Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୁଣି ସ୍କାନରରେ ଟିଏମ୍‌ସି ନେତା; ପୂର୍ବତନ ମନ୍ତ୍ରୀଙ୍କ ଘରୁ ୧୧ କୋଟି ଜବତ

କୋଲକାତା: ପୁଣି ଜଣେ ଟିଏମ୍‌ସି ନେତାଙ୍କ ଘରୁ ବାହାରିଲା କୋଟି କୋଟି ଟଙ୍କାର କଳା ଧନ। ଟିଏମ୍‌ସି ପୂର୍ବତନ ମନ୍ତ୍ରୀ ଜାକିର ହୁସେନ୍‌ଙ୍କ ଘରୁ ୧୧ କୋଟି ଟଙ୍କା ଜବତ କରିଛି ଆୟକର ବିଭାଗ। ଆଜି ଭୋର ସାଢ଼େ ୩ଟାରେ ଆୟକର ବିଭାଗ ପକ୍ଷରୁ ଜାକିର ହୁସେନ୍‌ଙ୍କ ଘରେ ଚଢ଼ାଉ କରାଯାଇଥିଲା। ହୁସେନ୍‌ଙ୍କ…

ଡେନ୍‌ମାର୍କ ଗସ୍ତର ଫଟୋ ସେୟାର କଲେ ଆଥାର୍‌ଙ୍କ ଦ୍ବିତୀୟ ପତ୍ନୀ

ନୂଆଦିଲ୍ଲୀ : ଆାପଣମାନେ ଜାଣିଥିବେ ଟିନା ଡାବିଙ୍କ ପୂର୍ବତନ ସ୍ବାମୀ ଆଥାର ଅମିର ଖାନ ବା ଆଇଏଏସ୍‌ ଆଥାର ୨୦୨୨ ମସିହାରେ ଦ୍ବିତୀୟ ବିବାହ କରିଛନ୍ତି। ତାଙ୍କ ଦ୍ବିତୀୟ ପତ୍ନୀ ଜଣେ ଡାକ୍ତର। ଆଥାରଙ୍କ ଦ୍ବିତୀୟ ପତ୍ନୀ ଡା.ମେହରିନ କାଜି ହେଉଛନ୍ତି କଶ୍ମୀରର ବାସିନ୍ଦା। ଆଇଏଏସ୍‌ ଆଥାର ଓ…

ସୁରକ୍ଷା ପାଇଁ ବନ୍ଧୁକ ରଖିବାକୁ ଲାଇସେନ୍ସ ପାଇଲେ ନୂପୁର ଶର୍ମା

ନୂଆଦିଲ୍ଲୀ: ଜୀବନ ରକ୍ଷା ପାଇଁ ପାଖରେ ବନ୍ଧୁକ ରଖିବାକୁ ଲାଇସେନ୍ସ ପାଇଁ ବିଜେପି ନିଲମ୍ବିତ ନେତ୍ରୀ ନୂପୁର ଶର୍ମା। ତାଙ୍କ ଜୀବନ ପ୍ରତି ବିପଦ ରହିଛି। ତାଙ୍କୁ ହତ୍ୟା ଧମକ ମିଳିଥିବାରୁ ସୁରକ୍ଷା ପାଇଁ ତାଙ୍କୁ ବନ୍ଧୁକ ରଖିବାକୁ ଲାଇସେନ୍ସ ଦିଆଯାଇଛି ବୋଲି ଦିଲ୍ଲୀ ପୁଲିସ ପକ୍ଷରୁ ସୂଚନା…

ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଲା ପିକ୍‌-ଅପ୍ ଭ୍ୟାନ୍; ଚାଲିଗଲା ୭ ଜୀବନ, ୮ ଗୁରୁତର

ଶଢ଼େଇକଳା ଖରସୁଆଁ: ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଲା ପିକ୍‌-ଅପ୍ ଭ୍ୟାନ୍। ଏହି ଦୁର୍ଘଟଣାରେ ୭ ଜଣ ଶ୍ରମିଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁବାର ସକାଳେ ଝାଡ଼ଖଣ୍ଡ ଓଡ଼ିଶା ସୀମା ନିଟସ୍ଥ ଶଢ଼େଇ କଳା ଖରସୁଆଁରେ ଏଭଳି ଦୁର୍ଘଟଣା ଘଟିଛି। ରାଜନଗର-ଚାଇବାସା ରାସ୍ତାରେ…

ମାତିଲା ବାର୍ଡ ଫ୍ଲୁ; ସଂକ୍ରମଣ ଯୋଗୁ ୧୮୦୦ କୁକୁଡ଼ାଙ୍କ ମୃତ୍ୟୁ

ଥିରୁଭନନ୍ତପୁରମ: ମାତିଲା ବାର୍ଡ ଫ୍ଲୁ। ସଂକ୍ରମଣ ଯୋଗୁ ୧୮୦୦ କୁକୁଡ଼ାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କେରଳର କୋଝିକୋଡ଼େ ଜିଲ୍ଲାର ସରକାରୀ କୁକୁଡ଼ା ଫାର୍ମରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଜିଲ୍ଲା ପଞ୍ଚାୟତ ଦ୍ୱାରା ପରିଚାଳିତ କୁକୁଡ଼ା ଫାର୍ମଗୁଡ଼ିକରେ ବୁଧବାର H5N1 ଭୂତାଣୁ ଥିବା…

ପ୍ରଚାର ଛାଡି ୧୦ ବର୍ଷ ବାଳକର ଅପରେସନ ପାଇଁ ଓଟିରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ଭାଇରାଲ ହେଲା ଭିଡିଓ

ଅଗରତାଲା: କୁହାଯାଏ ଭଗବାନଙ୍କର ସାକ୍ଷାତ ଅବତାର ହେଉଛନ୍ତି ଡାକ୍ତର । ମରଣ ମୁହଁରୁ ଟାଣିଆଣି ନୂଆ ଜୀବନ ଦେଇଥାନ୍ତି । ସେଥିପାଇଁ ତ ରୋଗୀଟି ସବୁଠୁ ଅଧିକ ଭରସା ଡାକ୍ତରଙ୍କ ଉପରେ କରିଥାଏ । ଆଉ ଜଣେ ପ୍ରକୃତ ଡାକ୍ତରଙ୍କ ରକ୍ତରେ ହିଁ ଥାଏ ସେବା ମନୋବୃତ୍ତି ।  ପରିସ୍ଥିତି ଯାହା ବି ହେଉ ନା…

ଟ୍ରାଫିକ୍ ଜାମ୍‌ ହେବାରୁ ଗାଡ଼ି ଉପରେ ବସି ମଦ ପିଇଲେ…

ନୂଆଦିଲ୍ଲୀ : ସମସ୍ତେ ଜାଣନ୍ତି ଟ୍ରାଫିକ୍‌ ସମସ୍ୟା ଅନେକ ସମୟରେ ଦେଖାଦେଇଥାଏ  । ଟ୍ରାଫିକ୍‌ରେ ଥରେ ଫସିଲେ, ସେଥିରୁ ମୁକୁଳିବା ମୁସ୍କିଲ । ଟ୍ରାଫିକ୍‌ କେତେବେଳେ ୧୦ ମିନିଟ୍‌ରେ ଛାଡ଼େ ତ କେତେବେଳେ ଘଣ୍ଟାଏ ଦୁଇ ଘଣ୍ଟା ବି ଲାଗେ । ଏହାର କିଛି ଠିକ୍‌ ଠିକଣା ନଥାଏ । ତେବେ ସେହି…

ରାମଚରିତ ମାନସକୁ ନେଇ ବିହାର ଶିକ୍ଷାମନ୍ତ୍ରୀଙ୍କ ବିବାଦୀୟ ବୟାନ; ବିଜେପି କହିଲା ଭୋଟ ରାଜନୀତି

ପାଟନା: ବିହାର ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର ବୁଧବାର ହିନ୍ଦୁତ୍ୱ ଉପରେ ଦେଇଥିବା ବୟାନକୁ ନେଇ ବିବାଦ ଘନେଇଛି । ଚନ୍ଦ୍ରଶେଖର ଏକ ବୟାନ ଦେଇ କହିଥିଲେ, ହିନ୍ଦୁ ଧର୍ମଗ୍ରନ୍ଥ ରାମାୟଣ ଉପରେ ଆଧାରିତ ରାମଚରିତ ମାନସ ସମାଜରେ ଘୃଣା ମନୋଭାବ ସୃଷ୍ଟି କରୁଛି । ଚନ୍ଦ୍ରଶେଖରଙ୍କର ଏହି ବୟାନ ପରେ…

ଜଳଖିଆ ତିଆରି କଲାବେଳେ ଫାଟିଗଲା ସିଲିଣ୍ଡର; ଜଳିଗଲେ ପରିବାରର ୬ ସଦସ୍ୟ

ପାନିପତ: ସକାଳୁ ସକାଳୁ ଛାତି ଥରାଇ ଦେବା ପରି ଘଟଣା । ହରିଆଣାର ପାନିପଥ ଜିଲ୍ଲାରେ ଆଜି ସକାଳୁ ଏକ ସିଲିଣ୍ଡର ଫାଟି ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ପ୍ରସାରିତ ହେବା ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ପାନିପତର ବିଚପାଡି ଗାଁରେ ଘଟିଛି ଏପରି…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିଓ୍ୱାଲଙ୍କୁ ୧୬୪ କୋଟି ଟଙ୍କାର ରିକଭରି ନୋଟିସ୍‌

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିଓ୍ୱାଲଙ୍କୁ ରିକଭରି ନୋଟିସ । ୧୬୪ କୋଟି ୧୦ ଦିନ ଭିତରେ ଫେରାଇବାକୁ ଡିଆଇପି ପକ୍ଷରୁ ଏହି ନୋଟିସ୍‌ ଜାରି କରାଯାଇଛି । ଦିଲ୍ଲୀର ଉପରାଜ୍ୟପାଳ ଭି.କେ. ସାକ୍ସେନା ମୁଖ୍ୟ ସଚିବଙ୍କୁ ସରକାରୀ ବିଜ୍ଞାପନ ନାମରେ ପ୍ରକାଶିତ ରାଜନୈତିକ ବିଜ୍ଞାପନ ନେଇ…