି, ଯାହା ଜୀବନଧାରଣ ପାଇଁ ପୃଥିବୀ ଠାରୁ…

ପ୍ରେମରେ ବାଧକ ସାଜିଲା ଧର୍ମ , ଲାଠି ମାଡ଼ରେ ଚାଲିଗଲା ଯୁବକଙ୍କ ଜୀବନ

ନୂଆଦିଲ୍ଲୀ : ପ୍ରେମ ଏଭଳି ଏକ ଶବ୍ଦ ଯାହାର ତୁଳନା ନାହିଁ  । ପ୍ରେମ କେବେ ଦେଖିନଥାଏ ସ୍ବାର୍ଥ ଟଙ୍କା କି କୌଣସି ଜାତି ଏବଂ ଧର୍ମ । ପ୍ରେମ ସର୍ବଦା ହୃଦୟର ଭାବାବେଗ ସହ ଜଡ଼ିତ ରହିଛି । ଯାହା ମଣିଷକୁ ବଶୀଭୂତ କରିଥାଏ  । ଏହି ପ୍ରେମରେ ଜାତି ଧର୍ମକୁ ନେଇ ମହାରାଷ୍ଟ୍ରର ନାନ୍ଦେଡରୁ ଆସିଛି…

ପରଲୋକରେ ଓସ୍କାର ବିଜେତା ଆଇରିନ୍ କାରା

ନୂଆଦିଲ୍ଲୀ : ଓସ୍କାର ବିଜେତା ଆଇରିନ୍ କାରାଙ୍କ ଦେହାନ୍ତ ହୋଇଛି। ଅଭିନେତ୍ରୀଙ୍କ ପ୍ରକାଶକ ତାଙ୍କ ମୃତ୍ୟୁ ଘୋଷଣା କରିଥିଲେ । ସେ କହିଛନ୍ତି ଯେ ଅଭିନେତ୍ରୀ ଫ୍ଲୋରିଡା ସ୍ଥିତ ତାଙ୍କ ଘରେ ମୃତ୍ୟୁ ବରଣ କରିଛନ୍ତି  । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା  । ଏନେଇ ମୃତ୍ୟୁର କାରଣ…

ମୋଦୀଙ୍କ ‘ମନ୍ କି ବାତ୍’: ଜି-୨୦, ସ୍ପେସ୍ ଷ୍ଟାର୍ଟଅପ୍, ନାଗା ସଂସ୍କୃତି, ଶିକ୍ଷା କୃତୀଙ୍କ ଚର୍ଚ୍ଚା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଛନ୍ତି ମନ୍ କି ବାତ୍। ୯୫ତମ ଏପିସୋଡରେ ମୋଦୀ ଜି-୨୦ ଓ ଏହା ସମ୍ପର୍କିତ ଅନୁଭୂତିକୁ ବଖାଣିଛନ୍ତି । ତେଲେଙ୍ଗାନାରୁ ହରିପ୍ରସାଦ ଗାରୁ ତାଙ୍କୁ ଜି-୨୦ ଲୋଗୋ ନିଜ ହାତରେ ବୁଣି ପଠାଇଛନ୍ତି। ଆଜିର ମନ୍ କି ବାତ୍ କାର୍ଯ୍ୟକ୍ରମରେ ସେ…

ପଣିକିଆ ଭୁଲିଯିବାରୁ ଡ୍ରିଲ ମେସିନ୍‌ରେ ଛାତ୍ରଙ୍କୁ ଲହୁଲୁହାଣ କଲେ ଶିକ୍ଷକ

ନୂଆଦିଲ୍ଲୀ : ଶିକ୍ଷକଙ୍କ ଉନ୍ମୁତକାଣ୍ଡ । ପଣିକିଆ ନ ଡାକିବାରୁ ଛାତ୍ର ହାତରେ ଡ୍ରିଲ ମେସିନ୍‌ ଚଳାଇଦେଲେ ଶିକ୍ଷକ । ଏଭଳି ଅମାନବୀୟ ଦୃଶ୍ୟ ଉତ୍ତରପ୍ରଦେଶର କାନପୁର ଜିଲ୍ଲା ପ୍ରେମନଗରରେ ଥିବା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ଜଣେ ଶିକ୍ଷକ କିଭଳି ଛାତ୍ରଙ୍କୁ ଦଣ୍ଡ ଦେବା…

ଚୀନରେ କୋଭିଡ୍ ସଂକ୍ରମଣର ନୂଆ ରେକର୍ଡ, ତେଜିଲା ‘ଜିରୋ-କୋଭିଡ୍’ ପଲିସି ଦାବି  

ବେଜିଂ: ଚୀନରେ କରୋନା ଭାଇରସ୍ ପୁଣି ସକ୍ରିୟ ହୋଇଛି । ସଂକ୍ରମଣ ଥମିବାର ନାଁ ଧରୁନି । ଗତକାଲି ପ୍ରାୟ ୪୦ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୪ଦିନ ମଧ୍ୟରେ ଏହା ସର୍ବାଧିକ । ସଂକ୍ରମିତଙ୍କ ମଧ୍ୟରୁ ୩,୭୦୯ଜଣ ଲକ୍ଷଣଯୁକ୍ତ ଓ ୩୬,୦୮୨ ଲକ୍ଷଣବିହୀନ ସଂକ୍ରମିତ। ଗତ ୨୪ଘଣ୍ଟା ମଧ୍ୟରେ ଜଣେ…

ଗୁଜରାଟ ନିର୍ବାଚନ ଦାୟିତ୍ୱରେ ଥିବା ପାରାମିଲିଟାରୀ ଯବାନଙ୍କ ଗୁଳିରେ ଟଳିଲେ ୨ ଯବାନ

ପୋରବନ୍ଦର: ଗୁଜରାଟ ନିର୍ବାଚନ ଦାୟିତ୍ୱରେ ନିୟୋଜିତ ପାରାମିଲିଟାରୀ  ଯବାନଙ୍କ କାଣ୍ଡ । ୨ ସହକର୍ମୀଙ୍କୁ ଗୁଳି ମାରି ହତ୍ୟା କଲେ  ଆଉ ଜଣେ ଯବାନ । ଏହି ଘଟଣାରେ ଅନ୍ୟ ୨ ଯବାନ ଗୁରୁତର ହୋଇଛନ୍ତି । ଗୁଜରାଟ ବିଧାନସଭା ନିର୍ବାଚନ ଆସନ୍ତା ମାସରେ ହେବ । ତେଣୁ ଏଠାରେ ସୁରକ୍ଷା ବ୍ୟବସ୍ଥାକୁ…

ବୃଦ୍ଧ ବାପା, ମାଙ୍କୁ କରିପାରିବେନି ହତାଦାର, ମୋଦୀ ସରକାର ଆଣୁଛନ୍ତି ଭରଣ ପୋଷଣ ବିଧେୟକ!

ନୂଆଦିଲ୍ଲୀ: ପୁଅ, ବୋହୂ ଚାକିରିଆ, ନାତି ନାତୁଣୀ ରେସିଡେନସିଆଲ ସ୍କୁଲରେ ନହେଲେ ଅନ୍ ଲାଇନ୍ ପାଠ ପଢୁଛନ୍ତି । ଏପରି ସ୍ଥିତିରେ ଅଧିକାଂଶ ଏବେ ନିଜ ବୃଦ୍ଧ ବାପା- ମାଙ୍କୁ ମଧ୍ୟ ସାଙ୍ଗରେ ରଖିବାକୁ ପସନ୍ଦ କରୁ ନାହାନ୍ତି । ତେଣୁ ପରିଣତ ସମୟରେ ଅନେକ ହଇରାଣ ହରକତ ହେଉଛନ୍ତି ଏମାନେ । ଆଇନ୍…