Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପିଲାଖେଳରୁ ମହାଭାରତ; ଦମ୍ପତିଙ୍କ ଉପରକୁ ପେଟ୍ରୋଲ ଫିଙ୍ଗି ଜାଳିଦେଲେ

ପାଟନା: ପିଲାକଳିରୁ ମହାଭାରତ । ଛୋଟ ପିଲାଙ୍କ କଳିକୁ ନେଇ ଦମ୍ପତିଙ୍କ ଉପରେ ପେଟ୍ରୋଲ ଢାଳି ଦେଲେ ।ପାଖରେ ଥିବା ମହମବତୀରୁ ନିଆଁ ଲାଗିଯିବାରୁ ଜଳିଗଲେ ଦଳିତ  ଦମ୍ପତି ।  ଏମିତି ଘଟଣା ଘଟିଛି ବିହାରର ବେଗୁସରାଇ ଅଞ୍ଚଳରେ  ।   ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଉଭୟଙ୍କୁ ନିକଟସ୍ଥ…

ସେଲଫି ହେଲା କାଳ ; ପାଣିରେ ଭାସି ୪ ଯୁବତୀ ମୃତ

ନୂଆଦିଲ୍ଲୀ: ସେଲଫି ନେବା ଯୁବତୀଙ୍କୁ ପଡ଼ିଲା ମହଙ୍ଗା  । ଫଟୋ ଉଠାଇବା ସମୟରେ ପାଣିରେ ଭାସିଗଲେ ୪ ଯୁବତୀ  । ଆଜିକାଲି ଫଟୋ ଉଠାଇବା ଗୋଟାଏ ଫେସନ ହୋଇଗଲାଣି  । ବର୍ତ୍ତମାନ ଏହି ଯୁବପିଢ଼ିଙ୍କୁ ସେଲଫି ଉଠାଇବାର ନିଶା ଘାରିଛି । ସେଲଫି ଉଠାଇବା ସମୟରେ ସେମାନେ ଭୁଲିଯାଉଛନ୍ତି ତାଙ୍କ…

ବେଳାଭୂମିରୁ ମିଳିଲା ଘୁଷୁରି ପରି ଅଦ୍ଭୁତ ଜୀବ

ଡବଲିନ(ଆୟର୍ଲାଣ୍ଡ): ରହସ୍ୟର ଗନ୍ତାଘର ସମୁଦ୍ର । ଅନେକ ଅଦ୍ଭୁତ କାହାଣୀ ଲୁଚି ରହିଛି ଏହାର ଗର୍ଭରେ  ।  ଏପର୍ଯ୍ୟନ୍ତ ସମୁଦ୍ର ଗର୍ଭରେ କେତେ ପ୍ରକାର ଜୀବ ବାସ କରନ୍ତି ତାହା ସାମୁଦ୍ରିକ ଗବେଷକଙ୍କୁ ବି ଜଣା ନାହିଁ । ସୋସିଆଲ ମିଡିଆରେ ବେଳେ ବେଳେ ଅଦ୍ଭୁତ  ଧରଣର ସାମୁଦ୍ରିକ ଜୀବ ଦେଖିବାକୁ…

ଶ୍ରଦ୍ଧା ହତ୍ୟାକାଣ୍ଡ ଷ୍ଟାଇଲ୍‌ରେ ସ୍ବାମୀକୁ ୨୨ଖଣ୍ଡ କରି ଫ୍ରିଜ୍‌ରେ ରଖିଲା ସ୍ତ୍ରୀ

ନୂଆଦିଲ୍ଲୀ : ପୁଣି ରାଜଧାନୀରେ ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି । ନିକଟରେ ଶ୍ରଦ୍ଧା ହତ୍ୟା କାଣ୍ଡ ଘଟଣାର ସମାଧାନ ହୋଇନଥିବା ବେଳେ ପୁଣି ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ନିଦ ବଟିକା ଦେଇ କରାଯାଇଥିଲା ହତ୍ୟା  । ମୃତ ଶବକୁ ୨୨ ଖଣ୍ଡ କରି ଫ୍ରିଜ୍‌ରେ ରଖିଥିଲେ ମା ପୁଅ ।…

ବାହାଘରର ୩୫ ବର୍ଷ ପରେ ପତ୍ନୀଙ୍କୁ ପୁଣି ପ୍ରପୋଜ

ବର୍ଜିନିଆ:  ବାହାଘରର ୩୫ ବର୍ଷ ପରେ ପତ୍ନୀଙ୍କୁ ପ୍ରପୋଜ ।  ବେଳାଭୂମିରେ ପତ୍ନୀଙ୍କ ସାମ୍ନାରେ ଆଣ୍ଠେଇ ପଡ଼ିଲେ ଆଉ ପ୍ରପୋଜ କଲେ ଜଣେ ୫୮ ବର୍ଷିୟ ବ୍ୟକ୍ତି  ।  ଆପଣ ଭାବୁଥିବେ ବୋଧହୁଏ ବିବାହ ବାର୍ଷିକୀରେ ପୂର୍ବ ସ୍ମୃତି ରୋମନ୍ଥନ କରୁଥିଲେ  । କିନ୍ତୁ ନା, ସେମିତି କିଛି ବି ନୁହେଁ ।…

ବେଳାଭୂମିରେ ଉଲଗ୍ନ ଅବସ୍ଥାରେ ଫଟୋ ଉଠାଇଲେ ୨୫୦୦ ଲୋକ, କଣ ରହିଛି ରହସ୍ୟ ଜାଣନ୍ତୁ….

ନୂଆଦିଲ୍ଲୀ : ଫଟୋ ଉଠାଇବା ପ୍ରତ୍ୟେକ ମଣିଷର ଗୋଟାଏ ସଉକ । ଫଟୋ ଉଠାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି  । ସାଧାରଣତଃ ବିବାହ କାର୍ଯ୍ୟ ହେଉ ଅବା କୌଣସି ପର୍ଯ୍ୟଟନ ସ୍ଥଳୀ ସମସ୍ତେ ଫଟୋ ଉଠାଇ ସୋଶିଆଲ ମିଡିଆରେ ଫଟୋ ପୋଷ୍ଟ କରିଥାଆନ୍ତି । ଏହାରି ଭିତରେ ସୋଶିଆଲ ମିଡିଆାରେ ଗୋଟିଏ…

ବରଫ ତଳୁ ୫୦ ହଜାର ବର୍ଷ ତଳର ଭୂତାଣୁକୁ ଜୀବିତ କରାଇଲେ ବୈଜ୍ଞାନିକ

ମସ୍କୋ: ଏକ ଆନ୍ତର୍ଜାତୀୟ ବୈଜ୍ଞାନିକ ଟିମ ବିଶ୍ୱର ସବୁଠାରୁ ପୁରାତନ ଭୂତାଣୁକୁ ଜୀବିତ କରିବାରେ ସଫଳ ହୋଇଛନ୍ତି । ଏହି ଭାଇରସ କୋଟି କୋଟି ବର୍ଷ ହେବ ସାଇବେରିୟାର ବରଫ ତଳେ ଜମି ରହିଥିଲା । ବୈଜ୍ଞାନିକଙ୍କ ମତରେ ଏହି ଭାଇରସ ମନୁଷ୍ୟ ପାଇଁ ବିପଦ ସୃଷ୍ଟି କରିପାରେ । ଜୀବିତ ହେବା ପରେ ଏହି…

ଚୀନରେ ବିକ୍ଷୋଭ ଶୋଭାଯାତ୍ରା; ପ୍ରଥମ ଥର ପାଇଁ ଜିନ୍ ପିଙ୍ଗଙ୍କ ବିରୋଧରେ ଗର୍ଜିଲେ ଜନତା

ବେଜିଂ: ଚୀନରେ ତେଜିଲା କମ୍ୟୁନିଷ୍ଟ ବିରୋଧୀ ସ୍ୱର । ସରକାରଙ୍କ ବିରୋରଧରେ ରାସ୍ତାକୁ ଓହ୍ଲାଇଲେ ଶହଶହ ଯୁବକଯୁବତୀ । ରାଷ୍ଟ୍ରପତି ଜିନ୍ ପିଙ୍ଗ ବିରୋଧର ନାରାବାଜିରେ କମ୍ପିଲା ସାଂଘାଇ, ବେଜିଂ ଏବଂ ଉହାନ । ଲକ ଡାଉନ ବନ୍ଦ କର, ଚୀନରେ କମ୍ୟୁନିଷ୍ଟ ପାର୍ଟିର ଅନ୍ତ କର-ଏମିିତି ଦାବି ନେଇ…

ଆର୍ନ୍ତଜାତିକ ମହାକାଶ କେନ୍ଦ୍ରରେ ହେବ ଚାଷ, ଟମାଟୋ ମଞ୍ଜି ପଠାଇଲା ନାସା

ନୂଆଦିଲ୍ଲୀ : ଆନ୍ତର୍ଜାତିକ ମହାକାଶ କେନ୍ଦ୍ର’କୁ ଅନେକ ସାମଗ୍ରୀ ପଠାଇଛି ନାସା । ମହାକାଶରେ ଖାଦ୍ୟ ଉତ୍ପାଦନ ପାଇଁ ପରୀକ୍ଷାମୂଳକ ଭାବେ ପନିପରିବା ଚାଷ କରାଯାଉଛି। କିନ୍ତୁ, ତଟକା ଖାଦ୍ୟ ସଙ୍କଟ ହେଉଥିବାରୁ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ରହୁଥିବା ମହାକାଶଚାରୀମାନେ ସଂରକ୍ଷିତ ଥିବା…

ପାଓ୍ୱାର ଟାଓ୍ୱାରରେ ଲାଗିଲା ବିମାନ, ୯୦ହଜାର ଅନ୍ଧାରରେ କାଟିଲେ ରାତି

ଓ୍ୱାଶିଂଟନ: ଆମେରିକାରେ ବିଦ୍ୟୁତ ଟାଓ୍ୱାରରେ ଲାଗିଲା ବିମାନ । ପ୍ରାୟ ୯୦ ହଜାର ଲୋକ ଅନ୍ଧାରରେ କାଟିଥିଲେ ରାତି । ମୋଣ୍ଟେଗୋମରି କାଉଣ୍ଟିରେ ଏକ ଛୋଟ ବିମାନ ଇଲେକ୍ଟ୍ରିକ୍ ତାରରେ ଝୁଲିପଡିଥିଲା । ଫଳରେ କରେଣ୍ଟ କଟ୍ ହୋଇ ସହର ପୂରା ଅନ୍ଧାର ହୋଇଯାଇଥିଲା । ବିମାନରେ ୨ଜଣ ଥିଲେ ବି ସେମାନେ…